ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୬ ସେପ୍ଟେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି କାର୍ଯ୍ୟ ସ୍ଥଳରେ ଆପଣଙ୍କର ପ୍ରଶଂସା ହେବ । ଘରୋଇ ଦାୟିତ୍ଵ ରେ ଆପଣ ଫୁର୍ତ୍ତି ହେବେ ଆପଣ ଆପଣଙ୍କର ମହତ ବଢିବ । ମାନସିକ ସ୍ଥିତି ସନ୍ତୁଳନ କରିବା ପାଇଁ ଆପଣଙ୍କୁ ଧ୍ୟାନ କରିବାର ଜରୁରତ ଅଛି । ଏହି ରାଶିର ବିଦ୍ୟାର୍ଥୀ ଙ୍କ ପାଇଁ ଦିନ ଭଲ ରହିବ । ଭାଇ ଭଉଣି ଙ୍କ ସହ ସମ୍ପର୍କ ଭଲ ଅନୁଭବ କରିବେ । ଆର୍ଥିକ ଲାଭରେ କିଛି ଆର୍ଥିକ ମେହନତ କରିବାକୁ ପଡିବ । ଯାତ୍ରା ର ଯୋଗ ଲାଭକାରୀ ସିଦ୍ଧ ହେବ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ ।
ବୃଷ ରାଶି : କାର୍ଯ୍ୟ ପ୍ରତି ସଫଳତା ଓ ନୂଆ କାମ ର ଶୁଭାରମ୍ଭ ପାଇଁ ଦିନ ଭଲ ରହିବ । ଆଜି ଦିନରେ ଆପଣଙ୍କୁ ସୁଖଦ ଅନୁଭବ ହେବ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କର କାମର ପ୍ରଶଂସା ହେବ ଯାହା ପାଇନ ଆପଣ ଅଧିକ ବେହତର ଭାବେ କାମ କରିବା ପାଇଁ ପ୍ରେରଣା ପାଇବେ । ପୁରୁଣା ମିତ୍ର ଓ ସମ୍ପର୍କୀୟ ଙ୍କ ସହ ଭେଟ ହେବ । ସନ୍ତାନ ଙ୍କ ସଫଳ ହେବାରୁ ମନ ପ୍ରସନ୍ନ ରହିବ । ବ୍ୟାପାର ବିସ୍ତାର କରିବା ପାଇଁ କରଜ ନେବାର ଜରୁରତ ପଡିବ । ରାଜନୀତି ପାଇଁ ନୂଆ ଦାୟିତ୍ଵ ର ଆରମ୍ଭ କରିବେ ।
ମିଥୁନ ରାଶି : ଛାତ୍ର ନିଜର ଧ୍ୟାନ ଉଚିତ ପ୍ରୟାସ ପାଇଁ ଲଗାନ୍ତୁ । କୌଣସି ରଚନାତ୍ମକ କାର୍ଯ୍ୟ ରେ ଆପଣଙ୍କର ନାମ ହେବ । ପରିଜନ ଙ୍କ ଠାରୁ ଆପଣଙ୍କୁ ଭଲ ଉପଦେଶ ମିଳିବ । କୌଣସି କଥାକୁ ନେଇ ଚିନ୍ତା ରେ ରହିବେ । ଆପଣ ନିଜର ଦାୟିତ୍ଵ କୁ ଭଲ ଭାବେ ନିଭାନ୍ତୁ । ଯଦି ଆଜି ଆପଣଙ୍କୁ କୌଣସି ସାଥି ଙ୍କ ସହ ବିବାଦ ହୁଏ ତେବେ ଆପଣ ଚୁପ ରୁହନ୍ତୁ । କିଛି ମହତ୍ଵ ପୂର୍ଣ୍ଣ ନିସ୍ପତି ନେବା ପାଇଁ ବଡ ରାଏ ନେବେ । ନିଜର ଜିଦି ସ୍ଵଭାବ କାରଣରୁ ସମ୍ପର୍କ ବିଗିଡିପାରେ ।
କର୍କଟ ରାଶି : ଆଜି ଆପଣଙ୍କ ମଧ୍ୟରୁ କିଛି ଲୋକଙ୍କୁ ମନ ପସନ୍ଦର ଜାଗା ବୁଲିବାକୁ ଯିବାର ଅବସର ମିଳିବ । ଆପଣଙ୍କ ବାଣୀ ର ପ୍ରଭାବ ଆଜି ଦିନ ତମାମ ରହିବ । ଆପଣ ନିଜର କଥାକୁ ସଠିକ ଭାବେ ବ୍ୟକ୍ତ କରିବେ ଯାହା ପାଇଁ କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କୁ ଲାଭ ମିଳିବ । ଆପଣଙ୍କୁ ଉଚ୍ଚ ଅଧିକାରୀ ଙ୍କ ଠାରୁ ପରାମର୍ଶ ମିଳିପାରେ । ବନ୍ଧୁ ଙ୍କ ସହ ଭେଟ ହୋଇପାରେ ଯାହାର ଅପେକ୍ଷା ଆପଣ ଲମ୍ବା ସମୟ ରୁ କରିଥିଲେ । ଯାହା କାରଣରୁ ମନ ପ୍ରସନ୍ନ ରହିବ ।
ସିଂହ ରାଶି : ଘରରେ ଥିବା ସମସ୍ଯା ଆଜି ଦୂର ହେବ । ଚାକିରି ଓ ବିଜେନ୍ସ ରେ ଫାଇଦା ମିଳିବ । ଯଦି ଆପଣଙ୍କର କୌଣସି କାନୁନି ମାମଲା ଚାଲୁଅଛି ତେବେ ଆପଣଙ୍କୁ ସେଥିରେ ଜିତ ମିଳିବ । ଯଦି ଆପଣ ପୂର୍ବରୁ କେଉଁଠି ନିବେଶ କରିଛନ୍ତି ତେବେ ଆଜି ଆପଣଙ୍କୁ ଭରପୁର ଲାଭ ଉଠାଇବେ । ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ନିଜ ପାଇଁ ସମୟ ମିଳିବ । ଅନ୍ୟ ର କାମ ପାଇଁ ସମୟ ବାହାର କରିବେ । ସମାଜରେ କିଛି ଲୋକ ଆପଣଙ୍କର ପ୍ରତିଷ୍ଠା ରେ ବୃଦ୍ଧି କରିବା ପାଇଁ ସାହାଜ୍ଯ କରିବେ ।
କନ୍ୟା ରାଶି : ଆଜି ଆପଣଙ୍କର ମେହନତ ର ପରିଚୟ ମିଳିବ । ବହୁତ ଜଲ୍ଦି ପୁରସ୍କାର ମଧ୍ୟ ମିଳିବ । ନିଜର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । କୌଣସି କଥାକୁ ନେଇ ଆପଣ ବିଚଳିତ ହେବେ । ଜୋସରେ ଆପଣ ନୂଆ ନିବେଶ କରିବେ । ଆପଣଙ୍କ ମଧ୍ୟରୁ କିଛି ଲୋକ ବିଦେଶରେ ଯାଇ ରହିବାର ବିକଳ୍ପ ଚୟନ କରିବେ । ମାତା ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଅଫିସିୟାଲି କାମରେ ଆପଣ ଫୋକସ ବଢାଇବେ । ଆଜୀବିକାର ନୂଆ ସ୍ରୋତ ର ସନ୍ଧାନରେ ରହିବେ ।
ତୁଳା ରାଶି : ଯଦି ଆପଣ କାହାକୁ ଟଙ୍କା ଉଧାର ଦେଇଛନ୍ତି ତେବେ ସେହି ଟଙ୍କା ଆପଣଙ୍କୁ ଫେରି ମିଳିବ । ମାନସିକ ସ୍ଥିତି ଭଲ ରହିବ । ସମ୍ପର୍କୀୟ ଙ୍କ ସହ ସମ୍ପର୍କ ମହଦୂର ରହିବ । ଯାହା ପାଇଁ ଆପଣ ଖୁସି ହେବେ । ନିଜର ଊର୍ଜା କରନ୍ତୁ ଆପଣ ସବୁ କାମରେ ସଫଳ ହେବେ । ସାମାଜିକ ଓ ଧାର୍ମିକ ସମାରୋହ ପାଇଁ ଦିନ ବେହତର ରହିବ । ଗୁରୁ ଙ୍କ କୃପା ବା ତାଙ୍କର ସାନିଧ୍ୟ ପୋଷ୍ଟ ହେବ । ଯୁବ ପିଢୀ ଙ୍କୁ ଉଚ୍ଚ ଶିକ୍ଷା ପ୍ରାପ୍ତ ହେବ ।
ବିଛା ରାଶି : ଆଜି ଦିନର ଆରମ୍ଭ ବହୁତ ଭଲ ରହିବ । ପଇସା ସହ ଜଡିତ ସମସ୍ଯା ଦୂର ହେବ । ଘରେ ଉପୋଯୋଗ ହେବାକୁ ଥିବା ବସ୍ତୁ କ୍ରୟ କରିବେ । ନିଜର ବିଚାର ପଜେଟିଭ ରଖନ୍ତୁ । ବିଶ୍ଵସନୀୟ ବ୍ୟକ୍ତି ଙ୍କ ସହଯୋଗ ମିଳିବ । ନିଜର ଭାବନା କୁ ସମ୍ମାନ ଦିଅନ୍ତୁ । ଆର୍ଥିକ ପକ୍ଷ ମଜବୁତ ହେବା କାରଣରୁ କୌଣସି ବାଧା ଦୂର ହେବ । ଯେଉଁ କାମ ଆପଣ ଆରମ୍ଭ କରିଛନ୍ତି ତାହା ପୁରା ନିଶ୍ଚୟ କରନ୍ତୁ । ଚାକିରି ସନ୍ଧାନ କରୁଥବା ବ୍ୟକ୍ତି ଙ୍କୁ ଭଲ ଚାକିରି ମିଳିପାରେ ।
ଧନୁ ରାଶି : ବିଦ୍ୟାର୍ଥୀ ଗ୍ରହ ମାନଙ୍କର ଅନୁକୂଳତାର ଲାଭ ଉଠାନ୍ତୁ । ଭୌତିକ ସୁଖ ରେ ବୃଦ୍ଧି ହେବ । ଦାଂପତ୍ଯ ଜୀବନରେ ସୁଖ ଓ ଶାନ୍ତି ବଜାୟ ରହିବ । ଜୀବନ ସାଥିଙ୍କ ସହ ଅଧିକ ସମୟ ବ୍ଯତୀତ କରିବେ । ରୋମାଣ୍ଟିକ ଲାଇଗ ରେ ସ୍ଥିରତା ଆସିବ । ଆପଣଙ୍କ ମଧ୍ୟରେ ପ୍ରେମ ଓ ବିଶ୍ବାସ ବଢିବ । ନିଜର ପ୍ରତିଭା ବଳରେ ଅପାନ ବିଜେନ୍ସ ର ନୂଆ ଆରମ୍ଭ କରିବେ । ଅଫିସରେ ଆପଣଙ୍କର ମେହନତ ର ମହତ୍ଵ ମିଳିବ । ମାଲିକ ଆପଣଙ୍କ ଉପରେ ଖୁସି ହେବେ । ବ୍ୟାକିଙ୍ଗ ସହ ଜଡିତ ଲୋକଙ୍କୁ ଲାଭ ହେବ ।
ମକର ରାଶି : କାମ କାର୍ଯ୍ୟ ପାଇଁ ଆଜି ଯାତ୍ରା କରିବାକୁ ପଡିପାରେ । ନିଜର ଭାବନାକୁ କାବୁ ରେ ରଖନ୍ତୁ ନଚେତ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ଚାକିରି କରୁଥିବା ଜାତକ ଙ୍କ ପାଇଁ ଆଗକୁ ବଢିବାର ଓ ନିଜର ପ୍ରତିଭା ଦେଖାଇବାର ବେହତର ମୌକା ମିଳିବ । ବ୍ୟାପାରି ମାନଙ୍କ ଦିନ ସାମାନ୍ଯ ରହିବ । ଆର୍ଥିକ ସ୍ଥିତି ଆଜି ଦିନରେ ଭଲ ରହିବ । କୌଣସି ନିକଟତର ବନ୍ଧୁ ଙ୍କ ବିଚାର ଦ୍ଵାରା ଆପଣ ପ୍ରଭାବିତ ହେବେ । ଆଜି ଆପଣ ମାତା ପିତା ଙ୍କୁ କୌଣସି ସରପ୍ରାଇଜ ଦେବେ ।
କୁମ୍ଭ ରାଶି : ଆଜି ସାଥି ଆପଣଙ୍କ ଉପରେ ଖୁସି ହେବେ । ବ୍ୟକ୍ତିଗତ ଜୀବନରେ ଚିନ୍ତା ରେ ରହିବେ । ପରିଜନ ଙ୍କ ସହଯୋଗ ମିଳିବ । ସମ୍ପର୍କ ଆଗକୁ ବଢିବ । ସ୍ୱାସ୍ଥ୍ୟ କୁ ନେଇ ଧ୍ୟାନ ଦିଅନ୍ତୁ ଯାହା ଆପଣଙ୍କର ଜରୁରୀ ଅଟେ । ସ୍ୱାସ୍ଥ୍ୟ ପାଇଁ ଅବହେଳା କରନ୍ତୁ ନାହି । ଆପଣ ନିଜ କାମରେ ସଫଳତା ମିଳିବ । କୋର୍ଟ କଚେରୀ କାର୍ଯ୍ୟ ଅନୁକୂଳ ରହିବ । ପ୍ରେମ କ୍ଷେତ୍ର ଥିବା ଜାତକ ଙ୍କୁ ବହୁତ ବଡ ସଫଳତା ହାସଲ ହେବ । ଯାହା ପାଇଁ ମନ ପ୍ରସନ୍ନ ରହିବ ।
ମୀନ ରାଶି : ଆଜି ଆପଣଙ୍କୁ ଅପାର ଧନ ପ୍ରାପ୍ତ ହେବ । ଯାହା ପାଇଁ ଆପଣଙ୍କର ସବୁ କାମ ବହୁତ ତୀବ୍ର ଗତିରେ ହେବ । ଛୋଟ ଭୁଲ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ବେହତର ହେବ ବୁଝି ବିଚାରୀ କମ କରନ୍ତୁ । ସନ୍ତାନ ଙ୍କ ପ୍ରତି ଆଜି ଆପଣଙ୍କର ବିଶ୍ଵାସ ଅଧିକ ମଜବୁତ ହେବ । ଚାକିରି କରୁଥିବା ବ୍ଯକ୍ତିଙ୍କର ପଦୋନ୍ନତି ହେବ । କୌଣସି ଧାର୍ମିକ ଆୟୋଜନ ରେ ଭାଗ ନେବାର ଅବସର ମିଳିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।