ଆଜିର ରାଶିଫଳ, 30 ଅକ୍ଟୋବର 2020, ଶୁକ୍ରବାର, ମା ଦୂର୍ଗାଙ୍କ କୃପାରୁ ବନୁଛି ମହାଯୋଗ, ଏହି ୪ଟି ରାଶିର ଲୋକ ହେଇଯିବେ ଧନବାନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୦ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣଙ୍କ ଦିନଟି ଆଜି ବହୁତ ଭଲରେ ବିତିବ । ଆପଣଙ୍କ କୌଣସି କାମରେ ମିତ୍ରଙ୍କ ସହଯୋଗ ମିଳିବ । ଧର୍ଯ୍ୟର ସହ ସବୁ କାର୍ଯ୍ୟରେ ନିଷ୍ପତି ନିଅନ୍ତୁ । ଧନ ସଞ୍ଚୟ କରିବାରେ ସଫଳ ହେବେ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଚାକିରି କ୍ଷେତ୍ରର ଭଲ ପଦ ପଦବୀରେ ନିୟୋଜିତ ହେବେ । ଆପଣଙ୍କ ଆର୍ଥିକ ସ୍ଥିତିକୁ ଦୃଢ କରିବା ପାଇଁ ଆପଣ ସମ୍ପର୍କୀୟଙ୍କ ସହଯୋଗ ଲୋଡିବେ । ଅଧିକ ଧନ ଖର୍ଚ କରନ୍ତୁ ନାହିଁ ଯାହା ଫଳରେ ଭବିଷ୍ୟତରେ ଆର୍ଥିକ ସ୍ଥିତି ଠିକ ରହିବ । ଘରେ ତିଆରି କୌଣସି ଜିନିଷ ଗରିବ ଲୋକଙ୍କୁ ଦାନ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ବୃଷ

ଆଜି ଆପଣଙ୍କ ଦିନ ବହୁତ ଲାଭଦାୟକ ରହିବ । ଆପଣଙ୍କୁ କୌଣସି ନୂଆ ଦାୟିତ୍ଵ ମିଳି ପାରେ । ଏହାକୁ ଆପଣ ବହୁତ ଭଲ ଭାବରେ ତୁଲାଇବାରେ ସଫଳ ବି ହେବେ । ଆପଣଙ୍କୁ ଘର ପରିବାର ଓ ସନ୍ତାନଙ୍କ ସହଯୋବ ମିଳିବ । ଭୂମି, ବାହନ ଆଦି କିଣିବାର ସମ୍ଭାବନା ଅଛି । ରାଜନୈତିକ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଆଜି ଅଧିକ ପରିଶ୍ରମ କରିବା ଦ୍ଵାରା ସଫଳତା ମିଳିବ । ଛାତ୍ର ମାନଙ୍କୁ ଶିକ୍ଷକ ଓ ସହପାଠୀଙ୍କ ସହଯୋଗ ମିଳିବ । ଅନାଥ ଆଶ୍ରମରେ ଫଳ ଓ ଖାଦ୍ୟ ଆସି ବଣ୍ଟନ କରନ୍ତୁ ସନ୍ତାନ ପକ୍ଷରୁ କିଛି ଭଲ ଖୁସି ଖବର ମିଳିବ ।

ମିଥୁନ

ଆଜି ଆପଣଙ୍କ ଦିନ ଠିକ ଠାକ ରହିବ । ଅଫିସରେ କାମ ଶୀଘ୍ର ସରିଯିବ । ଆପଣଙ୍କୁ କୌଣସି ନୂଆ କ୍ଷେତ୍ରରୁ ଆୟର ପନ୍ଥା ମିଳିବ । ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ମିଳିବ । କ୍ୟାରିୟରେ ସଫଳତା ମିଳିବ । କାର୍ଯ୍ୟ କ୍ଷେତ୍ରରେ ଅଧିକ କାର୍ଯ୍ୟ କରିବାରୁ ଆଳସ୍ୟ ଅନୁଭବ କରିବେ । ଆପଣ ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ । ଆପଣ ଯାତ୍ରା କରିବାର ସମ୍ଭାବନା ଅଛି । ଅସ୍ଵସ୍ଥ ଗଛ ପାଖରେ ସୋରିଷ ତେଲରେ ଦୀପ ଜଳାନ୍ତୁ ପାରିବାରିକ ସମ୍ପର୍କ ଭଲ ରହିବ ।

କର୍କଟ

ଆଜି ଆପଣ କୌଣସି କାର୍ଯ୍ୟରେ ବ୍ୟସ୍ତ ରହିବେ । ଆପଣ କୌଣସି ଉତ୍ସବ ରେ ଯୋଗ ଦେଇପାରନ୍ତି । ଅଫିସରେ ଉପରିସ୍ଥଙ୍କ ସହ ଭଲ ସମ୍ପର୍କ ରହିବ । ବ୍ୟବସାୟକୁ ଆଗକୁ ବୃଦ୍ଧି କରିବାର ସୁଯୋଗ ମିଳିବ । ଆର୍ଥିକ ପରିସ୍ଥିତି ଭଲ ରହିବା ସହ ଆପଣ ସବୁ କାର୍ଯ୍ୟରେ ସଫଳତା ମିଳିବ । ଆପଣ ବ୍ୟବସାୟ ସମ୍ଭନ୍ଧୀୟ କୌଣସି ବଡ ଡିଲ କରିବେ । ଆର୍ଥକ କ୍ଷେତ୍ରରେ ଦେବା ନେବା କରନ୍ତୁ ନାହିଁ ନଚେତ ଅସୁବିଧାରେ ପଡ଼ିପାରନ୍ତି । ଆପଣଙ୍କ ଭାଇ ବନ୍ଧୁଙ୍କ ସହ ଭଲ ସମ୍ପର୍କ ରହିବ ଯାହା ଦ୍ୱାରା କି ଆପଣ ଅସୁବିଧା ସମୟରେ ସେମାନଙ୍କର ସହଯୋଗ କରିପାରିବେ । ଆପଣ ନିଜ ଗୁରୁଙ୍କୁ କିଛି ଉପହାର ଦିଅନ୍ତୁ ସବୁ ସମସ୍ୟାରୁ ମୁକ୍ତି ପାଇବେ ।

ସିଂହ

ଆଜି ଆପଣଙ୍କ ପାଇଁ ଦିନଟି ବହୁତ ଖୁସିରେ ବିତିବ । ଆପଣଙ୍କୁ ବ୍ୟବସାୟରେ ଭଲ ଲାଭ ମିଳିବ । ଆପଣଙ୍କର ଅବଶ୍ୟକତା ଅନୁସାରେ ସାହାଯ୍ୟ ସହଯୋଗ ପାଇବେ । ଆପଣଙ୍କ କ୍ୟାରିୟରରେ ଉନ୍ନତି କରିବେ । କାର୍ଯ୍ୟସ୍ଥଳରେ ଆପଣଙ୍କୁ ପ୍ରତିଷ୍ଠା ମିଳିବ । ଆପଣଙ୍କୁ ଆପଣଙ୍କ ପରିଶ୍ରମ ଅନୁସାରେ ଫଳ ମିଳିବ । କୌଣସି ବ୍ୟବସାୟ କରିବା ପୂର୍ବରୁ ଭଲ ଭାବରେ ବ୍ୟବସାୟ ସମ୍ଭନ୍ଧରେ ଜାଣି ନିଅନ୍ତୁ । କୁକୁରଙ୍କୁ ଖାଇବାକୁ ଦିଅନ୍ତୁ ଦିଆନ୍ତୁ ସଫଳତା ନିଶ୍ଚୟ ମିଳିବ ।

କନ୍ୟା

ଆଜି ଆପଣ ସନ୍ଧ୍ୟା ସମୟରେ ବୁଲିବାର କିଛି ପ୍ଲାନିଂ କରିପାରନ୍ତି । ନୂଆ ଲୋକଙ୍କ ଦେଖା ହେବା ଦ୍ଵାରା ବଡ ଲାଭ ମିଳିପାରେ । ଏହି ସମୟରେ କିଛି ବୁଦ୍ଧିମତ୍ତା କାର୍ଯ୍ୟ କରନ୍ତୁ । ଆପଣଙ୍କୁ ପୁରସ୍କାର ପ୍ରାପ୍ତ ହେବ । ଆପଣ ଧ୍ୟାନ କେନ୍ଦ୍ରିତ କରିଲେ ଆପଣଙ୍କର ବିକାସ ହୋଇପାରେ । ଆପଣଙ୍କର କ୍ୟାରିୟରରେ ବିକାଶ ହେବା ସହ ଜୀବନସାଥିର ସହଯୋଗ ବି ମିଳିବ । ଦାମ୍ପତ୍ୟ ଜୀବନରେ କିଛି ବିବାଦ ଉତ୍ପନ୍ନ ହୋଇପାରେ ଯାହା ଦ୍ଵାରା ପାରିବାରିକ ସମସ୍ୟା ଅଧିକ ରହିପାରେ । ଶନିଦେବର ନାମ ୧୦୮ଥର ଜପ କରନ୍ତୁ ।

ତୁଳା

ଆଜି ଆପଣଙ୍କର ଦିନଟି ସାମାନ୍ୟ ରହିବ । କୌଣସି ଖାସ ବ୍ୟକ୍ତି ସହ ଅଚାନକ ଦେଖା ହୋଇପାରେ । କିନ୍ତୁ ଆପଣ ଜୀବନରେ ବଡ ନିଷ୍ପତି ବୁଝି ବିଚାରୀ ନିଅନ୍ତୁ । ଆପଣ ଆପଣଙ୍କ ମିତ୍ର ଓ ପରିଚିତ ବ୍ୟକ୍ତିଙ୍କ ମନ କଥା ଜାଣି ପାରିବେ । ଆପଣ ଆପଣଙ୍କ କ୍ୟାରିୟରରେ ଉନ୍ନତି କରିବେ । ଆଜି ଆପଣ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିବେ । ମାତା ପିତାଙ୍କ ସେବା କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ହନୁମାନ ଚାଳିସା ପାଠ କରନ୍ତୁ ସବୁ ସମସ୍ୟାରୁ ମୁକ୍ତି ପାଇବେ ।

ବିଚ୍ଛା

ଆଜି ଆପଣଙ୍କ ଦିନଟି ବହୁତ ଭଲ ଅଛି । ଆପଣ ଆପଣଙ୍କ ପରିବାର ସହ ବୁଲିବାକୁ ଯାଇପାରନ୍ତି । ଆପଣଙ୍କୁ ସାମାଜିକ କ୍ଷେତ୍ରରେ କୌଣସି ପ୍ରକାର ସାହାର୍ଯ୍ୟ ମିଳିବ । ଆଜି ଆପଣଙ୍କୁ ବ୍ୟବସାୟରେ ବୃଦ୍ଧି ହେବ । କାର୍ଯ୍ୟ ସ୍ଥଳରେ ଆପଣଙ୍କୁ ଉପରିସ୍ଥ ଓ ସହଯୋଗୀଙ୍କ ସାହାଯ୍ୟ ମିଳିବ । ଅଚାନକ ଭାବେ କୌଣସି ଉପାୟରୁ ଭଲ ଧନ ଲାଭ ହେବ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କିନ୍ତୁ ଖର୍ଚ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣ ପରିବାର ସଦସ୍ୟଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ ଯାହା ଫଳରେ କି ଆପଣଙ୍କୁ ସବୁ କାର୍ଯ୍ୟରେ ପରିବାରର ସାହାଯ୍ୟ ମିଳିବ । ଗରିବ ଲୋକଙ୍କୁ ବସ୍ତ୍ର ଦାନ କରନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ସବୁ ସମସ୍ୟା ସମାଧାନ ହୋଇଯିବ ।

ଧନୁ

ଆଜି ଆପଣଙ୍କ ପାଇଁ ଦିନଟି ବହୁତ ଖୁସି ଭରା ରହିବ । ଆଜି ଆପଣଙ୍କ ପ୍ରେମ ସମ୍ପର୍କ ଭଲ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆଜି ବ୍ୟବସାୟରେ ଆପଣଙ୍କୁ କୌଣସି ବିଦେଶୀ ସମ୍ପର୍କ ବଢିବ । ଆଜି ଆପଣଙ୍କ ଲକ୍ଷ ପ୍ରାପ୍ତି କରିବା ପାଇଁ ବହୁତ ପରିଶ୍ରମ କରିବେ ଓ ଏଥିରେ ସଫଳତା ପାଇବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ପ୍ରଶଂସା ମିଳିବ । ଆପଣ ନିଜ ଉପରେ ବିଶ୍ଵାସ କରନ୍ତୁ । ସବୁ କାର୍ଯ୍ୟରେ ମନ ଲଗାନ୍ତୁ ସେଥିରେ ସଫଳତା ମିଳିବ । ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ ଆପଣଙ୍କ ସବୁ କାର୍ଯ୍ୟରେ ସଫଳତା ପାଇବେ ।

ମକର

ଆଜି ଆପଣଙ୍କ ଦିନ ଭଲରେ ଯିବ । ଆପଣ କୌଣସି କାମ ପାଇଁ ବଡ ଯୋଜନା କରିବେ । ଆଜି ଆପଣ ଯେଉଁ କାମ କରିବେ ସେଥିରେ ସଫଳତା ପାଇବେ । ଶିକ୍ଷା ଓ ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ଆପଣ କୃତ କାର୍ଯ୍ୟ ହେବେ । ଆଜି ଆପଣଙ୍କ ନିଷ୍ପତି ଯୋଗୁଁ ଲୋକଙ୍କ ଠାରୁ ପ୍ରଶଂସା ପାଇବେ । ପରିବାରରେ ସହଯୋଗୀତା ବଢିବା ଦ୍ଵାରା ଆପଣଙ୍କୁ ବ୍ୟବସାୟରେ ଭଲ ଲାଭ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ମନ୍ଦିରରେ ଗୁଡ ଦାନ କରନ୍ତୁ ସମାଜରେ ମାନ ସମ୍ମାନ ବଢିବ ।

କୁମ୍ଭ

ଆଜି ଆପଣଙ୍କ ଦିନଟି ବହୁତ ଖୁସିରେ ଯିବ । ଆଜି ଆପଣଙ୍କ ପରିବାରରେ କୌଣସି ମଙ୍ଗଳମୟ କାର୍ଯ୍ୟକ୍ରମ ହୋଇପାରେ । ଯାହାଫଳରେ ଆପଣଙ୍କ ଘରେ ସମ୍ପର୍କୀୟଙ୍କ ଯିବା ଆସିବା ରହିବ । ଆପଣ ଆଜି ବହୁତ ଖୁସି ରହିବେ । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଏଥିରେ ଧନ ନିବେଶ କରନ୍ତୁ ଭଲ ଲାଭ ମିଳିବ ।  ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣ ଆପଣଙ୍କ ବୁଦ୍ଧି ବଳରେ ସଠିକ ନିଷ୍ପତି ନେଇ ସବୁ କାର୍ଯ୍ୟରେ ସଫଳତା ପାଇବେ । ସନିଶ୍ଚର ମନ୍ତ୍ର ପାଠ କରନ୍ତୁ ସବୁ ସମସ୍ୟା ଦୂର ହୋଇଯିବ ।

ମୀନ

ଆଜି ଆପଣଙ୍କ ଦିନଟି ସାମାନ୍ୟ ରହିବ । ଆପଣଙ୍କୁ ସନ୍ତାନ ସୁଖ ରହିବ । ଆପଣଙ୍କ ପରିବାର ସଦସ୍ୟଙ୍କ ସହ ମାନମାଳିନ୍ୟ ହୋଇପାରେ । ଘରୋଇ କାର୍ଯ୍ୟରେ ସଫଳତା ମିଳିବ । ମାତା ପିତାଙ୍କ ସହିତ ସମ୍ପର୍କ ଭଲ ରହିବ । ଆପଣଙ୍କ ଶତ୍ରୁ ଆଜି କମଜୋର ହୋଇଯିବେ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟରେ ଭଲ ଲାଭ ମିଳିବ । ହନୁମାନଙ୍କୁ କଦଳୀର ଭୋଗ ଲଗାନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।