ଆଜିର ରାଶିଫଳ, 6 ସେପ୍ଟେମ୍ବର 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତି ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୬ ସେପ୍ଟେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଜୀବନ ସାଥିଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବାର ଅଛି । ଆପଣ ନୂଆ କାର୍ଯ୍ୟ ର ଆରମ୍ଭ କରି ପାରିବେ । ଯାତ୍ରା କରିବା ସମୟରେ ସାବଧାନ ରୁହନ୍ତୁ । ମେହନତ ରେ କାର୍ଯ୍ୟ ସଫଳ ହେବ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କର ଊର୍ଜା ର ସ୍ତର ବହତ ଉଚ୍ଚ ରେ ରହିବ । ପୁରୁଣା ଶତ୍ରୁ ଆପଣଙ୍କ ଉପରେ ଭାରି ପଡିବେ । ସନ୍ଧ୍ୟା ରେ ଗୁରୁଜନ ମାନେ ନିଜର ବନ୍ଧୁ ଙ୍କ ସହ ପାର୍କ ବୁଲିବାକୁ ଯାଇ ପାରନ୍ତି । ଆଜି ଆପଣ ଅନ୍ୟ ଆଗରେ ନିଜ କଥା ଭାବରେ କହି ପାରିବେ ।

ବୃଷ ରାଶି : ସନ୍ତାନ ପକ୍ଷରୁ କିଛି ଭଲ ଖବର ଶୁଣିବାକୁ ପାଇବେ । ନିଜର ଭିତର ଶକ୍ତି କୁ ଜାଣିବାକୁ ଚେଷ୍ଟା କରନ୍ତୁ । ଶିକ୍ଷା ପ୍ରତିଯୋଗୀତା ପାଇଁ ସମୟ ଅନୁକୂଳ ନୁହେଁ । ଅଯଥା ଚିନ୍ତା ଇ ଭୟ ଠାରୁ ଦୂରେଇ ରୁହନ୍ତୁ । ଚାକିରି ରେ ସ୍ଥାନ ପରିବର୍ତ୍ତନ ହେବାର ଯୋଗ ରହିଛି । ବ୍ୟାପାରୀ ମାନଙ୍କୁ ବ୍ୟାପାରରେ ଭଉତ ବଡ ସଫଳତା ହାସିଲ ହୋଇପାରେ । କୌଣସି ଖାସ ଆଶା ପୂରଣ ହେବାର ନଜର ଆସୁଛି । ଆଜି କୌଣସି କାମରେ ମାତା ପିତା ଙ୍କ ଠାରୁ ମିଳିଥିବା ପରାମର୍ଶ ଫାଇଦା ଆଣିପରେ । ସାମାଜିକ କ୍ଷେତ୍ର ରେ ମାନ ସମାନ ବୃଦ୍ଧି ହେବ ।

ମିଥୁନ ରାଶି : ଆଜି ଆପଣଙ୍କର ଲାଭ ଲାଇଫ ରେ ଆସିବାକୁ ଥିବା ସବୁ ପ୍ରକାରର ସମସ୍ୟା ଦୂର ହେବ । ବଡ ବିବାଦ ଠାରୁ ଦୂରେଇ ରୁହନ୍ତୁ । ବ୍ଯବସାୟିକ ରୂପରେ ଆପଣ ସକ୍ରିୟ ଓ ସତର୍କ ରୁହନ୍ତୁ । କୌଣସି ଭୁଲ କାରଣରୁ ଅଫିସରେ ମାଲିକ ଙ୍କ ରାଗର ଶିକାର ହେବେ । ଆପଣଙ୍କୁ ପଇସା ମାମଲା ରେ ସାବଧାନ ରହିବାର ଅଛି ନଚେତ କ୍ଷତି ହୋଇପାରେ । ପକ୍ଷୀ ମାନଙ୍କୁ ଦାନା ଖାଇବାକୁ ଦିଅନ୍ତୁ ଆପଣ ଜୀବନରେ ବହୁତ ଉନ୍ନତି କରିବେ । ମହିଳା ମାନେ ଧର୍ମ ପରାୟଣ ହେବେ । ମାନ ସମ୍ମାନରେ ବୃଦ୍ଧି ହେବ ।

କର୍କଟ ରାଶି : ଆଜି ଆପଣଙ୍କର ଭାଗ୍ଯର ପୁରା ସହଯୋଗ ପାଇବେ ଯାହା ପାଇଁ ଆପଣଙ୍କର ଉନ୍ନତି ହେବାର ଆଶା ରହିଛି । କୌଣସି ଖାସ ବ୍ୟକ୍ତିଙ୍କ ସହ ଆପଣଙ୍କର ଭେଟ ଆପଣଙ୍କ ପାଇଁ ଫାଇଦା ଆଣି ଦେବ । କିଛି କାନୁନି ମାମଲା ରେ ଆପଣ ଫସି ପାରନ୍ତି । ଘରେ କୌଣସି ସମ୍ପର୍କୀୟ ଙ୍କ ଆଗମନ ହୋଇପାରେ । ସମ୍ପତି ମାମଲା ରେ ଫାଇଆଡ ହେବାର ନଜର ଆସୁଛି । ବନ୍ଧୁ ଓ ପରିବାର ପରସ୍ପର ମଧ୍ୟରେ ଆଲୋଚନା କରିବେ ଏବଂ ଆପଣଙ୍କୁ ପୁରା ସହଯୋଗ କରିବେ । ଆପଣଙ୍କୁ ଅଧିକ ମେହନତ କରିବାକୁ ହେବ ।

ସିଂହ ରାଶି : ମାଙ୍ଗଳିକ କାର୍ଯ୍ୟ ରେ ବ୍ୟୟ ହେବ । ବନ୍ଧୁଙ୍କର ସହାୟତା ମିଳିବାରୁ ଆପଣଙ୍କର ବଡ ସମସ୍ୟା ସହଜରେ ସମାଧାନ ହୋଇଯିବ । ପୁରୁଣା ନିବେଶ ଆପଣଙ୍କୁ ଫାଇଦା ଦେଇପାରେ । ନିଜ ଲୋକଙ୍କ ସହ ଭବ୍ୟ ଆୟୋଜନ ରେ ସାମିଲ ହେବେ । ଆପଣ ସମ୍ପର୍କୀୟ ମାନଙ୍କ ସହ ବିବାଦ ରେ ପଡି ପାରନ୍ତି । ଜମିବାଡି ମାମଲା ରେ ନିସ୍ପତି ଆପଣଙ୍କ ପକ୍ଷ ରେ ହୋଇପାରେ । ଅଧୁରା ଇଚ୍ଛା ପୂରଣ ହେବ । ସ୍ୱାସ୍ଥ୍ୟ ଭଲ ରହିବ ।

କନ୍ୟା ରାଶି : ବ୍ୟବସାୟର ସ୍ଥିତି ଚିନ୍ତା ଜନକ ରହିବ । ଶତ୍ରୁ ହାନି କରିବା ପାଇଁ ଚେଷ୍ଟା କରିବେ । ଆପଣଙ୍କୁ ନିଜର ବିଦେଶୀ ସମ୍ପର୍କ ଦ୍ଵାରା ଲାଭ ପ୍ରାପ୍ତ ହେବାର ପ୍ରବଳ ଯୋଗ ରହିଛି । ଏହି କାରଣରୁ ଆପଣ ମନ ଅସ୍ଥିର ହେବ । ଆଜି ଆପଣଙ୍କୁ ନିଜର ଧ୍ୟାନ ରଖିବାର ଅଛି । କାହା ସହ ନିଜର ସମ୍ପର୍କ ଖରାପ କରନ୍ତୁ ନାହି । ଆପଣଙ୍କୁ ନିଜର ମୁଡ ଭଲ ରଖିବାର ଅଛି । ଏଥିରେ ଘରର ମାହୋଲ ଠିକ ରହିବ । ଆପଣଙ୍କର ଜ୍ଞାନ ଓ ଭଲ ବିଚାର ଆପଣଙ୍କୁ ବେହତର ସାବ୍ୟସ୍ତ କରିବ ।

ତୁଳା ରାଶି : ଆଜି ଆପଣ ତରବର ରେ ରହିବେ ଓ ଅଳ୍ପ ଚିନ୍ତା ରେ ମଧ୍ୟ ରହିବେ । କୌଣସି ପୁରୁଣା ବନ୍ଧୁ ଙ୍କ ସହ ଭେଟ ହୋଇପାରେ । ରୋଗରୁ ମୁକ୍ତି ପାଇବେ । ନବୀନ ପଦ ପ୍ରତିଷ୍ଠା ର ପ୍ରାପ୍ତି ସମ୍ଭବ ହେବ । ଆଜି ସମାଜରେ ଆପଣଙ୍କର ଅଲଗା ପରିଚୟ ସୃଷ୍ଟି ହେବ । ସୂର୍ଯ୍ୟାସ୍ତ ପରେ ମହତ୍ଵ ପୂର୍ଣ୍ଣ କାର୍ଯ୍ୟ ବୁଝି ବିଚାରୀ କରନ୍ତୁ । ପ୍ରେମ ର ନଜରିୟା ବେହତର ରହିବ । ସମ୍ପତି ମାମଲା ରେ ଆପଣ ଅତିରିକ୍ତ ଆୟ ଅର୍ଜିତ କରିବେ । ଆପଣଙ୍କୁ କୌଣସି ଦୂର ସମ୍ପର୍କୀୟ ଙ୍କ ସହ ଯୋଡି ହେବାର ଅନୁଭବ ହେବ ।

ବିଛା ରାଶି : ଆଜି ଆପଣ ଧାର୍ମିକ କାର୍ଯ୍ୟ ରେ ରୁଚି ରଖିବେ । ଚାକିରି ରେ ଅଫିସର ମାନଙ୍କର ସହଯୋଗ ମିଳିବ । ପୁରୁଣା ନିବେଶରୁ ଭଲ ରିଟର୍ନ ମିଳିବ । ସ୍ଵାସ୍ଥ୍ୟରେ କିଛି ପରିବର୍ତ୍ତନ ହୋଇପାରେ । ମାନସିକ ଶାନ୍ତି ର ଅନୁଭବ କରିବେ । ଆଜି କାହାହକୁ ଉଧାର ଦିଅନ୍ତୁ ନାହି । ସହଯୋଗୀ ମାନଙ୍କର ବିଶ୍ଵାସ ପ୍ରାପ୍ତ କରନ୍ତୁ । ଆପଣ ଆଗାମୀ ସମୟରେ ଶୁଭ ପ୍ରଗତି କରିବେ । ମନ୍ଦିର ରେ ଗୁଡ ଦାନ କରନ୍ତୁ ସମାଜରେ ମନ ସମାନ ବଢିବ । ଦାଂପତ୍ଯ ଜୀବନରେ ମଧୁରତା ଆସିବ ।

ଧନୁ ରାଶି : କାର୍ଯ୍ୟ କ୍ଷେତ୍ର ରେ ବରିଷ୍ଠ ଆପଣଙ୍କର ପ୍ରଶଂସା କରିବେ । ଆଜି ଠାରୁ ଆପଣଙ୍କୁ ନୂଆ ଯୋଜନା ସହ ଯୋଡି ହେବାର ଅବସର ମିଳିବ । ଆପଣ ଜୀବନରେ ଉନ୍ନତି କରିବାରେ ସଫଳ ହେବେ । ପରିବାରର ରେ ଆପୋଷ ସାମଞ୍ଜସ୍ଯ ର ବାତାବରଣ ରହିବ । ଆପଣଙ୍କର ପାଖ ଲୋକଙ୍କର ସ୍ୱାସ୍ଥ୍ୟ କୁ ନେଇ ଚିନ୍ତା ରେ ରହିବେ । ଧର୍ଯ୍ୟ ରଖନ୍ତୁ । ଯେଉଁ ଲୋକ ମାନଙ୍କର କପଡା ବେପାର କରୁଛନ୍ତି ସେମାନଙ୍କୁ ଫାଇଦା ମିଳିପାରେ । ମନରେ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ ।

ମକର ରାଶି : ଆଜି ଆପଣଙ୍କ ପାଇଁ ଦିନ ଭଲ ରହିବ । ଦାଂପତ୍ଯ ଜୀବନ ଆନନ୍ଦମୟ ରହିବ । ଘରେ ଖୁସି ର ମାହୋଲ ରହିବ । ବ୍ୟର୍ଥ ଖର୍ଚ୍ଚ ବଜେଟ ବିଗାଡି ଦେଇପାରେ । ନିରାଶା ରୁହନ୍ତୁ ନାହି । କମ ପ୍ରୟାସ କରି ଅଧିକ ଲାଭ ପାଇବେ । ଅଯଥା କଥା ଉପରେ ଧ୍ୟାନ ଦିଅନ୍ତୁ ନାହି । ବ୍ୟାପାରିକ ଓ ବ୍ଯବସାୟିକ ରେ ଅଧିକ ଲାଭ ପାଇବେ । ବନ୍ଧୁ ମାନଙ୍କ ପ୍ରତି ଅଧିକ ଖର୍ଚ୍ଚ କରିବେ । ଶିକ୍ଷଣ କ୍ଷେତ୍ର ରେ ଜଡିତ ଲୋକଙ୍କୁ ଆଜି ଉନ୍ନତି ର ନୂଆ ଅବସର ମିଳିବ ।

କୁମ୍ଭ ରାଶି : ଆପଣଙ୍କର ବିତ୍ତୀୟ ସ୍ଥିତି ରେ ଶୁଧରା ଆସିବ । ପରିବାରର ସହଯୋଗ ପାଇବେ । ପୁରୁଣା ମିତ୍ର ଙ୍କ ସହଯୋଗ ପାଇବେ । କୌଣସି ନୂଆ କାମର ଆରମ୍ଭ କରି ପାରିବେ । ସନ୍ତାନ ଙ୍କ ଠାରୁ ଖୁସି ଖବର ଶୁଣିବାକୁ ପାଇବେ । ସମାଜ ରେ ଆପଣଙ୍କର ମାନ ପ୍ରତିଷ୍ଠା ବହୁତ ବଢିବ । ଆପଣଙ୍କୁ ନିଜର ଅଧିନସ୍ଥ ଓ ସହଯୋଗୀ ମାନଙ୍କର ସମର୍ଥନ ମିଳିବ । ଆପଣ କୌଣସି କଥାର ଭୁଲ ଅର୍ଥ ବାହାର କରନ୍ତୁ ନାହି । ନିଜର ଇରାଦା ଭଲ ରଖନ୍ତୁ ।

ମୀନ ରାଶି : ଆଜି ଆପଣଙ୍କୁ ଭାଗ୍ଯର ପୁରା ସହଯୋଗ ମିଳିବ । ଭାଇ ମାନଙ୍କ ସହ ବିବାହ ଶେଷ ହେବ । ଚାକିରି କରୁଥିବା ଲୋକଙ୍କୁ ଅତିରିକ୍ତ ଦାୟିତ୍ଵ ମିଳିପାରେ । ପରିବାର ସହ ମିଷ୍ଟାନ୍ନ ଭୋଜନର ଆନନ୍ଦ ନିଅନ୍ତୁ । ନୂଆ ବନ୍ଧୁ ସ୍ଥାପନ କରିବେ । ସ୍ତ୍ରୀ ଙ୍କର ପାରମର୍ଶ ବା ସହଯୋଗ ପ୍ରାପ୍ତ ହେବ । ଅଫିସରେ ଆସୁଥିବା କୌଣସି ବାଧା ଆଜି ଦୂର ହେବ । ପ୍ରତିଦ୍ଵନ୍ଦୀ ଗତି ବିଧି ବଢିବ । କ୍ୟାରିୟରରେ ଅଚାନକ କିଛି ପରିବର୍ତ୍ତନ ଆସିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।