ଆଜିର ରାଶିଫଳ, 30 ଜୁଲାଇ 2022, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୦ ଜୁଲାଇ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର କ୍ରୋଧ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଭାଇ ବନ୍ଧୁଙ୍କ ସହ ଯଦି କୌଣସି ଆଲୋଚନା ଚାଲିଥିଲେ ତାହା ଆଜି ସମାଧାନ ହେବ । ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତାରେ ରହିବେ । ଆପଣଙ୍କୁ ବହନ ଚଳାଇବା ସମୟରେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ସମୟ ଅନୁକୂଳ ଓ ଶୁଭ ଫଳଦାୟକ ରହିବ  । ଜୀବନ ସାଥିଙ୍କ ସହ ମତେଭେଦ ଦୂର ହେବ । ବିଦ୍ୟାର୍ଥୀଙ୍କୁ ତାଙ୍କର ମେହନତର ଫଳ ମିଳିବ ।

ବୃଷ ରାଶି : ଆଜି ଆପଣଙ୍କୁ କଠିନ ପରିଶ୍ରମର ଆବଶ୍ୟକତା ରହିଛି । ସବୁ କାମ ମନ ମୁତାବକ ପୂରଣ ହେବ । ଆଜି ଆପଣ ନିଜର ସବୁ କାମ ପୁରା କରିବାକୁ ସବୁ ପ୍ରକାରର ଚେଷ୍ଟା କରିବେ । ଯଦି ଆପଣ ବ୍ୟାପାରରେ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଦିନ ଆଜି ଉତ୍ତମ ରହିବ । ଦୀର୍ଘ ଦିନରୁ ପଇସା ମାମଲାରେ ଲାଗିଥିବା ବିବାଦ ଆଜି ଦୂର ହେବ । ଆପଣଙ୍କ ଖୁସି ଆଜି ଦୁଇ ଗୁଣା ବୃଦ୍ଧି ପାଇବ । ଆପଣଙ୍କ ମନରେ ଯାହା ବି ରହିଛି ତାହା ଆଜି ଆପଣ ଯାହା ସହ ସେୟାର କରିବେ ।

ମିଥୁନ ରାଶି : ଆଜି ବ୍ୟପାରରେ ଖୁବ ଧନ ଲାଭର ସଂକେତ ମିଳୁଛି । ସରକାରୀ ବିଭାଗରେ କାର୍ଯ୍ୟରତ ଲୋକେ ପ୍ରମୋଶନର କଥା ଉଠିପାରେ । ଯୁବ ବର୍ଗ ନିଜର ବିଚାର ଶୁଦ୍ଧ ରଖନ୍ତୁ ଓ ନିଜର ଲକ୍ଷ୍ୟକୁ ହଟାଇବାକୁ  ଦିଅନ୍ତୁ ନାହି । ଏହି କଥାର ପୁରା ସମ୍ଭାବନା ରହିଛି କି ଏହି ସମୟରେ ଆପଣ କୌଣସି ଖାସ ବ୍ୟକ୍ତିଙ୍କ ସହ ଭେଟ ହେବେ । ଆପଣଙ୍କ ପାଇଁ ବିଭିନ୍ନ ଉପାୟରେ ସହାୟକ ସିଦ୍ଧ ହେବ । କାର୍ଯ୍ୟ ସ୍ଥଳରେ ଅଟକି ରହିଥିବା କମ ସମୟ ଅନୁଯାୟୀ ପୁରା କରନ୍ତୁ ।

କର୍କଟ ରାଶି : ଆଜି ଆପଣଙ୍କର ସବୁ ଚିନ୍ତା ଦୂର ହେବ । ଜୀବନରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ଖୁସି ଖବର ନେଇକି ଆସିବ । ଏହି କଥାର ବିଶେଷ ଧ୍ୟାନ ରଖିବେ ଏମିତି କୌଣସି ବ୍ଯକ୍ତିର ମନ ଦୁଖ କରନ୍ତୁ ନାହି ଯିଏ ଆପଣଙ୍କ ଉପରେ ଭାବନାତ୍ମକ ରୂପରେ ଭରସା କରନ୍ତି । ଆଜି ଆପଣ ସାମାଜିକ କାର୍ଯ୍ୟ ରେ ଧିକ ଧ୍ୟାନ ଦେବେ । ଅସହାୟ ଲୋକଙ୍କର ସାହାଜ୍ଯ କରିବାକୁ ଚେଷ୍ଟା କରନ୍ତୁ । ଭାଇ ଭଉଣୀଙ୍କ ସହ ସମ୍ପର୍କ ମଜବୁତ ହେବ ।

ସିଂହ ରାଶି : ଆଜି ଆପଣ ନିଜର କାମକୁ ନେଇ ସନ୍ତୁଷ୍ଟି ଅନୁଭବ କରିବେ । ଯଦି ଆଜି ଆପଣ ବିଜନେସରେ ନିବେଶ କରିବା ଲାଗି ଅଧିକ ଧନ ଖର୍ଚ୍ଚ କରିବେ ତେବେ ତାହାର ଭରପୁର ଲାଭ ଆପଣଙ୍କୁ ମିଳିବ । କୋର୍ଟ କଚେରୀ ମାମଲାରେ କିଛି ଖବର ମିଳିପାରେ । ପିଲାଙ୍କର ଅସହମତି କାରଣରୁ ବାଦ ବିବାଦ ହୋଇପାରେ । ଆପଣ ନିଜର ସ୍ୱାସ୍ଥ୍ୟ ପ୍ରତି ଆଜି ଧ୍ୟାନ ଦିଅନ୍ତୁ । ଆପଣଙ୍କୁ କୌଣସି ସମସ୍ଯା ହୋଇପାରେ ତେଣୁ ଖାଦ୍ୟପେୟ ଉପରେ ସଂଯମ ରଖନ୍ତୁ ।

କନ୍ୟା ରାଶି : ପୁରୁଣା ଶତ୍ରୁ ପୁଣି ଥରେ ମିତ୍ର ହୋଇ ପାରନ୍ତି । ପରିବାରରେ ସ୍ତ୍ରୀ ଓ ପୁତ୍ରଙ୍କ ଠାରୁ ଭଲ ଖବର ମିଳିବ । ମତଭେଦ କାରଣରୁ ବ୍ୟକ୍ତିଗତ ସମ୍ପର୍କରେ ବାଧା ଆସିପାରେ । ଆପଣଙ୍କୁ ଆଜି ନିଜର କ୍ଷମତା ଦେଖାଇବାକୁ ମୌକା ମିଳିବ । ଅନ୍ୟର କାମରେ ହସ୍ତକ୍ଷେପ କରନ୍ତୁ ନାହି । କିଛି ଖାସ ମାମଲାରେ ଆଜି ଆପଣ ସ୍ଥିର କରିପାରିବେ ନାହି କି କଣ କରିବେ ଆଉ କଣ ନ କରିବେ । ଆପଣଙ୍କର କାରୋବାରରେ ବୃଦ୍ଧି ହେବ ।

ତୁଳା ରାଶି : ଶିକ୍ଷା ରେ ଆସୁଥିବା ବାଧା ଦୂର ହେବ ଫଳାଫଳ ଆପଣଙ୍କ ପକ୍ଷରେ ରହିବ । ଆଜି କିଛି ବିତ୍ତୀୟ ସମସ୍ଯା ଆପଣଙ୍କୁ ଚିନ୍ତାରେ ପକାଇପାରେ । ଏମିତି ପରିବର୍ତ୍ତନ ଆଣନ୍ତୁ ଯାହା ଆପଣଙ୍କର ରୂପ ରଙ୍ଗରେ ନିଖାର ଆଣିବ ଓ ସମ୍ବାବିତ ସାଥି ଙ୍କୁ ଆପଣଙ୍କ ଆଡକୁ ଅକରଷିତ କରିବ । ଅନେକ ଦିନରୁ ଅଟକି ରହିଥିବା ଜରୁରୀ କାମ ଯାଇ ପୂରଣ ହେବ । ଆଜି ଆପଣଙ୍କ ଜୀବନରେ ନୂଆ ଅନୁଭୂତି ଆସିବ ।

ବିଛା ରାଶି : ରଚନାତ୍ମକତା ଓ ସମ୍ବେଦନଶୀଳତା କାରଣରୁ ଆପଣଙ୍କ ମନ ଖୁସି ରେ ରହିବ । ମନ ମୁତାବକ ଜାଗାରେ ଟ୍ରାନ୍ସଫର ହୋଇପାରେ । ଶେୟାର ବଜାର ରେ ଫାଇଦା ମିଳିବାର ଯୋଗ ରହିଛି । ପଇସାର ଅଭାବ ହୋଇପାରେ । ଅଫିସରେ ଅଯଥା କାମ କରିବାକୁ ପଡିପାରେ । ବ୍ଯବସାୟିକ କାର୍ଯ୍ୟ ରେ କିଛି ଅନାବଶ୍ୟକ ସ୍ଥିତି ସୃଷ୍ଟି ହୋଇପାରେ । ଯାହା କାରଣରୁ ଆପଣଙ୍କ ମନ ବିଚଳିତ ରହିବ । ଜରୁରୀ କାମ ସମୟ ଅନୁଯାୟୀ ପୁରା ହେବ । ଅନ୍ୟ ମାନଙ୍କର କଥାରେ ଆସି ଭୁଲ କମ କରନ୍ତୁ ନାହି ।

ଧନୁ ରାଶି : ଆଜି ଭାବନାତ୍ମକ ରୂପରେ କୌଣସି ପଦକ୍ଷେପ ନିଅନ୍ତୁ ନାହି । ବିଦ୍ୟାର୍ଥୀ ଙ୍କୁ ନିଶ୍ଚିନ୍ତ ସଫଳତା ମିଳିବ । ବିଜନେସ ଓ ଚାକିରି କରିଥିବା ଲୋକଙ୍କୁ ସାମାନ୍ଯ ଦିନ ଆଜି ରହିବ । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଭୁଲ ବୁଝାମଣା ହୋଇପାରେ । ବ୍ୟାପାର ରେ ଚାଲିଥିବା ସମସ୍ଯା ଦୂର କରିବା ପାଇଁ ଆପଣ ଯାତ୍ରା କରିଲେ ଅନୁକଳ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । କାନୁନି ମାମଲା ରୁ ଦୂରେଇ ରୁହନ୍ତୁ । ବିନା କାରଣରେ କୌଣସି ବିବାଦ ରେ ପଡନ୍ତୁ ନାହି । ପ୍ରେମ ଜୀବନରେ ସମୟ ବହୁତ ଭଲ ରହିବ । ସାମାଜିକ କ୍ଷେତ୍ର ରେ ମାନ ସମାନ ପ୍ରତିଷ୍ଠା ହେବ ।

ମକର ରାଶି : ବେହତର ହେବ ଆଜି ଆପଣ ଆର୍ଥିକ ନିସ୍ପତି ବହୁତ ଭାବି ଚିନ୍ତି ନିଅନ୍ତୁ । ଅନ୍ୟ ମାନଙ୍କ ପାଇଁ ଖରାପ ଚିନ୍ତା କରନ୍ତୁ ନାହି । କାମ କାର୍ଯ୍ୟ ର କଥା କହିବାକୁ ଗଲେ ଚାକିରି କରିଥିବା ଲୋକଙ୍କୁ ସହ କର୍ମୀଙ୍କ ସହ ସଠିକ ବ୍ୟବହାର କରିବାର ଆବଶ୍ୟକତା ରହିଛି । ଛୋଟ ଛୋଟ କଥାରେ କ୍ରୋଧ କରନ୍ତୁ ନାହି । ଶୈକ୍ଷିକ କାର୍ଯ୍ୟ ରେ ସୁଖଦ ପରିଣାମ ମିଳିପାରେ । ଦାଂପତ୍ଯ ସୁଖ ରେ ବୃଦ୍ଧି ହେବ । ପାର୍ଟି ବା ପିକନିକ ର ଆନନ୍ଦ ମିଳିବ । ରଚନାତ୍ମକ କାର୍ଯ୍ୟ ସଫଳ ହେବ ।

କୁମ୍ଭ ରାଶି : ଆଜି ଶିକ୍ଷା ସହ ଜଡିତ କାର୍ଯ୍ୟ ରେ ଯାତ୍ରା କରିବାକୁ ପଡିପାରେ । ନିଜର ଗୁପ୍ତ କଥା କାହାକୁ କୁହନ୍ତୁ ନାହି । ମିତ୍ର ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ପାରିବାରିକ ସଦସ୍ୟଙ୍କ ସହ ମଉଜ ମସ୍ତି ରେ ଲିପ୍ତ ରହିବାର ସମ୍ଭବନ ରହିଛି । ବିଦ୍ୟାର୍ଥୀ ଙ୍କୁ ଆଜି ନୂଆ ବିଷୟ ଉପରେ ପଢା ଆରମ୍ଭ କରିବାକୁ ହେବ । ଆପଣଙ୍କ ପାଖରେ କିଛି ନୂଆ ଅଧିଗ୍ରହଣ ହୋଇପାରେ ଯାହା ଆପଣଙ୍କ ସନ୍ତୁଷ୍ଟିକୁ ବଢାଇବ । ସାମାଜିକ ସ୍ଥିତିରେ ବୃଦ୍ଧି ହେବ ।

ମୀନ ରାଶି : ଧାର୍ମିକ ପ୍ରବୃତ୍ତି ଲୋକ ପୂଜା ପାଠ ବା ଅନୁଷ୍ଠାନ ର ଆୟୋଜନ ହୋଇପାରେ । ଆଜି ମାତା ପିତାଙ୍କ ସହ ଆପଣଙ୍କର ସମ୍ପର୍କ ବେହତର ରହିବ । ବିଜେନ୍ସ ପାର୍ଟନର ଙ୍କ ସହ ସମ୍ପର୍କ ମଜବୁତ ହେବ । ଆଜି ଆପଣ ଧାର୍ମିକ ବହି ପଢିବାର ରୁଚି ରଖିବେ । କୌଣସି କାର୍ଯ୍ୟ ପ୍ରତି ରୁଚି ରହିପାରେ । ଦୁଷ୍ଟଜନ ଙ୍କ ଠାରୁ ସାବଧାନ ରୁହନ୍ତୁ । ବୁଝି ବିଚାରୀ ବା ଯୋଜନା କରି ଆଗକୁ ବଢନ୍ତୁ । ପରିବାରରେ ସାମଞ୍ଜସ୍ଯ ବନାଇବାରେ ଆପଣଙ୍କର ଚେଷ୍ଟା ଆଜି ଅଧିକ ସଫଳ ଦେବ ନାହି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।