ଆଜିର ରାଶିଫଳ, 4 ଜୁଲାଇ 2020, ଶନିବାର, ଶନିଦେବଙ୍କ ଆଶୀର୍ବାଦରୁ ବଦଳିବ ଏହି ୬ଟି ରାଶିର ଭାଗ୍ୟ, ବନୁଛି ଧନପ୍ରାପ୍ତିର ଯୋଗ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୪ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜିର ଦିନ ଖାସ ରହିବାର ଅଛି । ଆପଣଙ୍କ ଦ୍ଵାରା ଚିନ୍ତା କରିଥିବା କାର୍ଯ୍ୟ ପୁରା ହୋଇଯିବ । ଆପଣଙ୍କୁ ଆଜି ବହୁତ ସାହାର୍ଯ୍ୟ ମିଳିବ । ମାତା ପିତାଙ୍କ ସହ ମିଶି କାର୍ଯ୍ୟ କରିବେ । ଯେଉଁ ଲୋକମାନେ ବିଜନେସ ପାଇଁ ଯାତ୍ରା କରୁଛନ୍ତି, ତାଙ୍କୁ ଆଜି ଅଧିକ ଲାଭ ମିଳିବ । ଆପଣ ଆଜି କୌଣସି ନୂଆ ଗାଡି କ୍ରୟ କରି ପାରନ୍ତି । ଜୀବନସାଥିଙ୍କ ଉପଦେଶ ନେଇ ପାରନ୍ତି । ଆପଣଙ୍କୁ ନିଜର ଉଚ୍ଚ ଅଧିକାରୀଙ୍କ ସହିତ ସାବଧାନ ରହିବାକୁ ହେବ । ଆଜି ଆପଣଙ୍କ ନିଜର ସମ୍ପର୍କୀୟଙ୍କ ଠାରୁ କିଛି ଅସୁବିଧା ହୋଇପାରେ ।

ବୃଷ

ଆଜିର ଦିନ ଭଲ ରହିବାର ଅଛି । ଆଜି ଆପଣ ପୁରା ଦିନ ନିଜର ପରିବାର ସହିତ ସମୟ ବ୍ୟତୀତ କରିବେ । ଘର ଠାରୁ ଦୂରରେ ରହି ପାରନ୍ତି । ପରିବାରରେ ଖୁସିର ପରିବେଶ ରହିବ । ଯିଏ ଶିକ୍ଷକ ଅଟେ ତାଙ୍କୁ କିଛି ଭଲ ସୁଯୋଗ ମିଳିପାରେ । ଅନ୍ୟ ପଟେ ବିଜନେସ କରୁଥିବା ଲୋକମାନଙ୍କୁ ଆଜି କୌଣସି ବଡ ବ୍ୟକ୍ତିଙ୍କ ସାହାର୍ଯ୍ୟ ମିଳିପାରେ । ଆପଣ ନିଜର ବ୍ୟବସାୟକୁ ବୁଦ୍ଧି କରିବେ । ଆପଣଙ୍କୁ ନିଜର ନିବେଶରୁ ଭଲ ରିଟର୍ନ ମିଳିବ ଓ ଏହି ସମୟରେ ଆପଣଙ୍କୁ ନିଜର ରୁଣ ଠାରୁ ବି ମୁକ୍ତି ମିଳିବ ।

ମିଥୁନ

ଆଜିର ଦିନ ଠିକ ଠାକ ରହିବ । କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧିତ ମାମଲାରେ ଟଙ୍କା ଖର୍ଚ ହୋଇପାରେ । ଆପଣଙ୍କୁ ନିଜର ଧ୍ୟାନ ନିଜେ ରଖିବାକୁ ପଡିବ । ଆଜି ଆପଣ କୌଣସି ଜିନିଷକୁ ନେଇ ଭୁଲ ବୁଝି ପାରନ୍ତି । କଠିନ ପରିଶ୍ରମ କରିବା ଦ୍ଵାରା ଆପଣଙ୍କୁ ଆପଣଙ୍କ କାମ ପାଇଁ ପ୍ରଶଂସା ମିଳିବ । ନିଜର ରାଗ ଉପରେ କାବୁ ରଖନ୍ତୁ । ନଚେତ କାମ ଖରାପ ହୋଇପାରେ । ଆପଣଙ୍କୁ ମିତ୍ର ଓ ସମ୍ପର୍କୀୟଙ୍କ ସମର୍ଥନ ମିଳିବ ।

କର୍କଟ

ଆଜିର ଦିନ ବିଶେଷ କିଛି ଖାସ ରହିବ ନାହିଁ । ଆପଣଙ୍କ ପୁରା ଦିନ ବ୍ୟସ୍ତ ରହିବେ । କୌଣସି ଜରୁରୀ କାର୍ଯ୍ୟ ପୁରା ହୋଇଯିବ । ଟଙ୍କା ନିବେଶ କରିବା ପାଇଁ ଏହି ଦିନ ଭଲ ନୁହେଁ । ଆପଣ ଟଙ୍କା ଖର୍ଚ କରିବା ଦ୍ଵାରା ଶେଷରେ ଅଧିକ ଚିନ୍ତିତ ରହିବେ । ଆପଣଙ୍କୁ ଖର୍ଚ କରିବା ସମୟରେ ସାବଧାନ ରହିବାକୁ ହେବ । ନଚେତ ଆସନ୍ତା ଦିନରେ ଆପଣଙ୍କୁ ଆର୍ଥିକ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିବ । ଆଜି ଆପଣ ନୂତନ କାମ ଆରମ୍ଭ କରିବା ବିଷୟରେ ଚିନ୍ତା କରି ପାରନ୍ତି ।

ସିଂହ

ଆଜିର ଦିନ ଠିକ ରହିବ । କିଛି କାମରେ ଆତ୍ମବିଶ୍ଵାସ କମ ହୋଇପାରେ । ଭଲ ହେବ କି ଆପଣ ନିଜର ଆତ୍ମବିଶ୍ଵାସ କମ ହେବାକୁ ଦିଅନ୍ତୁ ନାହିଁ । ମନ ଲଗାଇ କାମ କରନ୍ତୁ । ଆପଣଙ୍କ ନିଜର ଚିନ୍ତା କରିବାର ଶକ୍ତିକୁ ବୁଦ୍ଧି କରନ୍ତୁ । ବ୍ୟବସାୟରେ ସାବଧାନ ହୋଇ ରୁହନ୍ତୁ । ଆପଣଙ୍କ ଅହଂକାର ଭାବ ଆଜି ଆପଣଙ୍କୁ ବିପଦରେ ପକାଇ ପାରେ । ପରିବାର ବିଷୟରେ ଆଜି ବ୍ୟସ୍ତ ରହିବେ । ଆପଣଙ୍କୁ ନିଜର ଜୀବନସାଥି ନୂଆ ଚାକିରି ଓ ପଦୋନ୍ନତି ମିଳିବ ।

କନ୍ୟା

ଆଜିର ଦିନ ବହୁତ ଭଲ ରହିବ । ବିଜନେସରେ ଟଙ୍କା ନିବେଶ କରିବାର ବିଚାର ଆଜି ଆପଣଙ୍କ ମନରେ ଆସିପାରେ । ଆପଣ ନିଜର ରୂଟୀନ ଲାଇଫରେ ଅଳ୍ପ ପରିବର୍ତ୍ତନ କରି ପାରିନ୍ତି । ଯେଉଁଠି ଦରକାର ସେଠି ବୁଝାମଣା କରନ୍ତୁ । ଆପଣଙ୍କୁ ଅଧିକ ଫାଇଟିଂଗ ସ୍ପିରିଟ ଓ ସଫଲତା ମିଳିବ । ବିଶ୍ଵାସ ଓ ବିନମ୍ର ରହିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କ ମାନସିକ ରୂପରେ ଚିନ୍ତିତ ରହିବେ । ଆପଣଙ୍କ କାମରେ ଏକାଗ୍ରତା ରହିବେ ।

ତୁଳା

ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ । କାମକୁ ନେଇ ବିଭିନ୍ନ ପ୍ରକାରର ଚିନ୍ତା ମନରେ ଆସିବ । ଆଜି ଅଫିସରେ କୌଣସି ପ୍ରକାରର ବିବାଦ ହୋଇପାରେ । କିଛି ଲୋକମାନେ ଆପଣ ବିରୁଦ୍ଧରେ କାର୍ଯ୍ୟ କରିବେ । ବ୍ୟବସାୟୀମାନେ ନିଜର କ୍ଷେତ୍ରରେ କିଛି ପରିବର୍ତ୍ତନ କରିବେ ଓ ସଫଳତା ବି ଲାଭ କରିବେ । ଗଣେଶଙ୍କ କୃପାରେ ଆପଣଙ୍କୁ ଭଲ ପରିଣାମ ମିଳିବ । ଆପଣଙ୍କୁ ଅନାବଶ୍ୟକ ଭୟ ରହିବ । ନିଦ କମ ହେବ । କାମ ମଧ୍ୟରେ ଆପଣ ଘେରି ରହିବେ ।

ବିଚ୍ଛା

ଆଜିର ଦିନ ଉତ୍ସାହ ପୂର୍ଣ ରହିବ । ପରିବାର କୌଣସି ଖାସ ବ୍ୟକ୍ତିଙ୍କ ବିଷୟରେ ଆପଣଙ୍କୁ କିଛି ରୋଚକପୂର୍ଣ ତଥ୍ୟ ହାତରେ ଲାଗିବ । ଆଜି ଆପଣଙ୍କ ସମସ୍ତ କାର୍ଯ୍ୟ ସହଜରେ ହୋଇଯିବ । ଆପଣଙ୍କ ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ଆପଣଙ୍କ ଆୟ ଓ ବ୍ୟୟ ଭଲ ରହିବ । ଆପଣଙ୍କ ଭଲ ଆୟ ବି ହେବ । କିନ୍ତୁ ଏହା ସହିତ ଖର୍ଚ ବି ବଢିବ । ନିଜର ପାର୍ଟନର ସହ ଭୁଲ ବୁଝାମଣା ହୋଇପାରେ ।

ଧନୁ

ଆପଣଙ୍କୁ ମାନ ସମ୍ମାନ ମିଳିବ । ଛୋଟ ଛୋଟ କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ । ଅନାବଶ୍ୟକ ବିବାଦରେ ପଡନ୍ତୁ ନାହିଁ । ଆର୍ଥିକ ରୂପରେ ଏହି ସମୟ ଭଲ ରହିବ । ଧନ ବହୁତ ଅଧିକ ବ୍ୟୟ ହେବ । କିନ୍ତୁ ଆୟ ବି ଭଲ ହେବ । ଯେଉଁ ଲୋକମାନେ ନିଜର ଜୀବନସାଥିଙ୍କ ସହିତ ଭୁଲ ବୁଝାମଣା ଓ ଝଗଡା କରୁଥିଲେ , ସେମାନେ ଆଜି ପ୍ରେମର ସହ ରହିବେ । ଆପଣଙ୍କ କ୍ୟାରିୟର ଭଲ ଲାଭ ମିଳିବ । ଆପଣ ସମ୍ପତ୍ତି କ୍ରୟ କରିବାକୁ ସୁଯୋଗ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ମକର

ଉଚିତ ହେବ କି ଆପଣ ଉପଦେଶ ନେଇ ନିବେଶ କରନ୍ତୁ । ପ୍ରୋଫେଶନଲ ଲାଇଫ ପାଇଆନ ସମୟ ସକାରାତ୍ମକ ପ୍ରମାଣିତ ହେବ । ଆପଣଙ୍କୁ ନିଜର ବ୍ୟବସାୟରେ ଲାଭ ମିଳିପାରେ । ସ୍ୱାସ୍ଥ୍ୟ ଭୋଜନ ଓ ଶାରୀରିକ ବ୍ୟୟମ କରିବା ଚେଷ୍ଟା କରନ୍ତୁ । ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହୋଇପାରେ । ଆପଣ ନିଜ କାର୍ଯ୍ୟରେ କିଛି ପରିବର୍ତନ କରିବା ଦ୍ଵାରା ଲାଭ ମିଳିବ । କିନ୍ତୁ ଆପଣଙ୍କୁ ନିଜର ପରିବାରର କିଛି ସଦସ୍ୟଙ୍କ ସହିତ କିଛି ମତଭେଦ ହୋଇପାରେ । ଆପଣଙ୍କ କାର୍ଯ୍ୟରେ କିଛି ଗତି ଆସିପାରେ ।

କୁମ୍ଭ

ଆପଣଙ୍କୁ ମାନସିକ ଚିନ୍ତା ରହିବ ଓ ତ୍ୱଚା ରୋଗ କିମ୍ବା ଏଲର୍ଜୀ ହୋଇପାରେ । ଘରେଲୁ ଉପଚାର ଦ୍ଵାରା ଏହି ସମସ୍ୟା ଦୂର କରି ପାରିବେ । ଆପଣ ଏକ ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି । କାରୋବାରରେ ଅଧିକ ଟଙ୍କା ଖର୍ଚ ହୋଇପାରେ । କାରୋବାରକୁ ନେଇ ଅଧିକ ଚିନ୍ତା ରହିବେ । ସବୁ ମାମଲାରେ ଆପଣଙ୍କୁ ଧ୍ୟାନ କେନ୍ଦ୍ରିତ କରନ୍ତୁ । ଶାରୀରିକ ରୂପରେ ଆପଣ ସୁସ୍ଥ ରହିବେ । ଆଜି ଗାଡି ଚାଲୁଥିବା ସମୟରେ ଆପଣଙ୍କୁ ଅଳ୍ପ ସାବଧାନ ରହିବାକୁ ହେବ ।

ମୀନ

ଆପଣଙ୍କ କାର୍ଯ୍ୟରେ ଆଜି ଉଚ୍ଚ ଅଧିକାରୀଙ୍କ ସହଯୋଗ ବି ମିଳିବ । ବ୍ୟବସାୟ ଭଲ ଚାଲିବ । ଶିକ୍ଷା ପ୍ରାପ୍ତ ହେବ । ପାର୍ଟନରଶୀପ ଦ୍ଵାରା କିଛି ସାମାନ୍ୟ ଲାଭ ମିଳିବ । କିନ୍ତୁ ଆର୍ଥିକ ସ୍ଥିତି ଓ ବ୍ୟବସାୟିକ ବିକାସ ହେବ । ଆପଣ ଆଜି ଉତ୍କୃଷ୍ଟ ପରିଣାମ ଦେଖିବେ । ସକାଳୁ ଉଠି ଘରର ବଡମାନଙ୍କ ଆଶୀର୍ବାଦ ମିଳିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।