ଓଲିଉଡରେ କେଉଁ ଷ୍ଟାରମାନେ ଦିତୀୟ ବିବାହ କରିଛନ୍ତି ?

 

ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନଙ୍କଉ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଓଡିଆ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଚର୍ଚ୍ଚାରେ ରହି ନାହାନ୍ତି ବରଂ ନିଜର ଷ୍ଟାଇଲ, ଲୁକ, ପର୍ଶନାଲିଟି ପାଇଁ ମଧ୍ୟ ବେଶ ଫ୍ୟାମସ ହୋଇ ପାରିଛନ୍ତି । ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ରିୟାଲ ଲାଇଫକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଥାନ୍ତି ।

ଓଲିଉଡ ଜଗତରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଆଜି ଆମେ ଓଡିଆ ଜଗତର ଏମିତି କିଛି କଳାକାର ମାନଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ଜୀବନରେ ଦୁଇ ଦୁଇ ଥର ମ୍ୟାରେଜ କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେମାନେ କିଏ ଅଟନ୍ତି ।

“ସବ୍ୟସାଚୀ ମିଶ୍ର” : ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ଯିଏ ନିଜର ସୁନ୍ଦର ଅଭିନୟ ପାଇଁ ଖୁବ ଚର୍ଚ୍ଚାରେ ରହିଛନ୍ତି । ସେ ୨୦୦୮ ମସିହାରେ ସୀମା ମିଶ୍ରଙ୍କୁ ପ୍ରଥମ ବିବାହ କରିଥିଲେ ମଧ୍ୟ ଦୁହେଁ ୨୦୧୫ରେ ଅଲଗା ହୋଇଥିଲେ । ଏହା ପରେ ସବ୍ୟସାଚୀ ୨୦୨୧ରେ ଦିତୀୟ ଥର ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ମାରେଜ କରିଛନ୍ତି ।

“ସିଦ୍ଧାର୍ଥ ମିଶ୍ର” : ଅଭିନେତା ସିଦ୍ଧାର୍ଥ ମିଶ୍ର ଓଡିଆ ଜଗତର ଜଣେ ନାମିଦାମୀ ଅଭିନେତା ଅଟନ୍ତି । ସେ ୨୦୦୩ରେ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ମାରେଜ କରିଥିଲେ ମଧ୍ୟ ଦୁହେଁ ୨୦୦୪ରେ ଅଲଗା ହୋଇଥିଲେ । ଏହା ପରେ ସିଦ୍ଧାର୍ଥ ୨୦୦୪ରେ ଅଭିନେତ୍ରୀ ମାମା ମିଶ୍ରଙ୍କୁ ଦିତୀୟ ବିବାହ କରିଥିଲେ ।

“ଚନ୍ଦନ କର” : ଅଭିନେତା ଚନ୍ଦନ କର “ଦେ ମା ଶକ୍ତି ଦେ” ଫିଲ୍ମରେ ଅଭିନୟ କରିବାର ନଜର ଆସିଥିଲେ । ସେ ୨୦୦୭ରେ ଶ୍ରୀଦେବୀ ମିଶ୍ରଙ୍କୁ ବିବାହ କରିଥିଲେ ମଧ୍ୟ ଦୁହେ ଅଲଗା ହୋଇଥିଲେ । ଏହା ପରେ ଚନ୍ଦନ ଗୀତା କରଙ୍କୁ ଦିତୀୟ ମାରେଜ କରିଥିଲେ ।

“ରଚନା ବାନାର୍ଜୀ” : ବଙ୍ଗାଳୀ ଅଭିନେତ୍ରୀ ରଚନା ବାନାର୍ଜୀ ୨୦୦୩ରେ ଅଭିନେତା ସିଦ୍ଧାର୍ଥ ମହାପାତ୍ରଙ୍କୁ ପ୍ରେମ ବିବାହ କରିଥିଲେ ମଧ୍ୟ ୨୦୦୪ରେ ଦୁହେଁ ଅଲଗା ହୋଇଥିଲେ । ଏହା ପରେ ରଚନା ୨୦୦୭ରେ ପ୍ରବାଳ ବାସୁଙ୍କୁ ଦିତୀୟ ବିବାହ କରିଥିଲେ ।

“ଅନୁ ଚୌଧୁରୀ” : ଓଡିଆ ହିରୋଇନ ଭାବେ ଅଭିନେତ୍ରୀ ଅନୁ ଚୌଧୁରୀ ୨୦୦୬ରେ ସନ୍ଦିପ ମିଶ୍ରଙ୍କୁ ମାରେଜ କରିଥିଲେ ମଧ୍ୟ ୨୦୦୮ରେ ଦୁହେଁ ଅଲଗା ହୋଇଥିଲେ । ଏହା ପରେ ଅନୁ ୨୦୧୦ରେ ବିଶାଲ ବର୍ମାଙ୍କ ସହ ଦିତୀୟ ମାରେଜ କରିଥିଲେ ।

“ପ୍ରିୟା ଚୌଧୁରୀ” : ଓଡିଆ ଅଭିନେତ୍ରୀ ପ୍ରିୟା ଚୌଧୁରୀ ୨୦୧୩ରେ ଦୂର୍ଗା ପ୍ରସାଦ ମିଶ୍ରଙ୍କୁ ମାରେଜ କରିଥିଲେ ମଧ୍ୟ ପରେ ଦୁହେଁ ଅଲଗା ହୋଇଥିଲେ । ଏହା ପରେ ପ୍ରିୟା କୁସନ କୁମାରଙ୍କୁ ଦିତୀୟ ବିବାହ କରିଥିଲେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।