ପ୍ରେମରେ ପଡିବା ପରେ ଝିଅମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ ଏହି ସବୁ ପରିବର୍ତ୍ତନ। ଜାଣନ୍ତୁ !

ପ୍ରେମରେ ପଡିବା ପରେ ଝିଅମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ ଏହି ସବୁ ପରିବର୍ତ୍ତନ। ଜାଣନ୍ତୁ !

ଶୁଣାଯାଏ କି ପ୍ରେମପାଇ ଲୋକେ କିଛି ଭି କରିପାରିବେ। ସାଧାରତ ଏକ ଝିଅ ଯଦି କୌଣସି ପୁଅ ପ୍ରେମ ସମ୍ପର୍କରେ ଯୋଡିହୋଇଯାଏ ତ ସେ ସମୟରେ ଝିଅଙ୍କ ର କିଛି ଅଭ୍ୟାସ ରେ ପରିବର୍ତନ ଆସିଥାଏ। ଆଜି ଆସନ୍ତୁ ଜାଣିବା କଣ ସେ ସବୁ ପରିବର୍ତନ।

1. ନିଦ ଆସିବା କମିଯାଏ

ସାଧାରଣତଃ ଯେଉଁ ଝିଅ ମାନେ ନିଦ ପାଇ ସବୁ କାମ ଛାଡି ନିଦକୁ ପ୍ରଥମେ ପ୍ରାଧ୍ୟାନ୍ୟ ଦେଇଥାନ୍ତି, ସେହି ମାନେ ପ୍ରେମ ସମ୍ପର୍କ ଆରମ୍ଭ ହେବାପରେ ରାତି ଅନିଦ୍ରା ହୋଇ ଫୋନ ରେ ଘଣ୍ଟା ଘଣ୍ଟା ଗପନ୍ତି ଓ ଚାଟିଙ୍ଗ ରେ ବ୍ୟସ୍ତ ରୁହନ୍ତି।

2. ନିଜର ସୌନ୍ଦର୍ୟକୁ ଆଇନାରେ ଦେଖିବା

ସାଧାରତ ସମସ୍ତଙ୍କୁ ନିଜ ସୌନ୍ଦର୍ୟ ଉପରେ ଟିକେ ଗର୍ବ ଥାଏ କିନ୍ତୁ ପ୍ରେମରେ ପଡିବା ପରେ ଝିଅମାନେ ଅଧିକ ସମୟ ନିଜକୁ ଆଇନରେ ଦେଖି ଦେଖି ବିତାଇଥାନ୍ତି।

3. ମୋବାଇଲ କୁ ଅଧିକ ଗୁରୁତ୍ୱ ଦିଅନ୍ତି

ଯେଉଁ ମାନେ ଆଗରୁ ନିଜ ମୋବାଇଲକୁ ଏତେ ଗୁରୁତ୍ୱ ଦେଉନଥିଲେ ପ୍ରେମ ରେ ପଡିବା ପରେ ମୋବାଇଲକୁ କାହାରିକୁ ଛୁଇଁ ବାକୁ ଦିଅନ୍ତି ନାହିଁ।

4. ପୋଷାକ ପ୍ରଧାନ ଓ ଚାଲିଚଳନ ରେ ପ୍ରବର୍ତନ

ପ୍ରେମ ହେଲା ପରେ ଝିଅମାନଙ୍କ ପୋଷାକ ପ୍ରଧାନ ଓ ଚାଲିଚଳନ ରେ ଅନେକ ପ୍ରବର୍ତନ ଆସିଥାଏ।

5. ସଂଗୀତ ଶୁଣିବାର ଅଭ୍ୟାସ

ଯେଉଁ ମାନେ ପ୍ରେମ ସମ୍ବନ୍ଧିତ ସଂଗୀତ କୁ ଶୁଣି ବୋର ହଉଥିଲେ ହଠାତ ସେଇସବୁ ସଂଗୀତ ପସନ୍ଦ ଲାଗିବ।

6. ନିଜକୁ ଅନ୍ୟ ମାନଙ୍କ ଠାରୁ ଦୁରେଇ ରଖିବା .

ଏହି ସମୟରେ ଝିଅ ମାନେ ଅନ୍ୟ ସାଙ୍ଗ ସାଥି ଙ୍କ ଠାରୁ ନିଜକୁ ଦୁରେଇ ରଖିବାକୁ ପସନ୍ଦ କରନ୍ତି ଓ ତାଙ୍କ ପ୍ରେମିକ ଙ୍କ ଚାଲିଚଳଣୀ ହିସାବରେ ଚାଲନ୍ତି।