ଆଜିର ରାଶିଫଳ, 9 ଜୁନ 2023, ଶୁକ୍ରବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି 5ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 9 ଜୁନ ୨୦୨3 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ସୁନହେରା ର ସମୟ ନେଇକି ଆସୁଛି । ସୀତାରା ଭଳି ଚମକିବାର ଦେଖିବେ । ସ୍ୱାସ୍ଥ୍ୟ ର ସ୍ଥିତି ବହୁତ ଭଲ ରହିବ । ପ୍ରେମ ଓ ସନ୍ତାନ ମାଧ୍ୟମ ଅଟନ୍ତି । ବ୍ୟାପାରିକ ଦ୍ରୁଷ୍ଟି କୋଣରୁ ଅତି ଶୁଭ ସମୟ ଅଛି । ଆପଣଙ୍କୁ ନିଜର ରଚନାତ୍ମକ ରୁ ବହୁତ ଲାଭ ହେବ । କିନ୍ତୁ ନିଜର ନିୟମିତ କାମ କାର୍ଯ୍ୟ କୁ ଜାରି ରଖନ୍ତୁ । ଆଜି ପୁରୁଣା ବନ୍ଧୁ ଙ୍କ ସହ ଭେଟ ହେବା କାରଣରୁ ପୁରୁଣା ସ୍ମୃତି ତାଜା ହେବ ।

ବୃଷ ରାଶି : ଶତ୍ରୁ ଆଜି ପରାଜିତ ହେବେ । ପ୍ରେମ ପ୍ରସଙ୍ଗ ରେ ଅନୁକୂଳତା ଆସିବ । ଶାରୀରିକ କଷ୍ଟ ଦୂର ହେବ । ଲେନଦେନ ସମୟରେ ସତର୍କ ରୁହନ୍ତୁ । ଆପଣ ଭାବୁକ ହୋଇ ପାରନ୍ତି । ବିଜନେସ ରେ ନୂଆ ଡିଲ ହୋଇପାରେ । ଏହି ସମୟରେ ଅନୁକୂଳତା କାରଣରୁ ଆପଣଙ୍କୁ କଠିନ ପରିଶ୍ରମ ର ଫଳ ମିଳିବ । ବିଦେଶରେ କୌଣସି ନୂଆ ବ୍ୟବସାୟ ଖୋଲିବାର ଅବସର ମିଳିବ । ସାହିତ୍ଯ ଜଗତ ପାଇଁ ଆମଦାନି ର ଜରିଆ ମିଳିବ ।

ମିଥୁନ ରାଶି : ବନୁଥିବା କାମ ହୋଇପାରେ । ଚିନ୍ତା ଦୂର ହେବ । ଆପଣଙ୍କ ପ୍ରେମ ଓ ସନ୍ତାନ ର ସ୍ଥିତି ମାଧ୍ୟମ ରହିବ । ଆଜି ଆପଣଙ୍କୁ ଶୁଭ ଖବର ମିଳିବ । ଆପଣଙ୍କୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବାର ଅଛି । ଜୀବନ ସାଥିଙ୍କ ସହଯୋଗ ବା ସାନିଧ୍ୟ ଆପଣ ଭବିଷ୍ୟତ କୁ ନେଇ ଆସୁଥିବା ସମସ୍ୟାର ସମାଧାନ ବାହାର କରିବେ । ଆଜି କାର୍ଯ୍ୟ ସ୍ଥଳରେ ମାନ ସମାନ ବଢିବ । ନିଜ କାମ ର ସୂଚୀ ବନାଇ ପୂର୍ବରୁ ପ୍ଳାନ କରନ୍ତୁ ।

କର୍କଟ ରାଶି : ଆଜି ଦିନ ରେ ଆପଣ ସୀତାରା ଭଳି ଚମକିବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କୁ ବ୍ୟାପାରରେ ଶୁଭତା ବଜାୟ ରହିବ । ଆପଣ କିଛି କମ କରିବା ପୂର୍ବରୁ ବଡ ମାନଙ୍କ ର ରାୟ ନିଶ୍ଚୟ ନିଅନ୍ତୁ । ଭବିଷ୍ୟତ ବିଷୟାରେ ଚିନ୍ତା ବିଚାର କରିବା ଭଲ ହେବ । ମସୁର ଲୋକଙ୍କ ସହ ଆପଣଙ୍କ ମିଳାମିଶା ପାଇଁ ନୂଆ ଯୋଜନା ବନାଇବେ । କିଛି ନୂଆ ଆଇଡିଆ ମିଳିବ । ଶୁଭ ସମାଚାର ମିଳିବ ।

ସିଂହ ରାଶି : ନୂଆ ବ୍ୟାପାର ରେ ଲାଭ ହେବ । ଆଜି ନିଜକୁ ବଡ ଊର୍ଜା ଓ ଉଶ୍ଚାହ ଭରା ପାଇବେ । ଆଜି ଆପଣଙ୍କୁ ପ୍ରତେକ କାମରେ ସଫଳତା ମିଳିବ । ଆର୍ଥିକ ସୁଖ ରେ ବୃଦ୍ଧି ହେବ । ଚାକିରି ରେ ନୂତନ ଅବସର ର ପ୍ରାପ୍ତି ହେବ । ଆପଣଙ୍କର ଯାହା ବି ସମସ୍ଯା ଚାଲିଥିଲା ତାହା ଦୂର ହେବ । ଆପଣଙ୍କର ଭଲ ସମୟର ଆରମ୍ଭ ହେବ । ସନ୍ତାନ ଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ପରିବାରର ସହଯୋଗ ମିଳିବ । ଆସ୍ଥା, ଆଧ୍ୟାତ୍ମା ଓ ସଂସ୍କାର ବଳରେ ମିଳିବ ।

କନ୍ୟା ରାଶି : ସଫ୍ଟୱେୟାର କମ୍ପାନୀ ରେ କାମ କରୁଥିବା ଜାତକ ଙ୍କ ଆଜି ଦିନ ଟି ଭଲ ଅଛି । ବ୍ୟାପାରିକ ଶତ୍ରୁ ବଢି ପାରନ୍ତି । ତେଣୁ ସତର୍କ ରୁହନ୍ତୁ । ଆପଣ ନିଜର ବନ୍ଧୁ ଓ ସମ୍ପର୍କୀୟ ଙ୍କ ସହ ସମୟର ଆନନ୍ଦ ନିଅନ୍ତୁ । କିଛି ବଡ ସ୍ଟେପ ନେବା ପୂର୍ବରୁ ବଡ ମାନଙ୍କର ରାୟ ନିହାତି ନିଅନ୍ତୁ । ସ୍ୱାସ୍ଥ୍ୟ ମାମଲାରେ ଆଜି ଆପଣ ତାଜା ଓ ପ୍ରସନ୍ନତା ଅନୁଭବ କରିବେ । ସବୁ ଅଟକିଥିବା କାମ ପୁରା କରିବାରେ ଆଜି ଦିନ ଟି ଭଲ ଅଛି ।

ତୁଳା ରାଶି : ଯୁବା ବର୍ଗ କାହା ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ । ଭରସା କରିବା ପୂର୍ବରୁ ବିଚାର ଥରେ କରନ୍ତୁ । ଅଚାନକ ଧନ ଲାଭ ହେବାର ଯୋଗ ଅଛି । କୌଣସି ଅଫର ସାମନା କୁ ଆସିପାରେ । ଦରକାର ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । ବଡ ଗୁରୁଜନ ଆପଣଙ୍କୁ କିଛି ଖାସ ପରାମର୍ଶ ଦେବେ । ଆପଣଙ୍କୁ ତାଙ୍କ କଥା ଉପରେ ଧ୍ୟାନ ଦେବାର ଅଛି । ଆଜି ଆପଣ ଅଧିକ ଭାବୁକ ହେବେ । ନିଜକୁ ପଜେଟିଭ ରଖନ୍ତୁ ତେବେ ଆପଣଙ୍କୁ ସଫଳତା ମିଳିବ ।

ବିଛା ରାଶି : ପ୍ରସନ୍ନ ରୁହନ୍ତୁ ଓ ଅନ୍ୟ କୁ ଖୁସି ରେ ରଖନ୍ତୁ । ପରିବାର ରେ କିଛି ମାମଲାର ସମାଧାନ ହେବ । ଭାବୁକ ହୋଇ ମନ କଥା କାହାକୁ କୁହନ୍ତୁ ନାହିଁ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ସ୍ଥିତି ଭଲ ରହିବ । ସ୍ଵାମୀ ସ୍ତ୍ରୀ ପରିବାରକୁ ଯୋଡି ରଖିବାରେ ମୁଖ୍ୟ ଭୂମିକା ନିର୍ବାହ କରିବେ । ସାଂସ୍କୃତିକ କାର୍ଯ୍ୟ ର ଦିଶା ରେ ସଫଳତା ପ୍ରାପ୍ତ ହେବ । ଘର ଓ ମାତା ଙ୍କ ସହ ଜଡିତ ମାମଲାରେ ଆପଣଙ୍କୁ ଲାଭ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ସବୁ କାମ ବିନା ଚ୍ୟାଲେଞ୍ଜ ରେ ସମୟ ଅନୁଯାୟୀ ପୁରା ହେବ ।

ଧନୁ ରାଶି : ଆର୍ଥିକ ସ୍ଥିତି ମଜବୁତ ହେବ । କିନ୍ତୁ ବ୍ୟୟ ମଧ୍ୟ ଅଧିକ ରହିବ । ଅନାବଶ୍ୟକ ଖର୍ଚ୍ଚ ଉପରେ ରୋକ ଲଗାନ୍ତୁ । ବ୍ୟାପାରିକ ଦ୍ରୁଷ୍ଟି ରୁ ଆଜି ଦିନ ସଫଳ ରହିବ । ଆପଣଙ୍କୁ ସନ୍ତାନ ବା ପରିବାର ର ଛୋଟ ସଦସ୍ୟ ଙ୍କ ସହଯୋଗ ମିଳିବ । ଯୁବ ବର୍ଗ ପ୍ରେମ ସମ୍ପର୍କ କୁ ନେଇ ଗଭୀର ରହିବେ । ଆଜି ଆପଣଙ୍କର ଅଟକିଥିବା କାମ ସଂପୂର୍ଣ୍ଣ ହେବ । ପାରିବାରିକ ଜୀବନ ସୁଖମୟ ଭାବେ ବ୍ଯତୀତ ହେବ । ସମାଜ ରେ ମାନ ସମାନ ର ପ୍ରାପ୍ତି ହେବ ।

ମକର ରାଶି : ପରିବାରରେ ସୁଖ ଶାନ୍ତି ର ମାହୋଲ ରହିବ । ସନ୍ତାନ ଙ୍କ ସଫଳତାରେ ମନ ପ୍ରସନ୍ନ ରହିବ । ଚାକିରି ସହ ଜଡିତ ସବୁ ସମସ୍ୟାର ସମାଧାନ ଆଜି ହେବ । ଛାତ୍ର ନିଜର ସବୁ କାମ ବୁଝି ବିଚାରୀ କରିବାକୁ ଚେଷ୍ଟା କରନ୍ତୁ । ରିସ୍କ ନେଇ କାମରେ ଟଙ୍କା ଲଗାନ୍ତୁ ନାହିଁ । ଆଜି ଆପଣଙ୍କୁ ବରିଷ୍ଠ ଅଧିକାରୀ ଆପଣଙ୍କୁ ଅତିରିକ୍ତ ଦାୟିତ୍ଵ ଦେଇ ପାରନ୍ତି । ଯେଉଁ ଲୋକ ଘର ଠାରୁ ଦୂରରେ ରହି ଚାକିରି କରୁଛନ୍ତି ସେମାନଙ୍କୁ ପରିବାର ଲୋକଙ୍କ ସହ ଦେଖା କରିବାର ଅବସର ମିଳିବ ।

କୁମ୍ଭ ରାଶି : ଏହି ଦିନ ଆପଣଙ୍କ ପାଇଁ ବେହତର ସାବ୍ୟସ୍ତ ହେବ । ଆପଣ ସବୁ କାମ ଲାଗି ପଡି କରିବେ । ଯଦି ଆପଣଙ୍କୁ କିଛି ନିସ୍ପତି ନେବାକୁ ପଡିବ ତେବେ ପରିବାର ଲୋକଙ୍କ ରାୟ ନିଶ୍ଚୟ ନିଅନ୍ତୁ । ନ ହେଲେ ପରେ ଅନୁତାପ କରିବେ । ଆଜି ଆପଣଙ୍କୁ ସଫଳତା ଜରୁର ମିଳିବ । ଏମିତି ଲୋକଙ୍କ ସହ ମିଶାନ୍ତୁ ନାହିଁ ଯେଉଁ ମାନେ ଆପଣଙ୍କ ପ୍ରତିଷ୍ଠା ରେ ଆଞ୍ଚ ଆଣିବେ । ଚାକିରି ବା ବ୍ୟାପାର ରେ ଆପଣଙ୍କ ସବୁ କାମ ସୁଚାରୁପେ ହେବ ।

ମୀନ ରାଶି : ଅଫିସରେ ଆପଣଙ୍କୁ ଉଚ୍ଚ ଅଧିକାରୀ ଙ୍କ ସହଯୋଗ ମିଳିବ । ପାରିବାରିକ ଜୀବନ ରେ ବଡ ଖୁସି ଖବର ମିଳିପାରେ । ପିଲା ନିଜ ନିଜ କ୍ଷେତ୍ରରେ ଭଲ କରିବେ । ଆପଣ ତାଙ୍କ ଉପରେ ଗର୍ବ ଅନୁଭବ କରିବେ । କାମ କାର୍ଯ୍ୟ କୁ ଆଜି ଦିନ ଟି ଆପଣଙ୍କ ପାଇଁ ଭଲ ରହିବ । ଆଜି ପରିବାରର କୌଣସି ସଦସ୍ୟ ଙ୍କ ସହ ବୁଲିବାକୁ ଯିବେ । ସନ୍ତାନ ଙ୍କୁ ନେଇ ଖୁସି ଖବର ପ୍ରାପ୍ତ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।