ଆଜିର ରାଶିଫଳ, 24 ମେ 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୪ ମେ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ବୈବାହିକ ଜୀବନରେ ଖୁସି ଆସିବ । ବିଦ୍ୟାର୍ଥୀ ବର୍ଗ ଙ୍କୁ ପରୀକ୍ଷା ଆଦିରେ ଅନୁକୂଳ ପରିଣାମ ମିଳିବ । ଉପହାର ବା ସମାନ ବୃଦ୍ଧି ହୋଇପାରେ । ଆପଣଙ୍କୁ କାମ କାର୍ଯ୍ୟ ରେ ବଡ ଧକ୍କା ଲାଗିପାରେ କାରଣ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଏହି କାରଣରୁ ଆପଣଙ୍କୁ କୌଣସି ଜରୁରୀ କାମ ଅଧା ରୁ ବନ୍ଦ କରିବାକୁ ପଡିପାରେ । ଏହି ସ୍ଥିତି ରେ ଆପଣଙ୍କୁ ସାଧନ ରହିବାକୁ ହହେବ । କିଛି ମହଙ୍ଗା ବସ୍ତୁର କ୍ରୟ କରିବେ ।

ବୃଷ ରାଶି : କାର୍ଯ୍ୟ କ୍ଷେତ୍ର ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ କୁ ନେଇ ପେଟ ସମସ୍ଯା ହୋଇପାରେ । ପରିବାର ରେ ଅଧିକ କାମ ଭାର ପଡିପାରେ । ବୈବାହିକ ଜୀବନ ସୁଖମୟ ରହିବ । ବିଦ୍ୟାର୍ଥୀ ବର୍ଗ ପାଠ ପଢା ରେ ସଫଳ ହେବେ । କାରୋବାର ରେ ପ୍ରଗତି ପାଇଁ କିଛି ବେହତର ଯୋଜନା କରିବେ । ଆପଣ ଅନୁଭବି ଲୋକଙ୍କ ଠାରୁ ପାରମର୍ଶ ନେବେ । ଅଚାନକ ଧନ ଲାଭ ହେବ ।

ମିଥୁନ ରାଶି : ଆଜି ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ଆପଣଙ୍କ ଯାହା ବି କାମ ଅଟକି ରହିଛି ତାହା ପୁରା ହେବ । ଆପଣଙ୍କୁ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ହେବ । ଆଜି ଆପଣଙ୍କ ପରିବାର ର ସଦସ୍ୟ ମାନଙ୍କ ମଧ୍ୟରେ ବିବାଦ ହୋଇପାରେ । ତେଣୁ ନିଜର ବାଣୀ ଉପରେ ସଂଯମ ରଖନ୍ତୁ । ଆପଣ ଯେତେ ଅନ୍ୟ ମାନଙ୍କର ଭଲ କରିବେ ସେତେ ଆପଣଙ୍କ ଜୀବନରେ ପ୍ରଗତି ହେବ । ଆପଣ ଜୀବନରେ ବଡ ସଫଳତା ଲାଭ କରିବେ । ମହିଳା ମାନେ ନୂଆ ମିତ୍ରା ସ୍ଥାପନ କରିବେ ।

କର୍କଟ ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ଉତ୍ତମ ରୂପରେ ଫଳଦାୟକ ହେବ । ଆପଣଙ୍କ ଜୀବନରେ ସବୁ ପ୍ରକାରର ବିନାଶକାରୀ ଶକ୍ତି ର ଅନ୍ତ ଘଟିବ । ଆଜି ଆପଣଙ୍କୁ କାର୍ଯ୍ୟ କ୍ଷେତ୍ର ରେ ବ ଚାକିରି ରେ କିଛି ଅଧିକାର ଦିଆଯିବ ଯାହା ଆପଣ ଭଲ ଭାବେ ନିଭାଇବେ । ଯେଉଁଥିରେ ଖୁସି ହୋଇ ଅଧିକାରୀ ଆପଣଙ୍କର ପଦ ଉନ୍ନତି କରିବେ । ଶତ୍ରୁ ମାନେ ପଣଙ୍କ ଉପରେ ନଜର ରଖିବେ । ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ ରାଶି : ଅନ୍ୟ ମାନେ ଆପଣଙ୍କର ପ୍ରତି ଆକର୍ଷିତ ହେବେ । ଆଜି ଆପଣ ପୁରା ଉଶ୍ଚାହର ସହ ଯେଉଁ କାମ କରିବେ ନିଶ୍ଚିନ୍ତ ରୂପରେ ସଫଳ ହେବ । ଲମ୍ବା ସମୟରୁ ଅଟକି ରହିଥିବା ଟଙ୍କା ଫେରି ପାଇବେ । ବିଜେନ୍ସ ମାମଲା ରେ କୌଣସି ଦିଲ କରିବା ପୂର୍ବ ରୁ ଯାଞ୍ଚ କରନ୍ତୁ । ଘର ପରିବାର ରେ ସଦସ୍ୟ ମାନଙ୍କ ସହ କୌଣସି ଜାଗାକୁ ବୁଲିବା ପାଇଁ ଯୋଜନା ଅକରିବେ । ଆର୍ଥିକ ସ୍ଥିତି ରେ କୌଣସି ବଡ ସୁଧାର ହେବାର ଆପଣ ଦେଖିବାକୁ ପାଇବେ । ଅଚାନକ ଧନ ଲାଭ ହେବ ।

କନ୍ୟା ରାଶି : ମାନସିକ ରୂପରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଅନେକ ଦିନରୁ ଲାଗି ରହିଥିବା କାନୁନି ବିବାଦ ଓ କଳହ ଶେଷ ହେବ । ଅନୁଭବି ଓ ଭଲ ବିଚାର ଦେଉଥିବା ଲୋକଙ୍କ ସହ ଭେଟ ହେବ । ଏହା ଦ୍ଵାରା ଆପଣ ଖୁସି ଅନୁଭବ କରିବେ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ପରିବାର ଲୋକେ ଆପଣଙ୍କ ଉପରେ ଗର୍ବ କରିବେ । ଦ୍ଵିପହର ପରେ ସବୁ କାମ ପୁରା ହେବାର ନଜର ଆସିବ ।

ତୁଳା ରାଶି : ଆଜି ସମ୍ପର୍କୀୟ ମାନଙ୍କ ସହଯୋଗ ପାଇବେ । ନିବେଶ କରିବା ପାଇଁ ତରବର ହୁଅନ୍ତୁ ନାହି । ଆପଣଙ୍କୁ ଆପଣଙ୍କର ପରିଶ୍ରମର ଫଳ ମିଳିବ । ପର୍ଜ୍ୟଟନ ସହ ଜଡିତ ଲୋକ ଙ୍କୁ ଧନ ଲାଭ ହୋଇପାରେ । ଆପଣ ନିଜକୁ ଊର୍ଜାବାନ ଅନୁଭବ କରିବେ । ଚାକିରି କ୍ଷେତ୍ର ରେ ସହକର୍ମୀ ଙ୍କ ସାଥ ମିଳିବ । ମହିଳା ନିଜର କାମ ପାଇଁ ପ୍ଳାନ କରିବେ । ବାହନ ଚଲାଇବା ସମୟରେ ସାବଧାନ ରୁହନ୍ତୁ । ପ୍ରେମୀ ଯୁଗଳଙ୍କ ମଧ୍ୟରେ ସମ୍ପର୍କ ଗଭୀର ହେବ । ରଚାନାତ୍ମକ କ୍ଷେତ୍ରରେ ମନ ଲାଗିବ ।

ବିଛା ରାଶି : ବେରୋଜଗାର ମାନଙ୍କୁ ରୋଜଗାର କରିବାର ସଧନ ମିଳିବ । ସାମାଜିକ କାର୍ଯ୍ୟ ପ୍ରତି ଆପଣଙ୍କର ରୁଚି ବୃଦ୍ଧି ହେବ । ବ୍ୟାପାର ରେ ଆପଣ ଲାଭବାନ ହେବେ । ଆପଣ ସବୁ ଜିନିଷ କୁ ବୁଝିବାକୁ ଚେଷ୍ଟା କରିବେ । ପୁରା ଦିନ ଉଶ୍ଚାହ ଭରି ରହିବ । ଭୁଲ ଲୋକଙ୍କ ସଙ୍ଗତ ରେ ପଡି କୌଣସି ଭୁଲ କାମ କରନ୍ତୁ ନାହି । ଯଦି ଆପଣ ପ୍ରେମ ସମ୍ପର୍କ ରେ ଧ୍ୟାନ ନ ଦେବେ ତେବେ ଆପଣଙ୍କର ସାଥି ରାଗି ପାରନ୍ତି । ଜୀବନ ସାଥି ଙ୍କ ପୁରା ସହଯୋଗ ମିଳିବ ।

ଧନୁ ରାଶି : ଆଜି ସାମାଜିକ ଉଶ୍ଚବ ରେ ସହଭାଗିତାର ଅବସର ପାଇବେ । ଯାହା ଆପଣଙ୍କୁ ପ୍ରଭାବଶାଳି ବ୍ୟକ୍ତି ମାନଙ୍କ ସମ୍ପର୍କ ରେ ଆଣିବ । ଆପଣଙ୍କୁ ଜୀବନ ସାଥି ଙ୍କ ସହ ସହଯୋଗ ମିଳିବ । ସ୍ଵଭାବରେ ବଡ ପରିବର୍ତ୍ତନ ହୋଇପାରେ । ବିଶେଷ ସହଯୋଗ ଆପଣଙ୍କୁ ମିଳିପାରେ । ଯଦି କୌଣସି ପ୍ରତିଯୋଗୀତା ରେ ଅଛନ୍ତି ତେବେ ଆପଣ ସଫଳ ହେବେ । ସମାଜରେ କୀର୍ତ୍ତି ସ୍ଥାପନ ହେବ । ଚାକିରି କ୍ଷେତ୍ର ରେ ବେତନରେ ବୃଦ୍ଧି ହୋଇପାରେ ।

ମକର ରାଶି : କାମ କରିବାର ଯୋଜନାରେ କିଛି ବଡ ସୁଧାର ଆସିପାରେ । ମହତ୍ଵ ପୂର୍ଣ୍ଣ ସୂଚନା ପାଇବେ । ଘରର ମାହୋଲ ସୁଖଦ ରହିବ । ପରିଜନ ମାନଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଦିନର ଦିତୀୟ ଭାଗରେ ବୁଲିବା ପାଇଁ ପ୍ଳାନ କରିବେ । କାର୍ଯ୍ୟ ସ୍ଥଳରେ ଆପଣଙ୍କର ବଡ ଲାଭ ହୋଇପାରେ । ଏହି ଦିନ କରା ଯାଇଥିବା ନିର୍ମାଣ ଆପଣଙ୍କ ପାଇଁ ସନ୍ତୁଷ୍ଟି ଲାଭ କରିବ । ଟଙ୍କା ପଇସା ମାମଲା ରେ ଆପଣଙ୍କର ସମୟ ଭଲ ରହିବ ।

କୁମ୍ଭ ରାଶି : ଆଜି ଦିନ ଟି ଚାକିରି କରିଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ । ଜଣାଶୁଣା ବ୍ୟକ୍ତି ଙ୍କ ସହ ଆପଣଙ୍କର କଳହ ହୋଇପାରେ ଯାହା ପାଇଁ ଆପଣ ଚିନ୍ତା ରେ ରହିବେ । ଆୟ ରେ ର୍ବୁଦ୍ଧି ହେବ । କ୍ରୋଧ କାରଣରୁ ଦାଂପତ୍ଯ ଜୀବନରେ ସମସ୍ଯା ହୋଇପାରେ । ଆର୍ଥିକ ଦ୍ରୁଷ୍ଟି କୋଣରୁ ଆପଣଙ୍କ ଦିନ ଲାଭଦାୟୀ ରହିବ । ମହିଳା ମାନେ ଘର କାମରେ ବସ୍ତା ରହିବେ । ସାମାଜିକ କ୍ଷେତ୍ର ରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ ।

ମୀନ ରାଶି : ଆଜି କୌଣସି ଯୋଜନା କାରଣରୁ ଆପଣଙ୍କ ଉପରେ ପ୍ରଭାବ ପଡିପାରେ । ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବଜାୟ ରହିବ । ପ୍ରେମ ଜୀବନରେ ସମୟ ଭଲ ରହିବ । ସନ୍ତାନ ମାନଙ୍କର ଦାୟିତ୍ଵ ଠିକ ଭାବେ ତୁଲାଇବେ । ପୈତୃକ ସମ୍ପତି ସହ ଚାଲିଥିବା କୌଣସି  ବିବାଦ ଦୂର ହେବ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସଫଳ ହେବ । ମନରେ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।