ଆଜିର ରାଶିଫଳ, 27 ଫେବୃୟାରୀ 2023, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି 2ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୭ ଫେବୃୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଭାଇ ଭଉଣୀ ଙ୍କ ସହ ବିବାଦ ହୋଇପାରେ । ନିଜର ଭାବନାତ୍ମକ ସନ୍ତୁଳନ ବଜାୟ ରଖନ୍ତୁ । ଘର, ପରିବାର ଓ ସନ୍ତାନ ମାମଲାରେ ଆଜି ଆପଣଙ୍କୁ ଆନନ୍ଦ ଓ ସନ୍ତୋଷ ର ଭାବନାର ଅନୁଭବ ହେବ । ପରିବାରର ସଦସ୍ୟଙ୍କ ସହ ଭୋଜନର ଆନନ୍ଦ ଉଠାନ୍ତୁ । ପ୍ରେମ ସମ୍ପର୍କରେ ତରବର ହୁଅନ୍ତୁ ନାହି । ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ନୂଆ ଲୋକଙ୍କ ସହ ଭେର୍ଟ ପରେ ଆପଣଙ୍କ ଜୀବନର ଦିଶା ବଦଳିଯିବ ।

ବୃଷ ରାଶି : ରାଜନୈତିକ ପ୍ରଭାବ ପଡିବ । ଆପଣ ନିଜର ବ୍ୟାପାର ବଢାଇବା ପାଇଁ ନିରନ୍ତର ପ୍ରୟାସ କରିବେ । ମେହନତର ଅନୁରୂପ ଲାଭ ନ ହେବାରୁ ନିରାସା ହେବେ । ଆପଣ କିଛି ନୂଆ କାମ କରିବେ କିମ୍ବା ଚାଲୁଥିବା କାମକୁ ନୂଆ କରି କରିବାକୁ ଚେଷ୍ଟା କରିବେ । ଆଜି ପରିବାରରେ ସୁଖ ଶାନ୍ତି ର ମାହୋଲ ରହିବ । ଆପଣ କୌଣସି କଥାକୁ ନେଇ ମନେ ମନେ ଭୟ କରିବେ । ଅଫିସରେ ଟାଇମରେ ପହଞ୍ଚିବାକୁ ଚେଷ୍ଟା କରନ୍ତୁ ନଚେତ ମାଲିକ ରାଗି ପାରନ୍ତି ।

ମିଥୁନ ରାଶି : ବ୍ୟାପାରୀ ଙ୍କୁ ଭଲ ଫାଇଦା ମିଳିପାରେ । ସନ୍ତାନ ପକ୍ଷ ରୁ ସୁଖ ର ଅନୁଭବ ହେବ । କୌଣସି ବଡ କାମ କରିବାର ମନ ବଳାଇବେ । ଧାର୍ମିକ ସ୍ଥଳ ର ଯାତ୍ରା ରୁ ଆପଣଙ୍କ ମନ ଖୁସି ରହିବ । ଆଜି ସମ୍ପର୍କ ଜରିଆରେ ପ୍ରଗତିର ଅବସର ମିଳିବ । ପ୍ରେମ ସମ୍ପର୍କ ମଜବୁତ ହେବ । କମ କ୍ଷେତ୍ରରେ ନିଜର ଆତ୍ମବଳ ର ଅଭାବ ଆସିବାକୁ ଦିଅନ୍ତୁ ନାହି । କାରଣ ଆପଣ ଯେଉଁ ଚ୍ୟାଲେଞ୍ଜ ର ସମାନ କରୁଛନ୍ତି ।

କର୍କଟ ରାଶି : ଶୁଭ ପରିଣାମ ମିଳିବାର ସମ୍ଭାବନା ଅଛି । ଔଷଧ ବ୍ୟାପାର କରୁଥିବା ଲୋକଙ୍କ ପାଇଁ ଦିନ ଭଲ ରହିବ । ସମ୍ପର୍କ ରେ ଅନ୍ୟ ର ନଜରିୟା ଦେଖିବାକୁ ଚେଷ୍ଟା କରନ୍ତୁ । ତେବେ ସମାଧାନ ମିଳିବ । ଆଜି ଅନ୍ୟ ଉପରେ ନିଜର ପ୍ରଭାବ ଦେଖାଇବାକୁ ଚେଷ୍ଟା କରନ୍ତୁ । ଚାକିରି ରେ ପଦୋନ୍ନତି ମିଳିବ । ଆଜି ଆପଣଙ୍କ ଦିନ ଉତ୍ତମ ରହିବ । ଆପଣଙ୍କ ବୁଦ୍ଧି ଓ ଚତୁରତା ର ପ୍ରଶଂସା ହେବ । କୌଣସି ଭଲ ନିବେଶରେ ପଇସା ଲଗାଇବାର ସମ୍ଭାବନା ଅଛି ।

ସିଂହ ରାଶି : ଆପଣଙ୍କୁ ଶାନ୍ତ ଓ ଧର୍ଯ୍ୟବାନ ରହିବା ଉଚିତ । ଆପଣଙ୍କ ସ୍ୱାସ୍ଥ୍ୟ କମଜୋର ହେବାର ସମ୍ଭାବନା ଅଛି । ଘରେ ସାମାନ୍ଯ କାର୍ଯ୍ୟ କ୍ରମ ରହିବ । ଆପଣଙ୍କ ଖର୍ଚ୍ଚ ନିୟନ୍ତ୍ରଣ ହେବାର କ୍ଷମତା ଆପଣଙ୍କ ଉପରେ ଭାରି ପଡିପାରେ । ସଫଳତା ସହ ପଦୋନ୍ନତି ହାସିଲ ହେବ । ପରିବାର ରେ ଆନନ୍ଦ ଓ ଉଶ୍ଚାହ ର ମାହୋଲ ରହିବ । ରୋଜଗାରର ନୂଆ ଅବସର ମିଳିବ । ଆଜି ଆପଣ ବିଶ୍ଵସ୍ତ ଓ ମଜବୁତି ରେ ଆଗକୁ ବଢିବେ । ଆପଣଙ୍କୁ ସଫଳତା ଜରୁର ମିଳିବ ।

କନ୍ୟା ରାଶି : କିନ୍ତୁ ଏହି ନିଷ୍ପତିରେ ଆପଣଙ୍କୁ ବଡ ପ୍ରଗତି ହାସିଲ ହେବାର ଅଛି । ନିଜର କାମ ବିଶ୍ଵାସ ରଖିକି କରନ୍ତୁ । ଆପଣଙ୍କୁ କୌଣସି କଥାରେ ବିଚଳିତ ହେବାର ଜରୁରତ ନାହି । ସାମାଜିକ ମାମଲା କୁ ନେଇ ବାହାରକୁ ଯିବାର ଅବସର ପ୍ରାପ୍ତ ହେବ । ଆଜି ମାନସିକ ଚିନ୍ତା କାରଣରୁ ଅସାନ୍ତି ରହିବେ । ବ୍ୟାପାରୀ ବର୍ଗ ଙ୍କୁ ନୂଆ କ୍ଲାଇଣ୍ଟ ଙ୍କ ସହ ବ୍ୟବହାର ସମୟରେ ଜାଗରୁକ ରହିବାର ଆବଶ୍ୟକତା ଅଛି । ଉଚିତ ଦିଶାରେ ମେହନତ ଦ୍ଵାରା ସମୟ ଅନୁଯାୟୀ ସଫଳ ରହିବେ ।

ତୁଳା ରାଶି : ଆପଣ ପ୍ରଯତ୍ନ କରି ଅଟକିଥିବା କାମକୁ ଆଗକୁ ବଢିବାକୁ ଚେଷ୍ଟା କରିବାକୁ ହେବ । ଆପଣଙ୍କୁ ଧର୍ଯ୍ୟ ରଖିବାର ଅଛି । କ୍ରୋଧ ଉପରେ ସଂଯମ ରଖନ୍ତୁ । କନଫିୟୁଜ ହୁଅନ୍ତୁ ନାହି । ଆଜି ଆପଣଙ୍କ ବିରୋଧୀ ସକ୍ରିୟ ହୋଇ ପାରନ୍ତି ଯାହା ଦ୍ଵାରା ବିବାଦର ସ୍ଥିତି ହୋଇପାରେ । ଆପଣ ନିଜର ଅଧୁରା କାମ ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କ ଦାଂପତ୍ଯ ଜୀବନ ରେ ସ୍ନେହ ର ଗୁଣ ହେବ । ଆପଣ ନିଜର ଜୀବନ ସାଥିଙ୍କ ପ୍ରତି ସ୍ନେହ ରହିବ ।

ବିଛା ରାଶି : ଆଜି ଆପଣ ନିଜର ଭାବୁକତା ଉପରେ ନିୟନ୍ତ୍ରଣ ରଖନ୍ତୁ । ଅଧିକରୁ ଅଧିକ ବ୍ୟବହାରିକ ରୁହନ୍ତୁ । ଆଜି ଛୋଟ ମୋଟ କାମରେ ଆପଣଙ୍କୁ କାହାର ପରାମର୍ଶ ଦେବାର ଜରୁରତ ଅଛି । ଆଜି ଆପଣଙ୍କୁ ବ୍ୟବସାୟ ରେ ଧନ ପ୍ରାପ୍ତି ହୋଇପାରେ । ସାମାଜିକ ଜୀବନରେ ପ୍ରଭାବଶାଳୀ ହେବ । ଯଦି ଆପଣ କିଛି ପୁରୁଣା ସମ୍ପତି ବିକ୍ରି କରିବାର ଯୋଜନା କରୁଛନ୍ତି ତେବେ ତରବର ହୁଅନ୍ତୁ ନାହି । ସ୍ଵସ୍ଥ ରେ ସୁଧାର ଆଣିବାକୁ ଆପଣ ଚିନ୍ତା କରନ୍ତୁ ନାହି ।

ଧନୁ ରାଶି : ଏହା ସହ ନିଜ ଉପରେ କାମର ଭାର ଅଧିକ ପକାନ୍ତୁ ନାହି । ଦାଂପତ୍ଯ ଜୀବନରେ ଶାନ୍ତି ରହିବ । ସମ୍ପର୍କରେ ମଧୁରତା ଆସିବ । ଆଜି କୌଣସି ପ୍ରକାରର ଅବହେଳା ଉଚିତ ହେବ ନାହି ଏଥିରୁ ବଞ୍ଚାନ୍ତୁ । ନିଜର କାମ ବିଶ୍ଵାସ ସହକାରେ କରନ୍ତୁ । ପରିବାର ସହ ଯାତ୍ରା କୁ ଯିବାର ଯୋଗ ଅଛି । ଆଜି କିଛି ନୂଆ ବନ୍ଧୁ ହେବେ । ଆଜି ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ବନ୍ଧୁ ଙ୍କ ସହ ମେଳ ଭାବ ରଖନ୍ତୁ । ନଚେତ ଦୂରତା ବଢିପାରେ । ପ୍ରେମୀ ବା ପ୍ରେମିକା ଙ୍କ ସହ ଝଗଡା ହୋଇପାରେ ।

ମକର ରାଶି : ଆଜି କିଛି ଖାସ ସମ୍ପର୍କ କୁ ମଜବୁତ କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ଙ୍କ ସହ ସମ୍ପର୍କ ଭଲ ରହିବ । ଆର୍ଥିକ ଦ୍ରୁଷ୍ଟି କୋଣରୁ ଆଜି ଦିନ ତି ଆପଣଙ୍କ ପାଇଁ ଭଲ ରହିବ । ଯଦି ଆପଣ ନୂଆ ବହନ କ୍ରୟ କରିବାକୁ ଚାହୁଁ ଛନ୍ତି ତେବେ ଜଲ୍ଦି ଆପଣଙ୍କର ଯୋଜନା ଆଗକୁ ବଢିବ । ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଆପଣଙ୍କ ପଜେଟିଭ ଦ୍ରୁଷ୍ଟି କୋଣ କାରଣରୁ ଆପଣ ପ୍ରତେକ ସ୍ଥିତି କୁ ଅନୁକୂଳ କରିବାରେ ସଫଳ ହେବେ ।

କୁମ୍ଭ ରାଶି : ମାନସିକ ରୂପରେ ଆଜି ଏକାଗ୍ର ବଜାୟ ରହିବ । ଆଜ୍ୟ ଆପଣ କିଛି ନିସ୍ପତି ନେବାକୁ ପଡିପାରେ । ଆପଣଙ୍କ ମନୋବଳ ଓ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ପରିବାରରେ ସୁଖ ଶାନ୍ତି ର ଅଭାବକୁ ନେଇ ଚିନ୍ତାରେ ବଢିପାରେ । ନିଜ କାମକୁ ପୁରା କରିବା ପାଇଁ ଯଥା ସମ୍ଭବ ପ୍ରୟାସ କରନ୍ତୁ । କାର୍ଯ୍ୟ ସ୍ଥଳରେ ତର୍କ ବିତର୍କ ହେବାର ସମ୍ଭାବନା ଅଛି । ମାତୃ ପାଖ ଙ୍କ ସମ୍ପର୍କୀୟ ଙ୍କ ସହ ଆପଣଙ୍କ ସହ ସମ୍ପର୍କ ଭଲ ରହିବ । ଚାକିରି ବା ବିଜେନ୍ଶ୍ରେ ଅଜଣା ଭୟ ଆପଣଙ୍କୁ ଚିନ୍ତାରେ ପକାଇ ପାରେ ।

ମୀନ ରାଶି : ଉତ୍ତମ ଭୋଜନ ଓ ବସ୍ତ୍ର ଆଭୁଷଣ ମିଳିବ । ଆଜି ଦିନ ଟି ଆପଣଙ୍କ ପାଇଁ କିଛି ମିଶ୍ରିତ ରହିବାର ଅଛି । ବାଦ ବିବାଦରୁ ବଞ୍ଚିତ ରୁହନ୍ତୁ । ଆଜି ଜୀବନ ସାଥିଙ୍କ ସହ ତାଳମେଳ ଠିକ ରହିବ । ଯଦି ଆପଣଙ୍କ କଥାକୁ ଆଗକୁ ନେବେ କଥା ଖରାପ ହୋଇପାରେ । ଅନ୍ୟ କୁ ନିଜର ବ୍ୟକ୍ତିଗତ ମାମଲାରେ ଦଖଲ ଅନ୍ଦାଜ କରିବାକୁ ଦିଅନ୍ତୁ ନାହି । ଆଜି ଭାଗ୍ଯର ସହଯୋଗ ପାଇବେ । ସମସ୍ୟାର ସମଧାନ କରିବେ । ବନ୍ଧୁ ଓ ପରିଜନ ଙ୍କ ସହ ଭେଟ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।