ଆଜିର ରାଶିଫଳ, 8 ମେ 2020, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦରୁ ଏହି ୬ଟି ରାଶିର ଖୋଲିଯିବ ଭାଗ୍ୟ, ବାକି ଥିବା ଟଙ୍କାକୁ ପ୍ରାପ୍ତ କରିବାରେ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୮ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣ ଅତ୍ୟଧିକ ଚିନ୍ତା କରିବା ଦ୍ଵାରା ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ଆପଣଙ୍କ ପାଇଁ ଭଲ କଥା ଏହା ଅଟେ କି ଚିନ୍ତା କମ କରନ୍ତୁ । ନଚେତ କେବଳ ଆପଣଙ୍କ କ୍ଷତି ହିଁ ହେବ ନାହିଁ ପୁରା ପରିବାର ଆପଣଙ୍କ ପାଇଁ ଅସୁବିଧାର ସାମ୍ନା କରି ପାରନ୍ତି । ଶଶୁର ଘରର ଚିନ୍ତା ହୋଇପାରେ । ଶିକ୍ଷାରେ ବାଧା ଉତ୍ପନ୍ନ ହୋଇପାରେ । ବାହନ ଚଲାଉ ଥିବା ସମୟରେ ସାବଧାନ ରୁହନ୍ତୁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ବି ସାମାନ୍ୟ ରୂପରେ ଖରାପ ହୋଇପାରେ । ନିଜର କୌଣସି ସମ୍ପର୍କୀୟ ବ୍ୟକ୍ତିଙ୍କ ସହ ଆପଣଙ୍କ ବିବାଦ ହୋଇପାରେ । ପୁରୁଣା ରୋଗ ଆପଣଙ୍କ ପାଇଁ ଚିନ୍ତାର କାରଣ ହେବ । ଅଧିକ ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କୁ ଆଜି କରଜ ନେବାକୁ ପଡିପାରେ । ଆଜି ଭାବନାରେ ବହି ଯାଇ କୌଣସିବି ନିଷ୍ପତି ନିଅନ୍ତୁ ନାହିଁ । ବ୍ୟାପାରରେ ନିଜର ବୁଦ୍ଧି ବିବେକ ଠାରୁ ଲାଭ ପ୍ରାପ୍ତ କରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ବ୍ୟାପାର ଓ ବ୍ୟବସାୟ ଠିକ ଚାଲିବ ।

ବୃଷ

ମାତା ପିତା ଆପଣଙ୍କ ବ୍ୟବହାର ଦ୍ଵାରା ଖୁସି ହେବେ । ଲମ୍ବା ସମୟ ହେବ ଚାଲୁଥିବା ଚିନ୍ତାରୁ କିଛି ମୁକ୍ତି ମିଳିପାରେ । ସ୍ୱାସ୍ଥ୍ୟକୁ ନେଇ ଅଳ୍ପ ସମସ୍ୟା ଆସିପାରେ । ବାକି ଥିବା ଟଙ୍କାକୁ ପ୍ରାପ୍ତ କରିବାର ସଫଳ ରହିବେ । ବ୍ୟବସାୟିକ ଯାତ୍ରା ହୋଇ ପାରିବ ନାହିଁ । ନୂଆ କାର୍ଯ୍ୟ ପ୍ରାପ୍ତ ହେବ । ଖୁସିର କିଛି ଅବସର ହାତରେ ଆସିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ଖ୍ୟାତି ବଢିବ । ଚାକିରିର ପ୍ରଭାବ ବଢିବ । ବିଳାସ ପୂର୍ଣ ଜିନିଷରେ ଟଙ୍କା ବହୁତ ବ୍ୟୟ ହୋଇପାରେ । ଚିନ୍ତା କାରଣରୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଶାନ୍ତି ଅନୁଭବ କରିବା ପାଇଁ ବନ୍ଧୁ ଓ ପରିବାରଙ୍କ ସହିତ କିଛି ସମୟ ବ୍ୟତୀତ କରନ୍ତୁ ।

ମିଥୁନ

ବ୍ୟାପାର ବ୍ୟବସାୟରେ ଭଲ ଲାଭ ମିଳିପାରେ । ମନରେ ମାତା ପିତାଙ୍କ ସେବା ଭାବ ରହିବ । ରଚନାତ୍ମକ କାର୍ଯ୍ୟରେ ରୁଚି ରଖିବେ । ସନ୍ତାନ ତରଫରୁ ଶୁଭ ସମାଚାର ମିଳିପାରେ । ସୁଖ ସାଧନରେ ବ୍ୟୟ ହେବ । ଯୋଜନା ସଫଳ ହେବ । କାର୍ଯ୍ୟ ପ୍ରଣାଳୀରେ ସୁଧାର ହେବ । ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି । ଭାଗ୍ୟ ଆପଣଙ୍କ ସାଥ ଦେବ । ସବୁ କାର୍ଯ୍ୟରେ ଭରପୁର ପ୍ରୟାସ କରନ୍ତୁ । ଆଜି ଆପଣ ସମସ୍ତଙ୍କୁ କ୍ଷମା କରି ଦିଅନ୍ତୁ । ଆଜି ଆପଣଙ୍କ ସ୍ଵଭାବ ଭଲ ରହିବ ସେଥିପାଇଁ ଆପଣ ସମସ୍ତଙ୍କ ସହିତ ଭଲ ଭାବରେ କଥାବାର୍ତ୍ତା କରିବେ । ଆଜି ଆପଣ ବ୍ୟବସାୟ କାରଣରୁ କ୍ଳାନ୍ତ ହୋଇପାରେ । ପାରିବାରିକ ଚିନ୍ତା ବଢିବ ।

କର୍କଟ

ଆପଣ ପୂର୍ବରୁ କରିଥିବା ନିବେଶରେ ଭଲ ଲାଭ ପ୍ରାପ୍ତ କରିବେ । ପିଲାମାନେ ନିଜର ଉପଲବ୍ଧି ଦ୍ଵାରା ଆପଣଙ୍କୁ ଗର୍ବିତ କରିବେ । ଆଜିର ଏହି ସୁନ୍ଦରତା ପୂର୍ଣ ଦିନରେ ପ୍ରେମ ସମ୍ବନ୍ଧରେ ଆପଣଙ୍କ ସମସ୍ତ ଆରୋପ ଦୂର ହୋଇଯିବ । ବ୍ୟାପାର ବ୍ୟସାୟରେ ଲାଭ ହୋଇପାରେ । ମାତା ପିତାଙ୍କ ସେବା କରିବେ । ସରକାରୀ ସହଯୋଗ ପ୍ରାପ୍ତ ହେବ । ପୂଜା ପାଠରେ ମନ ଲାଗିବ । ମାନସିକ ଶାନ୍ତି ରହିବ । ପରିବାର ସହିତ ସମୟ ସୁଖମୟ ବ୍ୟତୀତ କରିବେ । ସମାଜରେ ମାନ ସମ୍ମାନ ବଢିବ ।

ସିଂହ

ପାର୍ଟନରଶୀପରେ ମଧୁର ସମ୍ବନ୍ଧ ହେବ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭୁଲ ବୁଝାମଣା ଆସିପାରେ । ବ୍ୟାପାରରେ ନିବେଶର ଜୋଖିମ ନିଅନ୍ତୁ ନାହିଁ । କିଛି ଯୋଜନା ପୁରା ହୋଇପାରେ । କିଛି ଲୋକମାନଙ୍କ ପାଇଁ ଆକସ୍ମିକ ଯାତ୍ରା ଚିନ୍ତାପୂର୍ଣ ରହିବ । ବିବାଦକୁ ଟାଳିବାକୁ ଚେଷ୍ଟା କରନ୍ତୁ । ସ୍ଵାଭିମାନକୁ ଆଘାତ ପହଞ୍ଚି ପାରେ । ଆଘାତ ଓ ଦୁର୍ଘଟଣା ଦ୍ଵାରା ଶାରୀରିକ ହାନି ହୋଇପାରେ । ଦାମୀ ଜିନିଷକୁ ସମ୍ଭାଳି ରଖନ୍ତୁ । ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ରୋଜଗାରକୁ ଉଚିତ ଅବସର ପ୍ରାପ୍ତ ହୋଇପାରେ । ଜୋଖିମ ଭରା କାର୍ଯ୍ୟ କରନ୍ତୁ ନାହିଁ । ଆୟରେ ନିଶ୍ଚିତତା ରହିବ, କାରୋବାରର ଗତି ଧୀରେ ଧୀରେ ଚାଲିବ ।

କନ୍ୟା

ବର୍ତ୍ତମାନ ସମୟରେ ପରିଜନମାନଙ୍କ ଭରପୁର ସହଯୋଗ ମିଳିବ । କାହା ସହିତ ବାଦ ବିବାଦର ସ୍ଥିତି ହୋଇପାରେ । ଦାମ୍ପତ୍ୟ ଜୀବନ ଆନନ୍ଦପୂର୍ବକ ବ୍ୟତୀତ ହେବ । କାରୋବର ଭଲ ଚାଲିବ । ସ୍ୱାସ୍ଥ୍ୟ ଭଲ ରହିବ । ଆଜି ଆପଣ ଉତ୍ସାହ ଓ ପ୍ରସନ୍ନ ରହିବେ । ନିଜ ପ୍ରିୟ ଠାରୁ ଦୂରରେ ରହିବା ସତ୍ବେ ବି ଆପଣ ତାହାର ଉପସ୍ଥିତିକୁ ଅନୁଭବ କରିବେ । କିଛି ଲୋକମାନଙ୍କୁ ବ୍ୟାପାରିକ ଓ ଶିକ୍ଷା କ୍ଷେତ୍ରରେ ଲାଭ ମିଳିବ । ଶେୟାର ମାର୍କେଟ ଓ ମ୍ୟୁଚଳ ଫଣ୍ଡରୁ ଲାଭ ମିଳିବ । ମିତ୍ରମାନଙ୍କ ଠାରୁ ସହଯୋଗ ମିଳିବ ।

ତୁଳା

ଆଜିର ଦିନ ଆପଣଙ୍କ ପାଇଁ ଆନନ୍ଦ ପୂର୍ବ ରହିବ । ଏମିତି ଲାଗିଥାଏ କି କିଛି ସମୟ ପାଇଁ ଆପଣ ଜୀବନର ସବୁ ଖୁସି ପାଇ ଯାଇଛନ୍ତି । ସହକର୍ମୀ / ସହଯୋଗୀ ଆପଣଙ୍କୁ ସାହାର୍ଯ୍ୟର ହାତ ବଢାଇବେ । କିନ୍ତୁ ଅଧିକ ସାହାର୍ଯ୍ୟ କରି ପାରିବେ ନାହିଁ । ବ୍ୟାପାରରେ କୌଣସି ନୂଆ ବନ୍ଧୁ ହୋଇ ପାରନ୍ତି । ପତ୍ନୀର ସ୍ୱାସ୍ଥ୍ୟ ପ୍ରତି ଚିନ୍ତା ରହିବ । ସନ୍ତାନ ଆପଣଙ୍କ ଆଜ୍ଞା ପାଳନ କରିବେ । ସ୍ଥାୟୀ ସମ୍ପତିରୁ ଲାଭ ମିଳିପାରେ । ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ଶତ୍ରୁ ପରାସ୍ତ ହେବେ । ପାର୍ଟନରଙ୍କ ସହଯୋଗ ପ୍ରାପ୍ତ ହେବ । ଧାର୍ମିକ କାର୍ଯ୍ୟ କରିବେ । ବାଣୀରେ ମଧୁରତା ଆସିବ ।

ବିଚ୍ଛା

ବିଛା ରାଶିମାନେ ଆଜି କାହା ସହିତ ମିଶି କାମ କରି ପାରନ୍ତି । ଏହା ସହିତ ଏମାନେ ଆଜି ନିଜର ସମସ୍ତ ବିବାଦକୁ ସମାଧାନ କରିଦେବେ । କାହା ସହିତ ଅଚାନକ ସାକ୍ଷାତ ଦ୍ଵାରା ଆଜି ଆପଣଙ୍କ ଦିନ ଆନନ୍ଦମୟ ହୋଇଯିବ । କାମ କାର୍ଯ୍ୟରେ କୌଣସି ଖାସ ଉପଲବ୍ଧି ମିଳିପାରେ । ଅଟକିଥିବା କାର୍ଯ୍ୟରେ ଗତି ବଢିବ । ପୁରୁଣା ମିତ୍ରମାନଙ୍କ ସହ ସାକ୍ଷାତ ହୋଇପାରେ । ଆଜି ଆପଣଙ୍କ ଆୟର ସ୍ରୋତ ବୁଦ୍ଧି ହେବ । ଆଜି ଆପଣଙ୍କ ରଚନାତ୍ମକ କାର୍ଯ୍ୟ ସଫଳ ରହିବ । ସଙ୍ଗୀତ ଓ ଚିତ୍ରକାରୀ ଇତ୍ୟାଦିରେ ରୁଚି ଜାଗୃତ ହେବ । ନୂଆ ବିଚାର ମନରେ ଆସିବ । ବ୍ୟାପାର – ବ୍ୟବସାୟ ଠିକ ଚାଲିବ । ସ୍ଵାଦିଷ୍ଟ ଖାଦ୍ୟର ଆନନ୍ଦ ନେବେ । ନିବେଶରେ ଲାଭ ମିଳିପାରେ । ଭାଗ୍ୟ ଆପଣଙ୍କ ଆଡକୁ ଅନୁକୂଳ ରହିବ । ଭରପୁର ପ୍ରୟାସ କରନ୍ତୁ ।

ଧନୁ

ବ୍ୟାପାରରେ କୌଣସି ବି ନିଷ୍ପତି ଆପଣ ସଙ୍ଗେ ସଙ୍ଗେ କରନ୍ତୁ ନାହିଁ । ଆଜି ଆପଣଙ୍କ ଶତ୍ରୁ ଆପଣଙ୍କୁ ହାନି ପହଞ୍ଚାଇବାରେ ଚେଷ୍ଟା କରିବ । ଘରେ କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ ସେଥିପାଇଁ ଆପଣ ଆଜି ଚିନ୍ତିତ ରହିବେ । କ୍ରୋଧ ଓ ଉତ୍ତେଜନା ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜିର ଦିନ ବ୍ୟସ୍ତ ରହିବେ । କିଛି କାର୍ଯ୍ୟରେ ଆପଣଙ୍କ ବିଳମ୍ବ ହୋଇପାରେ । ଆପଣଙ୍କ ଆଶା ଏକ ସୁନ୍ଦର ଫୁଲ ଭଳି ଫୁଟିବ । ଦିନ ଶେଷ ହେବା ମଧ୍ୟରେ ସମସ୍ତ ସ୍ଥିତିରେ ସୁଧାର ଆସିଯିବ । ଯାହା ଉପରେ ଆପଣ ବିଶ୍ଵାସ କରୁଛନ୍ତି, ସେ ଆପଣଙ୍କୁ ପୁରା ସତ୍ୟ କହିବ ନାହିଁ । ପ୍ରେମ ସମ୍ବନ୍ଧରେ ସଫଳତା ମିଳିବ । ଆଜି ଆପଣ ଧନ ପ୍ରାପ୍ତି କରିବେ ।

ମକର

ଯୁବକମାନଙ୍କୁ ଭଲ ବିକଳ୍ପ ମିଳିପାରେ । ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ ବଢିବ । ଭୌତିକ ସୁଖ ସୁବିଧା ବଢିବ । ଭାଇ ଭଉଣୀଙ୍କ ପ୍ରତି ପ୍ରେମ ବଢିବ । ପୂର୍ବରୁ କରିଥିବା ପରିଶ୍ରମରେ ବର୍ତ୍ତମାନ ଆପଣଙ୍କୁ ଲାଭ ମିଳିବ । ଭାଇମାନଙ୍କ ସହଯୋଗ ପ୍ରାପ୍ତ ହେବ । ମିତ୍ରମାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ । ସାମାଜିକ ପ୍ରତିଷ୍ଠା ବୁଦ୍ଧି ହେବ । କୌଣସି ମହିଳା ମିତ୍ରଙ୍କ ଠାରୁ ମହତ୍ଵପୂର୍ଣ ସହଯୋଗ ମିଳିବ । ନ ପଢିବା ଦ୍ଵାରା ଆପଣଙ୍କୁ ନିଜର ମାତା ପିତାଙ୍କ କ୍ରୋଧର ସାମାନା କରିବାକୁ ପଡିପାରେ । ସେଥିପାଇଁ ମାତା ପିତାଙ୍କ ଖୁସି କରିବା ପାଇଁ ତାଙ୍କ ହିସାବରେ କାମ କରନ୍ତୁ । ନିଜର ପ୍ରିୟ ଜୀବନସାଥିଙ୍କ ଆଜି ନିରାଶ କରନ୍ତୁ ନାହିଁ । କାରଣ ଏହିଭଳି କରିବା ଦ୍ଵାରା ଆପଣଙ୍କୁ ପଶ୍ଚାତାପ ହୋଇପାରେ ।

କୁମ୍ଭ

ପୁରୁଣା ସାଥିଙ୍କ ସହ ସାକ୍ଷାତ ହୋଇପାରେ । ନୂଆ ସମ୍ପର୍କ ସ୍ଥାପିତ ହେବ । ଆଜି ଆପଣ ଉତ୍ସାହ ପୂର୍ଣ ରହିବେ । ଏହା ସହିତ ବହୁତ ଆନନ୍ଦିତ ବି ରହିବେ । ବ୍ୟାପାର ଓ ବ୍ୟବସାୟରେ ସ୍ଥିତି ଅନୁକୂଳ ରହିବ । ବୟସ୍କ ଲୋକମାନଙ୍କ ଆଶୀର୍ବାଦ ମିଳିବ । ପରିବାର ସହିତ ଧାର୍ମିକ ଯାତ୍ରା କରି ପାରିବେ ନାହିଁ । ସ୍ୱାସ୍ଥ୍ୟ ସେହିଭଳି ଖାସ ରହିବ ନାହିଁ । ବିଦ୍ୟାର୍ଥୀମାନଙ୍କୁ କିଛି ପରିଶ୍ରମ କରିବାକୁ ହେବ । ଆଜି ଆପଣ ନିଜର ପରିବାର ପାଇଁ ଓ ନିଜର କିଛି କାମରେ ଟଙ୍କା ଖର୍ଚ କରିବେ । ଆପଣଙ୍କ ଉପହାର ଆଜି ଆପଣଙ୍କ ସାଥିଙ୍କ ଚେହେରାରେ ଖୁସି ନେଇ ଆସିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପ୍ରଶଂସା ମିଳିପାରେ । ଲମ୍ବା ଯାତ୍ରା କରି ପାରିବେ ନାହିଁ । ପ୍ରେମ ପ୍ରସଙ୍ଗରେ ଅନୁକୂଳ ସ୍ଥିତି ରହିବ ।

ମୀନ

ରୋଜଗାର ପ୍ରାପ୍ତି ପ୍ରୟାସରେ ବିଫଳ ହେବେ । ଆଜି ଆପଣଙ୍କ ବିରୋଧୀ ସକ୍ରିୟ ରହିବେ । କାରୋବାର ବୁଦ୍ଧି ହୋଇପାରେ । ସମୟ ଅନୁକୂଳ ରହିବ । ଘରର ବାହାରେ ପ୍ରସନ୍ନତା ଓ ଉତ୍ସାହର ବାତାବରଣ ରହିବ । ବ୍ୟାପାରିକ ସମ୍ବନ୍ଧରେ ସୁଧାର ଆସିବ । ଧାର୍ମିକ ଆସ୍ଥା ବଢିବ । ସରକାରୀ କାର୍ଯ୍ୟରେ ଆପଣ ଯୋଗଦାନ କରି ପାରନ୍ତି । ପୈତୃକ ସମ୍ପତି ମିଳିବାର ଯୋଗ ଅଛି । ବଡ ଉଦ୍ୟୋଗପତିଙ୍କ ସହିତ ପାର୍ଟନରଶୀପ କରିବା ଦ୍ଵାରା ବ୍ୟବସାୟରେ ଲାଭ ମିଳିବ । ସେହି କାମ ଯାହାକୁ ଆପଣ ଅନ୍ୟ ଲୋକମାନଙ୍କ ପାଇଁ ସ୍ଵଇଚ୍ଛାରେ କରିବେ, ସେହି କାମ କେବଳ ତାହାର ସାହାର୍ଯ୍ୟ କରିବ ନାହିଁ ଅଥବା ତାହାର ହୃଦୟରେ ଆପଣଙ୍କ ପାଇଁ ଏକ ଭଲ ଛବି ରହିଯିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।