ଆଜିର ରାଶିଫଳ, 28 ଜୁନ 2023, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି 6 ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 28 ଜୁନ 2023  ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ଅଟକି ରହିଥିବା କାମରେ ଗତି ଆସିବ । ମାଙ୍ଗଳିକ କାର୍ଯ୍ୟକ୍ରମ ରେ ସାମିଲ ହେବେ । ଅବିବାହିତ ଜାତକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବାର ଯୋଗ ରହିଛି । ସରକାରୀ ଚାକିରି ରେ କାର୍ଯ୍ୟ ଭାର ବଢିବ । ଚେଷ୍ଟା କରିବା ଦ୍ଵାରା ଆପଣ ବଡରୁ ବଡ କାମ ସହଜରେ ପୁରା କରିବେ । ଚାକିରିରେ ପ୍ରମୋସନ ବା ବେତନରେ ବୃଦ୍ଧି ହେବା ନେଇ ଚେଷ୍ଟା କରିବାରେ ଅବହେଳା କରିବେ ନାହି । ନିଜ ଠାରୁ ବଡ ଲୋକଙ୍କ ପରାମର୍ଶ ନିଅନ୍ତୁ ।

ବୃଷ ରାଶି : ଆଜି ବ୍ଯବସାୟିକ ଗତି ବିଧିରେ ପ୍ରଗତି ହେବର ସମ୍ଭାବନା ରହିଛି । ଘରର ଗୁରୁଜନ ମାନେ ଆପଣଙ୍କ ଉପରେ ପ୍ରସନ୍ନ ହେବେ । ଚାକିରିକୁ ନେଇ ବଡ ଅର୍ଡର ମିଳିପାରେ । ବ୍ୟାପାରରେ ଆସୁଥିବା ସବୁ ବାଧା ଦୂର ହେବ । ପ୍ରେମ ସମ୍ପର୍କରେ ପରସ୍ପର ପ୍ରତି ସମର୍ପଣ ଭାବନା ରେ ବୃଦ୍ଧି ହେବ । ଆଜି ଦିନ ଟି ଆପଣଙ୍କ ପାଇଁ ଆନନ୍ଦଦାୟକ ଓ ୟାଦଗାର ରହିବ । ପ୍ରେମ ପ୍ରସଙ୍ଗରେ ଆପଣଙ୍କୁ ସଫଳତା ମିଳିପାରେ । ଆଜି ଅଫିସରେ କୌଣସି ନୂଆ କାମ ଶିଖିବାକୁ ମିଳିପାରେ ।

ମିଥୁନ ରାଶି : ଆଜି ଆପଣଙ୍କର ଚାକିରିର ସନ୍ଧାନ ଶେଷ ହେବ । ନିଜର ବାଣୀ ରେ ସଂଯମ ରଖନ୍ତୁ । ସମାଜରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ହେବ । ଘରେ ସାକାରାତ୍ମକ ଊର୍ଜା ରହିବ । ସମ୍ପତି ମାମଲାରେ ବିଜୟ ପ୍ରାପ୍ତ ହେବ । ଧନ ସହ ଜଡିତ ସବୁ ପ୍ରକାରର ସମସ୍ଯା ଦୂର ହେବ । ଆର୍ଥିକ କାମରେ ଆପଣଙ୍କୁ ସଫଳତା ଅବଶ୍ୟ ମିଳିବ । ଆପଣଙ୍କର ସୁଖ ସୁବିଧାରେ ଆଜି ବୃଦ୍ଧି ହେବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

କର୍କଟ ରାଶି : ଆଜି ମହିଳା ନିଜ ପିଲାଙ୍କ ସହ ସପିଙ୍ଗ କରିବାକୁ ଯିବେ । ଅନ୍ୟ ମାନଙ୍କର ଅପେକ୍ଷା ଅଧିକ ରହିବ । ସାମାଜିକ ବା ବ୍ଯବସାୟିକ କ୍ଷେତ୍ର ରେ ଆଜି ଆପଣଙ୍କର ଖ୍ଯାତି ଚାରି ଗୁଣା ବଢିବ । ଯାହାର ଭରପୁର ଲାଭ ଉଠାଇବାରେ ଆପଣ ସଫଳ ହେବେ । ଆପଣଙ୍କର କିଛି ନୂଆ ଶତ୍ରୁ ଉତପନ ହୋଇ ପାରନ୍ତି । ଭାବନା ରେ ପଡି କୌଣସି ନିସ୍ପତି ନିଅନ୍ତୁ ନାହିଁ । ସରକାରୀ ଚାକିରି ମିଳିବାର ପ୍ରବଳ ଯୋଗ ରହିଛି । ଇଚ୍ଛା ପୂର୍ଣ୍ଣ ହେବାର ସମୟ ଚାଲିଛି ।

ସିଂହ ରାଶି : ଆଜି ଅଯଥା ଖର୍ଚ୍ଚ ହେବ । ଅନ୍ୟ ମାନଙ୍କର ଅପେକ୍ଷା କରନ୍ତୁ ନାହି । ପୁରୁଣା ରୋଗରୁ ଆରାମ ପାଇବେ । ବିଦେଶରେ ରହୁଥିବା କୌଣସି ପ୍ରିୟଜନଙ୍କ ଠାରୁ ଆପଣ ଶୁଭ ଖବର ଶୁଣିବାକୁ ପାଇବେ । ଆଜି ଆପଣ ବହୁତ ଭାଗ୍ୟଶାଳୀ ରହିବେ । ଅଧିକାରୀଙ୍କ ଠାରୁ ବିଶେଷ ସହଯୋଗ ପ୍ରାପ୍ତ ହେବ । ଆଜି ଆପଣ ଭଲ ଶାରୀରିକ ପ୍ରତିରୋଧର ଆନନ୍ଦ ନେବେ । କାର୍ଯ୍ୟ ସିଦ୍ଧି ହେବ । ଭାଗ୍ୟ ଉନ୍ନତିର ପ୍ରୟାସ ସଫଳ ହେବାରୁ ଆପଣ ପ୍ରସନ୍ନ ହେବେ ।

କନ୍ୟା ରାଶି : ଆଜି ଆପଣ କିଛି ନୂଆ କାମ କରିବେ ବା ଚାଲିଥିବା କାମକୁ ନୂଆ ଆକାରରେ କରିବା ପାଇଁ ଚେଷ୍ଟା କରିବେ । ଆଜି ମହତ୍ଵ ଆକାଂକ୍ଷା ର ପୂର୍ତ୍ତି କରିବାରେ ସଫଳ ରହିବେ । ତେଣୁ ନିଜର ପ୍ରୟାସ ଜାରି ରଖନ୍ତୁ । ଚାକିରି କରୁଥିବା ଜାତକ ଯଦି ପାର୍ଟ ଟାଇମ କାମ କରିବାକୁ ଚାହୁଛନ୍ତି ତେବେ ସମୟ ବାହାର କରିବା ପାଇଁ ଆଜି ସହଜ ହେବ । ମିତ୍ର ତଥା ସମ୍ପର୍କୀୟ ମାନଙ୍କର ସାହାଜ୍ଯ କରିବେ । ପରିବାର ଙ୍କ ସହ ସାମଞ୍ଜସ୍ୟ ରଖିକି ଚାଲନ୍ତୁ ।

ତୁଳା ରାଶି : ଆଜି ସାକାରାତ୍ମକ ରହିବେ । କାନୁନି ମାମଲାରେ ନିସ୍ପତି ଆପଣଙ୍କ ପାଖରେ ରହିବ । ଚାକିରିରେ କରା ଯାଇଥିବା ଉଦ୍ୟମ ସଫଳ ହେବ । ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ନିବେଶ ଶୁଭ ରହିବ । କାହା ସହ ମଜାକ କରନ୍ତୁ ନାହି । ବିବାଦରୁ ବଞ୍ଚିତ ରୁହନ୍ତି । ସନ୍ତାନଙ୍କୁ କୁସଙ୍ଗତରୁ ବଞ୍ଚାନ୍ତୁ । ଆବଶ୍ୟକ ନିସ୍ପତି ବୁଝି ବିଚାରି ନିଅନ୍ତୁ । ଆଜି ଦିନ ଟି ବହୁତ ଭଲ ରହିବ ।

ବିଛା ରାଶି : ଆଜି ଛୋଟ କଥା ବହୁତ ବଡ ରୂପ ନେଇପାରେ ତେଣୁ ଅବହେଳା କରନ୍ତୁ ନାହି । ଆପଣଙ୍କୁ ଆୟର ନୂଆ ସ୍ରୋତ ମିଳିବ । ଆଜି ସମ୍ପତି ମାମଲାରେ ସମସ୍ଯା ଆସିପାରେ । ପ୍ରିୟ ବ୍ୟକ୍ତିଙ୍କ ସହ ଭେଟ ହେବ । ସଠିକ ସମୟରେ ସଠିକ ନିସ୍ପତି ନେବା ଶିଖନ୍ତୁ । ନିଜ ଲୋକଙ୍କ ଠାରୁ ଦୂରରେ ରହିବେ । ଯେଉଁ ବ୍ୟକ୍ତି କଳା ଓ ଲେଖନରେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଦିନ ଲାଭକାରି ସିଦ୍ଧ ହେବ । ଆଜି ଦିନରେ ସମ୍ପର୍କୀୟଙ୍କ ସହ ଭେଟ ହୋଇପାରେ ।

ଧନୁ ରାଶି : ଆଜି ଆପଣ ବାହନ ସାବଧାନରେ ଚଲାନ୍ତୁ । ପରିବାର ସହ ଭଲ ସମୟ ବ୍ଯତୀତ ହେବ । ନିଜକୁ ଭୁଲ କାମ ଠାରୁ ଦୂରେଇ ରଖନ୍ତୁ । କାରଣ ଏହା ଦ୍ଵାରା ଆପଣ ନିଜେ ସମସ୍ୟାରେ ପଡି ପାରନ୍ତି । ପାଖ ଲୋକଙ୍କ ସହ ମତଭେଦ ହୋଇପାରେ । ଅବିବାହିତ ଜାତଙ୍କ ପାଇଁ ବିବାହ ମାର୍ଗ ରେ ଆସୁଥିବା ବାଧା ଦୂର ହେବ । ମେହନତ ଓ ଲଗନ ରେ ଆପଣ ଯାହା ଚାହିବେ ଆଗାମୀ ଦିନରେ ତାହା କରି ପାରିବେ ।

ମକର ରାଶି : ଆପଣ ନିବେଶ କରିବା ପାଇଁ ଆଗକୁ ବଢନ୍ତୁ ନାହି । ବ୍ୟବସାୟରେ ନୂଆ ସଉଦା ର ମଞ୍ଜୁରୀ ମିଳିପାରେ । ପିଲାଙ୍କୁ କିଛି ନୂଆ କାମରେ ଦାଖଲ କରିବେ । କାର୍ଯ୍ୟ କ୍ଷେତ୍ରରେ ଆସୁଥିବା ବାଧା ଆପଣ ଚିନ୍ତା ରେ ରହିବେ । ମାତା ପିତାଙ୍କ ଠାରୁ ଉପଯୁକ୍ତ ପରାମର୍ଶ ନିଅନ୍ତୁ ଆପଣଙ୍କୁ ସଫଳତା ମିଳିବ । ବ୍ୟବସାୟ ବୃଦ୍ଧି କରିବା ପାଇଁ ଅଧିକ ପରିଶ୍ରମ କରିବାର ଆଶା ରହିଛି । କୌଣସି କାରଣରୁ ବିବାଦ ହୋଇପାରେ ।

କୁମ୍ଭ ରାଶି : ଆୟ ପ୍ରାପ୍ତି ର ନୂଆ ସ୍ରୋତ ମିଳିବା କାରଣରୁ ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ । କାରୋବାରରେ ଆସୁଥିବା ସମସ୍ୟାର ସମାଧାନ ପାଇଁ ପିତାଙ୍କ ସହଯୋଗ ପ୍ରାପ୍ତ ହେବ । ଛାତ୍ର ଙ୍କ ପାଇଁ ଆଜି ଜୀବନର ମହତ୍ଵ ପୂର୍ଣ୍ଣ ଲକ୍ଷ୍ୟ ଉପରେ ଫୋକସ କରିବା ଜରୁରୀ ଅଟେ । ଅଧୁରା କାମ ପୁରା କରିବା ପାଇଁ ଆଜି ଦିନ ଟି ଶୁଭ ହେବ । ପରିବାରରେ ଉଲ୍ଲାସ ର ମାହୋଲ ରହିବ । ଚୋରୀ ବା ବିବାଦ କାରଣରୁ ହାନି ହୋଇପାରେ ।

ମୀନ ରାଶି : ଆଜି ଆପଣ ଅଯଥାରେ କଳହରେ ପଡନ୍ତୁ ନାହି । ଅଚାନକ ଆପଣଙ୍କୁ କୌଣସି ଖାସ କାମ କରିବାକୁ ପଡିପାରେ । ଛାତ୍ର ନିଜର କ୍ଯାରିୟର ଦିଗରେ ବିଚାର କରି ନିସ୍ପତି ନିଅନ୍ତୁ । ପିତାଙ୍କ ସହଯୋଗ ଆପଣଙ୍କୁ ଏଥିରେ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ସାମାନ୍ଯ ରହିବ । କମ୍ପୁଟର ରେ ଜଡିତ ଲୋକ ଫାଇଦା ରେ ରହିବେ । ଆଜି ଏମିତି କମ କରନ୍ତୁ ତାହା ଜଲ୍ଦି ପୁରା ହେବ । ଅଯଥା ଖର୍ଚ୍ଚ ଉପରେ ରୋକ ଲଗାନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।