ଆଜିର ରାଶିଫଳ, 25 ଡିସେମ୍ବର 2020, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୫ ଡିସେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣ ବହୁତ ମଉଜ ମସ୍ତି କରିବାରେ ସୁଯୋଗ ପାଇବେ । ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ପାଇବେ । ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ହୋଇପାରେ । ଶାରୀରିକ ଓ ମାନସିକ ଭାବେ ଆପଣ ଖୁସି ରହିବେ । ଆଜି ଆପଣ କଠିନ ପରଶ୍ରମ କରି କମ ସଫଳତା ପାଇବେ । ସବୁ କାର୍ଯ୍ୟ କୁ ଭଲ ଭାବରେ ବୁଝି ବିଚାରୀ କରନ୍ତୁ ନଚେତ ଅସୁବିଧାରେ ପଡି ପାରନ୍ତି । ଆଳସ୍ୟ ଅନୁଭବ କରି ପାରନ୍ତି । ଭୂମି ସହ ଜଡିତ କୌଣସି କାର୍ଯ୍ୟ ରେ ସଫଳତା ପାଇବେ । ଅଫିସରେ କାମର ବୋଝ ରହି ପାରେ । ଆଜି ଆପଣ ଙ୍କ ଦାୟିତ୍ଵ ବଢି ପାରେ ।

ବୃଷ

ଆଜି ଛାତ୍ର ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । କଳାତ୍ମକ ଓ ରଚନାତ୍ମକ କ୍ଷେତ୍ରରେ ସଫଳତା ମିଳିବ । ଭାଇ ବନ୍ଧୁଙ୍କ ସହ ଭଲ ସମ୍ପର୍କ ରହିବ । ସାମାଜିକ କ୍ଷେତ୍ର ରେ ମାନ ସମ୍ମାନ ମିଳିବ । ଭାଇ ବନ୍ଧୁଙ୍କ ସହିତ ଶାବନ୍ଧ ଭଲ ରହିବ । ସନ୍ତାନଙ୍କଠାରୁ ସୁଖ ସମାଚାର ମିଳିପାରେ । ମା ବାପାଙ୍କ ଠାରୁ ସହଯୋଗ ମିଳିପାରେ । କଠିନ ପରିଶ୍ରମ କରିବା ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ । ଯାହା ଦ୍ଵାରା ମନରେ ଉଶ୍ଚାହ ବଢିପାରେ । ଶାରୀରିକ ରୂପରେ ଆଳଷ୍ୟ, ଥକ୍କା, ଅଶକ୍ତି ରହିବ ଦ୍ଵାରା ଅସୁସ୍ଥତା ଅନୁଭବ କରିବେ । ମାନସିକ ରୂପରେ ଆପଣ ଚିନ୍ତା ରହିପାରନ୍ତି ।

ମିଥୁନ

ଆଜି ଆପଣ ଯେତେ ପ୍ରୟାସ କରିବେ ସେତେ ସଫଳତା ପାଇବେ । ଚାକିରି ଓ ବ୍ୟବସାୟ ସ୍ଥଳ ରେ ସଫଳତା ମିଳିବ । ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ସଫଳତା ମିଳିବ । ଶିକ୍ଷା କ୍ଷେତ୍ରରେ କୃତ କାର୍ଯ୍ୟ ମିଳିବ । ଆୟରେ ବୃଦ୍ଧି ହେବ । ଅବିବାହିତ ମାନଙ୍କୁ ବିବାହ ପାଇଁ ପ୍ରସ୍ତାବ ଆସିବ ଓ ବିବାହ ମଧ୍ୟ ହୋଇପାରେ । କୌଣସି ମିତ୍ର ମାନଙ୍କ ସହ ଦେଖା ହୋଇପାରେ । ପରିବାର ରେ ସବୁ ସଦସ୍ୟଙ୍କ ସହ ଭଲ ସମ୍ପର୍କ ରହିବ । ଜୀବନ ସାଥିଙ୍କ କୌଣସି ଉପହାର ଦେଇ ପାରନ୍ତି । ବ୍ୟବସାୟରେ ପାର୍ଟନର ଙ୍କ ସହ ମିଶି କୌଣସି ନୂଆ ବ୍ୟବସାୟ କୁ ନୂଆ ଋପ ରେଖା ଦେଇ ପାରନ୍ତି ।

କର୍କଟ

ଆଜି ଆପଣଙ୍କୁ କୌଣସି କାରବାର ରେ ଲାଭ ମିଳିବ । ଆଜି ବିଗିଡି ଯାଇଥିବା ସମ୍ପର୍କରେ ସୁଧାର ଆସିବ । ପିତାଙ୍କ ସହ ଭଲ ସମ୍ପର୍କ ରହିବା କାରଣରୁ ଆର୍ଥିକ ଆର୍ଥିକ ସହଯୋଗ ମିଳିବ । ମିତ୍ର ମାନଙ୍କ ସହ ବୁଲିବାକୁ ଯାଇ ପାରନ୍ତି । ବସ୍ତ୍ର, ଭୋଜନ, ବାହନ ଆଦିର ଭଲ ଶୁଖ ମିଳିବ । ଆଜି ଆପଣ କୌଣସି ମନୋରଞ୍ଜନ କାର୍ଯ୍ୟ କ୍ରମ ରେ ଯୋଗ ଦେଇ ପାରନ୍ତି । ବ୍ୟବସାୟ ରେ ଭଲ ଲାଭ ମିଳିବ । କୋଟ କଚେରୀ ମାମଲାରେ ଚାଲୁ ଥିବା କୌଣସି ପୁରୁଣା ମାମଲାରେ ଆପଣଙ୍କ ସପକ୍ଷରେ ରାୟ ମିଳିବ । ସନ୍ତାନ ପକ୍ଷ ରୁ ସାମାନ୍ୟ ସମସ୍ଯା ଆସି ପାରେ । ଧର୍ଯ୍ୟ ସହ କାର୍ଯ୍ୟ କରନ୍ତୁ ସବୁ କାର୍ଯ୍ୟ ରେ ସଫଳତା ମିଳିବ ।

ସିଂହ

ଆଜି ଆପଣ କୌଣସି ଖାସ କାର୍ଯ୍ୟରେ ଭଲ ଉପଲବ୍ଧି ହାସଲ କରିବେ । ଆପଣଙ୍କ ମିତ୍ର ମାନେ ଆପଣମାନଙ୍କ ଠାରୁ ପରାମର୍ଶ ନେବେ । ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ହେବ । ମିତ୍ରମାନଙ୍କ ସହ କୌଣସି ପିକନିକକୁ ଯାଇ ପାରନ୍ତି । ଆଜି ଆପଣ କୌଣସି ବାହନ, ଭୂମି ଆଦି କିଣିବାରେ ସଫଳ ହେବେ । ଆପଣଙ୍କ ଧାର୍ଯ୍ୟ କୌଣସି କାମରେ ବିଳମ୍ବ ହୋଇପାରେ । ଆୟ ବୃଦ୍ଧି ସହ ଖର୍ଚରେ ମଧ୍ୟ ବୃଦ୍ଧି ହୋଇପାରେ । ପରିବାର ରେ କୌଣସି ମାଙ୍ଗଳିକ କାର୍ଯ୍ୟ କ୍ରମ ହୋଇପାରେ । ପିତା ମାତା ଅନକେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ।

କନ୍ୟା

ଆଜି ଆପଣଙ୍କ ଭାଗ୍ୟ ଶାଥ ଦେବାରୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ନିଜ ଆତ୍ମବିଶ୍ଵାସ ବଳରେ ବଡ ବଡ କାମ କୁ ସହଜରେ କରି ପାରିବେ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଧନ ଲାଭ ର ଯୋଗ ଅଛି । ନୂଆ କାର୍ଯ୍ୟ ଆରମ୍ଭ କରି ପାରିବେ ଓ ଏଥିରେ ସଫଳତା ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଆୟର ନୂଆ ମାର୍ଗ ମିଳିବ । ଆପଣଙ୍କ ଆର୍ଥିକ କ୍ଷେତ୍ରରେ ସଫଳତ ମିଳିବ । କୌଣସି ମିତ୍ରଙ୍କ ସହ ବୁଲିବାକୁ ଯାଇ ପାରନ୍ତି । କାରବାରରେ ଓ ଚାକିରିରେ ଉନ୍ନତି ହେବ । ପରିସ୍ଥିତି ଅନୁସାରେ ନିଜକୁ ପ୍ରସ୍ତୁତ କରନ୍ତୁ । କୌଣସି ଝଗଡାରେ ପଡନ୍ତୁ ନାହି ନଚେତ ନିଜର କ୍ଷତି ହୋଇପାରେ ।

ତୁଳା

ଆଜି ଆପଣ କୌଣସି ଜରୁରୀ କାଯ୍ୟକୁ ପୂରଣ କରିବାରେ ସଫଳ ହେବେ । ଆଜି ଆପଣ କୌଣସି ବଡ କାମ କରନ୍ତୁ ନାହିଁ । ଆଜି ମିତ୍ରମାନଙ୍କ ସହ ଦେଖା ହୋଇପାରେ । ଧାର୍ମିକ କାର୍ଯ୍ୟରେ ଧନ ଖର୍ଚ କରିପାରନ୍ତି । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିବ । ମାତା ପିତା ଅନକେ ସ୍ଵାସ୍ଥ୍ୟରେ ସୁଧାର ଆସିବ । ନିଯ ବକ୍ତବ୍ୟ ଦ୍ଵାରା ଅନ୍ୟକୁ ପ୍ରଭାବିତ କରିବେ । ସବୁ କାର୍ଯ୍ୟରେ ମିତ୍ରା ମାନଙ୍କ ସହଯୋଗ ମିଳିବ । ଆକସ୍ମିକ ଭାବେ କେଉଁ ଠାରୁ ଧାନ ମିଳିପାରେ । ବ୍ୟବସାୟରେ ଭଲ ଲାଭ ମିଳିବ । ଶତ୍ରୁ ମାନଙ୍କୁ ସାବଧାନ ରୁହନ୍ତି । ଆୟ ଓ ଖର୍ଚରେ ବୃଦ୍ଧି ହୋଇପାରେ ।

ବିଚ୍ଛା

ଆଜି ଆପଣ ଅନ୍ୟର ଉତ୍ସାହ ଦେଖି ଖୁସି ହେବେ । ଛାତ୍ର ମାନଙ୍କୁ କୌଣସି ନୂଆ କ୍ଷେତ୍ରରେ ଆଡମିସନ ମିଳିବ । ଆଜି ଆପଣଙ୍କୁ ସରକାରୀ କାର୍ଯ୍ୟ ରେ ସଫଳତା ମିଳିବ । କାର୍ଯ୍ୟ କ୍ଷେତ୍ର ରେ ସଫଳତ ମିଳିବ । ଚାକିରି କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିବ । ପରିବାରରେ ସବୁ ସଦସ୍ୟଙ୍କ ସହ ସହଯୋଗ ରହିବ । ଯାହା ଫଳରେ କି ପରିବାର ରେ ଖୁସିର ପରିବେଶ ରହିବ । ବ୍ୟବସାୟରେ ଉନ୍ନତି ହେବ । କୌଣସି ନୂଆ ଯୋଜନାରେ ଧନ ନିବେଶ କରିବା ଦ୍ଵାରା ଭଲ ଲାଭ ମିଳିବ । ବାହାରର କୌଣସି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । କୌଣସି ରୋଗ ପାଇଁ ଖରଚାନ୍ତ ହୋଇପାରନ୍ତି । କ୍ରୋଧ କରନ୍ତୁ ନାହିଁ ।

ଧନୁ

ଆପଣଙ୍କୁ ଆଜି ଆକସ୍ମିକ ଧାନ ମିଳପରେ । ଆୟର ନୂଆ ପନ୍ଥା ମିଲିୟବ । ଅଫିସ କାର୍ଯ୍ୟରେ ଶୀଘ୍ରତା ଆସିବ । ଚାକିରି କରୁଥିବା ବ୍ୟକ୍ତିଙ୍କୁ ଅଫିସରେ ସହଯୋଗୀଙ୍କ ସାହାଜ୍ଯ ମିଳିବ । ପରିବାରରେ ସବୁ ସଦସ୍ୟଙ୍କ ସହ ହସ ଖୁସିରେ ସମୟ ବିତିବ । ବିଦେଶ ଯାତ୍ରା କରିପାରନ୍ତି । ବ୍ୟବସାୟରେ ପାର୍ଟନରଙ୍କ ଭଲ ସମ୍ବନ୍ଧ ରହିବା ଫଳରେ ବ୍ୟବସାୟରେ ଭଲ ଲାଭ ମିଳିବ । ନେଇଥିବା କୌଣସି ରୁଣ ପରିଶୋଧ କରିବାରେ ସଫଳତା ପାଇବେ । ଦାମ୍ପତ୍ୟ ଜୀବନରେ ଖୁସି ଭରିଯିବ । ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ । ଧାର୍ମିକ କାର୍ଯ୍ୟ ରେ ମନ ଲାଗିବ ।

ମକର

ଆଜି ଆପଣଙ୍କ ଜୀବନ ସାଥିଙ୍କଠାରୁ ଏମିତି କିଛି ଜିନିଷ ମିଳିପାରେ ଯାହାକୁ ଆପଣ ବହୁତ ଦିନ ଧରି ଅପେକ୍ଷା କରିକ ରହିଥିଲେ । ଆଜି ଆପଣଙ୍କୁ ମାନ ସନ୍ନମାନ ମିଳିପାରେ । ଘରେ କୌଣସି ଅତିଥିଙ୍କର ଆଗମନ ହୋଇପାରେ । ଉତ୍ତମ ଭୋଜନ, ଭୂଷଣ ବାହାନ ଆଦି ପ୍ରାପ୍ତ ହୋଇ ପାରେ । ବ୍ୟବସାୟରେ ଭଲ ଲାଭ ମିଲିୟବ । ଲାଭ ମିଳିବ । ସନ୍ତାନ ଶୁଖ ମିଳିବ । କାର୍ଯ୍ୟରେ ଯସ ମିଳିବ । କ୍ଯାରିୟରକୁ ନେଇ ଥିବା ଚିନ୍ତା ଦୂର ହୋଇଯିବ । ଆପଣ ଏହିନ ସମଯରେ କୌଣସି ଧନ ସମ୍ବନ୍ଧୀୟ ଦେବା ନେବା କରନ୍ତୁ ନାହିଁ । ଅଯଥା କାହା ସହିତ କାହା ସହିତ ଝଗଡା କରନ୍ତୁ ନହିଁ । ପରିବାର ରେ କୌଣସି ସମସ୍ୟା ଆସିପାରେ । ଆୟ ଅପେକ୍ଷା ଅଧିକ ଖରଚ ହୋଇପାରେ । କିନ୍ତୁ ଆଯର ସ୍ରୋତ ମିଳିପାରେ ।

କୁମ୍ଭ

ଆପଣ ଭାବିଥିବା କୌଣସି କାର୍ଯ୍ୟ ଅତି ସହଜରେ ହୋଇପାରେ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ । ଛତ୍ରମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ଯୋଜନାରେ ସଫଳତା ପାଇବେ । ପ୍ରିୟ ବ୍ୟକ୍ତିଙ୍କ ସହ ଦେଖା ହୋଇପାରେ । କୌଣସି ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ସଫଳତା ମିଳିବ । ଧାର୍ମିକ କାର୍ଯ୍ୟ ପ୍ରତି ମନ ଲାଗିବ । କୌଣସି ଭୂମି ବା ବହନ କିଣିବାର ସୁଯୋଗ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ମାଛ ମାନଙ୍କୁ ଅତର ଗୋଳି କରି ଖାଇବାକୁ ଦିଅନ୍ତୁ ।

ମୀନ

ଅଫିସ କାମରେ ଆପଣଙ୍କୁ ପ୍ରଶଂସା ମିଳିବ । ନିଜ ପରିଶ୍ରମର ଫଳ ମିଳିବ । ପାରିବାରିକ କାର୍ଯ୍ୟରେ ସଫଳତା ମିଳିବ । ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ । ଚାକିରି କ୍ଷେତ୍ରରେ ଉପରିସ୍ଥ ଅନକେ ସହଯୋଗ ମିଳିବ । ନିଜ ବାଣୀ ଉପରେ ନିୟନ୍ତ୍ରଣ କରନ୍ତୁ । ଆପଣ ଅଧିକ ଲୋକଙ୍କ ସହ ସମ୍ପର୍କ ରେ ରହିଲେ ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ । ସଞ୍ଚୟରେ ବୃଦ୍ଧି ହେବ । କୌଣସି ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ଆଜି ଆପଣଙ୍କ ଆତ୍ମ ବିଶ୍ବାସରେ ସାମାନ୍ୟ ହ୍ରାସ ହୋଇପାରେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।