ଭଲ ପାଇବାର ଏହି ଝିଅମାନେ କେବେ ଧୋକା ଦେଇନଥାନ୍ତି ।

ଏହି ଝିଅମାନେ କେବେ ଧୋକା ଦେଇନଥାନ୍ତି

ଫ୍ରେଣ୍ଡସ୍ ପ୍ରତ୍ୟେକ ମଣିଷକୁ ଭଲପାଇବା ଓ ଏଭଳି ଏକ ଏପରି ସାଥିର ଆବଶ୍ୟକ ଜିଏ ନିସ୍ବାର୍ଥ ହୋଇ ତାଙ୍କୁ ଭଲପାଉଥିବ । ସମସ୍ତ ଚାହାନ୍ତି ଯେ ସମ୍ପର୍କରେ କୈଣସି କାରଣରୁ ଫାଟ ନଆସୁ ଏବଂ ଆପଣଙ୍କ ଭଲପାଇବା ଲମ୍ବା ଦିନ ପର୍ଯ୍ୟନ୍ତ ରହୁ କିନ୍ତୁ ଫ୍ରେଣ୍ଡ୍ କୁହାଯାଏ ଭଲପାଇବା ଏକ ଗାଡି ଭଳି ହୋଇଥାଏ ଯାହାକି ଗୋଟିଏ ଚକ ସହ ଚାଲିପାରିବ ନାହିଁ । ସମ୍ପର୍କ ସବୁବେଳେ ଦୁଇଜଣଙ୍କ ସହ ଚାଲିଥାଏ । ଆମେ ଆମ ସମ୍ପର୍କକୁ ଏକ ନାମ ଦେଇଥାଉ । ଗୋଟିଏ କଥା ଏହିଭଳି ଥାଏ ଯିଏ ଆମକୁ ଚିନ୍ତାରେ ପକାଇ ଥାଏ କି କେବେ ମଧ୍ଯ ଧୋକା ନଦେଉ ।

ପ୍ରଥମ ରାଶି ବିଛା

ଫ୍ରେଣ୍ଡସ୍ ବେଳେବେଳେ ସମ୍ପର୍କରେ ଏପରି ଝଡ ଆସିଯାଏ ଯେ ଏହି ନାମରୁ ବିଶ୍ବାସ ଭାଙ୍ଗିଯାଏ । ସବୁଠାରୁ ବଡକଥା ଏହାଯେ କେଉଁ ପ୍ରକାରର ଲୋକ ଅଧିକ ଧୋକା ଦେଇଥାନ୍ତି । ଯୋତିଷ ଶାସ୍ତ୍ରରେ ଏଭଳି କିଛି ରାଶି ବିଷୟରେ କୁହାଯାଇଛି ପ୍ରେମ କ୍ଷେତ୍ରରେ ସଚ୍ଚୋଟ ହୋଇଥାନ୍ତି । ଚାଲନ୍ତୁ ସେହି ରାଶି ବିଷୟରେ ଜାଣିବା । ପ୍ରଥମେ ବିଛା ରାଶି ଏହି ରାଶିର ଝିଅମାନେ ସାଧାରଣତ ସରଳ ସୋଭାବର ହୋଇଥାନ୍ତି । ଏହି ରାଶିର ଝିଅ ପ୍ରତି ଆପଣ ଆଖି ବନ୍ଦ କରି ବିଶ୍ବାସ କରନ୍ତୁ ।

ଅନ୍ୟ ଦୁଇଟି ରାଶି

ଦ୍ବିତୀୟରେ ର୍କକଟ ରାଶି ଏମାନେ ପ୍ରଫେକ୍ଟ ପାଟନର ହୋଇଥାନ୍ତି । ଏମାନେ ଟିକେ ଇମୋସନାଲ ହୋଇଥାନ୍ତି । ଯଦି ଆପଣ ଏହି ରାଶିର ଝିଅଙ୍କୁ ଲଭ କରୁଛନ୍ତି ଏମାନେ କେବେ ଆପଣଙ୍କୁ ଧୋକା ଦେଇନଥାନ୍ତି । ତୃତୀୟରେ କନ୍ଯା ରାଶି ଏହି ରାଶିର ଝିଅ ମାନେ ବୁଦ୍ଧିମାନ ହୋଇଥାନ୍ତି । ନିଜ ସମ୍ପର୍କକୁ କିପରି ଚଳାଇବେ ଏମାନେ ଜାଣନ୍ତି । ଏମାନେ କେବେ ଧୋକା ଦେଇନଥାନ୍ତି । ଯଦି ଏମାନଙ୍କୁ କିଏ ଭଲ ପାଇବାରେ ଧୋକା ଦିଅନ୍ତି ଏମାନେ ତାହା ସହ୍ଯ କିରିପାରନ୍ତିନି ।

ଚତୁର୍ଥରେ ମକର ରାଶି ଏହି ରାଶିର ଝିଅ ମାନେ ଭଲ ଅଟନ୍ତି । ଏମାନେ ଯେଉଁମାନଙ୍କ ପାଟନର ହୁଅନ୍ତି ସେମାନେ ଭାଗ୍ୟବାନ ଅଟନ୍ତି । ଏମାନେ କେବେ ଧୋକା ଦେଇ ନଥାନ୍ତି । ପ୍ରତେକ ମଣିଷର ଜୀବନରେ ବାସ ଖାଲି ଟିକେ ଭଲ ପାଇବା ଆବଶ୍ୟକ ଓ ଯେଉଁ ଭଲ ପାଇବା କେବେ ଧୋକା ଦେବ ନାହିଁ ଏଥିପାଇଁ ଓ ନିଃସ୍ୱାର୍ଥପର ହୋଇ ସବୁ ସମୟରେ ଭଲ ପାଉଥିବ । ସମସ୍ତେ ତ ଏଇଆ ଚାଂହାନ୍ତି ତାଙ୍କ ସମ୍ପର୍କରେ କେବେ ଫାଟ ନ ଆସୁ ତାଙ୍କୁ କେହି କେବେ ଧୋକା ନ ଦେଉ ।