ଆଜିର ରାଶିଫଳ, 29 ମାର୍ଚ୍ଚ 2024, ଶୁକ୍ରବାର, ମା ସନ୍ତୋଷୀ’ ଙ୍କ ଆଶୀର୍ବାଦ ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 29 ମାର୍ଚ୍ଚ 2024ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : କୌଣସି କଥାକୁ ନେଇ ଆପଣ ଅଧିକ ଜିଦି କରନ୍ତୁ ନାହି । ବାଦ ବିବାଦରୁ ନିଜକୁ ଦୂରେଇ ରଖନ୍ତୁ । ଆଜି କାର୍ଯ୍ୟ କ୍ଷେତ୍ର ରେ ଆପଣ ଭାରି ଧନ ଲାଭ କରିବେ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ସେଥିରେ ସଫଳ ହେବେ । ଧାର୍ମିକ କାର୍ଯ୍ୟ ରେ ଆପଣ ବ୍ୟସ୍ତ ରେ ରହିବେ । କାର୍ଯ୍ୟ କ୍ଷେତ୍ର ରେ ବ୍ୟବଧାନ ଆସିପାରେ । ପରିବାର ଲୋକଙ୍କ ସହ ସମ୍ପର୍କ ଭଲ ରହିବ ।

ବୃଷ ରାଶି : ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ପ୍ରଶଂସା କରିବେ । ଆଜି ଆପଣଙ୍କୁ ସାମାଜିକ କାମ କରିବା ପାଇଁ ପ୍ରେରଣା ମିଳିବ । ମାନ ସମାନ ମଧ୍ୟ ମିଳିପାରେ । କଡା ମେହନତ କରି ଆପଣ ଫଳ ପ୍ରାପ୍ତ କରିବେ । ପ୍ରିୟଜନ ମାନଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଜୀବନ ସାଥି ଙ୍କ ସହ ବୁଲିବା ପାଇଁ ପ୍ଳାନ କରିବେ । ଚାକିରି କ୍ଷେତ୍ର ରେ ମାନ ସମାନ ମିଳିପାରେ ।

ମିଥୁନ ରାଶି : ରାଜନୀତି କ୍ଷେତ୍ରରେ ଥିଲେ ଆପଣ ସଫଳ ହେବେ ।ଆଜି ଆପଣ ଜୀବନର ଆନନ୍ଦ ନେବେ । ବେହତର ଜୀବନ ବଞ୍ଚିବା ପାଇଁ ଆପଣ ସକ୍ଷମ ହେବେ । ମନରେ ଊର୍ଜା ଓ ଉଶ୍ଚାହ ଦେଖାଯିବ । ଆଜି ଦିନ ତୁ ଲାଭର ସ୍ଥିତି ରହିବ । ଆଜି ଆପଣଙ୍କର ଆୟ ର ସ୍ରୋତ କୁ ବିକଶିତ କରିବାରେ ସଫଳ ହେବେ । ଘରେ ସବୁ ସମସ୍ୟା ଦୂର ହେବ । ଆପଣଙ୍କ ଦ୍ଵାରା କରା ଯାଇଥିବା କାମ ପରିବାର ତଥା ସମାଜ ପାଇଁ ଲାଭଦାୟକ ରହିବ ।

କର୍କଟ ରାଶି : ଶତ୍ରୁ ମାନେ ଆପଣଙ୍କର ଠାରୁ ପରାଜୟ ହେବେ । ଆଜି କୌଣସି ବଡ ଖୁସି ଖବର ପ୍ରାପ୍ତ ହେବେ । ଧନ ମାମଲାରେ ଆଜି ଆପଣ ସତର୍କ ରହିବେ । କିଛି ନୂଆ କରିବା ପାଇଁ ଆପଣ ଚିନ୍ତା କରିବେ । ପାରିବାରିକ ବାତାବରଣ ଭଲ ରହିବ । ସମାଜରେ ମାନ ସାମନାରେ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଅଚାନକ ଧନ ଲାଭର ଯୋଗ ରହିଛି ।

ସିଂହ ରାଶି : ଆପଣଙ୍କ ଦ୍ଵାରା କରା ଯାଇଥିବା ପ୍ରତେକ ଟି କାମ ସଫଳ ହେବେ । ଚାକିରି କ୍ଷେତ୍ର ରେ ଉନ୍ନତି ହୋଇପାରେ । ଆଜି ସମାଜରେ ଆପଣଙ୍କର ମାନ ସମାନ ତୀବ୍ର ଗତିରେ ବୃଦ୍ଧି ହେବ । ଆପଣଙ୍କ ଦ୍ଵାରା କର ଯାଇଥିବା ଚେଷ୍ଟା ନିଶ୍ଚିନ୍ତ ଭାବେ ସଫଳ ହେବ । କୌଣସି ନୂଆ ବେପାର ରେ ଟଙ୍କା ଲଗାଇବା ପାଇଁ ଆପଣ ମନସ୍ଥ କରିବେ । ଘର ପାଇଁ କିଛି ନୂଆ ଜିନିଷ କ୍ରୟ କରିବେ ।

କନ୍ୟା ରାଶି : ଯେଉଁ କ୍ଷେତ୍ରରେ ରହିବେ ସର୍ବଦା ଉଚ୍ଚ ସ୍ତର ରେ ରହିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଲାଭବାନ ହେବେ । ଆଜି ଆପଣଙ୍କର ବ୍ୟବହାର ରେ ଲୋକ ମାନେ ଉପରେ ଗଭୀର ପ୍ରଭାବ ପଡିବ । ସାମାଜିକ କାର୍ଯ୍ୟ ରେ ଆପଣଙ୍କର ରୁଚି ବୃଦ୍ଧି ହେବ । ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ । ବ୍ୟବସାୟ ରେ ବିସ୍ତାର ହେବେ । ଆପଣଙ୍କର ଦ୍ଵାରା କରା ଯାଇଥିବା ଚେଷ୍ଟା ନିଶ୍ଚିନ୍ତ ଭାବେ ସଫଳ ହେବେ । ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ତୁଳା ରାଶି : ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଅଗ୍ରସର ହେବେ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ଅଚାନକ ଧନ ଲାଭ ହେବ । ଆଜି ଆପଣଙ୍କ ପାଇଁ ଲାଇଫ ଚେଞ୍ଜିଙ୍ଗ ସାବ୍ୟସ୍ତ ହେବେ । ପାରିବାରିକ ସମ୍ପର୍କ ରେ ମଧୁରତା ଆସିବ । ରଚନାତ୍ମକ ଓ କଳାତ୍ମକ କ୍ଷେତ୍ର ରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବେ । କିଛି ଅଲଗା କରିବା ପାଇଁ ଆପଣ ଚିନ୍ତା କରିବେ । ବ୍ୟବସାୟ ଗତି ବିଧ୍ୟ ସାମାନ୍ଯ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

ବିଛା ରାଶି : ମହିଳା ମାନେ ପୂଜା ପଠା ରେ ବସ୍ତା ରହିବେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ । ଭାଗ୍ୟ ବୃଦ୍ଧି ସହ ଆକସ୍ମିକ ଧନ ଲାଭ ହେବେ । ବିଦେଶରୁ ଭଲ ସମାଚାର ପ୍ରାପ୍ତ ହେବ । ଭାଇ ମାନଙ୍କ ସହ ମିଶି କାମ ପୂରଣ କରିବେ । କାନୁନି ମାମଲା ରେ ବିଜଯ ହେବେ । ପୈତୃକ ସମ୍ପତି ରୁ ଧନ ଲାଭର ଯୋଗ ରହିଛି । କାର୍ଯ୍ୟ କ୍ଷେତ୍ର ରେ ସଫଳ ହେବେ । ଆପଣଙ୍କର ସମ୍ପର୍କୀୟ ମାନେ ଆପଣଙ୍କର ବ୍ୟକ୍ତିଗତ ଜୀବନୀ ବିଷୟରେ କିଛି ଉପଦେଶ ଦେବେ ।

ଧନୁ ରାଶି : ଦାଂପତ୍ଯ ଜୀବନ ହସ ଖୁସିରେ ରହିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଧାର୍ମିକ କାର୍ଯ୍ୟ ତଥା ଯାତ୍ରା କରିବାରେ ଅହଡିକ ଟଙ୍କା ଖର୍ଚ୍ଚ ହେବେ । ଚିନ୍ତା କରିଥିବା କାମ ପୁରା ହେବେ । ବିଜନେସ ରେ ଅଚାନକ ଫାଇଦା ହେବାର ଯୋଗ ରହିଛି । ଅନ୍ୟ ର ମାମଲାରେ ଦାଖଲ ଦିଅନ୍ତୁ ନାହି । ପିତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । କାହା ଠାରୁ ଟଙ୍କା ଉଧାର ହେବେ । ନୂଆ ମିତ୍ର ସ୍ଥାପନ କରିବେ ଯିଏ ଆପଣଙ୍କର ଭବିଷ୍ୟତରେ କାମରେ ଆସିବେ ।

ମକର ରାଶି : ଆଜି ଦିନ ଟି ପରିବାର ଲୋକଙ୍କ ସହ ଆପଣଙ୍କର ଅତିବାହିତ ହେବ । ଘରେ ନୂତନ ବସ୍ତୁ କ୍ରୟ କରି ପାରନ୍ତି । ପ୍ରେମ ସମ୍ପର୍କରେ ଅଧିକ ଘନିଷ୍ଠତା ଆସିବ । ଆପଣଙ୍କର ଯାହା ବି କାମ ଅଟକିଥିଲା ତାହା ପୂରଣ ହେବ କାର୍ଯ୍ୟ କ୍ଷେତ୍ରରେ ପ୍ରମୋଶନ ହୋଇପାରେ । କୌଣସି ନୂଆ ଯୋଜନା ପ୍ରସ୍ତୁତ କରିବେ । ଅଚାନକ ଘରେ କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଘରୋଇ ମାହୋଲ ଆପଣ ଦୂରେଇ ରହିଲେ ମୁଡ ଖରାପ ହୋଇପାରେ ।

କୁମ୍ଭ ରାଶି : ଟଙ୍କା ପଇସାକୁ ନେଇ ଯାହା ସମସ୍ଯା ଥିଲା ତାହା ଦୂର ହେବ । ବ୍ୟାପାର କ୍ଷେତ୍ରରେ ସଫଳତା ମିଳିବ । ବ୍ୟାପାରୀ ଙ୍କ ପାଇଁ ବ୍ୟାପାର କ୍ଷେତ୍ରରେ ବଡ ଧନ ଲାଭ ହେବାର ସମ୍ଭାବନା ରହୁଛି । ଆପଣ ବହୁତ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟ ରେ ସଫଳତା ପ୍ରାପ୍ତ କରିବେ । ହଠାତ ଆପଣଙ୍କୁ କିଛି ଖୁସି ଖବର ମିଳିପାରେ । ବ୍ୟାପାର କ୍ଷେତ୍ରରେ ଦୁଇ ଗୁଣା ଟଙ୍କା ଲାଭ କରିବେ । ଯାହା ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ ।

ମୀନ ରାଶି : ଜୀବନରେ କିଛି ନୂଆ କରିବାର ଇଚ୍ଛା ଆପଣଙ୍କୁ ଆଗକୁ ନେଇଯିବ ।ଆପଣ ନିଜ ଜୀବନ ସାଥିଙ୍କ ସହ ବହୁତ ଭଲ ସମୟ ବ୍ଯତୀତ କରିବେ । ଯଦି ଆପଣ କୌଣସି ସ୍ଥାନରେ ଚାକିରି କରୁଛନ୍ତି ତେବେ ପ୍ରମୋଶନ ବହୁତ ଜଲ୍ଦି ହୋଇଯିବ । ସମାଜରେ ଆପଣଙ୍କର ଖ୍ଯାତି ବୃଦ୍ଧି ପାଇବ । ଯାହା କାରଣରୁ ଲୋକେ ଆପଣଙ୍କର ରାୟ ମାଗିବା ଜରୁରୀ ମନେ କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।