ଆଜିର ରାଶିଫଳ, 7 ଫେବୃୟାରୀ 2023, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୭ ଫେବୃୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : କାର୍ଯ୍ୟ କ୍ଷେତ୍ର ରେ ଆଜି ଆପଣଙ୍କ ଇଚ୍ଛା ପୂରଣ ହେବ । ପରିବାର ରେ ସୁଖ ଶାନ୍ତି ବଜାୟ ରହିବ କିନ୍ତୁ ନିୟୋଜିତ ଖର୍ଚ୍ଚ ବଢିପାରେ । ଆପଣ କିଛି ମହତ୍ଵ ପୂର୍ଣ୍ଣ ସମ୍ପର୍କ ସ୍ଥାପିତ କରିବାରେ ଅଧିକ ପ୍ରଭାବଶାଳୀ ଲୋକଙ୍କ ସହାୟତା ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ବେହତର ରହିବ । ଆଜି ଆପଣ ନିଜ ବିଚାର ଉପରେ ଧ୍ୟାନ ରଖନ୍ତୁ । ନିଜର ବିଚାରକୁ ସହମତ କରିବାରେ ବହୁତ ଅଧିକ ସଫଳ ରହିବେ ।

ବୃଷ ରାଶି : ସନ୍ତାନ ଙ୍କ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବାରୁ ସୁଖ ରେ ବୃଦ୍ଧି ହେବ । କେଉଁଠୁ ଉପହାର ମିଳିପାରେ । ବନ୍ଧୁ ଙ୍କ ସହଯୋଗ ମନରେ ନିରାଶା ର ଭାବ ଶେଷ ହେବ । କେହି ଆପଣଙ୍କ ମାନ ପ୍ରତିଷ୍ଠାକୁ ସମ୍ମାନ ଦେବେ । ଚାକିରି ସମବାଧିତ ନିସ୍ପତି ବୁଝି ବିଚାରୀ କରନ୍ତୁ । ନୂଆ ବ୍ୟବସାୟ ଆରମ୍ଭ କରିବେ । ଆଜି ଚାକିରି କରୁଥିବା ଜାତକ ଙ୍କୁ ନିସ୍ପତି ନେବାର ଜରୁରତ ଅଛି । ବନ୍ଧୁ ଓ ଭାଇ ସାହାଜ୍ଯ କୌଣସି ବଡ ଅଧିକାରୀ ଙ୍କ ସାହାଜ୍ଯ ପ୍ରାପ୍ତ ହେବ ।

ମିଥୁନ ରାଶି : ସରକାରି କାର୍ଯ୍ୟ ପୁରା ହେବାର ନଜର ଆସୁଛି । ପରିବାର ରେ ସୁଖ ଶାନ୍ତି ର ବାତାବାରଣ ରହିବ । ଆପଣଙ୍କ ଦିନ ମଉଜ ମସ୍ତି ରେ ଭରପୁର ହୋଇ ଉଠିବ । ରଚନାତ୍ମକ କାର୍ଯ୍ୟ ସଫଳ ରହିବ । ପାରିବାରିକ ଜୀବନ ଖୁଶିମୟ ରହିବ ଓ ପିଲା ଆପଙ୍କ ଉପରେ ଗର୍ବ କରିବେ । ବ୍ୟାପାର ରେ ଲାଭର ଅବସର ମିଳିବ । ଆଜି ଆପଣ ଅଧିକ ମାମଲାରେ ନିଜକୁ ଭାଗ୍ୟଶାଳୀ ଅନୁଭବ କରିବେ ।

କର୍କଟ ରାଶି : ଏହି ରାଶିର ଲୋକ ବୈଜ୍ଞାନିକ ଙ୍କୁ କୌଣସି ବଡ ସଫଳତା ମିଳିବ । ସଠିକ ଯୋଜନା ବନାଇବେ । ସଠିକ ଦିଶାରେ ଆଗକୁ ବଧିବେ । ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ଧନ ସମ୍ପତି ରୁ ଲାଭ ପାଇବେ । ଆଜି ଆପଣଙ୍କୁ କିଛି କାର୍ଯ୍ୟ ପୁରା କରିବା ପାଇଁ କଠିନ ମେହନତ କରିବାକୁ ପଡିବ । ଲୋକଙ୍କ ସହ ସମ୍ପର୍କ ବନାଇବାର ଜରୁରତ ଅଛି । ସ୍ୱାସ୍ଥ୍ୟ ଭଲ ରହିବ । ସମୟ ଆପଣଙ୍କ ପ୍ରତିକୂଳ ରହିବ । ଆର୍ଥିକ ଲାଭ ହୋଇପାରେ । ମଉଜ ମସ୍ତି ଓ ମନୋରଞ୍ଜନ ପ୍ରବୃତ୍ତି ରେ ସମୟ ବ୍ଯତୀତ ହେବ ।

ସିଂହ ରାଶି : ଜୀବନ ସୁଖମୟ ରହିବ । ପଠନ ପାଠନ ବା ଲେଖନ ଆଦିରେ ମନ ଲାଗିବ । ପୁରୁଣା କଥାକୁ ଭାବି ନିଜର ବର୍ତ୍ତମାନ କୁ ଖରାପ କରନ୍ତୁ ନାହି । ଯାହା ବୀତିଗଲା ଆପଣ ବଦଳାଇ ପାରିବେ ନାହି । ପରିବାର ବା ବନ୍ଧୁ ଙ୍କ ସହ ଭଲ ସମୟ ବ୍ଯତୀତ ହେବ । ନିଜର ବନ୍ଧୁ ବା ପରିଚିତ ଙ୍କ ସହ ଆପଣଙ୍କ ଭେଟ ହେବ । ଯାହା କାରଣରୁ ଆପଣଙ୍କ ମୁହଁ ରେ ଖୁସି ହେବ । ନିଜ କାମକୁ ଅନ୍ୟ ଉପରେ ଛାଡନ୍ତୁ ନାହି । ଆୟର ଅଭାବ ବା ଖର୍ଚ୍ଚ ରେ ବୃଦ୍ଧି ହେବାର ସ୍ଥିତି ରେ ଚିନ୍ତିତ ରହିବେ ।

କନ୍ୟା ରାଶି : ଆଜି ଆପଣ ଯାହା ବି କାମ କରିବେ ସେଥିରେ ସଫଳତା ମିଳିବାର ପୁରା ସମ୍ଭାବନା ଅଛି । ଜୀବନ ସାଥିଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଆଜି ବ୍ୟାପାରୀ ବର୍ଗ ବିଶେଷ ରୂପରେ ଭଲ ଫଳ ପ୍ରାପ୍ତ ହେବ । ଯାହା ଦ୍ଵାରା ଧନ ଲାଭର ଯୋଗ ଅଛି । ସମ୍ପର୍କୀୟ ଓ ବନ୍ଧୁ ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ବିତ୍ତୀୟ ସ୍ଥିତି ମଜବୁତ ହେବ । ବନ୍ଧୁ ଓ ସମ୍ପର୍କୀୟ ଙ୍କ ସହ ଭେଟ ହେବ ।

ତୁଳା ରାଶି : ଶାରୀରିକ ଓ ମାନସିକ ଆନନ୍ଦ ପ୍ରାପ୍ତ ହେବ । ଆଜି ଆପଣଙ୍କୁ ଜୀବନରେ କିଛି ନୂଆ କରିବା ଦ୍ଵାରା ପ୍ରେରଣା ମିଳିବ । ଆପଣ ମିଠା ବାଣୀ ଦ୍ଵାରା ଓ ନିଜର ଚାଲାକପଣ ଦ୍ଵାରା କାର୍ଯ୍ୟ ରେ ସଫଳତା ହାସିଲ କରିବେ । ଆଜି ଦିନରେ କାମ କାର୍ଯ୍ୟ ପାଇଁ ବେହତର ହେବ । କେହି ଆପଣକ ବିରୁଦ୍ଧରେ ନ ଯାଆନ୍ତୁ ତାହା ପ୍ରତି ଧ୍ୟାନ ଦିଅନ୍ତୁ । ବିଚାର ରେ ଉଗ୍ରତା ଓ ଅଧିକାର ର ଭାବନା ବଢିବ । କାହା ସହ ବିବାଦ ରେ ପଡନ୍ତୁ ନାହି ।

ବିଛା ରାଶି : ଆଜି ଆପଣ କାହା ଉପରେ ବିଶ୍ଵାସ କରିବା ମୁଡ ରେ ନାହାନ୍ତି । ସୁଖ ସୁବିଧାରେ ଲାଭ ମିଳିବ । ଆପଣଙ୍କ ପରିବାର ରେ କୌଣସି ନୂଆ ଦାୟିତ୍ଵ ମିଳିପାରେ । ନବ ବିବାହିତା ଲୋକଙ୍କ ପାଇଁ ଦିନ ଭଲ ହେବ । ରାଜନୈତିକ ବିଷୟରେ ଆପଣଙ୍କର ଜ୍ଞାନ ବଢିବ । ସମୟ ଆପଣଙ୍କ ପାଇଁ ଭଲ ରହିବ । ନୂଆ କାମ କରିବା ପାଇଁ ଦିନ ଭଲ ରହିବ । ଆପଣଙ୍କ ମହତ୍ଵ ଆକାଂକ୍ଷା ଓ ସ୍ଵପ୍ନ ଭବିଷ୍ୟ ରେ ପୂର୍ଣ୍ଣ ହେବ । ଲାଇଫ ପାର୍ଟନର ଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ଧନୁ ରାଶି : ଜୀବନ ସୁଖମୟ ଭାବେ ବ୍ଯତୀତ ହେବ । ପରିବାର ରେ ସୁଖ ଆଶା ଅନୁସାରେ ମିଳିପାରେ । ଆଜି ଆପଣ ବନ୍ଧୁ ଙ୍କ ସହ ସମୟ ବିତାଇବା ପାଇଁ ଚିନ୍ତା କରିବେ । ନିଜ ରାଗକୁ ସାନ୍ତ ରଖନ୍ତୁ । ଜରୁର କାଗଜପତ୍ର ପୁରା କରନ୍ତୁ । ଆଜି ଆପଣ ବହୁତ ସାରା ଜିନିଷ ଦ୍ଵାରା ପ୍ରେରିତ ହେବ । ଆଜି ଆପଣ ନିଜକୁ ଭାଗ୍ୟଶାଳୀ ଅନୁଭବ କରିବେ । ପ୍ରବାସ ହେବାର ସମ୍ଭାବନା ଅଛି । ଆଜି ଘରୁ ବାହାରିବା ସମୟରେ ଜରୁରୀ କାମ ଭୁଲି ପାରନ୍ତି । ଧର୍ଯ୍ୟ ରଖନ୍ତୁ ।

ମକର ରାଶି : ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଆଜି ଆପଣ ଧର୍ମ ବା ସମାଜରେ ଜଡିତ କିଛି କାର୍ଯ୍ୟ କରି ପାରନ୍ତି । ଧାର୍ମିକ ସ୍ଥାନକୁ ଯିବା ଦ୍ଵାରା ମନରେ ଶାନ୍ତି ମିଳିବ । ଅପରିଚିତ ଙ୍କ ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହି । କାହା ସହ ବୀନା କାରଣରେ ଝଗଡା କରନ୍ତୁ ନାହି । ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ । ଶାରୀରିକ ଓ ମାସିକ ପ୍ରସନ୍ନତା କାର୍ଯ୍ୟ କରିବାରେ ଉଶ୍ଚାହ ପ୍ରଦାନ କରିବେ ।

କୁମ୍ଭ ରାଶି : ନିଜକୁ ନିଜେ ସ୍ଥିତି ଅନୁଯାୟୀ ଚଳାଇବାକୁ ଚେଷ୍ଟା କରନ୍ତୁ । ସଙ୍ଗୀତ ସହ ଜଡିତ ଜାତକ ଙ୍କ ପାଇଁ ଆଜି ଦିନ ଟି ଭଲ ରହିବ । ଆପଣଙ୍କ ପାଇଁ ଦିନ ଉଶ୍ଚାହ ବର୍ଦ୍ଧକ ଓ ମନୋରଞ୍ଜନ ରହିବ । ଆର୍ଥିକ ଦ୍ରୁଷ୍ଟି କୋଣରୁ ଆଜି ଦିନ ଟି ଆପଣଙ୍କ ପାଇଁ ଚ୍ୟାଲେଞ୍ଜ ଭରା ରହିବ । ପଇସା ସହ ଜଡିତ ଚିନ୍ତା ଦୂର ହେବ । ଯଦି ଆପଣ ଆମଦାନି ବଢାଇବାକୁ ଚିନ୍ତା କରୁଛନ୍ତି ତ ଆପଣଙ୍କୁ ଆପଣଙ୍କର ପ୍ରୟାସ ତିରବ୍ର କରିବାକୁ ହେବ ।

ମୀନ ରାଶି : କୌଣସି ପ୍ରକାରର ମତଭେଦ କରନ୍ତୁ ନାହି । ଆଜି କିଛି ଲୋକଙ୍କୁ ଆପଣଙ୍କ ଠାରୁ କିଛି ନା କିଛି ସାହାଜ୍ଯ ର ଜରୁରତ ପଡିବ । ମନ ସାନ୍ତ ରଖନ୍ତୁ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଆପଣ ନିଜ ଭୁଲ ରୁ କିଛି ଶିଖନ୍ତୁ । ପଜେଟିଭ ରୁହନ୍ତୁ ଓ ଆଉ ଥରେ ଆରମ୍ଭ କରିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ । ଏହି ସମୟରେ କିଛି ନୂଆ ଯୋଜନା ଉପରେ ନିବେଶ କରିବା ଭଲ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।