ଆଜିର ରାଶିଫଳ, 31 ମାର୍ଚ୍ଚ 2022, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୧ ମାର୍ଚ୍ଚ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ମିତ୍ର ତଥା ପ୍ରିୟଜନ ମାନଙ୍କ ସହ ଭେଟ ହୋଇପାରେ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିପାରେ । ଆପଣ ବିଜନେସ ରେ ଫାଇଦା ଦେଖିବାକୁ ପାଇବେ । ଆପଣଙ୍କ ଜୀବନରେ ଖାସ ବ୍ୟକ୍ତି ଙ୍କ ଆଗମନ ହୋଇପାରେ । ଯାହା ଦ୍ଵାରା ଆପଣ ଭବିଷ୍ୟତ ରେ ଫାଇଦା ପାଇବେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଛାତ୍ର ଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିପାରେ ।

ବୃଷ ରାଶି : ବିଦେଶୀ କମ୍ପାନୀ ରେ ଚାକିରି କରିଥିବା ଲୋକ ମାନେ ଫାଇଦା ରେ ରହିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଦୀର୍ଘ ଦିନରୁ ଆପଣ ଯେଉଁ ଯୋଜନା କରି ରଖିଛନ୍ତି ତାହା କାର୍ଯ୍ୟକାରୀ କରିବାର ସମୟ ଆସି ଯାଇଛି । ସମ୍ପର୍କ ରେ ସୁଧାର ଆସିପାରେ । ପ୍ରେମ ଜୀବନରେ ଆପଣଙ୍କର ସମୟ ଭଲ ବ୍ଯତୀତ ହେବ । ପରିବାର ଲୋକଙ୍କ ସହ ଆପଣ ଭଲ ବ୍ୟବହାର କରିବେ ।

ମିଥୁନ ରାଶି : ସନ୍ତାନ ଙ୍କ ତରଫରୁ ଆପଣ ଶୁଭ ସମାଚାର ଶୁଣିବାକୁ ପାଇବେ । ଯଦି ଆପଣ କୌଣସି ଜାଗାକୁ ଯାତ୍ରା କରିବା ପାଇଁ ପ୍ଳାନ କରିଛନ୍ତି ତେବେ ନିଶ୍ଚିନ୍ତ ଯିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଆପଣଙ୍କର ବ୍ୟକ୍ତିତ୍ବ ରେ ବିକାଶ ହେବ । ଆପଣ ସୁଖ ସୁବିଧା ପ୍ରାପ୍ତ କରିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ପାଇବେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ ।

କର୍କଟ ରାଶି : ଯୁବକ ମାନଙ୍କୁ କ୍ଯାରିୟର ଦିଗରେ ନୂଆ ଅବସର ମିଳିପାରେ । ଅତିରିକ୍ତ ଧନ ଲାଭ ହେବାର ପ୍ରବଳ ଯୋଗ ରହିଛି । ଅଫିସରେ ବଡ ଅଧିକାରି ମାନଙ୍କ ସହଯୋଗ ଆପଣ ପାଇବେ । ଯେଉଁ କ୍ଷେତ୍ର ରେ ଆପଣ ଉଚ୍ଚ ସ୍ତର ରେ ରହିବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ସାମାଚାର ଶୁଣିବାକୁ ପାଇବେ । ଜୀବନରେ ନୂଆ କାମ ଆରମ୍ଭ କରିବା ପାଇଁ ଯୋଜନା କରିବେ ।

ସିଂହ ରାଶି : ଆଜି ଆପଣ ରୋମାଣ୍ଟିକ ଜୀବନ ରେ ରଙ୍ଗ ଭରିବାରେ ସଫଳ ହେବେ । ଆର୍ଥିକ ମାମଲା ରେ ସୁଧାର ଆସିବ । ପରିଶ୍ରମ ଦ୍ଵାରା ଆପଣ ଫଳ ପ୍ରାପ୍ତ କରିବେ । ପରିବାର ଲୋକଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଗମ ହେବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଦୁଇ ଗୁଣା ଧନ ଲାଭ କରିବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ । ଆଜି ଆପଣ କାର୍ଯ୍ୟ କ୍ଷେତ୍ର ରେ ସଫଳ ହେବେ ।

କନ୍ୟା ରାଶି : ଦାଂପତ୍ଯ ଜୀବନରେ ଆପଣ ଜୀବନ ସାଥି ଙ୍କ ସହ ରୋମାନ୍ସ କରିବାର ସୁଯୋଗ ପାଇବେ । କୌଣସି ଦିଗରୁ ଧନ ଲାଭ ହୋଇପାରେ । ପ୍ରେମ ଜୀବନରେ ସମୟ ସାନଦାର ବ୍ରହିବ । ଅଫିସରେ କାହା ସହ ଆପଣ ବିବାଦରେ ପଡି ପାରନ୍ତି । ଆପଣଙ୍କର ସବୁ କାମ ସମୟ ଅନୁସାରେ ପୁରା ହେବ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ଆର୍ଥିକ ପକ୍ଷ ମଜବୁତ ରହିବ । ସ୍ୱାସ୍ଥ୍ୟ ଭଲ ରହିବ ।

ତୁଳା ରାଶି : ଆପଣଙ୍କର କାମ କରିବାର କ୍ଷମତା ରେ ବୃଦ୍ଧି ହେବ । ଆଜି ଦିନ ତମାମ ଉଶ୍ଚାହିତ ରହିବେ । ନୂଆ କାମ ଆରମ୍ଭ କରିବା ପାଇଁ ଚିନ୍ତ କରିବେ । ଯାତ୍ରା ଆପଣଙ୍କର ଫଳପ୍ରଦ ରହିବ । ନୂଆ ବାହନ କ୍ରୟ କରିବେ । ଶିକ୍ଷା କ୍ଷେତ୍ର ରେ ବିଦ୍ୟାର୍ଥୀ ମାନେ ପ୍ରଗତି କରିବେ । ଆପଣ ପରିବାର ଲୋକଙ୍କ ସହ ବ୍ୟସ୍ତତା ଭିତରେ ରହିବେ । ମାତା ପିତା ଙ୍କ ସହଯୋଗ ପ୍ରାପ୍ତ କରିବେ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ କରିବେ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ପ୍ରଶଂସା କରିବେ ।

ବିଛା ରାଶି : ଆଜି ଆପଣଙ୍କର ଇଚ୍ଛା ଅନୁସାରେ ସବୁ କାମ ପୁରା ହେବ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଅଜହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଆପଣ କୌଣସି କ୍ଷେତ୍ର ରେ ବଡ ନିବେଶ କରିବେ । କୌଣସି ନିସ୍ପତି ନେବା ପୂର୍ବ ରୁ ଆପଣ ଭାବି ଚିନ୍ତି ନିଅନ୍ତୁ । କୌଣସି କାମ ପୁରା କରିବା ପାଇଁ ଆପଣ ଉଦ୍ୟମ ଜାରି ରଖିବେ ।

ଧନୁ ରାଶି : ଆଜି ଆପଣ ନିଜକୁ ଶାନ୍ତ ରଖିବା ପାଇଁ ଉଦ୍ୟମ କରିବେ ଓ ସେଥିରେ ସଫଳ ହେବେ । କାରୋବାର ରେ ଧନ ବୃଦ୍ଧି ହେବ । ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ପ୍ରତିଷ୍ଠା ହେବ । ବ୍ୟବସାୟ ଓ କାର୍ଯ୍ୟ କ୍ଷେତ୍ର ରେ ପ୍ରଗତି ହେବ । ମିତ୍ର ମାନଙ୍କ ସହ ଆପଣ ଅଧିକ ସମୟ ଅତିବାହିତ କରିବେ । ନିଜର ଖାଦ୍ୟପେୟ ଉପରେ ଆପଣ ଅଧିକ ଧ୍ୟାନ ଦିଅନ୍ତୁ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଅଟକି ରହିଥିବା କାମ ପୁରା ହେବ ।

ମକର ରାଶି : ଆଜି ଆପଣଙ୍କର ମନରେ ସାକାରାତ୍ମକ ବିଚାର ଆସିବ । ପାରିବାରିକ ଜୀବନ ଉତ୍ତମ ରହିବ । ସମାଜରେ ମାନ ସମାନବ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ପ୍ରଶଂସା କରିବେ । ଆପଣଙ୍କ ଦ୍ଵାରା କରା ଯାଇଥିବା ପ୍ରତେକ ଟି କାମ ପୁରା ହେବ । ଶତ୍ରୁ ମାନେ ଆପଣଙ୍କ ଠାରୁ ପରାଜୟ ହେବେ । ଦାଂପତ୍ଯ ଜୀବନରେ ମଧୁରତା ଆସିବ । ବିଗିଡି ଯାଇଥିବା କାମ ପୁରା ହେବ ।

କୁମ୍ଭ ରାଶି : ଆପଣଙ୍କ ଗୃହରେ କୌଣସି ପରିବର୍ତ୍ତନ ଆସିପାଏ । ସନ୍ତାନ ମାନଙ୍କ ସହ ଅଧିକ ସମୟ ଅତିବାହିତ କରିବାର ସୁଯୋଗ ଆପଣ ପାଇବେ । ଯେଉଁ କାମ ଆରମ୍ଭ କରିବେ ସେଥିରେ ନିଶ୍ଚିନ୍ତ ଭାବେ ସଫଳ ହେବେ । ଆର୍ଥିକ ପକ୍ଷ ମଜବୁତ ରହିବ । ଜୀବନ ସାଥି ଦ୍ଵାରା ଦିଆ ଯାଇଥିବା ଉପହାର ପାଇ ଆପଣଙ୍କ ମନ ପ୍ରସନ୍ନ ହେବ । ପ୍ରେମ ଜୀବନରେ ଭଲ ସମୟ ବ୍ଯତୀତ ହେବ । ଆପଣଙ୍କର ଆୟ ରେ ବୃଦ୍ଧି ହେବ ।

ମୀନ ରାଶି : ଆଜି ଆପଣ ଖାଲି ସମୟର ଆନନ୍ଦ ନେବେ । ଧନ ସମ୍ପତି ମାମଲା ରେ ଆପଣ ସଫଳ ହେବେ । ଚାକିରି କ୍ଷେତ୍ର ରେ ପ୍ରମୋଶନ ହୋଇପାରେ । ଦୀର୍ଘ ଦିନରୁ ଯେଉଁ କାମ ଅଟକି ରହିଥିଲା ତାହା ପୁରା ହେବ । ଜୀବନରେ ନୂଆ କାମ ଆରମ୍ଭ କରିବା ପାଇଁ ପ୍ଳାନ କରିବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ । ମନ ଆପଣଙ୍କର ପ୍ରସନ୍ନ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।