ଆଜିର ରାଶିଫଳ, 9 ଅକ୍ଟୋବର 2022, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ ମାନସିକ ଶାନ୍ତି ମିଳିବ ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ହେବେ । ଜୀବନ ସାଥିଙ୍କ ସହ ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବ । ଚାକିରି ରେ ଉନ୍ନତି ହେବାର ସମ୍ଭାବନା ରହିଛି । ବରିଷ୍ଠ ଲୋକଙ୍କ ପ୍ରତି ମନରେ ଆଦର ର ଭାବ ରହିବ । ପରିବାର ସହ ଧାର୍ମିକ ଯାତ୍ରା କରିବେ । ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । ଜୀବନ ସାଥିଙ୍କ ସହ କେଉଁଠି କି ବୁଲିବାକୁ ଯିବାର ପ୍ଳାନ କରିବେ । ରାଜନୀତି ବା ସାମାଜିକ କାର୍ଯ୍ୟ ରେ ଜଡିତ ଲୋକଙ୍କୁ ବଡ ସଫଳତା ମିଳିବ ।

ବୃଷ ରାଶି : ଆଜି ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ବ୍ୟାପାରୀ ମାନଙ୍କୁ ଆଜି ନିଜ ଲୋକଙ୍କ ସହ ଗୁପ୍ତ କଥା ସେୟାର କରିବା ଉଚିତ ନୁହେଁ । ଏମିତି କରିଲେ ଆପଣଙ୍କର ସମାଜରେ ପ୍ରତିଷ୍ଠା ହାନି ହୋଇପାରେ । ଅନ୍ୟ ପକ୍ଷରେ ଆପଣ କାହାର କଥାରେ ହସ୍ତକ୍ଷେପ କରନ୍ତୁ ନାହି । ଅଫିସରେ ଭାଗ୍ଯର ସହଯୋଗ ମିଳିବ । ଯାହା ଦ୍ଵାରା ଆପଣଙ୍କର ବିଗିଡି ଯାଇଥିବା କାମ ପୂରଣ ହେବ । ଆପଣଙ୍କୁ ନିଜର ଧ୍ୟାନ ଲକ୍ଷ୍ୟ ଉପରେ ରଖିବାର ଅଛି ।

ମିଥୁନ ରାଶି : ଆଜି ବହୁତ ଅଧିକ ସମ୍ଭାବନା ରହିଛି କି ଆପଣଙ୍କୁ ପରିଣାମ ଭଲ ମିଳିବ । କରଯ କରିଥିଲେ ସେଥିରୁ ମୁକ୍ତି ପାଇବେ । ମନରେ ପଜେଟିଭ ବିଚାର ଆସିପାରେ । ଅଫିସରେ ନିଜର ମେହନତର ସଫଲାଟା ର ନୂଆ ଦ୍ଵାରା ଖୋଲିବାରେ ସଫଳ ହେବେ । ବ୍ୟାପାରୀ ଙ୍କୁ ଆଜି କିଛି ମହତ୍ଵ ପୂର୍ଣ୍ଣ ନିସ୍ପତି ନେବାକୁ ପଡିପାରେ । ଆପଣଙ୍କର ଖର୍ଚ୍ଚ ରେ ବୃଦ୍ଧି ହେବ । କୌଣସି ଶୁଭ ଚିନ୍ତକ ଜ୍ଞାନୀ ଆପଣଙ୍କୁ ଅନମୋଲ ରାଏ ଦେବେ ।

କର୍କଟ ରାଶି : ବ୍ୟାପାର ସହ ଜଡିତ ଯାତ୍ରା ଫଳାଦାୟୀ ହେବ । ଆମଦାନୀରେ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ର ରେ ମନ ପସନ୍ଦର ପରିବର୍ତ୍ତନ ରେ ମନ ପ୍ରସନ୍ନ ରହିବ । ଅଫିସରେ ମହିଳା ସହ କର୍ମୀ ଙ୍କ ସହଯୋଗ ଆପଣ ପୁରା ପାଇବେ । ଛାତ୍ର ଙ୍କୁ ଆର୍ଥିକ ସଙ୍କଟ ରୁ ମୁକ୍ତି ମିଳିବ । ଲଭ ଲାଇଫ ରେ ନୂଆ ଊର୍ଜା ସୃଷ୍ଟି ହେବ । ପାରିବାରିକ ସଦସ୍ୟ ଓ ପ୍ରେମୀ ଜନ ଙ୍କ ଦ୍ଵାରା ଘରେ ବାତାବରଣ ଭଲ ରହିବ । ଅନ୍ୟ ର ସାହାଜ୍ଯ କରିଲେ ମନକୁ ଶାନ୍ତି ମିଳିବ ।

ସିଂହ ରାଶି : ଆଜି ମିତ୍ର ଙ୍କ ସହ କୌଣସି ପ୍ରାକୃତିକ ପର୍ଜ୍ୟଟନ ସ୍ଥଳ କି ଯିବାର ଯୋଜନା କରିବେ । ପରିବାର କଥା ଶୁଣିବା ପାଇଁ ଆପଣ ଚିନ୍ତା ରେ ରହିବେ । ଦୋକାନ ବା କାର୍ଜ୍ୟାଳୟ ରେ ଟିମ ୱାର୍କ ଜରିଆରେ କୌଣସି ସମସ୍ୟାର ସମାଧାନ କରିବାରେ ଆପଣ ସଫଳ ହେବ । ବ୍ୟବସାୟରେ ଆୟ ପ୍ରାପ୍ତି ର ନୂଆ ସ୍ରୋତ ମିଳିବ । ବୈବାହିକ ଜୀବନ ସୁଖୀ ରହିବ । ଆଜିଜ୍ୟ ଆପଣଙ୍କ ପ୍ରେମ ଜୀବନ ଭଲ ରହିବ । ରୋଜଗାର କ୍ଷେତ୍ର ରେ ଅସ୍ଥିରତା କାରଣରୁ ଚିନ୍ତା ରେ ରହିବେ । ସାମାଜିକ କ୍ଷେତ୍ର ରେ ପ୍ରତିଷ୍ଠା ରେ ବୃଦ୍ଧି ହେବ ।

କନ୍ୟା ରାଶି : ଆଜି ଆପଣଙ୍କୁ ବ୍ୟାପାର ମାମଲା ରେ ଅପାର ସଫଳତା ମିଳିବାର ସମ୍ଭାବନା ରହିଛି । କାର୍ଯ୍ୟ ସ୍ଥାନରେ ବିବାଦ ହେବାର ଆଶଙ୍କା ରହିଛି । ସିନିୟର ଅଧିକାରୀ ମାନେ ଆପଣଙ୍କର ସହଯୋଗ କରିବେ । ମନକୁ ଶାନ୍ତ ରଖିବାର ଜରୁରତ ଅଛି । ନିଜର ବାଣୀ ଉପରେ ସନମ ରଖନ୍ତୁ । ଆପଣଙ୍କର ବହତ ଜଲ୍ଦି ସମୟ ଭଲ ଆସିବାକୁ ଯାଉଛି । ଚାକିରି ବଦଳି କରି ଅଧିକ ଇନକମ କରିବା ପାଇଁ ମନରେ ବିଚାର ଆଣିବେ । ଏଥିପାଇଁ କିସ୍ମତ ଆପଣଙ୍କର ସହଯୋଗ କରିବ । ରାଜନୀତି ରେ ସକ୍ରିୟ ଲୋକ ଙ୍କ ଠାରୁ ଲାଭ ପ୍ରାପ୍ତ ହେବ ।

ତୁଳା ରାଶି : ଆଜି ଆପଣ ନିଜର କାର୍ଯ୍ୟ ରେ ସଂଘର୍ଷ ଜାରି ରଖନ୍ତୁ । ମାନସିକ ରୂପରେ ଶିଥିଳତା ର ଅନୁଭବ କରିବେ । ଆପଣଙ୍କ ପାଇଁ ଦିନ ଭଲ ରହିବାର ଅଛି । ଆମୋଦ ପ୍ରମୋଦ ଓ ମନୋରଞ୍ଜନ ରେ ସମୟ ବିତାଇବେ । ଦିନ ତମାମ ଦାଂପତ୍ଯ ଜୀବନରେ କିଛି ପରିବର୍ତ୍ତନ ଆସିପାରେ । ତର୍କ ବିତର୍କ ଠାରୁ ଦୂରେଇ ରୁହନ୍ତୁ । ଜୀବନ ସାଥି ଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ଆତ୍ମବିଶ୍ଵାସ ରେ ପରିପୂର୍ଣ୍ଣ ରହିବେ ।

ବିଛା ରାଶି : ଆଜି ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ପାରିବାରିକ ସଦସ୍ୟ ତୀର୍ଥ ଯାତ୍ରା କୁ ଯାଇ ପାରନ୍ତି । ଆପଣ ଏମିତି ଜେଣ ବ୍ୟକ୍ତିଙ୍କ ସହ ଭେଟ କରିବାର ଅବସର ମିଳିବ ଯିଏ ଆପଣଙ୍କ ଅକମରେ ନୂଆ ଆରମ୍ଭ କରିବାରେ ସାହାଜ୍ଯ କରିବେ । ଆର୍ଥିକ ରୂପରେ ସ୍ଥିତି ମଜବୁତ ରହିବ । ଘର କାମରେ ପିତା ଙ୍କ ସାହାଜ୍ଯ ଆପଣଙ୍କର ସବୁ କାମ ସହଜ କରି ଦେବେ । ପରୀକ୍ଷା ବା ପ୍ରତିଯୋଗି ରେ ସଫଳତା ପ୍ରାପ୍ତ କରିବେ । ଆପଣ ନିସ୍ପତି ନେବାରେ ସଫଳ ହେବେ ।

ଧନୁ ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ଖୁସି ନେଇ କରି ଆସିବ । ନିଜର ପ୍ରତେକ କାମକୁ ସଠିକ ସମୟ ବାଣ୍ଟି କି କରିବାରେ ସଫଳ ହେବେ । କୌଣସି ଖାସ ସମ୍ପର୍କୀୟ ଆପଣଙ୍କ ଘରକୁ ଆଗମନ କରିବେ । ମାତା ଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ରାଜନୀତି ବା ସାମାଜିକ କାର୍ଯ୍ୟ ରେ ଜଡିତ ଲୋକେ ନିଜକୁ ଦୃଢତା ସ୍ଥାପିତ କରିବେ । ଧନ ସମ୍ବଧିତ ମାମଲାରେ ସହଜରେ ଆଗକୁ ବଧିବେ । ପରିକ୍ଷା ଆଦି ରେ ସଫଳ ହେବେ । ବିଦ୍ୟାତର୍ଥୀ କୌଣସି ପ୍ରତିଯୋଗି ପରୀକ୍ଷା ରେ ଫର୍ମ ଭରିବେ ।

ମକର ରାଶି : ଆଜି ଖର୍ଚ୍ଚ ଅଧିକ ହେବାରୁ ଆପଣଙ୍କ ମନ ଚିନ୍ତା ରେ ରହିବ । କୌଣସି ଖାସ ବନ୍ଧୁ ଙ୍କ ଜୀବନରେ ଆସିବାରୁ ଜୀବନରେ ଦୁଇ ଗୁଣା ଖୁସି ଆସିବ । କାମ କାର୍ଯ୍ୟ ମାମଲାରେ ଆଜି ଦିନ ଟି ମିଳାମିଶା ରହିବ । ଯଦି ଆପଣ ଚାକିରି କରିଛନ୍ତି ତ ତେବେ ଅଫିସରେ ୱାର୍କ ଲିଡ ଅଧିକ ବଢିପାରେ । ଆଜି ସହ କର୍ମୀ ମାନଙ୍କ ସହ ଭଲରେ ବ୍ୟବହାର କରିବେ । କାମ ଧନ୍ଦା ରେ ଅବହେଳା କରନ୍ତୁ ନାହି ନଚେତ କ୍ଷତି ହୋଇପାରେ । ସହଜରେ ସବୁ କାମ ପୁରା ହେବ ।

କୁମ୍ଭ ରାଶି : ସମ୍ପତି ବା ବାହନ ବିକ୍ରି ବା କ୍ରୟ କରିବେ । ଅନାଥ ଆଶ୍ରମ କୁ ଯାଇ କିଛି ଦାନ କରନ୍ତୁ । ସନ୍ତାନ ସୁଖ ର ପ୍ରାପ୍ତି ହେବ । କାମ କାର୍ଯ୍ୟ ର  ନୂଆ ଅବସର ମିଳିବ । ବିଦ୍ୟାର୍ଥୀ ଅଧ୍ୟୟନ ରେ ଅଧିକ ସମୟ ଦେବେ । ଭୂମି, ଭାବନା ର କାମ ହେବ । ବ୍ୟର୍ଥ ଚିନ୍ତା ରୁ ରିହାତି ପାଇବେ । କଳା ବା ସାହିତ୍ୟ କ୍ଷେତ୍ର ରେ ଆଗ୍ରହୀ ହେବେ । ଚାକିରି କରୁଥିବା ଜାତକ ଙ୍କୁ ମହତ୍ଵ ପୂର୍ଣ୍ଣ ନିସ୍ପତି ନେବାକୁ ପଡିବ । କଳା କାର୍ଯ୍ୟ ରେ ରୁଚି ବଢିବ ।

ମୀନ ରାଶି : ବ୍ୟାପାର ସହ ଜଡିତ ଜାତକ ଙ୍କର ଅଟକି ରହିଥିବା କୌଣସି କାମ ପୁଣି ଥରେ ଆରମ୍ଭ ହେବ । ପଇସା ମାମଲାରେ ସେୟା କରନ୍ତୁ ଯାହା ଆପଣଙ୍କ ମନ କହୁଛି । ଆପଣଙ୍କୁ ବିରୋଧୀ ଙ୍କ ଠାରୁ ଦୂରେଇ ରହିବାର ଅଛି । ଆଜି କୌଣସି ମହତ୍ଵ ପୂର୍ଣ୍ଣ କାମ ଅଟକି ଯାଇପାରେ । କିନ୍ତୁ ଆପଣ ଚେଷ୍ଟା ଜାରି ରଖନ୍ତୁ । ନିଜର ଅଧିକ ସମୟ ପରିବାର କୁ ଦିଅନ୍ତୁ । ମନରେ ପଜେଟିଭ ବିଚାର ଆସିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।