ଆଜିର ରାଶିଫଳ, 8 ମାର୍ଚ୍ଚ 2021, ସୋମବାର, ମହାଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ  ୮ ମାର୍ଚ୍ଚ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଧାର୍ମିକ ସ୍ଥଳରେ ଆଜି ଖୁବ ମନ ଲାଗିବ କଟିବ । କୌଣସି ଜାଗାରେ ବାଦ ବିବାଦ ହୋଇପାରେ । ଯେଉଁ କାମରେ ଆଜି ହାତ ଦେବେ ସେହି କାର୍ଯ୍ୟ ପୂର୍ଣ ହେବ । ଦାମ୍ପଦ୍ୟ ଜୀବନ ଭଲରେ କଟିବ ଓ ତାଙ୍କ ସହ ମିଶି ବାହାରକୁ ଯାଇ ନୂଆ ନୂଆ ଜିନିଷ ଖାଇବା ଖାଇପାରନ୍ତି । କୌଣସି କାମରେ ଦାଇତ୍ୟ ବଢିପାରେ । ପୂର୍ବରୁ ଦେଇଥିବା ପରୀକ୍ଷା ସେଥିରେ ଏବେ ଉତ୍ତିର୍ଣ ହେବେ । ଆଜି ଆପଣ ଯେଉଁ ନିସ୍ପତି ନେବେ ସେଥିରେ ସମସ୍ତଙ୍କର ଭଲ ହେବ ଓ ଆଗକୁ ଲାଭବାନ ମଧ୍ୟ କରାଇ ପାରେ । ପିତା ମାତାଙ୍କ ସାହାର୍ଯ୍ୟ ମିଳିବ ପରିବାରରେ ସମସ୍ତଙ୍କର ସହୋଯୋଗ ମିଳିବ । ଆଜି କୌଣସି ଦିଗରୁ କିଛି ନିରାଶ ପୂର୍ଣ୍ଣ ଓ ଅଶୁଭ ସମାଚାର ଆସିବା ଫଳରେ ବହୁତ ଦୁଖୀ ରହିବେ ।

ବୃଷ

ଆଜି ଆପଣଙ୍କର ସବୁ କାର୍ଯ୍ୟରେ ବାଧା ଆସିବ । ଘରେ ସମସ୍ତେ ବହୁତ ଖୁସିରେ ରହିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ । ଆଜି ପୁରା ଦିନ ଧାର୍ମିକ ଅନୁଷ୍ଠାନରେ କଟିବ ନିଜର ଓ ଭଲ କର୍ମ ଫଳ ମିଳିବା ସହିତ କିଛି ନୂଆ ଖୁସି ଖବର ମିଳିପାରେ । ବହୁ ପୂର୍ବରୁ ରହିଯାଇଥିବା କାର୍ଯ୍ୟ ପୂର୍ଣ ହେବ । ଆର୍ଥିକ ସମସ୍ୟା ଦୂରେଇ ଯିବ। ବହୁଦିନରୁ ହେଉଥିବା ସମସ୍ୟା ଏବେ ଦୂରେଇଯିବ ବା କିଛି ସମାଧାନର ବାଟ ବାହାରି ଯାଇପାରେ । ଯାନ ବାହାନ ଧୀରେ ଚଲାନ୍ତୁ । ନଚେତ କିଛି ଅସୁବିଧା ଦେଖା ଦେବା ।

ମିଥୁନ

ଆପଣଙ୍କର ଦିନ ବହୁତ ଭଲରେ କଟିବ । ନିଜର ଆତ୍ମବିଶ୍ଵାସ ବଢିବା ସହିତ କର୍ମରେ ଊର୍ଣ୍ଣତି ହେବ । ଆର୍ଥିକ ସମସ୍ୟା  ମଜବୁତ ରହିବ । ଯଦି ଆପଣ କୌଣସି ଏକ ବଡ ହୋଟେଲ ବା ପର୍ଯ୍ୟଟନ ଭଳି କିଛି ବ୍ୟବସାୟ ଥାଏ ତେବେ ସେଥିରେ ଆପଣ ଖୁବ ଲାଭ ବାନ ହେବେ । ପରିବାରର ସହୋଯୋଗ ଫଳରେ ଆଜି ଯେକୌଣସି କାମ କଲେ ସେଥିରେ ଆପଣ ସଫଳତା ହାସଲ କରିବେ । ଆଜି କୌଣସି ଏକ ସାଙ୍ଗ ସହ ଭେଟ ହେଲା ପରେ ବହୁତ ଖୁସି ରହିବେ ଓ ତାଙ୍କ ସହ ମିଶି ବାହରକୁ ଯିବା ପାଇଁ କିଛି ଯୋଜନା କରିପାରନ୍ତି ।

କର୍କଟ

ଅଚାନକ ଧାନ ପ୍ରତି ହେବାର ସୁଯୋଗ ଅଛି । ବ୍ୟବସାୟ କାର୍ଯ୍ୟ ସମ୍ବନ୍ଧିତ ସବୁ କାମ ବହୁତ ଭଲରେ ରହିବ । ମାତା ପିତାଙ୍କ ଧ୍ୟାନ ରଖନ୍ତୁ ନଚେତ ତାଙ୍କର ଆଜି ସ୍ୱାସ୍ଥ୍ୟ ବିଗାଡି ଯାଇପାରେ । ଜୀବନ ସାଥିକୁ ବୁଝିବାକୁ ଚେଷ୍ଟା କରନ୍ତୁ ସେ ଆଜି ଆପଣଙ୍କୁ ଯେଉଁ ଉପଦେଶ ଦେବେ ସେଇଟା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହୋଇପାରେ । କାର୍ଯ୍ୟ ସଫଳ ହେବା ଫଳରେ ଆଜି ବହୁତ ଆତ୍ମବିଶ୍ଵାସ ବଢିବ କିନ୍ତୁ କାମ ଅଧିକା ଭାରି ରହିବ, ଯେଉଁଥିପାଇଁ ଶାରୀରିକ କଷ୍ଟ ଓ ମାନସିକ କଷ୍ଟ ଉଭୟ ଦେଖା ଦେବ । ପିଲାନଙ୍କୁ ଆଜି ଟିକେ ସତର୍କତା କରାଇ ରଖନ୍ତୁ ନଚେତ ତାଙ୍କ ଉପରେ କିଛି ବିପଦ ପଡିପାରେ ।

ସିଂହ

ଆଜି କିଛି ନୂଆ ଜିନିଷ କିଣିବାକୁ ବାହାରକୁ ଯାଇ ପାରନ୍ତି । ଧର୍ମ ସ୍ଥାନ ରେ କିଛି ଖର୍ଚ ହୋଇପାରେ । ଯାହା ଦ୍ଵାରା ସମାଜରେ ମାନ ସଂମ୍ମାନ ମିଳିବ ଓ ଗୁରୁଙ୍କର ଆଶ୍ରିବାଦ ମିଳିବ । ଯାତ୍ରା ଆପଣଙ୍କର ଲାଭ ଦାୟକ ହେବ । ଆଜି ଯିଏ ଯେତେବୀ ଚାହିଁଲେ କିଛି କ୍ଷତି କରିପାରିବେ ନାହିଁ । ମାତା ଓ ପିତାଙ୍କ ସାଙ୍ଗରେ ଭଲରେ ଦିନ କଟିବ । ଏଥିପାଇଁ ପୁରା ଦିନ ଖୁସିରେ କାଟିବ ଓ ଆପଣଙ୍କ ସମ୍ପର୍କ ଦୃଢ ରହିବ । ଆଜି କୌଣସି ନିସ୍ପତି ନେବା ପୂର୍ବରୁ ଟିକେ ଭାବିକରି ନେବା ପାଇଁ ଚେଷ୍ଟା କରନ୍ତୁ ଅଥବା ବଡ ଲୋକଙ୍କର ପରାମର୍ଶ କ୍ରମେ କାମ ଆରମ୍ଭ କରନ୍ତୁ ।

ବିଚ୍ଛା

ଆଜି ଆପଣ କିଛି ଜିନିଷ ବିକ୍ରି କରି ସେଥିରେ ବହୁତ ଲାଭ ବାନ ହୋଇପାରିବେ । ବ୍ୟବସାୟରେ ଭଲ ଲାଭ ହେବ ଓ ଯେକୌଣସି କାମ ଆଜି କରିବେ ଲୋକଙ୍କର ସହଯୋଗ ଫଳରେ କାର୍ଯ୍ୟ ବହୁତ ଶୀଘ୍ର ସଫଳ ହୋଇବ ।ଜୀବନ ସାଥି ସହ ଭଲରେ ଦିନ କଟିବ ଓ ତାନକ ସହ ମିଶି ଅଧିକ ସମୟ କାଟିବେ । ଯେ କୌଣସି କାର୍ଯ୍ୟ କରିବେ ସେ କାର୍ଯ୍ୟ ସଫଳ ହେବ। କୌଣସି ଏକ ନୂଆ ଜାଗାକୁ ଯିବାକୁ ଚାହୁଥିଲେ ଆଜି ସେହି ଜାଗାକୁ ଯାଇପାରିବେ ।

ତୁଳା

ପୁରା ଦିନ କାର୍ଯ୍ୟ ବ୍ୟସ୍ତତା ରେ କଟିବ । ସରକାରୀ ଚାକିରିରେ ଆପଣଙ୍କୁ କାମ କରିବାକୁ ପୁରା ସାହାର୍ଯ୍ୟ ମିଳିବ ଓ ସମର୍ଥନ ମଧ୍ୟ ମିଳିବ ବିଭାହୀତ ଜୀବନରେ କିଛି ହାତରୁ ଖସି ଯିବା ପରି ଲାଗିବ । ଭଲ କାର୍ଯ୍ୟ ଆଜି କଲେ ମଧ୍ୟ ଆପଣଙ୍କର କିଛି ଫାଇଦା ହେବ ନାହିଁ ଓ ଆପଣଙ୍କୁ କେହି ପସନ୍ଦ କରିବେ ନାହିଁ । ଆଜି କାହା ଉପରେ ରାଗନ୍ତୁ ନାହିଁ ନଚେତ ଯେଉଁ କାର୍ଯ୍ୟ ହେବାକୁ ଥିବ ସେହି କାର୍ଯ୍ୟରେ ବାଧା ସୃଷ୍ଟି ହେବ ଯାହାଫଳରେ ନିରାଶ ହେବେ ତେଣୁ କରି ନିଜ ବାଣୀ ଉପରେ ନିୟତ୍ରଣ ରଖନ୍ତୁ । ପରିବାରକୁ କେହି ଜଣେ ନୂଆ ବ୍ୟକ୍ତି ଆସିବା ଫଳରେ ବହୁତ ଶାନ୍ତି ଓ ଖୁସି ଅନୁଭୂତ ହେବ ।

କନ୍ୟା

ସକରାତ୍ମକ ଶକ୍ତି ବଳ ଅଧିକା ରହିବା ଫଳରେ କାମ କାର୍ଯ୍ୟରେ ସଫଳତା ମିଳିବ । ଯେକୌଣସି କାମ ଆଜି ଆରମ୍ଭ କରିଥିବେ ସେହି କାମ ଆଜି ନିର୍ଭୁଲ ଭାବରେ ଓ ବହୁତ ଭଲ ଭାବରେ ଖୁବ ଶୀଘ୍ର ସରିଯିବ । ଆଜିର ଦିନକୁ ରୋମାଞ୍ଚକରେ ଚଳିବାକୁ ଚାହୁଁଥିଲେ ଆପଣ ନିଜ ପରିବାର ଓ ସାଙ୍ଗ ସହ ଦିନ କାଟିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କର ଦିନ ମଧ୍ୟମ ଧରଣର କଟିବ । ଯେତିକି ପରିଶ୍ରମ କରିବେ ସେତିକି ଫଳ ପାଇବେ । ଘରେ କିଛି ଭଲ ଖୁସି ଖବର ମିଳିପାରେ ।

 ଧନୁ

ଭାଗ୍ୟ ଆପଣଙ୍କର ସାଥ ଦେବ । ଆଜି ଆପଣଙ୍କୁ କୌଣସି ଏକ ବଡ ଲୋକଙ୍କର ନୂଆ ସମାଧାନ ମିଳିପାରେ ଯାହାଫଳରେ ଆପଣ ସେହି ଅନୁଯାଇ କାମ କରିବା ଦ୍ଵାରା ସେହି କାର୍ଯ୍ୟ ସଫଳ ହେବ । ଆର୍ଥିକ ସ୍ଥିତି ସୁଦୃଢ ରହିବ ଆଜି କିଛି ଖର୍ଚ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ କିଛି ଅସୁବିଧା ଦେଖା ଦେଇପାରେ ।ତର ତର ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ ନଚେତ ବଡ ଅସୁବିଧାର ସମୁଖୀନ ହୋଇପାରନ୍ତି । କଥାବାର୍ତା ଓ ସ୍ଵଭାବରେ କିଛି ପରିବର୍ତନ ଆଣିବାକୁ ଚେଷ୍ଟା କରନ୍ତୁ ନଚେତ ବଡ ବିବାଦ ମଧ୍ୟରେ ଫଶୀ ପାରନ୍ତି ।

ମକର

ଆଜି ଆପଣ ଯେକୌଣସି ଜାଗାକୁ ଯାଅନ୍ତୁ ସେଠାରେ ସତର୍କ ହୋଇ ରୁହନ୍ତୁ ।  ମନ ମୁତାବକ କାମ ମିଳିବା ଦ୍ଵାରା ବହୁତ ଖୁସି ରହିବା ସହିତ କାମରେ ସଫଳ ହେବ । ସାଙ୍ଗମାନଙ୍କର ପୁରା ସାଥ ମିଳିବ କିନ୍ତୁ ଆପଣଙ୍କର କିଛି ଏମିତି ସାଙ୍ଗ ଥାନ୍ତି ଯେଉଁ ମାନେ କି ହଇରାଣ କରଥାନ୍ତି । ସେମାନେ କେବେହେଲେ ଆପଣଙ୍କର ଭଲ ଚାହାନ୍ତି  ନାହିଁ । ସେମାନେ ଆଜି ଆପଣଙ୍କୁ ଖାଲରେ ପକାଇ ପାରନ୍ତି । ଆଜି କୌଣସି ନିସ୍ପତି ନେବା ପୂର୍ବରୁ ଟିକେ ଭାବିକରି ନେବା ପାଇଁ ଚେଷ୍ଟା କରନ୍ତୁ ଅଥବା ବଡ ଲୋକଙ୍କର ପରାମର୍ଶ କ୍ରମେ କାମ ଆରମ୍ଭ କରନ୍ତୁ । ବ୍ୟବସାୟରେ ଭଲ ଲାଭ ହେବ । ଆଜି କୌଣସି ନିସ୍ପତି ନେଲେ ସେଇଟା ଭୁଲ ପ୍ରମାଣିତ ହୋଇଯିବ ।

କୁମ୍ଭ

ଆଜି ଆପଣଙ୍କ ସହିତ କେହି ଜଣେ ପ୍ରିୟ ବ୍ୟକ୍ତି ଦେଖା ହୋଇ ପାରନ୍ତି ।  ବ୍ୟବସାୟରେ ଆଜି ଭଲ ଲାଭ ହେତୁ ମନ ଆଜି ବହୁତ ଖୁସି ରହିବ । କାର୍ଯ୍ୟରେ କିଛି ଛୋଟ ମୋଟ ଅସୁବିଧା ଆସିବ କିନ୍ତୁ କିଛି ବଡ ସମସ୍ୟା ହେବ ନାହିଁ । ଆର୍ଥିକ ସ୍ଥିତି ମଜବୁତ ରହିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ ନଚେତ କୌଣସି ଏକ ବଡ ବିପଦରେ ପଡ଼ିପାରନ୍ତି ଯାହାକି କେହି ଉଧାର କରିବା ପାଇଁ ହୁଏତ ନଥିବେ ସେଥିପାଇଁ ସତର୍କ ହୋଇ ଚାଲିବାକୁ ଚେଷ୍ଟା କରନ୍ତୁ । ଟଙ୍କା ଦେବା ନେବା ଠାରୁ ଦୂରେଇ ରୁହନ୍ତୁ ନଚେତ ଟଙ୍କା ଫେରି ପାଇବାକୁ ବହୁତ କଷ୍ଟ ହେବ ।

 ମୀନ

ହଠାତ କିଛି ଶୁଭ ଖବର ଆପଣଙ୍କୁ ମିଳି ପାରେ । କାର୍ଯ୍ୟ କ୍ଷେତ୍ରରେ ହଠାତ କିଛି ଆସୁବିଧା ଆସିପାରେ ଯାହାକି ଆପଣଙ୍କ ଉପରେ କିଛି ଅସୁବିଧା ଆସିପାରେ । କାମ ପୁରା କରିବା ପାଇଁ ହୁଅତ ଆଜି ବହୁତ ସମୟ ଲାଗିପାରେ । ପରିବାରରୁ କିଛି ଖୁସି ଖବର ମିଳିପାରେ ଯାହା ଦ୍ଵାରା କି ଆପଣଙ୍କ ମନ ବହୁତ ପ୍ରଫୁଲିତ ରହିବ । କାହା ଉପରେ ରାଗନ୍ତୁ ନାହିଁ କାରଣ ସବୁବେଳେ ରାଗିବା ଭଲ ହୋଇନଥାଏ ହୁଏତ ଆଜି ସେହି ପିଲା କିଛି ଆପଣଙ୍କୁ କିଛି କହି ଦେଇପାରେ ଯାହା ଫଳରେ ମାନ ହାନି ହୋଇପାରେ ।  ଆଜି କୌଣସି ଦିଗରୁ କିଛି ନିରାଶ ପୂର୍ଣ୍ଣ ଉତ୍ତର ଆସିବ ଯାହା ଫଳରେ ବହୁତ ଦୁଖୀ ରହିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।