ଆଜିର ରାଶିଫଳ, 28 ନଭେମ୍ବର 2022, ସୋମବାର, ମହାଦେବଙ୍କ କୃପା ରହିବ ଏହି ୬ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : କାର୍ଯ୍ୟ କ୍ଷେତ୍ରରେ କରିଥିବା ପ୍ରୟାସ ସଫଳ ହେବ । ପ୍ରମୋନ ମିଳିବାର ସମ୍ଭାବନା ଅଛି । ପାରିବାରିକ ସଦସ୍ୟ ଙ୍କ ସହ ଖୁସିରେ ରହିବେ । କାର୍ଯ୍ୟ ସ୍ଥଳରେ ଲୋକଙ୍କ ସହଯୋଗ ମିଳିଲେ କାର୍ଯ୍ୟ ସମୟ ଅନୁଯାୟୀ ପୁରା ହେବ । ଆପଣଙ୍କ ଆମଦାନୀରେ ବୃଦ୍ଧି ହେବାରା ପୁରା ସମ୍ଭାବନା ଅଛି । ଘରେ ଅଚାନକ କୌଣସି ଅତିଥି ଆସିବେ ଯାହାଙ୍କର ସ୍ଵାଗତରେ ଆପଣ ବ୍ୟସ୍ତରେ ରହିବେ । ଆନନ୍ଦ ଦାୟକ ପର୍ଯ୍ୟଟନ ହେବ ।

ବୃଷ ରାଶି : ଆଜି ଆପଣ ସ୍ଵଭାବରେ ଗମ୍ଭୀରତା ଓ ଏକାଗ୍ରତା ଝଲକ ଦେଖିବାକୁ ମିଳିବ । ଛୋଟ ଯାତ୍ରା ଆପଣଙ୍କ ପାଇଁ ଆନଦ ଦୟା ରହିବ । ଚାକିରି କରୁଥିବା ଜାତକ ଙ୍କ ସହ କାମ କରୁଥିବା ଲୋକଙ୍କର ସାହାଜ୍ଯ ମିଳିବ । ଯାହା ଦ୍ଵାରା ଆପଣଙ୍କ କାମ ଜଲ୍ଦି ପୂରଣ ହେବ । ଏହି ରାଶିର ଛାତ୍ରଙ୍କର ପଢା ରେ ମନ ଲାଗିବ । ଆପଣ ନିଜକୁ ଫିଟ ମାନେ କରିବେ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଉତ୍ତମ ବୈବାହିକ ସୁଖ ପ୍ରାପ୍ତ ହେବ । ଅନ୍ୟକୁ ସଂପର୍କକୁ ନେଇ ରାଏ ଦିଅନ୍ତୁ ନାହି ।

ମିଥୁନ ରାଶି : ଆଜି ସମୟ ସମୟରେ ଆପଣଙ୍କୁ ଜୀବନରେ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ । ଆପଣଙ୍କ ଦାଂପତ୍ଯ ଜୀବନ ଖୁସି ରେ ଭାରି ରହିବ । ସମାଜରେ ଆପଣଙ୍କ କାମର ଚର୍ଚ୍ଚା ହେବ । ବ୍ୟାପାର କ୍ଷେତ୍ର ରେ ଅନ୍ୟ ଲୋକଙ୍କ ସହ ସମ୍ପର୍କ ରଖିଲେ ଫାଇଦା ରେ ରହିବେ । କୌଣସି ଖାସ ମାମଲା କୁ ନେଇ ଆପଣଙ୍କ ବିଚାର ପଜେଟିଭ ରହିବ । ଆପଣଙ୍କ ସାମାଜିକ ଲୋକପ୍ରିୟତା ବଢିବ ଓ ଲୋକେ ମହତ୍ଵ ପୂର୍ଣ୍ଣ ମାମଲାରେ ଆପଣଙ୍କ ରାଏ ନେବେ ।

କର୍କଟ ରାଶି : ପାରିବାରିକ ମାମଲାରେ ଆପଣଙ୍କୁ ଯାତ୍ରା କରିବାକୁ ପଡିପାରେ । କୌଣସି ମହତ୍ଵ ପୂର୍ଣ୍ଣ ମାମଲାରେ କିଛି ଖାସ ଲୋକଙ୍କ ସହ ଆଲୋଚନ କରିବାର ଅବସର ମିଳିବ । ଆଜି ଆପଣ ନିଜର ଦିନ ଚର୍ଯ୍ୟା ପରିବର୍ତ୍ତନ କରିବେ । ରୋଜଗାର ପାଇଁ ଆପଣଙ୍କୁ ନୂଆ ଅବସର ମିଳିବ । ଆଜି ପାରିବାରିକ ସମ୍ପର୍କ ମଜବୁତ ହେବ । ସକ୍ରିୟ ହୋଇ କାର୍ଯ୍ୟ କରନ୍ତୁ ଓ ଲାଭ ଅବଶ୍ୟ ମିଳିବ । ଦାୟିତ୍ଵ ନିଭାଇବା ପାଇଁ ଅଧିକ ମେହନତ କରନ୍ତୁ ।

ସିଂହ ରାଶି : ଆଜି ଦିନର ଆରମ୍ଭ ଭଲ ହେବାର ଆସି । ଉପହାର ବା ସମାନ ର ଲାଭ ମିଳିବ । ବିଦ୍ୟାର୍ଥୀ ବର୍ଗ ପୁରୁଣା ବହି ବିଦ୍ୟାର୍ଥୀ ଙ୍କୁ ଦେଇ ପାରିବେ । ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ଆପଣଙ୍କୁ ଦିନ ଚର୍ଯ୍ୟା ପ୍ରତି ଧ୍ୟାନ ଦେବାର ଅଛି । ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିନତୁ । ପରୀକ୍ଷା ବା ପ୍ରତିଯୋଗୀତା ମାଧ୍ୟମରେ ଚାକିରି ସନ୍ଧାନ କରୁଥିବା ଜାତକ ବା ନିଜର ବ୍ୟବସାୟ ଆରମ୍ଭ କରିବାକୁ ଇଚ୍ଛୁକ ଥିବା ଜାତକ ଙ୍କୁ ନିଜ ପ୍ରୟାସରେ ସଫଳତା ମିଳିବ ।

କନ୍ୟା ରାଶି : ଆଜି ଆପଣଙ୍କ ଦ୍ଵାରା କରାଯାଇଥିବା ପରିଶ୍ରମ ସାର୍ଥକ ହେବ । ଶ୍ଵଶୁର ଘର ପକ୍ଷ ରୁ ଲାଭ ହେବ । ପରିଆନ ଓ ମିତ୍ରା ଙ୍କ ସହ ଖାଦ୍ୟପେୟ ଉପରେ ଆୟୋଜନ କରିବେ । ଆଜି ଆପଣ ବିନମ୍ରତା ଓ ମର୍ଯ୍ୟାଦା ସହ ଆଲୋଚନା କରନ୍ତୁ । ମହିଳା ଙ୍କୁ ବାପଘର ତରଫରୁ ଭଲ ଖବର ମିଳିବ । ସହକର୍ମୀ ମାନଙ୍କର ସହଯୋଗ ମିଳିବ । ଦୈନିକ କାର୍ଯ୍ୟ ଆତ୍ମବିଶ୍ଵାସ ଓ ଏକାଗ୍ର ମନରେ ପୂର୍ଣ୍ଣ କରିବେ । କୌଣସି ବ୍ୟକ୍ତି ଆପଣଙ୍କ ଠାରୁ ପଇସା ବିଷୟରେ ଜାଣିବାକୁ ଚେଷ୍ଟା କରିବେ ।

ତୁଳା ରାଶି : ଆଜି ଆପଣ ମାନସିକ ଶାନ୍ତି ବଜାୟ ରଖିବାର ତାରିଖ ଶିଖିବେ । ତତ୍କାଳୀନ ରୋଗରୁ ମୁକ୍ତି ପାଇବେ । ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ଧ୍ୟାନ ଓ ଯୋଗ ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ । ଆଜି ଆପଣଙ୍କ ମଧ୍ୟରୁ କିଛି ବ୍ଯବସାୟିକ କ୍ଷେତ୍ରରେ ଲାଭବାନ ହେବେ । ବ୍ୟାପାର ରେ ନୂଆ ପ୍ରସ୍ତାବ ଆସିବ । ଘରର ବଡ ଗୁରୁଜନ ଙ୍କ ସହ ମନ କଥା କହିଲେ ଆପଣଙ୍କ ମନ ହାଲକା ହେବ ।

ବିଛା ରାଶି : ଅନେକ ଦିନରୁ ଚାଲିଥିବା ସମସ୍ୟାର ଅନ୍ତ ହେବ । ନୂଆ ବିଚାର ଓ ଚିନ୍ତାଧାରାରେ ଉନ୍ନତି କରିବେ । କ୍ରୋଧରେ ଆସି ଜିନ ସାଥୀଙ୍କୁ ଦୁଖ ଦିଅନ୍ତୁ ନାହି । କାହା କଥାରେ ପଡନ୍ତୁ ନାହି । ଛୋଟ ଭାଇ ଙ୍କ ସହ ସମ୍ପର୍କ ଭଲ ରହିବ । ଆବଶ୍ୟକ ବସ୍ତୁ ହଜିପାରେ । ଚିନ୍ତା ରହିପାରେ । ନୂଆ ସମ୍ପର୍କ ସ୍ଥାପନ ହେବ । କ୍ରୋଧ ଉପରେ ସ୍ନାଯମ ରଖନ୍ତୁ । ସାମାଜିକ କ୍ଷେତ୍ରରେ ମାନ ସମାନ ବଢିବ । ଆଜି ଆପଣଙ୍କର ଅଧୁରା କାମ ପୁରା ହେବ । ଆତ୍ମବିଶାଶରେ ବୃଦ୍ଧି ହେବ ।

ଧନୁ ରାଶି : ଆଜି ଆପଣଙ୍କର ଅଧୁରା ଇଚ୍ଛା ଅପୁରଣ ହେବ । ବିତ୍ତୀୟ ମାମଲା ପାଇଁ ଦିନ ଭଲ ହେବ । ଆପଣଙ୍କ ପ୍ରଭାବ କ୍ଷେତ୍ର ରେ ବିସ୍ତାର ହେବ । ମହତ୍ଵ ପୂର୍ଣ୍ଣ ନିସ୍ପତି ନେଲେ ପ୍ରଗତି ହେବ । କୌଣସି ପରିଚିତ ଙ୍କ ମାଧ୍ୟମରେ ବ୍ୟାପାର ରେ ନୂଆ ଡିଲ ଫାଇନାଲ ହୋଇପାରେ । ଛାତ୍ର ଙ୍କୁ ଗୁରୁଜନ ଓ ସହପାଠୀ ଙ୍କ ସହଯୋଗ ମିଳିବ । ଜୀବନ ସାଥିଙ୍କ ସହ ଆପଣ ବାହାରକୁ ବୁଲିବାକୁ ଯାଇ ପାରନ୍ତି । ନିଜର ଉର୍ଜ କୁ ବେକାର ଯିବାକୁ ଦିଅନ୍ତୁ ନାହି ।

ମକର ରାଶି : ଆଜି ପରିବାରର ଦାୟିତ୍ଵ ବଢିବ । ଜୀବନ ସାଥିଙ୍କ ସହଯୋଗ ମିଳିବ । ସନ୍ତାନ ଙ୍କ ସହଯୋଗ ଆପଣଙ୍କୁ ମିଳିବ । ଛାତ୍ର ନିଜର ଭବିଷ୍ୟ ମଜବୁତ କରିବା ଲାଗି କଠିନ ମେହନତ କରନ୍ତୁ । ପିତା ଙ୍କ ସହଯୋଗ ରେ ବିଷମ ସ୍ଥିତି ରେ ଲଢିବା ପାଇଁ ସହଜୟ କରିବ । ଅଧିକାରୀ, ଭାଇ ଓ ବନ୍ଧୁ ଙ୍କ ସହ ସମ୍ପର୍କ ମଧୁର ରହିବ । ଆପଣଙ୍କର ପୁରୁଣା ବିଲ ପେ କରିବେ । ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ ।

କୁମ୍ଭ ରାଶି : ଆପଣଙ୍କ କ୍ଷମତା ଓ ଜ୍ଞାନ ରୁ ଆପଣଙ୍କୁ ବିତ୍ତୀୟ ଲାଭ ମିଳିବ । ଚାକିରି କରିଥିବା ବର୍ଗ ଙ୍କୁ ଉନ୍ନତି ମିଳିପାରେ । ନୂଆ କାର୍ଯ୍ୟ କରିବାରେ ନବ ନିର୍ମାଣ ର ରୂପ ରେଖା ହେବ । ବିଦେଶୀ ସଂସ୍ଥା ରୁ ଆପଣଙ୍କୁ ଫାଇଦା ମିଳିବ । ଭବିଷ୍ୟର ମୂଳ ମଜବୁତ ହେବ । ଅଫିସରେ ଚାଲିଥିବା ସମସ୍ଯା ଦୂର ହେବ । ସନ୍ତାନ ଙ୍କ ପାଇଁ ଆଜି କିଛି ବିଶେଷ କାର୍ଯ୍ୟ ପୁରା ହେବ ।

ମୀନ ରାଶି : ସମ୍ପତି, ବାହନ ଆଦି ନିବେଶ କରିବା ପାଇଁ ଦିନ ଭଲ ରହିଛି । ଅଧିକାଂଶ ଲୋକେ ଆପଣଙ୍କ କଥାରେ ସହମତ ହେବେ । ପାରିବାରିକ ସମ୍ପର୍କ ମଜୁତ ହେବ । ଜୀବନ ସାଥିଙ୍କ ଠାରୁ ସମ୍ମାନ ପ୍ରାପ୍ତ ହେବ । ବ୍ୟାପାର ରେ ପଜେଟିଭ ପରିଣାମ ରୁ ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଆୟ ରେ ବୃଦ୍ଧି ହେବ । ଜବରଦସ୍ତି କାହା ଉପରେ ନିଜର ବିଚାର ରଖନ୍ତୁ ନାହି । ବନ୍ଧୁଙ୍କ ସହ ଯାତ୍ରା କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।