ଆଜିର ରାଶିଫଳ, 26 ଅଗଷ୍ଟ 2022, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୬ ଅଗଷ୍ଟ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଦୂର ସ୍ଥାନରେ ରହୁଥିବା ସମ୍ପର୍କୀୟ ମାନଙ୍କ ସହ ସହ କଥାବାର୍ତ୍ତା ହୋଇପାରେ । ଅଫିସରେ ମହିଳା ସହଯୋଗୀ ମାନଙ୍କର ପୁରା ସହଯୋଗ ପାଇବେ । ଅନ୍ୟ ପକ୍ଷରେ ଯେଉଁ ମହିଳା ଚାକିରି କରୁଛନ୍ତି ସେମନଙ୍କୁ ମାନସିକ ଚାପରୁ ଦୂରେଇ ରହିବାକୁ ହେବ । ଛାତ୍ର ନିଜର ମେହନତ ଆଧାର ରେ ବହୁତ ଭଲ ପରିଣାମ ପ୍ରାପ୍ତ କରିବେ । ଯେଉଁ ପରିଯୋଜନା ଦୀର୍ଘ ଦିନରୁ ଅଟକି ରହିଥିଲା ସେଥିରେ ପ୍ରଗତି ଆସିବ । ଅଫିସ ରେ ସମ୍ମାନ ମିଳିବ ।

ବୃଷ ରାଶି : ପରିବାର ସହ ଯାତ୍ରା କରିବେ । ଚାକିରି କରିଥିବା ଲୋକଙ୍କୁ ନିଜ କାମରେ ଧ୍ୟାନ ଦେବାର ଜରୁରତ ଅଛି । ତେଣୁ କାର୍ଯ୍ୟ କୁ ସଠିକ ଢଙ୍ଗ ରେ ପୂରଣ କରନ୍ତୁ । ପ୍ରତେକ କାମରେ କାହା ଉପରେ ନିର୍ଭର କରିଲେ ଆପଣଙ୍କର କ୍ଷତି ହୋଇପାରେ । ଆଜି ଦିନରେ ଏମିତି କୌଣସି କାମ କରନ୍ତୁ ନାହି ଯାହା ଦ୍ଵାରା ଭବିଷ୍ୟ ରେ ସମସ୍ୟା ଆସିପାରେ । ଆଜି ଅନ୍ୟ ମାନଙ୍କର ସାହାଜ୍ଯ କରିଲେ ଆପଣ ସନ୍ତୁଷ୍ଟି ଅନୁଭବ କରିବେ । କଲେଜ ରେ ପଢୁଥିବା ବିଦ୍ୟାର୍ଥୀ ଙ୍କ ପାଇଁ ଦିନ ସାନଦାର ରହିବ ।

ମିଥୁନ ରାଶି : ଆଜି ଆପଣଙ୍କ ମନ ପ୍ରାୟତ ପ୍ରସନ୍ନ ରହିବ । ଯୁବ ବର୍ଗ ବା କଳା ଜଗତରେ ମାନ ସମାନ ବଢିବ । ଯଦି ଆପଣ ଲେଖନ କଳା ସହ ଜଡିତ ଅଛନ୍ତି ତେବେ ଗ୍ରହ ମାନଙ୍କର ସହଯୋଗ ମିଳିପାରେ । ସ୍ୱାସ୍ଥ୍ୟ ଦ୍ରୁଷ୍ଟି ରୁ ଆପଣ ଚିନ୍ତା ମୁକ୍ତ ରହିବେ । ବାହନ ଚଲାଇବା ସମୟରେ ଅବହେଳା କରନ୍ତୁ ନାହି । କ୍ରୋଧ ଉପରେ ସଂଯମ ରଖିବାର ଆବଶ୍ୟକତା ଅଛି । ନୂଆ ମିତ୍ର ବା ଜନ ସମ୍ପର୍କ ରେ ବୃଦ୍ଧି ହେବ । ବ୍ୟକ୍ତିଗତ ରୂପରେ ନିଜ ଦାୟିତ୍ଵ ଉପରେ ଧ୍ୟାନ ଦିଅନ୍ତୁ । କାମ କାର୍ଯ୍ୟ ରେ ସ୍ଥିତି ଅନୁକୂଳ ରହିବ ।

କର୍କଟ ରାଶି : ଆଜି ଆପଣଙ୍କ ପାଇଁ କିଣାକିଣି ଫାଇଦା ଆଣିପାରେ । ପଇସା ସମ୍ଭଧିତ ଲାଭ ହେବାର ସମ୍ଭାବନା ରହିଛି । କାର୍ଯ୍ୟ ସ୍ଥଳରେ କୌଣସି ଅଧିକାରୀଙ୍କ ସହ ସମ୍ପର୍କ ମଜବୁତ ହେବ । ବିବାହ ପାଇଁ ପ୍ରୟାସ କରୁଥିଲେ ସଫଳ ହେବେ । ପ୍ରତିଷ୍ଠା ରେ ବୃଦ୍ଧି ହେବ । ଛାତ୍ର ଙ୍କ ପାଇଁ ଦିନ ଭଲ ରହିବ । ନିଜର ଯୋଜନା ଦ୍ଵାରା ଆପଣ ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ । ଆପଣଙ୍କ ଦାଂପତ୍ଯ ଜୀବନ ମଧୁମୟ ରହିବ ।

ସିଂହ ରାଶି : ଘରୋଇ ସୁଖ ସୁବିଧା ପାଇଁ ଆବଶ୍ୟକ ଜିନିଷ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହି । ପରିଜନ ଙ୍କ ଠାରୁ ଶୁଭ ସମାଚାର ମିଳିବ । ଆତ୍ମସମ୍ମାନ ବଢିବ । ଶତ୍ରୁ ପରାସ୍ତ ହେବେ । ସତର୍କ ରୁହନ୍ତୁ କାରଣ ବିରୋଧୀ ମାନେ ଆପଣଙ୍କ ବିପକ୍ଷ ରେ ଷଡଯନ୍ତ୍ର କରି ପାରନ୍ତି । ବିବାଦରୁ ବଞ୍ଚିତ ରୁହନ୍ତୁ । ପିଲାଙ୍କର ବିବାହକୁ ନେଇ ଚିନ୍ତା ରେ ରହିବେ । ନୂଆ କାମ ବା କାରିବାର ଆରମ୍ଭ କରିବା ପାଇଁ ଦିନ ଭଲ ରହିବ । ଭାଗ୍ଯର ସହଯୋଗ ମିଳିବ । ଚାକିରି ଆସୁଥିବା ସମସ୍ଯା ଦୂର ହେବ । ଅଧିକ ଚିନ୍ତା କରନ୍ତୁ ନାହି ।

କନ୍ୟା ରାଶି : ଚାକିରି କରୁଥିବା ଲୋକଙ୍କୁ ଖାସ ପରାମର୍ଶ ଦିଆ ଯାଉଛି କି ମାଲିକ ଙ୍କ ସହ ବିବାଦ କରନ୍ତୁ ନାହି । ନିଜର ପ୍ରତେକ ଜରୁରୀ ବା ମହତ୍ଵ ପୂର୍ଣ୍ଣ କାଗଜପତ୍ର ଦାୟିତ୍ଵ ରେ ରଖନ୍ତୁ । ଦ୍ଵିପହର ପରେ ବ୍ୟାପାର ରେ ଅଚାନକ ବୃଦ୍ଧି ହେବ କାରଣରୁ ମେହନତ ଅଧିକ କରିବାକୁ ପଡିବ । ପଇସା ଲେନଦେନ ଉପରେ ନଜର ରଖନ୍ତୁ ନଚେତ ଆପଣଙ୍କର କ୍ଷତି ହେବାର ସମ୍ଭାବନା ରହିଛି । ଅନ୍ୟ ର କମି ଖୋଜିବାରେ ସମୟ ନଷ୍ଟ କରନ୍ତୁ ନାହି । ପ୍ରେମ ଜୀବନରେ ସଫଲାତ ହାସଲ କରିବେ ।

ତୁଳା ରାଶି : ଆଜି ଆପଣଙ୍କର ବ୍ୟାପାର ରେ ବିସ୍ତାର ହେବ । ଆର୍ଥିକ ସ୍ଥିତି ମଜବୁତ ହେବ କାରଣରୁ ଆପଣଙ୍କର ପ୍ରୟାସ ସଫଳ ହେବ । କାର୍ଯ୍ୟ କ୍ଷେତ୍ର ରେ ଅଧିନସ୍ଥ ସହଯୋଗୀ ମାନଙ୍କ ପ୍ରତି ଆପଣଙ୍କର ବ୍ୟବହାର ଉଦାରତା ପୂର୍ଣ୍ଣ ରହିବ । ଆପଣଙ୍କର ଦରକାର ଠାରୁ ଅଧିକ ଭାବୁକ ହେବା କାରଣରୁ ଆପଣ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବାରେ ସଫଳ ହେବେ । ଆପଣ କୌଣସି ମହିଳା ଙ୍କ ପ୍ରତି ଆକର୍ଷିତ ହେବେ । କାନୁନି ମାମଲା ଠାରୁ ନିଜକୁ ଦୂରେଇ ରଖନ୍ତୁ ।

ବିଛା ରାଶି : ନୂଆ ଚାକିରି ସନ୍ଧାନ ରେ ଥିବା ଲୋକଙ୍କୁ ନିଜର ଚେଷ୍ଟା ଜାରି ରଖିବା ଦରକାର । ନିଜର ମିତ୍ର ଓ ପ୍ରିୟଜନ ମାନଙ୍କ ସହ ଅଧିକ ସମ୍ପା ବ୍ଯତୀତ କରିବାର ଅବସର ପାଇବେ । ବ୍ୟାପାର ରେ ନିଜର କାମ ଛାଡି ଅନ୍ୟ ମାନଙ୍କ ସହ ନିଜର ଅଯଥା ସମୟ ରେ ସାମିଲ ହୋଇ ନିଜର ମୂଲ୍ଯବାନ ସମୟ ନଷ୍ଟ କରନ୍ତୁ ନାହି । ବେହତର ଜୀବନ ରେ ନିଜର ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ମାମଲାରେ ସୁଧାର ଆଣିବା ପାଇଁ ପ୍ରୟାସ କରନ୍ତୁ । ଭାଇ ଭଉଣୀ ଙ୍କ ସହ କୌଣସି କଥାକୁ ନେଇ ଆଲୋଚନା କରିବେ ।

ଧନୁ ରାଶି : ସନ୍ତାନଙ୍କର ଦାୟିତ୍ଵ ପୂରଣ କରିବେ । ଆଗାମୀ ସମୟ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ଯେଉଁ ମାନେ କାର୍ଜ୍ୟାଳୟ ରେ ଅଛନ୍ତି ସେମାନେ ନିଜର ସହକର୍ମୀ ମାନଙ୍କ ସହ ଉଦାରତା ବ୍ୟବହାର ରଖିବେ । ଆଜି ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ । ବ୍ୟାପାରୀ ମାନଙ୍କୁ ବ୍ୟାପାର କ୍ଷେତ୍ର ରେ ବହୁତ ବଡ ଲାଭ ପ୍ରାପ୍ତ ହେବାର ସମ୍ଭାବନା ରହିଛି । ଘରେ କୌଣସି ଖାସ କଥା କୁ ନେଇ ଆଲୋଚନା ବିଶେଷ ଭ୍ବାରେ ହୋଇପାରେ । ସାମାଜିକ ପ୍ରତିଷ୍ଠା ରେ ବୃଦ୍ଧି ହେବ । ନୂଆ ମିତ୍ର ସ୍ଥାପନ କରିବେ ।

ମକର ରାଶି : ଗପସପ ବା ବିବାଦ ରୁ ଦୂରେଇ ରୁହନ୍ତୁ । ପିଲା ମାନଙ୍କର ଉପଲବ୍ଧି ପାଇଁ ମାତା ପିତା ଗର୍ବ ଅନୁଭବ କରିବେ । ନିଜର ପିଲା ଓ ଜୀବନ ସାଥି ଙ୍କ ସହ ଉପହାର କିଣିଲେ ବହୁତ ଭଲ ହେବ । ନିର୍ମାଣ ମାମଲା ରେ ଆପଣଙ୍କର ଅଧିକ ସମୟ ଚର୍ଚ୍ଚା ରେ ବିତିବ । କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଅଚାନକ ଧନ ଲାଭ ହୋଇପାରେ । ଆପଣଙ୍କ କଥା ପାଇଁ କେହି ରାଗି ପାରନ୍ତି । ନୂଆ ସମ୍ପର୍କ ସାଥାପନ କରିବାକୁ ଚେଷ୍ଟା କରନ୍ତୁ । ପାରିବାରିକ ମହୋଲ ବହୁତ ଭଲ ରହିବ । ଜୀବନରେ ନୂଆ ଯୋଜନା ପ୍ରସ୍ତୁତ କରିବେ । ବ୍ୟାପାରରେ ଦୁଇ ଗୁଣା ଲାଭ ମିଳିବ ।

କୁମ୍ଭ ରାଶି : ଆପଣ ନିଜର ପୁରୁଣା କରଜ ସୁଝିବାରେ ସଫଳତା ହାସଲ କରିବେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ବିଜନେସ ରେ କିଛି ନୂଆ କରିବା ପାଇଁ ସ୍ଥିର କରିବେ । ଭାଇ ମାନଙ୍କର ସହଯୋଗ ମିଳିବ । ସନ୍ତାନ ମାନଙ୍କର ଭବିଷ୍ୟ କୁ ନେଇ ଚିନ୍ତା ରେ ରହିବେ । କୌଣସି କଥାକୁ ନେଇ ମନ ଅଶାନ୍ତ ରହିବ । ପରିବାର ଠାରୁ ଆପଣଙ୍କୁ ଆସର୍ଥିକ ସହାୟତା ମିଳିବ । ତାଙ୍କ ପଇସାକୁ ନେଇ କୌଣସି ନିସ୍ପତି ନିଅନ୍ତୁ ନାହି । କୌଣସି ପରିବର୍ତ୍ତନ ଆପଣଙ୍କୁ ବହୁତ ଭଲ ଲାଗିପାରେ ।

ମୀନ ରାଶି : ସହଯୋଗୀ ମାନଙ୍କର ସହଯୋଗ ମିଳିବ । ନିଜର ଯୋଜନାକୁ ଗତି ରେ ରଖନ୍ତୁ ଏବଂ ପଛକୁ ଆଉ ଫେରନ୍ତୁ ନାହି । ଚାକିରି କରୁଥିବା ଲୋକଙ୍କ ପାଇଁ ଆଜି ଦିନ ଭଲ ରହିବ । କୌଣସି ସାମାଜିକ କାର୍ଯ୍ୟକ୍ରମ ରେ ଯିବାର ମୌକା ମିଳିବ । ବିଜେନ୍ସ ରେ କୌଣସି ନିସ୍ପତି ନିଅନ୍ତୁ ନାହି । ସମ୍ପର୍କୀୟ ମାନଙ୍କ ସହ ସମ୍ପର୍କ ଭଲ ରହିବ । ଖର୍ଚ୍ଚ ଅଧିକ ହୋଇପାରେ । କୌଣସି ନୂଆ କାମ ଆପଣଙ୍କ ହାତକୁ ଆସିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।