ମେଷ ରାଶି : ଆଜି ଶିକ୍ଷା, ବ୍ୟାପାର ଓ ଚାକିରି କ୍ଷେତ୍ରରେ ଆପଣଙ୍କୁ ଲଗାତାର ସଫଳତା ହାସିଲ ହେବ । ଅଚାନକ ଧନ ଲାଭର ଯୋଗ ରହିଛି । କଳା ଓ ସାହିତ୍ଯ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଆଜି ଦିନ ଟି ଫାଇଦାମନ୍ଦ ରହିବ । ପ୍ରୋଫେସନାଲ ଲାଇଫ ବହୁତ ଭଲ ରହିବ । ଆପଣ କାରୋବାର ସହ ଜାତିଦ କୌଣସି କାମ ପାଇଁ ଯାତ୍ରା କରିବାକୁ ପଡିପାରେ । ସରକାରୀ କାମ କାର୍ଯ୍ୟ ରେ ଆପଣଙ୍କୁ ଅବସର ମିଳିପାରେ । କୌଣସି ମାମଲାରେ ତରବର ହୋଇ ଭୁଲ ନିସ୍ପତି ନିଅନ୍ତୁ ନାହି ।
ବୃଷ ରାଶି : ଆଜି ଆପଣ ନୂଆ ଆଭୁଷଣ, ବାହନ ଓ ସମ୍ପତି କ୍ରୟ କରିବେ । ମେହନତ କରିବା ପରେ ଆପଣଙ୍କୁ ଉଚିତ ପରିଣାମ ନ ମିଳିବାରୁ ଆପଣ ନିରାଶ ହେବେ । ଖର୍ଚ୍ଚ ଅଧିକ ହେବା କାରଣରୁ ଆପଣ ମାନସିକ ଅସାନ୍ତିରେ ରହିବେ । କରଜ ଆପଣଙ୍କୁ ନେବାକୁ ପଡିପାରେ । ବେପାର କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ । ଯାହା ଦ୍ଵାରା ଆପଣ ଅଯଥାରେ ଅଧିକ ଧାନ ବ୍ୟୟ କରିବେ । ଚାକିରି କ୍ଷେତ୍ର ରେ କୌଣସି ବାଧା ସୃଷ୍ଟି ହୋଇପାରେ । ରୋମାଣ୍ଟିକ ସମ୍ପର୍କ ଭଲ ରହିବ ।
ମିଥୁନ ରାଶି : ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଠିଆ ରହିବ । ଆୟରେ ସାଧନରେ ବୃଦ୍ଧି ହେବ । କୌଣସି ଜରୁରୀ କାମ ପୁରା ହେବାରୁ ଲାଭଦାୟକ ଅବସର ପ୍ରାପ୍ତ ହେବ । ଏହା ଛଡା ଆଜି ଦିନଟି ସାମାଜିକ ଓ ବ୍ଯବସାୟିକ କ୍ଷେତ୍ର ରେ ଆପଣଙ୍କ ପାଇଁ ଲାଭଦାୟକ ହେବ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କ ଇଚ୍ଛା ଅନୁଯାୟୀ କମ ହେବ ନାହି । ମାତାଙ୍କ ସ୍ୱାସ୍ଥ୍ୟ ରେ କିଛି ପରିବର୍ତ୍ତନ ଆସିପାରେ । ସମାଜରେ ମାନ ସମାନ ବୃଦ୍ଧି ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ ।
କର୍କଟ ରାଶି : ଆତ୍ମସମାନ ଆପଣଙ୍କର ବଜାୟ ରହିବ । ବିବାଦରେ ପଡନ୍ତୁ ନାହି । ଆଜି ଆପଣ ଅନେକ ପ୍ରକାରର ସମସ୍ୟାରେ ପଡି ପାରନ୍ତି । ନିଜର ପ୍ରେମୀ ବା ପ୍ରିୟଜନଙ୍କ ପାଇଁ ଆପଣ କୌଣସି ବସ୍ତୁ ବା ଉପହାର କ୍ରୟ କରିବା ପାଇଁ ତରବର ହୁଅନ୍ତୁ ନାହି । ଅନ୍ୟ ତରଫରୁ ଆପଣଙ୍କୁ କାର୍ଯ୍ୟ କ୍ଷେତ୍ର ରେ ଅଧିକ ପ୍ରେସର ପଡିପାରେ । ସ୍ୱାସ୍ଥ୍ୟ ରେ ଆପଣଙ୍କର ପରିବର୍ତ୍ତନ ହୋଇପାରେ । କାମ କରିବା ସହ ଆପଣଙ୍କର କେୟାର ନିଅନ୍ତୁ । ସଂଗୀତ ବା ଚିତ୍ରକାର ଆଦିରେ ଆପଣଙ୍କର ରୁଚି ରହିବ ।
ସିଂହ ରାଶି : ନିବେଶ ମାମଲାରେ ଆପଣ ସମ୍ଭାଳି କରି ରୁହନ୍ତୁ । କାରୋବରରେ ପରିବର୍ତ୍ତନ କରିବାକୁ ଭାବୁଥିଲେ କରନ୍ତୁ ନାହି । ସ୍ୱାସ୍ଥ୍ୟ କୁ ନେଇ ଆପଣ ଚିନ୍ତାରେ ରହିବେ । ଆପଣ ଶତ୍ରୁ ର କୁଟ ନୀତିର ଶିକାର ହେବେ । ପ୍ରେମ ସମ୍ପର୍କ ଆରମ୍ଭ କରିବା ପାଇଁ ଏହି ସମୟ ଭଲ ରହିବ । ବାହନ ଚଲାଇବା ସମୟରେ ଆପଣ ସାବଧାନ ରୁହନ୍ତୁ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ । ମହିଳା ମାନେ ନୂଆ ମିତ୍ର ସ୍ଥାପନ କରିବେ । ସାମାଜିକ କ୍ଷେତ୍ର ରେ ଆପଣ ଭଲ ପ୍ରଦର୍ଶନ କରିବେ ।
କନ୍ୟା ରାଶି : ବ୍ୟାପାର ବ୍ୟବସାୟ ଭଲ ରହିବ । ଜୀବନର ବିବିଧ କ୍ଷେତ୍ରରେ ତାଳମେଳ ଠିକ ରହିବ । ବିଦେଶରେ ନିବେଶ କରିବା ପୂର୍ବରୁ କାଗଜ ପତ୍ର ପ୍ରତି ଧ୍ୟାନ ଦିଅନ୍ତୁ । ଯୁବ ପିଢୀଙ୍କ ପାଇଁ ଯାଇ ଦିନଟି ଭଲ ରହିବ । ଘରୋଇ ମାମଲାରେ ଆପଣ ବିଚାର ନ କରି ଧନ ବ୍ୟୟ କରିବେ । ଆଜି କୌଣସି ପ୍ରିୟଜନଙ୍କ ଠାରୁ ଧୋକା ମିଳିପାରେ। ତେଣୁ ଆଖି ବନ୍ଦ କରି କାହା ଉପରେ ଭରସା କରନ୍ତୁ ନାହି । ଭବିଷ୍ୟତକୁ ବେହତର କରିବା ପାଇଁ ଆପଣ ନୂଆ ପଦକ୍ଷେପ ନେବେ ।
ତୁଳା ରାଶି : କୌଣସି କଥାକୁ ନେଇ ଆପଣ ଅଜଣା ଭୟ ମନରେ ଆଣିବେ । ଆପଣଙ୍କ ପରିବାରେ ଖୁସି ର ମାହୋଲ ରହିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ବହୁତ ଭଲ ପରିଣାମ ମିଳିବ । ନିଜର ଊର୍ଜା ଦ୍ଵାର ଆପଣ ବହୁତ କିଛି ହାସଲ କରିବେ । ଆପଣଙ୍କ ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ । ଘର କାମ ପାଇଁ ଆପଣ ଥକିଯିବେ । ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିପାରେ । ପୂଜା ପାଠ ରେ ମନ ଲାଗି ରହିବ । ମାତା ପିତାଙ୍କ ଠାରୁ ସହଯୋଗ ପାଇବେ ।
ବିଛା ରାଶି : ଆଜି ଆପଣଙ୍କୁ ନୂଆ ଲୋକଙ୍କ ଠାରୁ ଦୂରେଇ ରହିବାକୁ ହେବ । କୌଣସି କାମ ପାଇଁ ବଡ ମାନଙ୍କର ପରାମର୍ଶ ନିଅନ୍ତୁ । ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ ଯାହାକୁ ଆପଣ ଦିନ ତମାମ କରିବାକୁ ଚେଷ୍ଟା କରିବେ । ଚାକିରି କ୍ଷେତ୍ରରେ ଉନ୍ନତି ହେବାର ଯୋଗ ରହିଛି । ପିଲା ପାଠ ପଢା ପ୍ରତି କମ ରୁଚି ରଖିବେ । ଆପଣଙ୍କ କାମର ପ୍ରଶଂସା ହେବ । କିଛି ନ ବୁଝି କୌଣସି ପଦକ୍ଷେପ ନିଅନ୍ତୁ ନାହି । ପାରିବାରିକ ବାତାବରଣ ସୁଖଦ ରହିବ ।
ଧନୁ ରାଶି : ରୋଜଗାରରେ ବୃଦ୍ଧି ହେବ । ଘର ବାହାର ପ୍ରସନ୍ନତାରେ ଭରି ରହିବ । ପ୍ରଭାବଶାଳୀ ଲୋକଙ୍କର ସହଯୋଗ ଆପଣଙ୍କ ଖୁସିକୁ ଦୁଇ ଗୁଣା କରିବ । କିନ୍ତୁ ଆପଣଙ୍କୁ ଅଧିକ ଖର୍ଚ୍ଚ ଓ ଆର୍ଥିକ ଯୋଜନା ରୁ ବଞ୍ଚିତ ରହିବାକୁ ହେବ । ନଚେତ ଏହା ଦ୍ଵାରା ଆପଣଙ୍କ ବେପାର କ୍ଷେତ୍ର ରେ ପ୍ରଭାବ ପଡିପାରେ । ଆପଣଙ୍କୁ ଆପଣଙ୍କର ଜୀବନ ସାଥିଙ୍କ ଅତୁଟ ପ୍ରେମ ପ୍ରାପ୍ତ ହେବ । ବ୍ୟାପାରିକ ବ୍ଯବସାୟିକ କ୍ଷେତ୍ର ରେ ଆପଣଙ୍କୁ ଅଧିକାରୀ ଙ୍କ ପୂର୍ଣ୍ଣ ଶଯୋଗ ପ୍ରାପ୍ତ ହେବ । ସମାଜରେ କୀର୍ତ୍ତି ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।
ମକର ରାଶି : ଆଜି ଆପଣଙ୍କୁ ନିଜର କାମ ସହ ସ୍ୱାସ୍ଥ୍ୟର ମଧ୍ୟ ଧ୍ୟାନ ଦେବାକୁ ପଡିବ । ନଚେତ ଆପଣ କୌଣସି ବଡ ରୋଗର ଶିକାର ହେବେ । ଆପଣ ଲୋକଙ୍କ ଭଲ ପାଇଁ କିଛି କାମ କରିବେ ସେଥିରେ ଆପଣ ଫାଇଦା ରେ ରାଇବେ । ବିବାହ ଯୋଗ୍ୟ ଜାତଙ୍କ ପାଇଁ ଉତ୍ତମ ବିବାହ ପ୍ରସ୍ତାବ ଆସିବ । ଆଜି କାହା ଠାରୁ ଅଧିକ ଆଶା ରଖନ୍ତୁ ନାହି । କାରଣ ଅଧିକ ଆଶା ରଖିଲେ ଆପଣଙ୍କୁ କଷ୍ଟଦାୟକ ସ୍ଥିତି ର ସାମନ କରିବାକୁ ପଡିପାରେ । ସନ୍ଧ୍ୟା ସମୟରେ ଆପଣ ମାତା ପିତା ଙ୍କ ସହ ସମୟ ବ୍ଯତୀତ କରିବେ ।
କୁମ୍ଭ ରାଶି : ଆଜି ଆପଣଙ୍କ କାମ ଜଲ୍ଦି ପୂରଣ ହେବ । ଅଟକି ରହିଥିବା ଟଙ୍କା ମିଳିପାରେ ଓ ଆପଣଙ୍କୁ ଫାଇଦା ମଧ୍ୟ ମିଳିପାରେ । କୌଣସି ବନ୍ଧୁ ଙ୍କ ସହ ପାର୍ଟନରସିପ କରି ଟଙ୍କା କମାଇବାର ମୌକା ମିଳିପାରେ । ଯଦି ଆପଣ ଜରୁରୀ କାମ ଯୋଜନା ମୁତାବକ କରିବେ ତେବେ ଆପଣଙ୍କୁ ପରିଣାମ ସେହି ଅନୁଯାୟୀ ମିଳିବ । ତରବର ହୋଇ ଆପଣ କାମକୁ ବିଗାଡି ଦେଇ ପାରନ୍ତି । ତେଣୁ ସାବଧାନ ରୁହନ୍ତୁ । ପ୍ରେମ ଜୀବନ ବହୁତ ଭଲ ରହିବ ।
ମୀନ ରାଶି : କାମ କାର୍ଯ୍ୟରେ ଅବହେଳା ଆପଣଙ୍କୁ ଭାରି ପଡିପାରେ ତେଣୁ ସାବଧାନ ରୁହନ୍ତୁ । ପୁରୁଣା କାମ ଶେଷ ହେବ । ଭବିଷ୍ୟତକୁ ନେଇ କୌଣସି ସନ୍ଦେହ ଦୂର ହେବ । ବଡ ଲୋକଙ୍କ ସହ ଭେଟ ବା ଆଲୋଚନା କରିବାର ମୌକା ପାଇବେ । ଆଜି ଆପଣଙ୍କ ସାଥି କିଛି ଏମିତି ଅନୁଭବ କରିବେ ଯାହା ଦ୍ଵାରା ଆପଣ ମାନସିକ ଅସାନ୍ତି ପାଇବେ । ଖେଳାଳି ଙ୍କ ପାଇଁ ସମୟ ଉତ୍ତମ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।