ଆଜିର ରାଶିଫଳ, 9 ଜୁଲାଇ 2021, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହା ଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ଜୁଲାଇ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କର ବ୍ୟବସାୟରେ ଭଲ ଲାଭ ମିଳିବ ସହ ଧିକ ଉନ୍ନତି ମଧ୍ୟ ହେବ। ଜୀବନ ସାଥିଙ୍କ ସହ ଆପଣଙ୍କର ସମ୍ଭଧ ମଧୁର ରହିବ । ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ମିଳିବା ସହ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । କୌଣସି କ୍ଷେତ୍ରରୁ ଧନ ଲାଭର ଯୋଗ ରହିଛି । ଆପଣଙ୍କ ପିତାଙ୍କ ବୟସର କୌଣସି ବ୍ୟକ୍ତିଙ୍କ ଠାରୁ ସହଯୋଗ ମିଳିପାରେ । ନିଜ ଜୀବନରେ ସଫଳ ହେବାକୁ ହେଲେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।

ବୃଷ ରାଶି : ଏହି ରାଶିର ଲୋକ ମନାକ ପାରିବାରିକ ମାହୋଲ ଭଲ ରହିବ । ଆପଣ ଘରେ ରହି ନୂଆ ନୂଆ ଖାଦ୍ଯ ଖାଇବାର ଆନଦ ନେବେ । କୌଣସି ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ପ୍ରେମ ଜୀବନରେ ଆପଣଙ୍କ ସମୟ ଉତ୍ତମ ରହିବ । ଆପଣ ନିଜ ମନ କଥା ନିଜ ପାର୍ଟନରଙ୍କୁ କହିବାର ଏହା ଉପଯୁକ୍ତ ସମୟ ଅଟେ । ଏହି ସମୟରେ ଆପଣଙ୍କୁ ଧନର ବିଶେଷ ଆବଶ୍ୟକତା ରହିଛି । ସେଥିପାଇଁ ଭାଗ୍ୟ ଆପଣଙ୍କର ସାଥ ଦେବ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମିଥୁନ ରାଶି : ଏହି ରାଶିର ଲୋକ ମାନେ ନିଜ ମାତା ପିତାଙ୍କ ସହଯୋଗ ଯୋଗୁ ସଫଳତା ପାଇ ପରିବେ । ସାଙ୍ଗ ସାଥିଙ୍କ ସହ ଆପଣଙ୍କର ଭଲ ସମ୍ଭଧ ରହିବା ସହ ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। କୌଣସି କ୍ଷେତ୍ରରୁ ଧନ ଲାଭର ସମ୍ଭାବନା ରହିଛି । ବ୍ୟବସାୟରେ ଭଲ ଲାଭ ହେବା ସହ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆପଣ କରି ଅପରିବେ । ସନ୍ତାନ ମାନଙ୍କ ତରଫରୁ ଆପଣ କୌଣସି ଶୁଭ ସମାଚାର ଶୁଣିବାକୁ ପାଇ ପାରିବେ । ବିଦେଶକୁ ଯାତ୍ରା କରିବାର ଆଶଙ୍କା ରହିଛି ।

କର୍କଟ ରାଶି : ଏହି ରାଶିର ଲୋକ ମାନଙ୍କର ଦାଂପତ୍ଯ ଜୀବନ ସୁଖମୟ ରହିବ । ଆପଣ ଜୀବନ ସାଥିଙ୍କ ସହ ଅଧିକ ସମୟ ବିତାଇବାର ମୌକା ପାଇବେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । କୌଣସି ବାବଦରେ ନିଷ୍ପତି ନେବା ପୂର୍ବରୁ ଆପଣ ଥରେ ଚିନ୍ତା କରିବେ । ଅଫିସରେ ସହ କର୍ମୀ ଓ ବଡ ଅଧିକାରୀ ମାନଙ୍କର ସହ ଯୋଗ ଆପଣଙ୍କୁ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ମାନେ ନିଜ ପରୀକ୍ଷାରେ ସଫଳ ହେବେ ଯାହା ଦ୍ଵାରା ସେମାନଙ୍କ ମାତା ପିତା ବହୁତ ଖୁସି ହେବେ ।

ସିଂହ ରାଶି : ଏହି ରାଶିର ଲୋକ ମାନଙ୍କୁ କର୍ମ କ୍ଷେତ୍ରରେ ଜୀବନ ସାଥିଙ୍କ ସହଯୋଗ ମିଳିବା ଦ୍ଵାରା ଆପଣଙ୍କ ମନ ପରସନ ହେବ । ଆଜି ଆପଣ କୌଣସି ମାନସିକ ଚିନ୍ତାରେ ରହିବେ । ତେଣୁ ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଘର ପରିବାରରୁ ଆପଣ ଖୁସି ପାଇବେ । ସମାଜରେ ଆପଣଙ୍କର ମାନ ସମାନ ବଢିବା ସହ ଆପଣ ନିଜ ଭଲ କର୍ମ ପାଇଁ ପ୍ରଶଂସା ଅମଧ୍ୟ ପାଇବେ । ମହିଳା ମାନେ ଘର କାମରେ ନିଜକୁ ବ୍ୟସ୍ତ ରଖିବେ । ଶିକ୍ଷକ ମାନେ ନୂଆ ପଦ ପାଇବାର ଆଶଙ୍କା ରହିଛି । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ଆପଣ ନିଜ ସମୟର ସଦୁପୋଯୋଗ କରିବାକୁ ଚେଷ୍ଟା କରନ୍ତୁ ।

କନ୍ୟା ରାଶି : ଏହି ରାଶିର ଲୋକ ମାନଙ୍କର କୌଣସି ଅଟକି ଥିବା କାମ ପୂରଣ ହେବ । ଆପଣ ନିଜ ଭବିଷ୍ୟତକୁ ନେଇ କିଛି ନୂଆ ଯୋଜନା କରି ପାରନ୍ତି । ବ୍ୟବସାୟୀ ମାନେ ବେପାରରେ ଅଧିକ ଉନ୍ନତି କରିବେ । ପ୍ରିୟଜନଙ୍କ ସହ ଆପଣଙ୍କର ଭଲ ସମ୍ଭଧ ରହିବ । କାମ କାର୍ଯ୍ୟକୁ ନେଇ ଆପଣଙ୍କର ବୁଦ୍ଧି ବହୁତ କାମରେ ଆସିବ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭର ସମ୍ଭାବନା ରହିଛି । ଭାଇ ଭଉଣୀଙ୍କ ସହ ଯୋଗ ଆପଣଙ୍କୁ ପ୍ରାପ୍ତ ହେବ । ଯାହା ଫଳରେ ଆପଣ ଜୀବନରେ ଆଗକୁ ବଢିବା ପାଇଁ ଚେଷ୍ଟା କରିବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ପ୍ରେମ ଜୀବନରେ ମଧ୍ୟ ଆପଣ ନିଜ ପାର୍ଟନରଙ୍କ ସହ କିଛି ସମୟ ବିତାଇବାକୁ ମୌକା ପାଇବେ ।

ତୁଳା ରାଶି : ଏହି ରାଶିର ଲୋକ ମାନଙ୍କର ଭାଇ, ଭଉଣୀ, ପଡୋଶୀ, ସମ୍ପର୍କୀୟ, ସାଙ୍ଗ ସାଥିଙ୍କ ସହ ଭଲ ସମ୍ଭଧ ରହିବ । କାନୁନି ମାମଲାରେ ଆପଣଙ୍କର ରାଏ ଆବଶ୍ୟକ ହୋଇପାରେ । ମହିଳା ମାନଙ୍କ ପାଇଁ ଆଜିର ଦିନ ଉତ୍ତମ ରହିବ । ପ୍ରେମ କରୁଥିବା ବ୍ୟକ୍ତି ନିଜ ଜୀବନରେ ସଫଳ ହେବେ । ଆପଣ ନିଜ ଜୀବନରେ କାମ କାର୍ଯ୍ୟକୁ ସଫଳ ହେବାକୁ ହେଲେ ଅଧିକ ପରିଶ୍ରମ କରିବାକୁ ପଡିବ । ପରିବାର ଲୋକଙ୍କ ସହ ଆପଣ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଆପଣ ଆନନ୍ଦ ଅନୁଭବ କରିବେ । ସନ୍ତାନ ମାନଙ୍କ ତରଫରୁ ଆପଣ କୌଣସି ଶୁଭ ସମ୍ବାଦ ଶୁଣିବାକୁ ମିଳିପାରେ । ନିଜ ସ୍ୱାସ୍ଥ୍ୟର ଧାନ ରଖନ୍ତୁ ।

ବିଛା ରାଶି : ଏହି ରାଶିର ଲୋକ ମାନେ ନିଜର ସକାରାତ୍ମକ ଚିନ୍ତାଧାରା ଯୋଗୁ ଜୀବନର କର୍ମ କ୍ଷେତ୍ରରେ ସଫଳ ହେବେ । ପରିବାର ଲୋକଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଭଲ ବୁଝାମଣା ରହିବା ସହ ଅଧିକ ସମୟ ଅମଧ୍ୟ ବିତାଇବେ । ସମାଜରେ ଆପଣଙ୍କର ମାନ ସମାନ ବଢିବ ଯାହା ଦ୍ଵାରା ଆପଣ ପ୍ରଶଂସାର ପାତ୍ର ହେବେ । ଛାତ୍ର ମାନେ ନିଜ ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ ।

ଧନୁ ରାଶି : ଏହି ରାଶିର ବିଦ୍ୟାର୍ଥୀ ମାନେ ନିଜ ଶିକ୍ଷକଙ୍କ ସହ ଆଲୋଚନା କରିବା ଦ୍ଵାରା ସେମାନଙ୍କର ଆଧ୍ୟାତ୍ମିକ ଚିନ୍ତାଧାରାର ଉନ୍ନତି ହେବ । ପ୍ରେମ ଜୀବନରେ ଆପଣ ନିଜ ପାର୍ଟନରଙ୍କ ସହ ନିଜ ମନ କଥା କହିବାକୁ ସୁଯୋଗ ପାଇବେ । ଅଚାନକ କୌଣସି କ୍ଷେତ୍ରରୁ ଧନ ଲାଭର ଯୋଗ ରହିଛି । ଅଫିସରେ ଆପଣଙ୍କର ସହ କର୍ମୀଙ୍କ ସହ ଭଲ ସମ୍ଭଧ ରହିବା ସହ ନୂଆ ପଦ ମିଳିବାର ଆଶଙ୍କା ରହିଛି । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବ୍ୟବସାୟରେ ଭଲ ଲାଭ ମିଳିବ । ଦାଂପତ୍ଯ ଜୀବନ ସୁଖମୟ ରହିବ ।

ମକର ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ଆପଣଙ୍କ ମାତା ପିତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଆପଣ ନିଜ କଠିନ ପରିଶ୍ରମର ଫଳ ପାଇବେ । ପ୍ରିୟଜନ ମାନଙ୍କ ସହ ଆପଣଙ୍କର ଭଲ ସମ୍ଭଧ ରହିବ । ସମାଜରେ ଆପଣଙ୍କର ମାନ ସମାନ ବଢିବା ଦ୍ଵାରା ଆପଣ ନିଜକୁ ଆନନ୍ଦ ଅନୁଭବ କରିବେ । ଆପଣଙ୍କ ବ୍ୟବସାୟ ତୀବ୍ର ଗତିରେ ବଢିବ । ଦାମ୍ପତ୍ୟ ଜୀବନରେ ତାଳମେଳ ଠିକ ହେବାରୁ ଆପଣଙ୍କର କିଛି ସମସ୍ଯା ଦୂର ହୋଇପାରେ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କର ଦାମ୍ପତ୍ୟ ଜୀବନ ମଧୁମୟ ରହିବ । କୌଣସି ପୁରୁଣା ମିତ୍ରାଙ୍କ ସହ ଭେଟ ହୋଇପାରେ । ଆଜି ଆପଣଙ୍କୁ କିଛି ନୂଆ ଖବର ଶୁଣିବାକୁ ମିଳିବ । ଛାତ୍ର ମାନେ ନିଜ ଜୀବନରେ ଆଗକୁ ବଢିବାକୁ ହେଲେ ଅଧିକ ପରିଶ୍ରମ କରନ୍ତୁ । ଆପଣ ସାମାଜିକ କାର୍ଯ୍ୟରେ ସହଯୋଗ କରିବେ । ଯାହା ଦ୍ଵାରା ଆପଣଙ୍କର ମନ ସମାନ ରେ ବୃଦ୍ଧି ହେବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଏହି ରାଶିର ଛାତ୍ର ମାନେ ପାଠପଢା ପ୍ରତି ଅଧିକ ଆଗ୍ରହୀ ହେବେ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କର ଦିନ ଉତ୍ତମ ରହିବ । ଆପଣ ନିଜ କର୍ମ ସ୍ଥଳରେ ସଫଳ ହେବା ପାଇଁ କିଛି ନୂଆ ଯୋଜନା ଅକ୍ରିୟ ପାରନ୍ତି । ବ୍ୟବସାୟରେ ଭଲ ଲାଭ ହେବାର ଯୋଗ ରହିଛି । ଧନ ଲାଭର ଆଶଙ୍କା ରହିଛି । ସମାଜରେ ଆପଣଙ୍କର ମାନ ସାମନା ବଢିବ । ଶିକ୍ଷା କ୍ଷେତ୍ରରେ ଶିକ୍ଷକ ମାନେ ନୂଆ ପଦ ପାଇବେ । ଆପଣ ନିଜ ପରିବାର ଲୋକଙ୍କ ପାଇଁ କିଛି ସମୟ ବାହାରିବେ । ଆପଣଙ୍କର ଆୟ ଅଧିକ ହେବାରୁ ଆପଙ୍କ ମନ ପ୍ରଫୁଲ୍ଲ ରହିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କୌଣସି ନିଷ୍ପତି ନେବା ପୂର୍ବରୁ ଭାବି ଚିନ୍ତି ନିଅନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।