ଆଜିର ରାଶିଫଳ, 27 ନଭେମ୍ବର 2022, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୫ ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୭ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି କାନୁନି ମାମଲାରେ ସ୍ଥିତି ଭଲ ରହିବ । କାହାର ଭଲ ଚିନ୍ତା କରିଲେ ଆପଣଙ୍କ ମଙ୍ଗଳ ହେବ । ଆଜି କୌଣସି ନିକଟତର ଙ୍କ ଠାରୁ ଖୁସି ଖବର ମିଳିବ । କ୍ଯାରିୟର ମାମଲାରେ ଆପଣଙ୍କ ଉପରେ ନିଜର କ୍ଷମତା ରେ ଅଧିକ ଦାୟିତ୍ଵ ମିଳିବ । ଆଜି କୌଣସି ନିସ୍ପତି ବୁଝି ବିଚରି ନିଅନ୍ତୁ । ଆପଣ ଭାବିଥିବା କାମ ନିଶ୍ଚୟ ପୁରା ହେବ । ପରିଜନ ଙ୍କ ସହ ମନାନ୍ତର ହୋଇପାରେ । କାର୍ଯ୍ୟ ରେ ଅପେକ୍ଷାର ସଫଳତା ନ ମିଳିବାରୁ ନିରାସା ହୋଇପାରେ ।

ବୃଷ ରାଶି : ଆଜି କାର୍ଯ୍ୟ ଭାର ବଢିପାରେ । ସାଂସାରିକ ବିଷୟ ରେ ଉଦାସୀନ ରହିବ । ବ୍ୟକ୍ତିଗତ ସମ୍ପର୍କ ରେ ଖୁସି ଓ ଆନନ୍ଦ ପ୍ରାପ୍ତି ହେବ । ଇଞ୍ଜିନିୟର୍ସ ଙ୍କ ପାଇଁ ଆଜି ଦିନ ଟି ଫାଇଦା ରେ ରହିବ । ଚାକିରି ସନ୍ଧାନ ରେ ଠିଆବ ବ୍ୟକ୍ତିଙ୍କୁ କମ୍ପାନୀ ରୁ ଚାକିରି ଅଫର ଆସିପାରେ । ଆଜି ଆପଣ ପୁରୁଣା କଥାକୁ ନେଇ ଚିନ୍ତା ରେ ରହିବେ । ଜମି ସହ ଜଡିତ ବିଜେନେସ କରୁଥିବା ଲୋକେ ଫାଇଦା ହେବାର ଯୋଗ ଅଛି । ଆର୍ଥିକ ସ୍ଥିତି ଭଲ ରହିବ ।

ମିଥୁନ ରାଶି : ନିଜକୁ ଠିକ ସାବ୍ଯସ୍ତ କରିବା ପାଇଁ ଭଲ ଦିନ ରହିଛି । ନିଜର ବ୍ୟକ୍ତିଗତ ଓ ବ୍ଯବସାୟିକ ଦାୟିତ୍ଵ ପ୍ରତି ବିଶ୍ଵସ୍ତ ହେବେ । ପାରିବାରିକ ଦାୟିତ୍ଵ କୁ ଆପଣ ଠିକ ଭାବେ ନିଭାଇବେ । ଆଜି ଆପଣଙ୍କୁ ଅବସର ର ଫାଇଦା ମିଳିବ । ଅଫିସରେ ଆଜି ଆପଣଙ୍କ ଡ୍ରେସ ର ତାରିଫ ହେବ । ବ୍ୟାପାର ରେ ଆଜି ଧନ ଲାଭ ହେବାର ବଡ ଅବସର ମିଳିବ । ଯାହାର ଆପଣ ଭରପୁର ଫାଇଦା ଉଠାଇବ । ଆପଣଙ୍କ ଜୀବନରେ ସମସ୍ଯା ଦୂର ହେବ ।

କର୍କଟ ରାଶି : ସମସ୍ଯା କାରଣରୁ ଦିନ ଚର୍ଯ୍ୟା ରେ ପରିବର୍ତ୍ତନ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଆଜି ଆପଣ ମନୋରଞ୍ଜନ ପାଇଁ ପଇସା ଖର୍ଚ୍ଚ କରିବେ । ଆଜି ଆପଣଙ୍କର କୌଣସି ଖାସ ବନ୍ଧୁ ଆପଣଙ୍କୁ ଆର୍ଥିକ ସାହାଜ୍ଯ କରିବେ । ଦାଂପତ୍ଯ ଜୀବନରେ ଖୁସି ଆସିବ । ପାରିବାରିକ ସଦସ୍ୟ ଙ୍କ ସହ ବାତାବରଣ ଭଲ ରହିବ । ଆଜି ଶତ୍ରୁ ଙ୍କ ଠାରୁ ସତର୍କ ରୁହନ୍ତୁ । ଆଜି ଆପଣଙ୍କର ବଡ କାମ ଶେଷ ହୋଇପାରେ ।

ସିଂହ ରାଶି : ନିବେଶ କରିବା ଓ ଅନୁମାନ ଆଧାରରେ ପଇସା ଲଗାଇବା ପାଇଁ ଦିନ ଭଲ ରହିବାର ଅଛି । କାରୋବାର ବର୍ଗ ଙ୍କୁ ଗ୍ରାହକ ବଢାଇବା ପାଇଁ ସେମାନଙ୍କ ସୁଖ ସୁବିଧାର ଧ୍ୟାନ ଦେବା ଉଚିତ । ଯୁଗ ବର୍ଗ ପଢା ସମ୍ବଧିତ ନିଜକୁ ଅପଡେଟ କରନ୍ତୁ । କିଛି ନୂଆ ଅଧିଗ୍ରହଣ ଆପଣଙ୍କୁ ଆରାମ ଓ ମାନସିକ ସନ୍ତୁଷ୍ଟି ବଢାଇବ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । କୌଣସି ଅଟକି ରହିଥିବ କାର୍ଯ୍ୟ ପୂର୍ଣ୍ଣ ହେବ । ପ୍ରେମ ସମ୍ପର୍କ ମଜବୁତ ହେବ ।

କନ୍ୟା ରାଶି : ଆଜି ପାରିବାରିକ ଜୀବନରେ ଭାଇ ଭଉଣୀ ଙ୍କ ସହ ସମ୍ପର୍କ ଭଲ ରହିବ । ପ୍ରେମ ଭରା ବୈବାହିକ ଜୀବନ ଆପଣଙ୍କୁ ପ୍ରସନ୍ନ ରଖିବ । ଆଜି ଦିନ ଟି ପଜେଟିଭ ଲୋକଙ୍କ ସହ ଅଧିକ ସମୟ ରହିବେ । ନିଜକୁ ନେଗେଟିଭ ଊର୍ଜା ରୁ ବଞ୍ଚିତ ରଖନ୍ତୁ । ଅଫିସରେ ବିବାଦର ସ୍ଥିତି ହୋଇପାରେ । ଆବେଶ ରେ ଆସି ନିସ୍ପତି ନେଲେ ଭୁଲ ହେବ । ପଇସା ଓ ପରିବାର ସହ ଜଡିତ ନିସ୍ପତି ନେବେ ।

ତୁଳା ରାଶି : ଆପଣଙ୍କର ଭ ସ୍ଵଭାବ କାରଣରୁ ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ବ୍ୟାସ୍ତତା ରହିବ । କୌଣସି କାର୍ଯ୍ୟ ପୁରା ହେବାରୁ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ବିଜେନେସ ରେ କୌଣସି ଭଲ ଡିଲ ହେବାର ସମ୍ଭାବନା ଅଛି । କାମ କାର୍ଯ୍ୟ ରେ ଅଧିକ ବ୍ୟସ୍ତ ରେ ରହିବେ । କର୍ମ କ୍ଷେତ୍ରରେ ନିଜର ସାରା ଊର୍ଜା କାର୍ଯ୍ୟ ବଢାଇବା ପାଇଁ ଲଗାଇବେ । ଏହା ସହ କାମ ପୁରା ହେବାରୁ ଆପଣଙ୍କୁ ଲାଭ ମିଳିବ ।

ବିଛା ରାଶି : ଆଜି ଆପଣଙ୍କ ବ୍ୟାପାର ବଢିପାରେ । ଚାକିରିରେ ସଫଳତା ମିଳିବାର ସମ୍ଭାବନା ଅଛି । ଅନ୍ୟ ପ୍ରତି ଆକର୍ଷିତ ହେବେ । ଚାକିରୀ କରିଥିବା ଲୋକେ ଧ୍ୟାନ ରଖିବେ କି ମାଲିକଙ୍କ ଆଗରେ ଜ୍ଞାନ ର କଥା କହିବେ ନାହି । ଫ୍ୟାସନ ଇଣ୍ଡଷ୍ଟ୍ରି ରେ ଜଡିତ ଲୋକ ଙ୍କୁ ଭଲ ଅବସର ମିଳିବ । ବିବାଦିତ ମାମଲାରେ ସଜାଗ ରହିବାର ଜରୁରତ ଅଛି । ଆପଣଙ୍କ ବିରୋଧୀ ନିଷ୍କ୍ରିୟ ରହିବେ । ମହତ ପୂର୍ଣ୍ଣ ଅଧିକାରୀ ଙ୍କ ସହଯୋଗ ମିଳିବ ।

ଧନୁ ରାଶି : ଆଜି ନିବେଶରୁ ବଞ୍ଚିତ ହୋଇ ଯୋଜନା କରିବେ । ଆଜି ଦିନ ଟି ଲାଭପ୍ରଦର ରହିବାର ଅଛି । କାର୍ଯ୍ୟ କ୍ଷେତ୍ର ରେ ପ୍ରତିଦ୍ଵନ୍ଦୀ ଙ୍କ ସାମ୍ନା କରିବାକୁ ପଡିପାରେ ତେଣୁ ସତର୍କ ରୁହନ୍ତୁ । ସ୍ୱାସ୍ଥ୍ୟ କୁ ସତର୍କ ରୁହନ୍ତୁ ନଚେତ ଭାରି ପଡିପାରେ । ଆର୍ଥିକ ସ୍ଥିତି ସୁଧୁରିବାରୁ ପରିବାରରେ ସ୍ଥିତି ଭଲ ରହିବ । ଶୁଭଚିନ୍ତକ ସହଯୋଗୀ ରହିବେ । ପରିବାରରେ ଉସଚବା ହୋଇପାରେ । ପ୍ରେମ ସମ୍ପର୍କ ପାଇଁ ଦିନ ଭଲ ଅଛି ।

ମକର ରଶି : ମୁଲ୍ଯବନ ବସ୍ତୁ ଏପଟ ଏପଟ କରନ୍ତୁ ନାହି । ଧାର୍ମିକ କାର୍ଯ୍ୟ ରେ ରୁଚି ବଢିବ । ଯେଉଁ ମାନସିକ ଚାପରୁ ଆପଣ ଅନେକ ଦିନ ହେବ ରହୁଥିଲେ ସେଥିରୁ ମୁକ୍ତି ପାଇବେ । ଶାରୀରିକ ଓ ମାନସିକ ରୂପରେ ଭଲ ପରିବର୍ତ୍ତନ ଦେଖିବାକୁ ମିଳିବ । ସହାୟତା କ୍ଷେତ୍ର ରେ ଜଡିତ ଲୋକଙ୍କୁ ଆଜି ଖୁସି ଖବର ମିଳିବ । ନୂଆ ବିଜେନ୍ସ ପାଇଁ ଚେଷ୍ଟା କରିଲେ ସଫଳ ହେବେ । ଧନ ଆଗମନ ହୋଇପାରେ ।

କୁମ୍ଭ ରାଶି : ଆଜି ଆପଣଙ୍କୁ ଅଧିକ ସତର୍କ ଓ ସାବଧାନ ରହିବାର ଜରୁରତ ଅଛି । ପରିବାର ଲୋକଙ୍କ ମଧ୍ୟରେ ସ୍ଥିତି ଭଲ ରହିବ । ଶାରୀରିକ ଓ ମାନସିକ ରୂପରେ ପରିବର୍ତ୍ତନ ଭଲ ଦେଖିବାକୁ ପାଇବେ । ପାରିବାରିକ କାର୍ଯ୍ୟ କ୍ରମ ରେ ବ୍ୟସ୍ତ ରେ ରହିବେ । ସମ୍ପର୍କ ବଢାଇବାକୁ ପ୍ରୟାସ କରିବେ । ଅଲଗା ଅଲଗା କାରଣ ପାଇଁ ଯାତ୍ରା କରିବେ । ଜୀବିକା କ୍ଷେତ୍ର ରେ ପ୍ରଗତି ହେବ । ସମାଜରେ ମନ ସମାନ ବହଡିବ । ଦାଂପତ୍ଯ ଜୀବନ ମହଦୂର ହେବ ।

ମୀନ ରାଶି : ଆଜି କୌଣସି କାମରେ ଭୁଲ କରିଲେ ଧନ ହାନି ହୋଇପାରେ । ଧାର୍ମିକ ଯାତ୍ରା କରିବେ । ଆଜି ପାରିବାରିକ ଜୀବନରେ ବୁଦ୍ଧିମତା ର ଅରିଚୟ ଦେଇ ଘର ଲୋକଙ୍କ ମଧ୍ୟରେ ଭଲ ସାମଞ୍ଜସ୍ଯ ସ୍ଥାପନ କରିବେ । ଲଭ ଲାଇଫ ରେ ଲଭ ମେଟ ଙ୍କ ସହ ଯାତ୍ରା କରି ପାରନ୍ତି । ପୁରୁଣା ପଇସା ମିଳିପାରେ । ମନ୍ଦିର ରେ ଗହମ ଦାନ କରନ୍ତୁ ଆପଣଙ୍କ ସହ ସବୁ ଭଲ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।