ଆଜିର ରାଶିଫଳ, 9 ଜାନୁଆରୀ 2021, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ କ୍ଷେତ୍ରରେ ହେବ ଉନ୍ନତ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ଜାନୁଆରୀ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣଙ୍କର ମାନ ସମ୍ମାନରେ ବୃଦ୍ଧି ହେବ । ଆପଣ ସବୁ କାର୍ଯ୍ୟ ରେ ଭଲ ଭବରେ ଭାବି ଚିନ୍ତି କରନ୍ତୁ । ଆପଣଙ୍କୁ କୌଣସି ଜାଗରୁ ଅଚାନକ ଭାବରେ ଧନ ମିଳିଯିବ । ଆପଣଙ୍କର ପରାକ୍ରମରେ ବୃଦ୍ଧି ହେବ । ଉଚ୍ଚ ଅଧିକାରୀଙ୍କ ସହ ଭଲ ସମ୍ପର୍କ ରଖନ୍ତୁ ଯାହାଫଳରେ କି ଆପଣ ଅଫିସ କାର୍ଯ୍ୟରେ ଉନ୍ନତି କରି ପାରିବେ । ଆପଣ ଏହି ସମୟ ରେ କୌଣସି ଭୂମି କିମ୍ବା ବାହନ କଇନିବାର ସୁଯୋଗ ପାଇବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ

ଆପଣ ପରିବାର ସହ ବୁଲିବାକୁ ଯାଇପାରନ୍ତି କିନ୍ତୁ ଆପଣ ଏଥିପାଇଁ ଖର୍ଚାନ୍ତ ହୋଇପାରନ୍ତି । ଆପଣଙ୍କ ପାଇଁ ସମୟ ଭଲ ଅଛି । ଆପଣ କୌଣସି ଗୁରୁତ୍ଵପୂର୍ଣ କାର୍ଯ୍ୟ ପାଇଁ କଠିନ ନିସ୍ପତି ନେଇ ପାରନ୍ତି । ସନ୍ତାନମାନେ କୌଣସି ଶିକ୍ଷା ଓ ପ୍ରତିଯୋଗୀତା ମୂଳକ କ୍ଷେତର ରେ ସଫଳତା ହାସଲ କରିବେ । ଆପଣ ଯଦି କୌଣସି ବ୍ୟବସାୟ କରିବା ପାଇଁ ଚାହୁଁ ଛନ୍ତି ତେବେ ଏଥିରେ ସଫଳ ହେବେ ଓ ଭଲ ଲାଭ ପାଇବେ । ଚାକିରିରେ ପଦୋନ୍ନତି ମିଳିବ । ଆପଣ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କୌଣସି ଅନୁଭବି ବ୍ୟକ୍ତିଙ୍କଠାରୁ ପରମର୍ଶ ନେଇ କରନ୍ତୁ ।

ମିଥୁନ

ଆପଣ ବହୁତ ଦିନରୁ ଭାବୁଥିବା କୌଣସୀ କାର୍ଯ୍ୟରେ ସଫଳତା ପାଇବେ । ଆପଣ ଧନ ସଞ୍ଚଯ କରିବାରେ ସଫଳତା ପାଇବେ ଏହି ତୁଳନମାରେ ଖର୍ଚ ମଧ୍ୟ କରିବେ । ଆପଣ ଏହି ସମୟରେ କୌଣସି ଧନ ଦେବା ନେବା କରନ୍ତୁ ନାହିଁ । ଆପଣ ବ୍ୟବସାୟରେ ଉନ୍ନତି କରିବେ । ଚାକିଋ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହ ଯୋଗ ମିଳିବ । ଆପଣଙ୍କ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ବିଦେଶି କମ୍ପାନୀରେ ଚାକିରି କରିବାରେ ସଫଳତା ମିଳିବ । ଛାତ୍ର ଓ ଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ବିଦେଶ ଯାତ୍ରାର ଯୋଗ ଅଛି । ବାଦ ବିବାଦରେ ପଡନ୍ତୁ ନାହିଁ ନଚେତ ଅସୁବିଧାରେ ପଡ଼ିପାରନ୍ତି ।

କର୍କଟ

ଆପଣଙ୍କୁ ଶୁଭ ଫଳ ଅପେକ୍ଷା କରି ରହିଛି । ପୁରୁଣା ଯୋଜନାରୁ ଲାଭବାନ ହେବେ । ଆପଣଙ୍କର ଖର୍ଚ ବୃଦ୍ଧି ହୋଇପାରେ । ବ୍ୟବସାୟ କାରବାରରେ ସଫଳତା ପାଇବେ କୌଣସି ବିଦେଶୀ ମିତ୍ରଙ୍କ ସହଯୋଗରୁ ଭଲ ଧନ ଲାଭ ପାଇବେ । କୌଣସି ବିଦେଶୀ କମ୍ପାନୀରେ ନିଯୁକ୍ତି ମିଳିପାରେ । ଅନ୍ୟ ମାନଙ୍କର କୌଣସି କାର୍ଯ୍ୟ ରେ ହସ୍ତକ୍ଷେପ କରନ୍ତୁ ନାହିଁ ନଚେତ ଆପଣ  ଅସୁବିଧାରେ ପଡିପାରନ୍ତି ।ମାନସମ୍ମାନ ରେ ବୃଦ୍ଧିହେବାର ସମ୍ଭାବନା ଅଛି । ଆପଣଙ୍କୁ ଚୋର ଭୟ ଅଛି ସେଥିପାଇଁ ସାବଧାନ ରୁହନ୍ତୁ । ମାତା ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ।

ସିଂହ

ଆପଣଙ୍କୁ କୌଣସି କାର୍ଯ୍ୟରେ କିଛି ବି ସମସ୍ୟା ରହିବ ନାହିଁ । ରୋଜଗାର ର ନୂଆ ନୂଆ ପନ୍ଥା ମିଳିବ । ମନରେ ଥିବା ଭୟ ଦୂର ହୋଇଯିବ । ଆତ୍ମବଳ ବୃଦ୍ଧି ହେବ । କାର୍ଯ୍ୟ ବ୍ୟବସାୟ ରେ ଭଲ ଲାଭ ମିଳିବ । ଚାକିରି କ୍ଷେତ୍ର ରେ ଅଧସ୍ତନ କର୍ମଚାରୀ ସବୁ ପ୍ରକାରର ସାହାଜ୍ୟ କରିବେ । ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷାରେ ଭଲ ଫଳ ମିଳିବ । ଅବିବାହିତ ମାନଙ୍କୁ ବିବାହର ଯୋଗ ଅଛି । କୌଣସି ଶୁଭ ଖବର ମିଳିବ । ଆପଣଙ୍କୁ କୌଣସି କ୍ଷେତ୍ରରୁ ଅଚାନକ ଭାବରେ ଧନ ମିଳିଯିବ । ଅନାବଶ୍ୟକ ଖର୍ଚ ପ୍ରତି ସାବଧାନ ରୁହନ୍ତୁ ।

କନ୍ୟା

ଆପଣଙ୍କୁ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ । ଆପଣ ଭାବିଥିବା କାର୍ଯ୍ୟ ରେ ସଫଳତା ପାଇବେ । ଆପଣ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ସମାଜରେ ମାନ ସମ୍ମାନ ମିଳିବ । ଆପଣ କୌଣସି ଗରିବ ଲୋକଙ୍କୁ ସାହାଜ୍ୟ ସାହଯୋଗ କରିବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି ମିଳିବ । ଆପଣଙ୍କୁ କୌଣସି ମିତ୍ରଙ୍କ ସହଯୋଗ ମିଳିବ ଯାହାଦ୍ୱାରା ଆପଣଙ୍କ ର ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ । ଚାକିରି ରେ ସହଯୋଗୀଙ୍କ ସହଯୋଗ ମିଳିପାରେ ।

ତୁଳା

ଦାମ୍ପତ୍ୟ ଜୀବନରେ ମଧୁରତା ଆସିପାରେ । ଆପଣ ଟିକେ ସାବଧାନ ଭାବରେ କାର୍ଯ୍ୟ କରନ୍ତୁ ଓ ଗାଡିକୁ ଟିକେ ଧୀରେ ଚଲାନ୍ତୁ । କୌଣସି ପ୍ରିୟ ବ୍ୟକ୍ତିଠାରୁ ଆପଣ ଧୋକା ଖାଇଅପରନ୍ତି । ଜମି ଓ ଗାଡି କିଣିବାର ଯୋଗ ବନୁଛି । ଯାତ୍ରା ପ୍ରତି ସାବଧାନୀ ପୂର୍ବକ କରନ୍ତୁ । ଯେମିତି ଆପଣ ପରିଶ୍ରମ କରିବେ ସେଥିରୁ ଆପଣ ଲାଭବାନ ହୋଇପାରିବେ । ଜିନିଷ ଚୋରୀ ହେବାଠୁ ବଞ୍ଚନ୍ତୁ ।

ବିଚ୍ଛା

ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ଅଦ୍ଭୁତ ପ୍ରକାର ଲାଭ ମିଳିବ । ଆର୍ଥିକ କ୍ଷେତ୍ର ରେ କୌଣସି ନିବେଶ ରେ ଭଲ ଲାଭ ମିଳିବ । ଆପଣ ଭାବୁଥିବା ସବୁ କାର୍ଯ୍ୟ ରେ ସଫଳତା ପାଇବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ପରିବାର ଶ କୌଣସି ଧାର୍ମିକ କ୍ଷେତ୍ର କୁ ବୁକିବାକୁ ଯାଇପାରନ୍ତି । ଆପଣ କୌଣସି ଧାର୍ମ କାର୍ଯ୍ୟ ତଥା ଗରିବ ଲୋକଙ୍କୁ ଖାଇବାକୁ ଦେଇପାରନ୍ତି । ଆପଣଙ୍କ ର ସମାଜରେ ପପ୍ରତିଷ୍ଠା ମିଳିବ । କୌଣସି ପୁରୁଣା ମିତ୍ର ସହ ଦେଖା ହେବାର ସମ୍ଭାବନା ଅଛି ଯାହା ଦ୍ଵାରା କି ଆପଣ ଙ୍କୁ ଆର୍ଥିକ କ୍ଷେତ୍ର ରେ କୌଣସି ସାହାଜ୍ଯ ମିଳିବ । ରାଜନୈତିକ ଲୋକ ମାନଙ୍କୁ ରାଜନୀତି କ୍ଷେତ୍ରରେ କୌଣସି ପଦ ପଦବୀ ମିଳିବାର ଅଛି ।

ଧନୁ

ଆପଣ ଏହି ସମୟରେ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ । ଆପଣ ରୋଜଗାର କ୍ଷେତ୍ରରେ କରିଥିବା ପ୍ରୟାସ ରେ ସଫଳ ହେବେ । ଆପଣଙ୍କ କୌଣସି କାରଜ୍ୟରେ ବିଳମ୍ବ ହେଉଥିଲା ସେଥିରେ ସୁଧାର ଆସିବ । କାର୍ଯ୍ୟ କ୍ଷେତ୍ର ରେ ସହ ଯୋଗୀଙ୍କର ସାହାଜ୍ଯ ମିଳିବ । ଆତ୍ମ ବିଶ୍ଵାସରେ ନୂଆ ଭାବ ଦେଖା ଯିବ । ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ କୃତ କାର୍ଯ୍ୟ ମିଳିବ । ଆପଣ କୌଣସି କାମକୁ ନେଇ ବ୍ୟସ୍ତ ରହିବେ । ବିଦେଶ ଯାତ୍ରାର ଯୋଗ ରହୁଛି । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ କ୍ରମ ହୋଇପାରେ । ବାହନକୁ ସାବଧାନ ଭାବରେ ଚଲାନ୍ତୁ ନଚେତ କୌଣସି ସମସ୍ୟାରେ ପଡ଼ିପାରନ୍ତି । ଅନାବଶ୍ୟକ ଖରଚ ପ୍ରତି ଧ୍ୟାନ ଦିଅନ୍ତୁ ।

ମକର

ଆପଣ ଏହି ସମୟରେ କୌଣସି ଅର୍ଥ ଦେବା ନେବା କରନ୍ତୁ ନାହିଂ । ଆପଣ କୌଣସି କାମ କୁ ନେଇ ବିଦେଶ ଯାତ୍ରା କରିବାକୁ ଚାହୁଁ ଛନ୍ତି ତେବେ ଏହି ସମୟ ଅନୁକୂଳ ଅଛି । ଚାତର ମାନେ ଏହି ସମୟ ରେ କୌଣସି ପ୍ରବେଶିକ ପରୀକ୍ଷା ରେ ଉତିର୍ଣ୍ଣ ହୋଇ ବିଦେଶ ଯାଇ ପାରନ୍ତି । ଆପଣଙ୍କୁ ଆର୍ଥିକ କ୍ଷେତ୍ର ରେ କୌଣସି ମିତ୍ର ସାହାଯ୍ୟ କରିବେ । ଆପଣଙ୍କୁ କୌଣସି କୋଟ କଚେରୀ ମାମଲା ରେ ରାୟ ଆପଣଙ୍କ ସପକ୍ଷ ରେ ମିଳିବ । ସତୃମାନେ ଆପଣଙ୍କର ମିତ୍ରା ହେବାକୁ ଭରପୁର ପ୍ରୟାସ କରିବେ । ଆପଣଙ୍କ ବୈବାହିକ ଜୀବନରେ ବହୁତ ଖୁସି ଆସିବ । ପରିବାର ରେ ଅବୁ ସଦସ୍ୟାଙ୍କ ସହ ଭାତୃତା ଭାବ ରହିବାରୁ ଆପଣଙ୍କୁ ସବୁ କାର୍ଯ୍ୟ ରେ ପରିବାରର ସହଯୋଗ ମିଳିବ ।

କୁମ୍ଭ

ଆପଣ ପରିବାର ସହ ବୁଲିବାକୁ ଯାଇପାରନ୍ତି । ଆପଣ କୌଣସି କାର୍ଯ୍ୟ ରେ ଅର୍ଥ ଖରଚ କରିପାରନ୍ତି । ଆପଣ କୌଣସି ମାଙ୍ଗଳିକ କାର୍ଯ୍ୟ କ୍ରମରେ ଭାଗ ନେଇ ପାରନ୍ତି । ଆପଣଙ୍କ ଦାମ୍ପତ୍ୟ ଜୀବନରେ ଖୁସି ଆସିବ । ଆପଣ କୌଣସି କ୍ଷେତ୍ରରେ ଗୁରୁତ୍ଵ ପୂର୍ଣ ନିସ୍ପତି ନେଇ ପାରନ୍ତି । ଆତ୍ମବିଶ୍ଵାସରେ ବୃଦ୍ଧି ହେବା ଦ୍ଵାରା ଆପଣ ସବୁ କାର୍ଯ୍ୟ ରେ ସଫଳତା ପାଇବେ । ଶିକ୍ଷା ଓ ପ୍ରତିଯୋଗୀତା ମୂଳକ କ୍ଷେତ୍ର ରେ ଆପଣଙ୍କୁ ସଫଳତା ମିଳିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ହବାର ସମ୍ଭାବନା ଅଛି । ଆପଣଙ୍କୁ କୌଣସି କ୍ଷେତ୍ର ରୁ ଅଚାନକ ଭାବେ ଧନ ମିଳିବ । କୌଣସି ନିବେଶ କରିବା ପୂର୍ବରୁ ସେଥିରେ ଅନୁଭବ ଥିବା କୌଣସି ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ ।

ମୀନ

ଆପଣ ଏହି ସମୟରେ କରୁଥିବା କାର୍ଯ୍ୟରେ ସଫଳତା ପାଇବେ । ଆପଣ ଯାହା ଭାବୁଥିବେ ସେହି କାର୍ଯ୍ୟକୁ ଶୀଘ୍ର କରନ୍ତୁ ଏହି ସ୍ଵମୀ ବାପାଙ୍କ ପାଇଁ ବହୁତ ଭଲ ଅଛି । ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ହେବ । କୌଣସି କ୍ଷେତ୍ରରୁ ଅଚାନକ ଭାବେ ଧାନ ମିଳିବ । କର୍ମ କ୍ଷେତ୍ରରେ ସହଯୋଗୀଙ୍କ ସାହାଜ୍ଯ ମିଳିବାରୁ ସବୁ କାର୍ଯ୍ୟକୁ ସମୟ ପୂର୍ବରୁ କରିବାରେ ସଫଳ ହେବେ । ପାରିବାରିକ ଖୁସି ମିଳିବ । ପରିବାରରେ ସବୁ ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ ଯାହା ଦ୍ଵାରା କି ଆପଣଙ୍କୁ ଭବିଷ୍ୟତରେ ଆପଣଙ୍କୁ ବହୁତ ଲାଭ ମିଳିବ । ସନ୍ତାନ ପକ୍ଷରୁ ଖୁସି ମିଳିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।