ଆଜିର ରାଶିଫଳ, 27 ଡିସେମ୍ବର 2021, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୭ ଡିସେମ୍ବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

୧-ମେଷ

ଆଜି ବ୍ୟାପାର ସହ ଜଡିତ ନୂଆ ଯୋଜନା ଉପରେ ବିଚାର କରିବେ ଓ ତାହାର ସଫଳ ସଂପାଦାନ ବି କରିବେ । ନିଜର ପରିସ୍ଥିତିକୁ ଜାହିର ହେବାକୁ ଦିଅନ୍ତୁ । ବ୍ୟର୍ଥରେ ଅସୁବିଧା କାରଣରୁ ଲାଭକାରୀ ପ୍ରୟାସରେ ଥଣ୍ଡା ପଡିପାରେ । ଅଫିସ ଲୋକମାନେ ନିଜର ଉପଯୋଗୀତା ରଖିବେ । ଆପଣଙ୍କର ଉତ୍ସାହ ଓ ପ୍ରେରଣା ଦ୍ଵାରା କେତେକ ଲୋକମାନଙ୍କୁ ଆଗକୁ ବଢିବାରେ ସାହାର୍ଯ୍ୟ ମିଳିପାରେ ।

୨-ବୃଷ

ଆଜି ଆପଣଙ୍କ ଘରେ ଶାନ୍ତିର ପରିବେଶ ରହିବ ସେଥିପାଇଁ ଆପଣ କେଉଁଠିକୁ ବି ଯାଇ ପାରିବେ । କାରଣ ସେମାନେ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ପିଲାମାନଙ୍କ ସହ ସମ୍ବନ୍ଧିତ ମାମଲାରେ ବାଦ ବିବାଦ ହୋଇପାରେ । ଦିନର ଅନ୍ତ ପର୍ଯ୍ୟନ୍ତ ଆପଣଙ୍କର ସମସ୍ତ କାମ ଶେଷ ହୋଇଯିବ । ଯଦି ଆପଣଙ୍କୁ ସାହାର୍ଯ୍ୟ ଦରକାର ତେବେ ନିଜର ପରିଜନମାନଙ୍କର ଆପଣ ସାହାର୍ଯ୍ୟ ମାଗି ପାରିବେ ।

୩-ମିଥୁନ

ଆଜି ଅଟକିଥିବା କାମ ଆରମ୍ଭ ହୋଇଯିବ । ପରିଜନମାନଙ୍କ ଠାରୁ ମିଳିଥିବା ଉପଦେଶରୁ ଆପଣଙ୍କୁ ଲାଭ ମିଳିବ । ସମ୍ପତି ସମ୍ବନ୍ଧିତ ମାମଲାରେ ବିବାଦ ହୋଇପାରେ । ଭାଗ୍ୟବୃଦ୍ଧି ହେବ । ପ୍ରିୟଜନଙ୍କ ସହିତ ଭେଟ ହୋଇପାରେ । ସାମାଜିକ ମାନ – ସମ୍ମାନ ପ୍ରାପ୍ତ ହେବ । ଆଜି ଆପଣ ନ ଚାହିଁବା ସତ୍ବେ ବି କୌଣସି ଅସୁବିଧାରେ ପଡି ପାରନ୍ତି । ଆପଣ ଆଜି କିଛି ଦାନ ନିଶ୍ଚିତ କରନ୍ତୁ । ଏହା ଦ୍ଵାରା ଆପଣଙ୍କର କିଛି ଗ୍ରହ ଦୋଷ କାଟି ଯିବ ।

୪-କର୍କଟ

ଆଜି ଆପଣଙ୍କର ପାରିବାରିକ ଜୀବନ ସୁଖମୟ ହେବ । ଅଧିକ ବ୍ୟୟ ମଧ୍ୟ ହେବ । ଯଶ, ମାନ, ପ୍ରତିଷ୍ଠାର ଲାଭ ମିଳିବ । ଆପଣଙ୍କର ସକାରାତ୍ମକ ଚିନ୍ତାଧାରା ଦ୍ଵାରା ଆଜି ଆପଣଙ୍କର ଦିନ ଭଲରେ କଟିବ । କାମକାର୍ଯ୍ୟରେ ଆପଣଙ୍କୁ କିଛି ଅସୁବିଧା ଆସି ପାରେ । ଆଜି ଆପଣ ଜଲ୍ଦି ଟଙ୍କା ଆୟ କରିବାର ଯୋଜନାରେ ଟଙ୍କା ଲଗାନ୍ତୁ ନାହିଁ । ଟଙ୍କା ନେବା ଦେବାରେ ସାବଧାନ ରୁହନ୍ତୁ ।

୫-ସିଂହ

ଆଜି ଆପଣ କୌଣସି କାର୍ଯ୍ୟକ୍ରମରେ ଭାଗ ନେଇ ପାରନ୍ତି । ଅଚାନକ ଧନ ଲାଭର ଯୋଗ ବି ଅଛି । ଅଧିକ ପାଇବାର ଚେଷ୍ଟା କରିବା ଆଶାରେ ଆପଣଙ୍କ ପାଖରେ ଯାହା ଅଛି ତାକୁ ବି ହରାଇ ବସିବେ । ଜୀବନସାଥୀର ଶୁଣିବା ଦ୍ଵାରା ସମସ୍ତ କାମ ସହଜରେ ହୋଇଯିବ । ଆଜି ଆପଣ କିଛି ସମୟ ପାଇଁ ବିଶ୍ରାମ ବି ନେଇ ପାରିବେ । ଏହା ଦ୍ଵାରା କୌଣସି ବି ଅସୁବିଧା ହେବ ନାହିଁ ।

୬-କନ୍ୟା

ଆଜି ପାରିବାରିକ ସମସ୍ୟାରୁ ମନ ବିଚଳିତ ହୋଇପାରେ । କୌଣସି ସ୍ଥାନକୁ ଯାଇ ପାରନ୍ତି ଓ କିନ୍ତୁ ତାହାର ଆପଣଙ୍କୁ ପୁରା ସକାରାତ୍ମକ ଫଲ ମିଳିବ । ଟଙ୍କା ମାମଲାରେ ଥିବା ଅସୁବିଧା ସମଧାନ ହୋଇଯିବ । ପରିଜନମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତାଇବେ । ହାତକୁ ଆସୁଥିବା ଅଫରକୁ ହାତଛଡା କରି ପାରନ୍ତି । ଆପଣଙ୍କର ସମୟ ପ୍ରେମ ମାମଲାରେ ଅନୁକୂଳ ରହିବ ।

୭-ତୁଳା

ଆଜି ଆପଣଙ୍କର ଆତ୍ମବିଶ୍ଵାସ ବଢିବ । ଆପଣ ଏମିତି କିଛି ରାସ୍ତାରୁ ଟଙ୍କା ପାଇବେ, ଯାହା ବିଷୟରେ ଆପଣ କେବେ ଚିନ୍ତା ବି କରି ନ ଥିବେ । ଗୋଟିଏ ପାରିବାରିକ ଆୟୋଜନରେ ଆପଣଙ୍କର ଧ୍ୟାନ କେନ୍ଦ୍ରିତ ହେବ । ଆପଣଙ୍କର ଜୀବନଶୈଳୀ ଠିକ ରହିବ । ନିଜର ବନ୍ଧୁମାନଙ୍କ ସହିତ ବାହାରକୁ ଯାଇ ପାରନ୍ତି । ଏହା ସହିତ ନୂଆ ବନ୍ଧୁ ସହ ସାକ୍ଷାତ ବି ହୋଇପାରେ ।

୮-ବିଚ୍ଛା

ଆଜି ଆପଣଙ୍କର ପରିବାରରେ କିଛି ଅସୁବିଧା ଆସିପାରେ । ପରିଜନମାନଙ୍କର ପ୍ରୟାସ ଦ୍ଵାରା ବୈବାହିକ ସମସ୍ୟା ସମାପ୍ତ ହେବ । ଶୁଭ ସମୟର ଅପେକ୍ଷା କରନ୍ତୁ । ନଚେତ ଏହି ସମୟରେ କୌଣସି ବି କାମ କରିବେ ସେଥିରେ ଅସଫଳ ହେବେ । ନିଜର କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । କୌଣସି ମିତ୍ରର ସହଯୋଗରେ ଚାକିରିର ନୂତନ ଅବସର ମିଳିପାରେ ।

୯-ଧନୁ

ଆଜି ଆପଣଙ୍କୁ ଆଖପାଖରେ ଥିବା ଲୋକମାନଙ୍କ ଠାରୁ ସାହାର୍ଯ୍ୟ ମିଳିବ । ଚିନ୍ତା କରିଥିବା କାମ ପୁରା ହୋଇଯିବ । ଘରେ କୌଣସି ପ୍ରକାରର କାମ ଆରମ୍ଭ ହୋଇପାରେ । ମାତା ପିତାଙ୍କର ସମ୍ବନ୍ଧ ଭଲ ହୋଇପାରେ । ଆପଣ କୌଣସି ବି ନୂଆ ନିଷ୍ପତି ନିଅନ୍ତୁ ନାହିଁ । ମାନସିକ ଚିନ୍ତା ଠାରୁ ଅଧିକ ରୁ ଅଧିକ ଦୂରରେ ରୁହନ୍ତୁ । କୌଣସି ବି କଥା ଉପରେ ଆଖି ବନ୍ଦ କରି ବିଶ୍ଵାସ କରନ୍ତୁ ନାହିଁ ।

୧୦-ମକର

ଆଜି ଆପଣ ନିଜର ଜୀବନକୁ ନେଇ କିଛି ଚିନ୍ତାରେ ରହିବେ । ଚିନ୍ତାକୁ କମ କରିବା ପାଇଁ ଆପଣଙ୍କୁ ନିଜର ବନ୍ଧୁମାନଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯିବାକୁ ଉଚିତ । ଯଦି ଆଜି ଆପଣ କୌଣସି ସାମାଜିକ ସମାରୋହରେ ଯାଉଛନ୍ତି ତେବେ ସେଠି ଆପଣଙ୍କୁ ବହୁତ ଲୋକମାନଙ୍କ ସହ ସାକ୍ଷାତ ହୋଇପାରେ । ଆଜି ଆପଣ ଆତ୍ମବିଶ୍ଵାସରେ ପରିପୂର୍ଣ ରହିବେ ।

୧୧-କୁମ୍ଭ

ଆଜି ଆପଣ ଝଗଡା ଓ ଚିନ୍ତାରୁ ନିଜକୁ ମୁକ୍ତି କରି ପାରିବେ । କିନ୍ତୁ ଅଧିକ ଚିନ୍ତା କରନ୍ତୁ ନାହିଁ । ନିଜର ବନ୍ଧୁମାନଙ୍କ ସହିତ ଓ ପରିଜନମାନଙ୍କ ସହିତ ଭଲ ବ୍ୟବହାର କରନ୍ତୁ । ତେବେ ଆପଣଙ୍କର କୌଣସି ବି କାମରେ ଅସୁବିଧା ଆସିବ ନାହିଁ । ଏହା ଦ୍ଵାରା ଆପଣଙ୍କୁ ଖୁସି ଓ ମାନସିକ ଶାନ୍ତି ମିଳିବ । ଧୋଖା ଖାଇବାରୁ ବଞ୍ଚନ୍ତୁ । ଆଜି ଖୁସି ଭରା ଭଲ ଦିନ ଅଟେ ।

୧୨-ମୀନ

ଆଜି ଆପଣ ନିଜର କଥା ଉପରେ କାବୁ ରଖନ୍ତୁ । ଆଜି ଆପଣଙ୍କର ପୁରା ଦିନ ଦୁଖମୟ ବ୍ୟତିତ ହେବ । ଅନୁକୂଳ ପରିସ୍ଥିତି ନିର୍ମିତ ହେବା ଉପରେ ଆପଣ ସମସ୍ତ କାର୍ଯ୍ୟକୁ ସଫଳତାପୂର୍ବକ ପୁରା କରି ପାରିବେ । ଲୋଭରେ ପଡନ୍ତୁ ନାହିଁ । ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ହୋଇପାରେ । ସବୁବେଳେ ସାବଧାନ ହୋଇ ରୁହନ୍ତୁ । ଆଜି ଆପଣଙ୍କର ଚାକିରିରେ ପ୍ରମୋଶନ ହୋଇପାରେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।