ଆଜିର ରାଶିଫଳ, 31 ଜୁଲାଇ 2022, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୧ ଜୁଲାଇ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ନିଜର କ୍ରୋଧ ଉପରେ ସଂଯମ ନ ରଖିଲେ ବ୍ୟର୍ଥ ରେ ବିବାଦ ହୋଇପାରେ । ଅଯଥା କାମରେ ସମୟ ବରବାତ କରନ୍ତୁ ନାହି । ସେୟାର ବଜାରରେ କ୍ଷତି ହୋଇପାରେ । କାଗଜପତ୍ର କମ କାର୍ଯ୍ୟ ରେ ସାବଧାନ ରୁହନ୍ତୁ । ପାରିବାରିକ ଜୀବନରେ ଜୀବନ ସାଥି ତଥା ଭାଇ ଭଉଣୀ ଙ୍କ ସହ କିଛି ମନାନ୍ତର ହୋଇପାରେ । ଗୁରଜନ ମାନଙ୍କ ସ୍ୱାସ୍ଥ୍ୟ ରେ କିଛି ପରିବର୍ତ୍ତନ ହୋଇପାରେ । ପୁରୁଣା ଅଟକି ରହିଥିବା କାମ ପୁରା ହେବା କାରଣରୁ ଆପଣଙ୍କ ପାଇଁ ପ୍ରସନ୍ନ ରହିବ । ବ୍ୟବସାୟରେ ଲାଭ ମିଳିପାରେ ।

ବୃଷ ରାଶି : ଜୀବନ ସାଥିଙ୍କ କାରଣରୁ ମାନସିକ ଅସାନ୍ତି ବଢିପାରେ । ବଡ କାମ କରିବାର ଯୋଜନା କରିପାରନ୍ତି । ଅଟକି ରହିଥିବା କାମ ପୁରା କରିବା ପାଇଁ ଦିନ ଭଲ ରହିବ । ବିଜନେସ ରେ ସଫଳତା ମିଳିବାର ଯୋଗ ରହିଛି । ଆଜି ଦିନ ଟି ବହୁତ ପ୍ରଗତିଶୀଳ ହେବ ସଫଳତା ନିଶ୍ଚୟ ମିଳିବ । ଆଜି ଆପଣ ମାତା ପିତାଙ୍କ ସହ ମନ୍ଦିର ଦର୍ଶନ କରିବାକୁ ଯିବେ । ଆପଣଙ୍କ ବିବାହରେ କିଛି ଲୋକ ପ୍ରବାହିତ ହେବେ । ପରିବାରରେ ଅତିଥିଙ୍କ ଆଗମନ କାରଣରୁ ଖୁସି ହେବେ । ପରିବାରରେ ନୂଆ ଦାୟିତ୍ଵ ମିଳିପାରେ ।

ମିଥୁନ ରାଶି : ଆଜି ଆପଣଙ୍କ ଜୀବନରେ ବଡ ସଫଳତା ମିଳିବାର ଯୋଗ ନଜର ଆସୁଛି । ନୂଆ କାମ ଆରମ୍ଭ କରିବାରୁ ପୂର୍ବ ବରିଷ୍ଠଙ୍କର ରାଏ ନିଅନ୍ତୁ । ବିଦ୍ୟାର୍ଥୀ ବର୍ଗ ରଚନାତ୍ମକ କାର୍ଯ୍ୟ କରନ୍ତୁ ଲେଖନ ଶୈଳୀ ରେ ଧ୍ୟାନ ଦିଅନ୍ତୁ । ପାରିବାରିକ ଜୀବନ ଶୁଭ ରହିବ । ଆପଣ ନିଜର ଜୀବନ ସାଥିଙ୍କ ସହ ଆନନ୍ଦମୟ ସମୟ ବ୍ଯତୀତ କରିବେ । ନିକଟତର ଲୋକଙ୍କୁ ନେଇ ଆପଣଙ୍କ ମନରେ ସନ୍ଦେହ ଆସିପାରେ । ବଡ ମାନଙ୍କର ପରାମର୍ଶ ଅବଶ୍ୟ ନିଅନ୍ତୁ । ନିଜର ବିଚାର ରେ ଅନ୍ୟ ମାନଙ୍କୁ ପ୍ରବାହିତ କରିବାରେ ସଫଳ ହେବେ ।

କର୍କଟ ରାଶି : ରୋଜଗାର ପ୍ରାପ୍ତି ପାଇଁ କୌଣସି ପ୍ରଭାବଶାଳୀ ବ୍ୟକ୍ତି ଙ୍କ ସହଯୋଗ ପାଇବେ । ଚାକିରି କ୍ଷେତ୍ରରେ ଜଡିତ ଲୋକ ଇଚ୍ଛା ପଦ ହାସଲ କରିବେ । ବଡ ଅଧିକାରୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । କିନ୍ତୁ କ୍ରୋଧ ଅଧିକ ରହିପାରେ । ମିଡିଆ ଓ ଆଇଟି ର ଜାତକ ସଫଳତା ପ୍ରାପ୍ତ କରିବେ । ଆୟ ର ନୂଆ ସ୍ରୋତ ମିଳିବାର ସମ୍ଭାବନା ରହିଛି । ଯାପରି ମାନଙ୍କୁ ନିଜ କାମରେ ଫୋକସ କରିବାର ଅବଶ୍ୟକତା ରହିଛି ।

ସିଂହ ରାଶି : ଆର୍ଥିକ ରୂପରେ ଆଜି ଆପଣ ଲାଭ ପ୍ରାପ୍ତ କରିବେ । ଘରେ ଅତିଥିଙ୍କ ଆଗମନ ହୋଇପାରେ । ଯେଉଁ ମାନଙ୍କର ଇଲେକ୍ଟ୍ରି ଦୋକାନ ଅଛି ସେମାନଙ୍କୁ ଫାଇଦା ମିଳିବ । ଯଦି ଆପଣ ଘରୁ କୌଣସି ବ୍ୟପାର କରୁଛନ୍ତି ତେବେ ମିତ୍ର ଓ ସ୍ତ୍ରୀ ଙ୍କର ପୂର୍ଣ୍ଣ ସହଯୋଗ ପାଇବେ । ଶୁଭ ସମାଚାର ପ୍ରାପ୍ତ ହେବ । ଆଜି ବନ୍ଧୁ ଆପଣଙ୍କ ଠାରୁ କୌଣସି ସାହାଜ୍ଯ ମାଗିବେ । ପରିବାରରେ ଆପଣଙ୍କର ଗୁଣ ର ପ୍ରଶଂସା ହେବ । ବିଦ୍ୟାର୍ଥୀ ବର୍ଗ କ୍ଯାରିୟରକୁ ନେଇ ଫୋକସ କରିବାର ଅଛି ।

କନ୍ୟା ରାଶି : ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ବ୍ୟାପାର ବଢାଇବାକୁ ଆପଣଙ୍କୁ ଅଧିକ ଧାନ ଖର୍ଚ୍ଚ କରିବାକୁ ପଡିବ । ଯୁବକଙ୍କର ଅହଂକାର କୌଣସି ବିବାଦର କାରଣ ହୋଇପାରୀ । ତେଣୁ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ । ନିଜର ବିଚାର ଉପରେ ଧ୍ୟାନ ଦିଅନ୍ତୁ । କାଲୀ ଯାଏଁ କୌଣସି କାମ ପୁରା ହେବା ପାଇଁ ଅପେକ୍ଷା କରନ୍ତୁ । ମାତ୍ର ସମ୍ପର୍କ ଆପଣଙ୍କ ପାଇଁ ଆହୁତ ଫାଇଦାମନ୍ଦ ସାବ୍ୟସ୍ତ ହେବ । ଆପଣଙ୍କର ଆଧ୍ୟାତ୍ମିକ ରେ ପ୍ରଗତି ହେବ । ସମାଜରେ ଯଶ ଓ କୀର୍ତ୍ତି ପ୍ରତିଷ୍ଠା ହେବ ।

ତୁଳା ରାଶି : କାମ କାର୍ଯ୍ୟ କୁ ନେଇ ଆପଣ ଦଉଡ ଧପଦ କରି ପାରନ୍ତି । ଖର୍ଚ୍ଚ ଅଧିକ ହେବାର ନଜର ଆସୁଛି । କୌଣସି ଖାସ ଉପଲବ୍ଧି ର ଆପଣଙ୍କ ମନ ପ୍ରସନ୍ନ ରହିବ । କିନ୍ତୁ ମୌସମ ପରିବର୍ତ୍ତନ କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟ ରେ ବିପରୀତ ପ୍ରଭାବ ପଡିପାରେ । ତରବର ହୋଇ କୌଣସି କାମ କରନ୍ତୁ ନାହି ନଚେତ ଆପଣଙ୍କୁ ପରେ ଅନୁତାପ କରିବାକୁ ପଡିପାରେ । ନିଜର ପ୍ରେମୀ ସହ ଭଲ ସମୟ ବ୍ଯତୀତ କରିବାକୁ ସକ୍ଷମ ହେବ । ପଢା ରେ ଆସୁଥିବା ବାଧା ଶିକ୍ଷକଙ୍କ ସାହାଯ୍ୟରେ ଦୂର କରିବେ ।

ବିଛା ରାଶି : ଆଜି ଆପଣ ଅନ୍ୟ ମାନଙ୍କର କଥାରେ ନ ପଡି ଭୁଲ ନିସ୍ପତି ନିଅନ୍ତୁ ନାହି । ଆବଶ୍ୟକ ବସ୍ତୁ ସମୟ ଅନୁଯାୟୀ ନ ମିଳିବାରୁ ଚିନ୍ତାରେ ରହିବେ । କାହା ସହ ବିବାଦ କରନ୍ତୁ ନାହି । ନିରାସଜନକ ବିଚାର କରନ୍ତୁ ନାହି । ଜୀବନ ସାଥିଙ୍କ ସହ ମିଶି କୌଣସି ଯୋଜନା କରିବେ । ରାଜନୀତି ଓ ସାମାଜିକ କାର୍ଯ୍ୟ ରେ ସାମିଲ ହୋଇଥିବା ଲୋକଙ୍କୁ ପ୍ରତିଷ୍ଠା ରେ ବୃଦ୍ଧି ହେବ । କୌଣସି ଗରିବ ବା ଅନ୍ଧ ବ୍ୟକ୍ତି ଙ୍କୁ ଭୋଜନ କରାନ୍ତୁ । ଆର୍ଥିକ ସ୍ଥିତି ମଜବୁତ ରହିବ ।

ଧନୁ ରାଶି : ଆଜି ଆପଣଙ୍କୁ ନିଜ ଲୋକଙ୍କର ସହଯୋଗ ମିଳିପାରେ । ବୁଝି ବିଚାରୀ ବିଚାର ସହକାରେ କାମ କରନ୍ତୁ । କୌଣସି ଅଜଣା ବ୍ୟକ୍ତି ସହ ଆଜି ଲେନଦେନ କରନ୍ତୁ ନାହି । କଳା ବର୍ଗର ଛାତ୍ରଙ୍କୁ ଶିକ୍ଷା କ୍ଷେତ୍ର ରେ ନୂଆ ଅବସର ମିଳିପାରେ । ବ୍ୟସ୍ତତା କାରଣରୁ କାମ ଓ ପରିବାର ଭିତରେ ସନ୍ତୁଳନ ରଖିବେ । ଅଧୁରା ଇଚ୍ଛା ପୁରା ହେବ । ସ୍ୱାସ୍ଥ୍ୟ ର ବିଶେଷ ଭାବେ ଧ୍ୟାନ ରଖନ୍ତୁ । ନୂଆ ପରିଚୟ କରିବାରେ ସକ୍ଷମ ହେବେ । ନୂଆ ଆରମ୍ଭ କରିଲେ ସଫଳ ହେବେ ।

ମକର ରାଶି : ଆଜି କହିବା ଅପେକ୍ଷା ଶୁଣିବା ଉପର ଧ୍ୟାନ ଦିଅନ୍ତୁ । ଆପଣଙ୍କ ମନରେ କିଛି ବେହତର ଚିନ୍ତାଧାରା ଆସିପାରେ । ଆଜି ଭବିଷ୍ୟ ସହ ଜଡିତ ଯୋଜନାକୁ ନେଇ ମହତ୍ଵ ପୂର୍ଣ୍ଣ ନୀତି କରିବେ । କାମ କାର୍ଯ୍ୟ ରେ ବ୍ୟସ୍ତତା ସହ ପରିବାର ଓ ବନ୍ଧୁ ମାନଙ୍କ ସହ ମଉଜ ମସ୍ତି କରିବାରେ ସମୟ ବ୍ଯତୀତ କରିବେ । ତରବର ହୋଇ ନେଇଥିବା ନିସ୍ପତି ଆପଣଙ୍କୁ ସମସ୍ଯା ରେ ପକାଇ ପାରେ । ତେଣୁ କୌଣସି ନିସ୍ପତି ନେବା ପୁର୍ବରୁ ଆରମ ସେ ନିଅନ୍ତୁ । ମୂଲ୍ୟବାନ ବସ୍ତୁ ଯତ୍ନ ରେ ରକହନ୍ତୁ ।

କୁମ୍ଭ ରାଶି : ଆଜି ଆପଣଙ୍କର ଆର୍ଥିକ ପକ୍ଷ ମଜ୍ବୁତ ରହିବ । ଆପଣଙ୍କୁ କୌଣସି ଚ୍ୟାଲେଞ୍ଜ ର ସାମ୍ନା କରିବାକୁ ପଡିପାରେ । ଆପଣଙ୍କର ସଫଳତାର ଦ୍ଵାରା ଖୋଲିପାରେ । ଯେଉଁଥିରେ ଲାଭ ପ୍ରାପ୍ତି ସହ ଉଶ୍ଚାହ ଓ ଉର୍ଜ ର ସଂଚାର ହେବ । ପୂର୍ବରୁ ଚାଲିଥିବା ଚିନ୍ତରୁ ରିହାତି ପାଇବେ । ସନାତନ ସୁଖ ପ୍ରାପ୍ତ ହେବ । ଶାରିରୀକ କଷ୍ଟ ର ଆଶଙ୍କା ରହିଛି । ତରବର ହୋଇ କୌଣସି କାମ କରନ୍ତୁ ନାହି । ପାରିବାରିକ ମାମଲାରେ କିଛି ସମସ୍ଯା ହୋଇପାରେ । ଅଧୁରା କାମ ପୁରା କରିବାରେ ସମସ୍ଯା ଆସିପାରେ ।

ମୀନ ରାଶି : ଆଜି ଆପଣଙ୍କ ମନ ଲୋକଙ୍କ ସହ ଭେଟ କରିବାରେ ଅଧିକ ରହିବ । ପରିବାରରର ସଦସ୍ୟଙ୍କ ସହ ସମ୍ପର୍କ ମଧୁର ହେବ । ମାନସିକ ସୁଖ ଶାନ୍ତି ରହିବ । ଆଜି ଅଧିକତମ ସମୟ ପଢା ଓ ଲେଖା ରେ ବ୍ଯତୀତ ହେବ । କୌଣସି ମହତ୍ଵ ପୂର୍ଣ୍ଣ କାମ ସମୟ ଅନୁଯାୟୀ ପୁରା ହେବାରୁ ଆପଣଙ୍କ ମନ ପ୍ରସନ୍ନ ରହିବ । କୌଣସି ଆନନ୍ଦ ଉଶ୍ଚବ ରେ ଭାଗ ନେବାର ଅବସର ମିଳିବ । କୌଣସି ନୂଆ ଜିନିଷ ଶିଖିବାର ଅବସର ପାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।