ଆଜିର ରାଶିଫଳ, 27 ଅଗଷ୍ଟ 2022, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୭ ଅଗଷ୍ଟ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଧନ ଲାଭ ହେବାର ସମ୍ଭାବନା ରହିଛି । ଆପଣ ନିଜର ଯୋଗ୍ୟତା ସାବ୍ୟସ୍ତ କରିବା ପାଇଁ ବେହତର ବାସର ଗୁଡିକର ସୁଚାରୁରୂପେ ଲାଭ ଉଠାନ୍ତୁ । ଆଜି ଦିନ ରେ ଆପଣ ବୁଦ୍ଧିମାନ ପୂର୍ଣ୍ଣ କାମ କରିଲେ ନିଶ୍ଚୟ ସଫଳ ହେବେ । ଯଦି ଆପଣ କଳା କ୍ଷେତ୍ର ରେ ରୁଚି ରଖୁଛନ୍ତି ତେବେ ଆପଣଙ୍କୁ ନିଜର ପ୍ରତିଭା ଦେଖାଇବାର ମୌକା ମିଳିବ । ଆପଣଙ୍କର ସମ୍ମାନ ଓ ପ୍ରତିଷ୍ଠା ରେ ବୃଦ୍ଧି ହେବ । ଚାକିରି କରୁଥିବା ଜାତକ ଙ୍କୁ କମ ମେହନତ କରି ଅଧିକ ଫାଇଦା ମିଳିବ ।

ବୃଷ ରାଶି : ସମୟ ବହୁତ ମୂଲ୍ୟବାନ ଅଟେ ବିଦ୍ୟାର୍ଥୀ ବର୍ଗ ସମୟ ର ସଦୁପୋଯୋଗ କରିବାକୁ ଚେଷ୍ଟା କରନ୍ତୁ । ସରକାରି ଚାକିରି କରୁଥିଲେ ଲୋକଙ୍କୁ ତୀବ୍ର ଗତିରେ କାମ କରିବା ପ୍ରତି ଧ୍ୟାନ ଦେବାକୁ ପଡିବ । ଯଦି ଆପଣ କୌଣସି ପ୍ରୋଜେକ୍ଟ ଉପରେ କମ କରୁଛନ୍ତି ତେବେ ଚେଷ୍ଟା କରନ୍ତୁ ତାହା ବହୁତ ଜଲ୍ଦି ପୂରଣ କରିବାକୁ । ପରିବାର ବା ସମ୍ପର୍କୀୟ ମାନଙ୍କ ସହ ଅଧିକ ସମୟ ବ୍ଯତୀତ କରିବେ । ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀ ମାନଙ୍କୁ ଅଧ୍ୟାପକ ମାନଙ୍କର ମାନ ସମାନ ପ୍ରତି ଦ୍ରୁଷ୍ଟି ଦେବା ଉଚିତ ।

ମିଥୁନ ରାଶି : ଆଜି କାରୋବାର ରେ ନିବେଶ ଲାଭଦାୟକ ହେବ । ପଦୋନ୍ନତି ସହ ସମ୍ମାନ ମିଳିପାରେ । ପୁରୁଣା ଧନ ମିଳିପାରେ । ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ସନ୍ତାନଙ୍କ ବିବାହ ସମସ୍ଯା ଦୂର ହେବ । ପିତାଙ୍କ ସହ କୌଣସି ଜରୁରୀ ବିଷୟ ଉପରେ ଚର୍ଚ୍ଚା କରିବେ । ଅନାଜ ବ୍ୟବସାୟ କରୁଥିବା ବେପାରୀ ଙ୍କ ପାଇଁ ସମୟ ବ୍ୟସ୍ତ ରେ ବିତିବ । ଖର୍ଚ୍ଚ ଅଧିକ ବଢିପାରେ । ଆପଣ ନିଜର ବାଣୀ ବ ବ୍ୟବହାର ରେ ଅନ୍ୟ କୁ ପ୍ରଭାବିତ କରିବେ । ପୁରୁଣା ମିତ୍ର ଙ୍କ ସହ ଭେଟ ହୋଇପାରେ ।

କର୍କଟ ରାଶି : ଶୁଭ ସମାଚାର ପ୍ରାପ୍ତ ହେବ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । କ୍ରୋଧ ଉପରେ ସଂଯମ ରଖିବାର ଜରୁରତ ଅଛି । ବ୍ୟବସାୟିକ ନୂଆ ଯୋଜନା କରିବେ । କାର୍ଯ୍ୟ ରେ ଉନ୍ନତି ହେବାର ସମ୍ଭାବନା ରହିଛି । ଘରେ ବାହାରେ ଆପଣଙ୍କର ପ୍ରଶଂସା ହେବ । ନିଜର ଭୁଲକୁ ନଜର ଅନ୍ଦାଜ କରନ୍ତୁ ନାହି । ଜୀବନ ସାଥିଙ୍କ ପ୍ରତି ଆପଣଙ୍କର ବ୍ୟବହାର ସଠିକ ରହିବ । ଆପଣ ନିଜର ଅଭ୍ୟାସକୁ ବଦଳାଇ ଦିଅନ୍ତୁ । ଭବିଷ୍ୟତ ପାଇଁ ଚିନ୍ତାରେ ରହିବେ ।

ସିଂହ ରାଶି : ଆଜି ଆପଣ ଅଧିକ ଗପସପ କରିବାରୁ ଦୂରେଇ ରୁହନ୍ତୁ । ଆସୁଥିବା ସମୟ ଆପଣଙ୍କ ପାଇଁ ଲାଇଫ ଚେଞ୍ଜିଙ୍ଗ ସାବ୍ଯସ୍ତ ହେବାର ଅଛି । ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । କରାଜ ନେବା ପୂର୍ବରୁ ପରିବାର ସହ ବିଚାର ବିମର୍ଶ କରନ୍ତୁ । କାର୍ଯ୍ୟ କ୍ଷେତ୍ର ରେ ଏହି ସମୟରେ ପରିବର୍ତ୍ତନ ହୋଇପାରେ । କୌଣସି ଭଲ କାମ କରିବାକୁ ଚିନ୍ତା କରିବେ । କୌଣସି ସୁନ୍ଦର ଅନୁଭୂତି ଆପଣ ନିଜ ଜୀବନ ସାଥିଙ୍କ ସହ ଅନୁଭବ କରିବେ । ମାନସିକ ଶାନ୍ତି ମିଳିବ ।

କନ୍ୟା ରାଶି : ଆଜି ଆପଣଙ୍କର କୌଶଳ ର ଅଧିକ ପ୍ରଶଂସା ହେବ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କର ଦାୟିତ୍ଵ ବଢିପାରେ । ଛାତ୍ର ଙ୍କୁ ବ୍ୟବହାରିକ ଚିନ୍ତାଧାରା ଉନ୍ନତିରେ ସହାୟକ ହେବ । ବ୍ୟାପାରରେ ଆପଣଙ୍କୁ ଲାଭ ର ନୂଆ ଅଫର ମିଳିପାରେ । ପରିବାରରେ ସଦଭାବ ସ୍ଥାପିତ ହେବ । ସନ୍ତାନଙ୍କୁ ନେଇ ଆପଣ ଗର୍ବ ଅନୁଭବ କରିବେ । ଆପଣଙ୍କୁ କିଛି ଚ୍ୟାଲେଞ୍ଜ ର ସାମ୍ନା କରିବାକୁ ପଡିପାରେ ତେବେ ଯାଇ ଆପଣ ମାନସିକ ଚାପରୁ ରିହାତି ପାଇବେ । ଆପଣଙ୍କର ଅଟକି ରହିଥିବା ଧନ ଆସିବାର ସମ୍ଭାବନା ରହକିହି ।

ତୁଳା ରାଶି ; ଆଜି ଆପଣଙ୍କର ବ୍ୟବସାୟ କୁ ନେଇ ଯାତ୍ରା କରିବାକୁ ପଡିପାରେ । ଭାବନାତ୍ମକ ସନ୍ତୁଳନ ରକ୍ଷା କରନ୍ତୁ । ଜଣେ ବ୍ୟକ୍ତି ଙ୍କ ସହ ଭେଟ ହୋଇପାରେ ଯାହା ଆପଣଙ୍କୁ ଜୀବନ ସାରା ମାନେ ରହିବ । ସମ୍ପର୍କ କ୍ଷେତ୍ର ବେହତର ରହିବ । ବିବାହ କରିଥିବା ଜାତକ ଙ୍କୁ ଆଜି ନିଜର ସନ୍ତାନଙ୍କର ଶିକ୍ଷା ଓ ଚାକିରି ସହ ଜଡିତ କୌଣସି ଶୁଭ ଖବର ମିଳିପାରେ । ଦିନ ତମାମ କାମ ଅଧିକ ରହିବ । ଅଫିସରେ ଅଧିକ କାମର ସମାନ କରିବାକୁ ପଡିପାରେ ।

ବିଛା ରାଶି : ବୁଝାମଣା କାରଣରୁ ଲାଭ ପାଇବେ । ଅଚାନକ ଆପଣଙ୍କୁ କୌଣସି ଦାୟିତ୍ଵ ମିଳିପାରେ । ଜୀବନ ସାଥିଙ୍କ ସହଯୋଗ ମିଳିପାରେ । ରାଜନୀତି ସହ ଜଡିତ ଲୋକ ଙ୍କୁ ପଦ ରେ ଲାଭ ମିଳିବାର ଯୋଗ ରହିଛି । ଚାକିରି କ୍ଷେତ୍ରରେ ପ୍ରମୋଶନ ହେବାର ଯୋଗ ରହିଛି । ମସାଲା ଯୁକ୍ତ ଖାଦ୍ଯ ରୁ ବଞ୍ଚିତ ରୁହନ୍ତୁ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣ ବୌଧିକ ଓ ଆଧ୍ୟାତ୍ମିକ ଲାଭ ପ୍ରାପ୍ତ କରିବେ ଯାହା ଦ୍ଵାରା ଆପଣ ସନ୍ତୁଷ୍ଟି ଅନୁଭବ କରିବେ ।

ଧନୁ ରାଶି : ଆଜି ଭାଗ୍ୟ ଆପଣଙ୍କର ସାଥ ଦେବ । ଚାକିରି କ୍ଷେତ୍ରରେ ଚାଲିଥିବା ପ୍ରୟାସ ଆଜି ସଫଳ ହେବ । ଏଥିପାଇଁ ଆପଣଙ୍କ ମାତା ପିତା ଆପଣଙ୍କ ଉପରେ ଗର୍ବ ଅନୁଭବ କରିବେ । ଆପଣଙ୍କର ପ୍ରେମ ଓ ବ୍ୟବଶ୍ୟ ସ୍ଥିତି ଠିକ ରହିବ । କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଶୁଭ ସମଚାର ପ୍ରାପ୍ତ ହେବ । ବିଦ୍ୟାର୍ଥୀ ବର୍ଗ ଙ୍କ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହେବ । କିଛି ସରକାରି କାର୍ଯ୍ୟ ସମୟ ଅନୁଯାୟୀ ପୁରା ହେବାର ନଜର ଆସିବ । ମହିଳା ମାନେ ଧାର୍ମିକ ସ୍ଥାନ କୁ ଯାତ୍ରା କରିବେ । ଅଟକି ରହିଥିବା ତାଙ୍କ ଫେରି ପାଇବେ ।

ମକର ରାଶି : ପରିବାର ପ୍ରତି ନିଜର ଦାୟିତ୍ଵ ନିଭାଇବା ପାଇଁ ଆଜି ଦିନ ରହିଛି । ଯେଉଁ ଜିନିଷର ଆବଶ୍ୟକତା ହେବ ତାହାର ଉପଲବ୍ଧି ହେବ ଓ ଆପଣଙ୍କ ଭାଗ୍ୟ ଉଦୟ ହେବ । ଆର୍ଥିକ ମାମଲାରେ ସୁଧାର ଆସିବ । ଆପଣଙ୍କର ଦୈନିକ ରୋଜଗାର ରେ ଉନ୍ନତି ହେବ । ପରିବାରରେ ଅଧିକ ସମୟ ବିତାଇବେ । ଘରର ଆବଶ୍ୟକତା ପୁରା କରିବାରେ ବ୍ୟସ୍ତରେ ରହିବେ । ନିବେଶ କରିବା ପାଇଁ ସମୟ ଅନୁକୂଳ ହେବ । ପୁରୁଣା କରଜ ସୁଝିବାରେ ଆପଣ ସଫଳ ହେବେ । ଅଟକି ରହିଥିବା ଧନ ଫେରିବାରୁ ଆୟ ର ନୂଆ ସ୍ରୋତ ମିଳିବ ।

କୁମ୍ଭ ରାଶି : ଆଜି ଆପଣଙ୍କର ସାଧନ ରେ ବେହତର ହେବାର ସମ୍ଭାବନା ରହିଛି । ବ୍ୟାପାରିକ ଲାଭ ମିଳିବ । ଦୈନିକ ରୋଜଗାରରେ ଉନ୍ନତି ହେବ । କିନ୍ତୁ କୌଣସି ନୂତନ କାମ ଆରମ୍ଭ କରନ୍ତୁ ନାହି । ପଇସା ଲେନଦେନ କରିବା ସମୟରେ ଆପଣ ଆଜି ଅବହେଳା କରନ୍ତୁ ନାହି । ନଚେତ ସମ୍ପର୍କ ରେ ସମସ୍ଯା ହୋଇପାରେ । ଆପଣଙ୍କର ଭାଗ୍ୟ ପୁରା ସହଯୋଗ ମିଳିବ । ପରିବାରର ଭବିଷ୍ୟ ପାଇଁ ଯଦି କୌଣସି ନିବେଶ କରିବାକୁ ଚାହୁଁଛନ୍ତି ତେବେ ସମୟ ଉତ୍ତମ ରହିବ । ସନ୍ତାନଙ୍କ ସହ ସମୟ ବ୍ଯତୀତ କରିବେ ।

ମୀନ ରାଶି : ଶ୍ଵଶୁର ଘର ତରଫରୁ ସମ୍ପର୍ତ୍କ ଭଲ ରହିବ । ପରିବାରେ ଗୁରୁଜନ ମାନଙ୍କର ଆଶୀର୍ବାଦ ପ୍ରାପ୍ତ ହେବ । ଆପଣ ଯାହାକୁ ପ୍ରେମ କରୁଛନ୍ତି ତାଙ୍କ ସହ ବ୍ଯତୀତ କରିଥିବା ସମୟ ଆପଣଙ୍କୁ ଆହୁରି ନିକଟତର କରାଇବ । ଘରର ସଫା ସୁତୁରା କରିବାରେ ବ୍ୟସ୍ତ ରେ ରହିବେ । ପରିବାର ସହ ମିଠା ଖାଇବାର ଆନନ୍ଦ ଉଠାନ୍ତି । ମାନସିକ ରୂପରେ ଆପଣ ନିଜକୁ ବହୁତ ମଜବୁତ ଅନୁଭବ କରିବେ ସେଥିପାଇଁ ବଡ ନିସ୍ପତି ନେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।