ଆଜିର ରାଶିଫଳ, 6 ଅକ୍ଟୋବର 2022, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୬ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ସ୍ୱାସ୍ଥ୍ୟ ରେ ସୁଧାର ଆସିବ । କୌଣସି ନୂଆ ବ୍ୟାପାର ଆରମ୍ଭ କରିବାକୁ ଚିନ୍ତା କରିବେ । ଲମ୍ବା ସମୟରୁ ଅଟକି ରହିଥିବା କାମ ପୁରା ହେବ । ବ୍ୟାପାର ରେ ନୂଆ ଅନୁବଦ୍ଧ ହୋଇପାରେ । ଆର୍ଥିକ ସ୍ଥିତି ମଜବୁତ ହେବ । ଆଜି ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ । ଇଶ୍ଵର ଙ୍କ ପ୍ରତି ଆସ୍ଥା ବଢିବ । ଯାତ୍ରା ସମୟରେ ସତର୍କ ରୁହନ୍ତୁ । ଖାଦ୍ୟପେୟ ଉପରେ ସଂଯମ ରଖନ୍ତୁ । ଛାତ୍ର ପଢା ରେ ରୁଚି ରଖିବେ । ନିବେଶ ଦୃଷ୍ଟିରୁ ଦିନ ଶୁଭ ଅଟେ । ଆଜି ନିଜର ପ୍ରେମୀ ବା ପ୍ରେମିକାଙ୍କ ଠାରୁ ଉପହାର ପାଇବେ ।

ବୃଷ ରାଶି : ଆଜି ଧନ ବୃଦ୍ଧି ହେବାର ଯୋଗ ରହିଛି । ଅନାବଶ୍ୟକ ଚିନ୍ତା ରୁ ମୁକ୍ତି ପାଇବେ । ସାମାଜିକରେ କାର୍ଯ୍ୟ ରେ ଭାଗ ନେବେ । ମାନ ସମ୍ମାନରେ ବୃଦ୍ଧି ହେବ । ଯାତ୍ରା ସୁଖଦ ରହିବ । ବ୍ୟାପାରରେ ଧନ ଲାଭ ହେବ । ସ୍ତ୍ରୀ ବା ମିତ୍ର ଙ୍କ ସହଯୋଗ ମିଳିବ । ଘର ବାହାରେ ପ୍ରସନ୍ନତା ପୁରବାକ କାର୍ଯ୍ୟ ହେବ । ଜୀବନ ସୁଖମୟ ବ୍ଯତୀତ ହେବ । କୌଣସି ମିତ୍ର ଙ୍କ ସହଯୋଗରେ କାରୋବାର ରେ ଅବସର ମିଳିବ ।

ମିଥୁନ ରାଶି : ଆଜି ଆପଣଙ୍କୁ ନିଜର ମେହନତ ଦ୍ଵାରା ଆର୍ଥିକ ସଙ୍କଟ ଦୂର କରିବାରେ ସଫଳ ହେବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଠିକ ରହିବ । ଫସି ରହିତିହିବା ଧନ ପୁନଃ ଫେରି ପାଇବେ । ସ୍ଵାସ୍ଥ୍ୟକୁ ନେଇ ବିଶେଷ ଭାବେ ଧ୍ୟାନ ଦିଅନ୍ତୁ । କୌଣସି ମହତ୍ଵ ପୂର୍ଣ୍ଣ ନିସ୍ପତି ନେବା ଆଗରୁ ବିଚାର କରନ୍ତୁ । ମନୋରଞ୍ଜନ ପଛରେ ଅଧିକ ଧାନ ଖର୍ଚ୍ଚ କରିବେ । ଯେଉଁ ବିଦ୍ୟାର୍ଥୀ ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କୁ ମନ ଲଗାଇ ପଢିବାର ଜରୁରତ ଅଛି ।

କର୍କଟ ରାଶି : ଘରର ଆବଶ୍ୟକତା ଉପରେ ବ୍ୟୟ ହେବ । ଅଫିସରେ ସହଯୋଗୀ ମାନଙ୍କ ସହ ଭଲରେ ବ୍ୟବହାର କରନ୍ତୁ । ନଚେତ ବିବାଦ ହୋଇପାରେ । ଯୁବ ବର୍ଗ ଙ୍କ କଳ୍ପନା ଶକ୍ତି ବହଡିବାର ନଜର ଆସୁଛି । ନିଜ ଲୋକ ଆପଣଙ୍କ ସହ ବିବାଦ କରି ପାରନ୍ତି । ବିବାହିତଙ୍କ ସହ ଆଜି ଦିନ ଟି ଠିକ ଠାକ ରହିବ । ପାରିବାରିକ ଜୀବନ ସାମଞ୍ଜସ୍ଯ ପୂର୍ଣ୍ଣ ରହିବ । ବ୍ୟବସାୟରେ ଲାଭ ମିଳିବ ଅସହ ମାନ ସମାନ ମିଳିବ । ଉଚ୍ଚ ସ୍ତରକୁ ପ୍ରଗତି କରିବେ ।

ସିଂହ ରାଶି : ଖେଳ ପ୍ରେମୀ ଙ୍କୁ ନିଜର ପ୍ରତିଭା ଦେଖାଇବାର ଅବସର ମିଳିବ । ପ୍ରେମ ସମ୍ପର୍କ ମଜବୁତ ହେବ । ସାଂସାରିକ ସୁଖ ରେ ବୃଦ୍ଧି ହେବ । ଆବଶ୍ୟକର ଜିନିଷ କ୍ରୟ କରିବାକୁ ପଡିପାରେ । ବୃଦ୍ଧ ଜନ ଙ୍କ ରାଏ ଉପୋଯୋଗୀ ସାବ୍ୟସ୍ତ ହେବ । ଆପଣଙ୍କ ଦ୍ଵାରା ଆରମ୍ଭ କରା ଯାଇଥିବା କାର୍ଯ୍ୟ ରେ ସଫଳତା ମିଳିବ । ଅଧିକାରୀ ପକ୍ଷରୁ ପ୍ରଶଂସା ପ୍ରାପ୍ତ ହେବ । ଛାତ୍ର ଭଲ ପ୍ରଦର୍ଶନ କରିବେ । ଉନ୍ନତି ର ନୂଆ ଅବସର ମିଳିବ । ସନ୍ଧ୍ୟା ରେ ପଇସା ଖର୍ଚ୍ଚ ହୋଇପାରେ । କାମ ଅକାର୍ଯ୍ୟ ରେ ମନ ଲାଗିବ ।

କନ୍ୟା ରାଶି : ଆଜି କୌଣସି ପ୍ରକାରର ବଡ ନିବେଶ ରେ ଅନୁଭବି ଲୋକଙ୍କର ପରାମର୍ଶ ନିଅନ୍ତୁ । ନଚେତ ପଇସା ଫସିପାରେ । କାର୍ଯ୍ୟ କ୍ଷେତ୍ର ରେ ଆଜି ନୂଆ ଅଧିକାର ପାଇବେ । ରୋଜଗାର ର କ୍ଷେତ୍ର ରେ ପଜେଟିଭ ପରିବର୍ତ୍ତନ ହେବ । ରଚନାତ୍ମକ କାର୍ଯ୍ୟ ରେ ଆପଣଙ୍କର ରୁଚି ବଢିବ । ସନ୍ତାନ ଙ୍କ ବିବାହ ପ୍ରସଙ୍ଗ ପ୍ରବଳ ହେବ । କୌଣସି ବଡ ଖର୍ଚ୍ଚ ହେବାର ସମ୍ଭାବନା ରହିଛି । କୌଣସି ପ୍ରକାରର ବିବାଦ ରେ ପଡନ୍ତୁ ନାହି । ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ ।

ତୁଳା ରାଶି : ମିତ୍ର ଙ୍କ ସହ ବୁଲିବାର ଓ ମନୋରଞ୍ଜକ ଜିନିଷରେ ସମୟ ବ୍ଯତୀତ ହେବ । ଦିନ ଆପଣଙ୍କର ପାଇଁ ଶୁଭ ଅଟେ । ସୁଖ ଶାନ୍ତି ରହିବ । ଯଦି ରୋଗାଗ୍ରସ୍ତ ଅଛନ୍ତି ତେବେ ଠିକ ହେବେ । ଆର୍ଥିକ ରୂପରେ ଲାଭ ଓ ଯଶ ଓ ସମ୍ଭାବନା ରହିଛି । ସାମାଜିକ ଜୀବନରେ ସଫଳତା ମିଳିବ । ଆପଣଙ୍କୁ ନିଜର କାମ କରିବାର ଗତି ବଢାଇବାର ଜରୁରତ ଅଛି । ଯଦି ଏମିତି କରିବେ ନାହି କୌଣସି କ୍ଷେତ୍ରରେ ପଛରେ ରହିବେ ।

ବିଛା ରାଶି : ଚାକିରି କରୁଥିବା ଜାତକଙ୍କର ବେତନରେ ବୃଦ୍ଧି ଓ ପଦୋନ୍ନତି ହୋଇପାରେ । କାମ ର ଊର୍ଜା ବଢିବ । ଏତ ଜନିତ ସମସ୍ଯା ହୋଇପାରେ । ଧନ ଅଧିକ ଖର୍ଚ୍ଚ ହେବ । ପରିଶ୍ରମ ର ଅପେକ୍ଷା ସଫଳତା ପ୍ରାପ୍ତି କମ ହେବାରୁ ଆର୍ଥିକ ସଙ୍କଟ ଦେଖାଯିବ । ଆଜି କୌଣସି କଥାକୁ ନେଇ ଇବଦ ହୋଇପାରେ । ଆଳସ୍ୟ ତ୍ୟାଗ କରନ୍ତୁ । ଦାଂପତ୍ଯ ଜୀବନରେ ମଧୁରତା ରହିବ । ସନ୍ତାନ ପକ୍ଷରୁ ସୁଖ ଖବର ପାଇବେ । ସମାଜରେ ମାନ ସାମନାରେ ବୃଦ୍ଧି ହେବ ।

ଧନୁ ରାଶି : ଆଜି ନିଜର ସବୁ ମହତ୍ଵ ପୂର୍ଣ୍ଣ କାର୍ଯ୍ୟ ନିଜେ ପୁରା କରିବେ । ବିପି ଥିବା ଲୋକ ମାନେ ସତର୍କ ରୁହନ୍ତୁ । ସୋସିଆଲ ମିଡିଆ ଜରିଆରେ କୌଣସି ବନ୍ଧୁ ହେବେ । ବନ୍ଧୁତା ଲମ୍ବା ସମୟ ଯାଏଁ ରହିବ । ଯେଉଁ ଛାତ୍ର ଘରୁ ଦୂରରେ ରହି ପ୍ରତିଯୋଗିତାର ପ୍ରସ୍ତୁତି କରୁଛନ୍ତି ସେମାନଙ୍କ ଦିନ ବେହତର ରହିବ । ଅଚାନକ ଧନ ଲାଭ ହେବ । ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଯାହା ବି କାମ କରିବେ ସେଥିରେ ସଫଳ ହେବେ । ମନରେ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ ।

ମକର ରାଶି : ଆଜି ବ୍ୟବସାୟ ସମ୍ବଧିତ ଯାତ୍ରା କରିବାକୁ ପଡିପାରେ । ନୂଆ ଇନକମ ସୋର୍ସ ମିଳିବାର ଆଶଙ୍କା ରହିଛି । ମିତ୍ରା ଙ୍କ ସହ ସମ୍ପର୍କ ବେହତର ରହିବ । ଘରେ କୌଣସି ଧାର୍ମିକ କାର୍ଯ୍ୟ କ୍ରମ ର ଆୟୋଜନ କରିବାର ପ୍ଳାନ କରିବେ । ସନ୍ତାନ ଙ୍କ କ୍ଯାରିୟର ରେ କୌଣସି ବଡ ସଫଳତା ଆସିବ । ଯଦି ଆପଣ ନୂଆ ଚାକିରି ଖୋଜୁଛନ୍ତି ତେବେ କୌଣସି ଖାସ ବନ୍ଧୁ ଙ୍କ ଦ୍ଵାରା ଭଲ କମ୍ପାନୀ ରେ ଚାକିରି ମିଳିପାରେ । ଲେଖନ ଓ କଳା କ୍ଷେତ୍ରରେ କିଛି ନୂଆ କରିବେ ।

କୁମ୍ଭ ରାଶି : ପ୍ରତିଦ୍ଵନ୍ଦୀ ଓ ପ୍ରତିଯୋଗୀ ଆପଣଙ୍କର କ୍ଷତି କରିବେ ନାହି । ସନ୍ତାନ ସୁଖରେ ବୃଦ୍ଧି ହେବ । ଯଦି ଆପଣ ନିଜର ଆମଦାନୀ ବଢାଇବା ପାଇଁ ପ୍ରୟାସ କରୁଛନ୍ତି ତେବେ ଆଜି ଆପଣଙ୍କୁ ସଫଳତା ମିଳିବାର ପ୍ରବଳ ସମ୍ଭାବନା ରହିଛି । ବ୍ୟାପାର ସହ ଜଡିତ ଜାତକ ଙ୍କ ପାଇଁ ସ୍ଥିତି ଭଲ ରହିବ । ମିତ୍ରା ଙ୍କ ସହ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବେ । ସମୟ ଅନୁକଳ ଅଟେ । ପ୍ରସନ୍ନତା ରହିବେ ।

ମୀନ ରାଶି : ଆଜି ପୁରୁଣା ନିବେଶରୁ ଲାଭ ପାଇବେ । ଆପଣଙ୍କ ସହ ଜଡିତ କୌଣସି ଲୋକ ଆପଣଙ୍କ ବିରୁଦ୍ଧରେ କହିବେ । ନିଜର ବାଣୀ ଉପରେ ସଂଯମ ରଖନ୍ତୁ । ଆପଣ ଖୁସି ମନରେ ରହିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କୁ ଭଲ ପରିଣାମ ମିଳିବ । କ୍ୟାରଇୟାର ବ ପରିବାର ର ମାମଲାରେ କୌଣସି ବଡ ନିସ୍ପତି ନେବେ ଯାହା ଆପଣଙ୍କ ପାଇଁ ଲାଭବାନ ସବସ୍ତ ହେବ । ଚାକିରି ରେ କାର୍ଯ୍ୟ ଭାର ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।