ଆପଣ ଯଦି ଅସୁନ୍ଦର ଦେଖାଯାଉଛନ୍ତି ଏହି ଉପାୟ ଆପଣାନ୍ତୁ ସୁନ୍ଦର ଦେଖାଯିବେ ।

କ’ଣ କଲେ ପ୍ରାକୃତିକ ସୈ।ନ୍ଦର୍ଯ୍ୟ ଲାଭ ହୁଏ । ଯଦି ମୁହଁ ରେ ବ୍ରଣ ଉଠି ଥାଏ ତେବେ ଶୋଇବା ସମୟରେ ମୁହଁ ରେ ଲେମ୍ବୁ ଚୋପା ଘସନ୍ତୁ ଏବଂ ୧୫ ମିନିଟ ପରେ ୨୧ ଥର ମୁହଁ କୁ ପାଣି ଛିଟା ମାରନ୍ତୁ , ଯେତେବେଳେ ସକାଳୁ ଉଠୁଛନ୍ତି ସେତେବେଳେ ଉଠି ପାଟିରେ ପାଟିଏ ପାଣି ରଖନ୍ତୁ ଓ ମୁହଁ ରେ ପାଣି ଛାଟନ୍ତୁ ତାହା ଦ୍ୱାରା ବ୍ରଣ କମିଯାଏ ଓ କେବେ ବ୍ରଣ ଉଠେ ନାହିଁ ଏହି ଉପାୟ ବ୍ୟବହାର କରିଦେଖନ୍ତୁ। ଆଉ ଗୋଟେ ବଡ ରହସ୍ୟ ହେଉଛି ଗାଧେଇବା ସମୟରେ ପାଣି ରେ ଟିକେ କ୍ଷୀର ପକାଇ ଗାଧାନ୍ତୁ , ଏହା ଦ୍ୱାରା ସୈ।ନ୍ଦର୍ଯ୍ୟ ବଢିଥାଏ

। କମଳା ଚୋପା କୁ ଶୁଖାଇ ଗୁଣ୍ଡ କରି ସେଥିରେ ଟିକେ ହଳଦୀ ମିଶାଇ ଲଗାନ୍ତୁ, ଏହା ଦ୍ୱାରା ମୁହଁ ଉଜ୍ଜଳ ରୁହେ ଓ ସଫା ରୁହେ। ଯଦି ମୁଣ୍ଡ ର ବାଳ ଯଦି ଉପୁରୁଛି ଓ ବାଳ ପାଚି ଥାଏ, ତେବେ ମୁଣ୍ଡ ଧୋଇବା ପାଣି ରେ ଟିକେ ଲୁଣ ପକାଇ ମୁଣ୍ଡ ଧୁଅନ୍ତୁ ଏହା ଦ୍ୱାରା ଶିଘ୍ର ଚୁଟି ଝଡି ନଥାଏ ଓ ପାଚି ନଥାଏ। ଗାଧେଇବା ପାଣି ରେ ଟିକେ ଲେମ୍ବୁ ଚିପୁଡ଼ନ୍ତୁ ଓ ଗାଧାନ୍ତୁ। ସବୁ ସମୟରେ ଭୋକ ଲାଗିଲେ ହିଁ ଖାଆନ୍ତୁ ଖାଇ ସାରିବା ର କିଛି ସମୟ ପରେ ଖାଆନ୍ତୁ, ଏହା ଦ୍ୱାରା ଶରୀର ସୁସ୍ଥ ରହେ। ଏହି ସବୁ ଉପାୟ ମଧ୍ୟରୁ ଯେଉଁମାନଙ୍କର ଯେଉଁ ସବୁ ଅସୁବିଧା ଅଛି ସେହି ସବୁର ବ୍ୟବିହାର କରି ଆପଣ ନିଜକୁ ଅଧିକ ସୁନ୍ଦର କରିପାରିବେ । ଭଲ ଲାଗିଲେ share ନିଶ୍ଚୟ କରିବେ ।