ଆଜିର ରାଶିଫଳ, 7 ମାର୍ଚ୍ଚ 2022, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୭ ମାର୍ଚ୍ଚ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ ପରିବାରର ସାହଯୋଗ ପ୍ରାପ୍ତ ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । କୌଣସି ପୁରୁଣା ମିତ୍ର ଙ୍କ ସହ ଭେଟ ହୋଇପାରେ ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ହେବେ । ଆପଣ କୌଣସି ସାମସ୍ୟାର ସମାଧାନ କରିବେ ଯାହା ଦୀର୍ଘ ଦିନରୁ ଲାଗି ରହିଥିଲା । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ । ଜୀବନ ସାଥି ଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରିବେ ।

ବୃଷ ରାଶି : ଆପଣଙ୍କର ପରିଜନ ମାନଙ୍କ ସହ ସମ୍ପର୍କରେ ମଧୁରତା ଆସିବ । ଆୟ ର୍ତେ ବୃଦ୍ଧି ହୋଇପାରେ । ଚାକିରି କ୍ଷେତ୍ର ରେ ଆପଣଙ୍କର ଉଚ୍ଚ ପଦ ହାସଲ ହୋଇପାରେ । ଆଜି ଦିନ ଟିଆ ଆପଣଙ୍କର ଆନନ୍ଦମୟ ରେ ଭରି ରହିବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ପରିବର୍ତ୍ତନ ଆସିପାରେ । ଜୀବନ ସାଥି ଙ୍କ ସହ କାର୍ଯ୍ୟରେ ଅଧିକ ହସ୍ତକ୍ଷେପ କରନ୍ତୁ ନାହି ।

ମିଥୁନ ରାଶି : ପାର୍ଟନର ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଆର୍ଥିକ ସ୍ଥିତି ମଜବୁତ ରହିବ । ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଅଟକି ରହିଥିବା କାମ ପୁରା ହେବେ । ମାର୍କେଟିଙ୍ଗ କାମରେ ଆପଣ ନିବେଶ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ଅଫିସରେ କୌଣସି ପରିବର୍ତ୍ତନ ହୋଇପାରେ ।

କର୍କଟ ରାଶି : ଆଜି ଆପଣଙ୍କର ସୁଖ ସୁବିଧାରେ ବୃଦ୍ଧି ହେବେ । ବିଦ୍ୟାର୍ଥୀ ମାନଙ୍କୁ ପରିଶ୍ରମର ଫଳ ପ୍ରାପ୍ତ ହେବେ । କାର୍ଯ୍ୟ କ୍ଷେତ୍ରରେ ଅଟକି ରହିଥିବା ଅକାମ ପୁରା ହେବେ । ପରିବାର ଲୋକଙ୍କ ସହଯୋଗ ପ୍ରାପ୍ତ ହେବେ । ଚାକିରି କ୍ଷେତ୍ର ରେ ପ୍ରମୋଶନ ହୋଇପାରେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ମହିଳା ମାନେ ପୂଜା ପାଠ ରେ ବ୍ୟସ୍ତ ରହିବେ ।

ସିଂହ ରାଶି : ଆଜି ଆପଣ କୌଣସି ନୂଆ କାମ ଆରମ୍ଭ କରତିବା ପାଇଁ ଚିନ୍ତା କରିବେ । ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବା କାରଣରୁ ଆପଣଙ୍କ ଜୀବନରେ ନୂଆ ଅନୁଭୂତି ଅନୁଭବ ହୋଇପାରେ । ବ୍ୟବସାୟ କ୍ଷେତ୍ର ରେ ଆପଣ ଟଙ୍କା ନିବେଶ କରିବେ । ଅଫିସରେ ବଡ ଅଧିକାରୀ ମାନଙ୍କ ସହଯୋଗ ପ୍ରାପ୍ତ ହେବେ । ମହିଳା ମିତ୍ରା ମାନଙ୍କ ସହଯୋଗ ଆପଣ ପାଇବେ ଓ ଲାଭବାନ ହେବେ । ଉନ୍ନତି ର ମାର୍ଗ ପ୍ରଶସ୍ତ ହେବ । ଧାର୍ମିକ କାର୍ଯ୍ୟ ରେ ବ୍ୟସ୍ତରେ ରହିବେ ।

କନ୍ୟା ରାଶି : ଆଜି ଆପଣ ନୂଆ ପରିଯୋଜନା ଆରମ୍ଭ କରିବେ । ପାରିବାରିକ ଜୀବନ ଭଲ ରହିବ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ । ଚାକିରି କ୍ଷେତ୍ର ରେ ଉଚ୍ଚ ପଦ ହାସଲ କରିବେ । ଆୟ ରେ ବୃଦ୍ଧି ହେବ । ଜୀବନ ସାଥି ଙ୍କ ସହ ଆପଣ ଦୂର ଜାଗାକୁ ଅଯାତ୍ରା କରିବେ । ଆପଣଙ୍କର ଆଗାମି ସମୟ ଭଲ ରହିବ । ଦୀର୍ଘ ଦିନରୁ ଯେଉଁ ସମସ୍ୟା ଲାଗି ରହିଥିଲା ତାହା ଦୂର ହେବ ।

ତୁଳା ରାଶି : ଆଜି ଧାର୍ମିକ ସୁଖର ଅନୁଭୂତି ଆପଣ ପାଇବେ । ପାରିବାରିକ ବାତାବରଣ ହସ ଖୁଶିର ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ସୁଖଦ ସମାଚାର ଶୁଣିବାକୁ ପାଇବେ । ବ୍ୟକ୍ତିଗତ ସମ୍ପର୍କରେ ଘନିଷ୍ଠତା ଆସିବ । ମିତ୍ର ମାନଙ୍କ ସହ ଆପଣଙ୍କର ସମ୍ପର୍କରେ ସୁଧାର ଆସିବ । ଅଟକି ରହିଥିବା କାମ ପୁରା ହେବ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । ପ୍ରେମ ଜୀବନରେ ସଫଳ ହେବେ ।

ବିଛା ରାଶି : ଆଜି କାର୍ଯ୍ୟରେ ବ୍ଯବଧାନ ଆସିପାରେ । ପରିବାର ଲୋକେ ଆପଣଙ୍କର ପର୍ଯ୍ୟାପ୍ତ ରୂପରେ ସହଯୋଗ କରିବେ । ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ତ୍ଗ ଦର୍ଶନ କରିବେ । ଆପଣ ବିଭିନ୍ନ କ୍ଷେତ୍ର ରୁ ଫାଇଦା ପାଇବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଦୁଇ ଗୁଣା ଧନ ଲାଭ କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ କୌଣସି କଥା କୁ ନେଇ ଆଲୋଚନା କରିବେ ।

ଧନୁ ରାଶି : ବିଦ୍ୟାର୍ଥୀ ବର୍ଗ କ୍ରିଏଟିବ ଜ୍ଞାନ ଦ୍ଵାରା ଲୋକ ମାନଙ୍କୁ ମୋହିତ କରିବେ । ଭାଇ ଭଉଣୀ ଙ୍କ ଠାରୁ ଆପଣ ଆର୍ଥିକ ସାହାଜ୍ଯ ପାଇବେ । ମାତା ପିତା ଙ୍କ ସହଯୋଗ ପାଇବେ । ଯାହା ଦ୍ଵାରା ଜୀବନରେ ଆପଣ ସଫଳତାର ଶୀର୍ଷ ରେ ପହଞ୍ଚି ପାରିବେ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବେ । ଯାହା ଦ୍ଵାରା ଅନ୍ୟ ମାନେ ପଣଙ୍କର ଅନୁସରଣ କରିବେ । ଆପଣଙ୍କୁ ଆପଣଙ୍କର ପରିଶ୍ରମର ଫଳ ମିଳପାରେ । ପାରିବାରିକ ମାହୋଲ ସୁଖଦ ରହିବ ।

ମକର ରାଶି : ଆଜି ଆପଣଙ୍କ ପାଇଁ ଦିନ ସାମାନ୍ଯ ରହିବ । ଯେଉଁ କାମରେ ହାତ ଦେବେ ତାହା ସଫଳତା ପୂର୍ବକ ପୁରା ହେବ । କରଜ ରୁ ମୁକ୍ତି ପାଇବେ । ସାମାଜିକ କାର୍ଯ୍ୟ ରେ ଆପଣ ବ୍ୟସ୍ତରେ ରହିବେ । ଆପଣଙ୍କର ବ୍ଯବସାୟିକ ଯାତରା ସଫଳ ହେବେ । କାରୋବାର ରେ ବୃଦ୍ଧି ହେବ । ଦୀର୍ଘ ଦିନରୁ ଯେଉଁ ସମସ୍ଯା ଲାଗି ରହିଥିଲା ଅତଃ ଦୂର ହେବେ । ଅବିବାହିତ ଲୋକ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ ।

କୁମ୍ଭ ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ବହୁତ ଭଲ ରହିବ । କୌଅଂଶୀ କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ଦାଂପତ୍ଯ ଜୀବନ ଓ ପ୍ରେମ ସମ୍ପର୍କରେ ଭଲ ପାଇବା ବୃଦ୍ଧି ହେବେ । ଆପଣ କୌଣସି ନୂଆ କାରୋବରର ଆରମ୍ଭ କରିବାକୁ ଇଚ୍ଛା କରୁଥିଲେ ବିଚାର ବିମର୍ଶ କରି ଆରମ୍ଭ କରନ୍ତୁ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବେ । ଯାହା ଦ୍ଵାରା ଆପଣ ପ୍ରଶଂସା ର ପାତ୍ର ହେବେ । ଅଫିସରେ ବରିଷ୍ଠ ଅଧିକାରୀ ଓ ସହ କର୍ମୀ ମାନଙ୍କ ସହଯୋଗ ପାଇବେ ।

ମୀନ ରାଶି : ଆଜି ଆପଣ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତା ରେ ରହିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଅଧିକ ଆୟ ଲାଭ କରିବେ । ପ୍ରେମ ଜୀବନରେ ଆପଣ ମନ କଥା ସାଥି ଙ୍କୁ କହିବେ । ଯାହା ଦ୍ଵାରା ଆପଣଙ୍କ ପ୍ରେମ ଜୀବନରେ ମଧୁରତା ଆସିବ । ଆପଣ କିଛି ନୁଆ କାମ ଆରମ୍ଭ କରିବେ । ଆପଣ ଅନେକ କାମରୁ ଫାଇଦା ପାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।