ଆଜିର ରାଶିଫଳ, 24 ଜୁନ 2020, ବୁଧବାର, ଆଜି ଗ୍ରହ ନକ୍ଷତ୍ର ବଦଳାଇଲେ ନିଜ ଚାଲ, ଏହି ୩ଟି ରାଶିର ବଦଳିବ ଭାଗ୍ୟ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୪ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଏହିଭଳି ଗତିବିଧିରେ ସାମିଲ ହୁଅନ୍ତୁ ଯାହା ରୋମାଞ୍ଚକ ଅଟେ ଓ ଆପଣଙ୍କୁ ଶାନ୍ତି ଦେଉଥିବ । ମନୋରଞ୍ଜନ ଉପରେ ଦରକାର ଠାରୁ ଅଧିକ ଖର୍ଚ କରିବା ଠାରୁ ବଞ୍ଚନ୍ତୁ । ସରକାରୀ କାର୍ଯ୍ୟରେ କିଛି କାର୍ଯ୍ୟ ଆଗକୁ ବଢିବ । ସମସ୍ତ ବାଧା ବିଘ୍ନ ଦୂର ହେବ । ସାମାଜିକ ପ୍ରତିଷ୍ଠା ବଢିବ । ନୂତନ କାର୍ଯ୍ୟ ପ୍ରାରମ୍ଭ ହୋଇପାରେ । ଅଫିସରେ କାର୍ଯ୍ୟ ଭାର କମ ହେବ । ପାର୍ଟନର ସହ ମତଭେଦ ଦୂର ହେବ । ବହି ପଢିବା ପାଇଁ ଇଚ୍ଛା ହେବ । ଯାତ୍ରା ଧନଦାୟକ ପ୍ରମାଣିତ ହେବ ।

ବୃଷ

ପଡୋଶୀଙ୍କ କଥାରେ ଆସି ନିଜର ଜୀବନସାଥିଙ୍କ ସହ ବିବାଦ କରନ୍ତୁ ନାହିଁ । ନିଜର ବିଚାର ଓ ଊର୍ଜାକୁ କାମରେ ଲଗାନ୍ତୁ । ଯାହା ଦ୍ଵାରା ଆପଣଙ୍କ ସ୍ଵପ୍ନ ସତ ହୋଇ ପାରିବ । କେବଳ ଚିନ୍ତା କରିବା ଦ୍ଵାରା କିଛି ହେବ ନାହିଁ । ନୂତନ ମିତ୍ର ଦ୍ଵାରା ଲାଭ ମିଳିବ । କିଛି ନୂତନ ସାଧନ ପ୍ରାପ୍ତ ହେବ । ଆଇନ ମାମଲାରେ ସ୍ଥିତି ଅନୁକୂଳ ରହିବ । ଧନାର୍ଜନ ହେବ । ଜୀବନ ସୁଖମୟ ବ୍ୟତୀତ ହେବ । ବିଦ୍ୟାର୍ଥୀଙ୍କୁ ଉଚ୍ଚ ଶିକ୍ଷାର ଅବସର ପ୍ରାପ୍ତ ହୋଇପାରେ । ବ୍ୟାପାରରେ ଜୋଖିମ ଉଠାନ୍ତୁ ନାହିଁ ।

ମିଥୁନ

ଯାତ୍ରା କରିବା ସମୟରେ ବିଶେଷ ସାବଧାନ ରୁହନ୍ତୁ । ଆଘାତ ଲାଗି ପାରେ । ବିବାଦ ଠାରୁ ଦୂରେଇ ରୁହନ୍ତୁ । କାର୍ଯ୍ୟ କ୍ଷମତା କମ ହୋଇପାରେ । ଭାବନାରେ ବହି କୌଣସି ନିଷ୍ପତି ନିଅନ୍ତୁ ନାହିଁ । ଦାମୀ ବସ୍ତୁ ସମ୍ଭାଳି ରଖନ୍ତୁ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କିନ୍ତୁ ଅଧିକ ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅନ୍ୟ ବ୍ୟକ୍ତିଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ଅନ୍ୟମାନଙ୍କ ଆପେକ୍ଷ ଆପଣଙ୍କ ପ୍ରତି ଅଧିକ ବଢିବ । ଯୋଜନା ବଦ୍ଧ ରୂପରେ କରାଯାଇଥିବା କାମରେ ସଫଳତା ନିଶ୍ଚିତ ମିଳିବ ।

କର୍କଟ

ଆବଶ୍ୟକ ବସ୍ତୁ ଉପରେ ସମୟ ଦିଅନ୍ତୁ । ଚିନ୍ତାରେ ରହି ପାରନ୍ତି । କ୍ଳାନ୍ତ ଅନୁଭବ ହୋଇପାରେ । ଅଟକିଥିବା ଟଙ୍କା ମିଳିପାରେ । ବ୍ୟବସାୟିକ ଯାତ୍ରା ଅନୁକୂଳ ରହିବ । ନୂତନ କାମ ମିଳିବ । ମନରେ ଉଦାରତା ଆସିବ । ଅଜଣା ବ୍ୟକ୍ତିଙ୍କ ସହ ଟଙ୍କା ନେବା ଦେବା ଭାରି ପଡି ପାରେ । ଚିନ୍ତା ଓ ବ୍ୟବହାରରେ ସକାରତ୍ମକ ଭାବ ରହିବ । ବ୍ୟାପାରରେ ଜୋଖିମ ନିଅନ୍ତୁ ନାହିଁ । ଖର୍ଚରେ ଉନ୍ନତି ହେବ । କିନ୍ତୁ ଏହା ସହିତ ଆମଦାନୀରେ ବି ଉନ୍ନତି ହେବ ।

ସିଂହ

ଜୀବନସାଥିଙ୍କ ସହଯୋଗ ପ୍ରାପ୍ତ ହେବ । ବ୍ୟାପାର ବ୍ୟବସାୟରେ ସ୍ଥିତି ଅନୁକୂଳ ରହିପାରେ । କାର୍ଯ୍ୟରୁ ବାଧା ଦୂର ହେବ । ନିବେଶ ଦ୍ଵାରା ଲାଭଦାୟକ ହେବ । ଦୀର୍ଘବିଧି ନିବେଶ ଠାରୁ ଦୂରରେ ରୁହନ୍ତୁ । ନିଜର ବନ୍ଧୁଙ୍କ ସହିତ ବାହାରକୁ ଯାଇ ପାରନ୍ତି ଓ କିଛି ସୁଖମୟ ସମୟ ବ୍ୟତୀତ କରି ପାରନ୍ତି । ଆପଣ ନିଜର ସମୟ ଓ ଊର୍ଜାକୁ ଅନ୍ୟର ସାହାର୍ଯ୍ୟ ପାଇଁ ବ୍ୟବହାର କରନ୍ତୁ । କିନ୍ତୁ ଏହି ମାମଲାରେ ପଡିବା ଠାରୁ ବଞ୍ଚନ୍ତୁ ଯେଉଁଥିରେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ କରିବାକୁ ପଡିପାରେ ।

କନ୍ୟା

ଆପଣଙ୍କ ସଠିକ କଥାର ବିରୋଧ ହୋଇପାରେ, ଶତ୍ରୁମାନଙ୍କ ଠାରୁ ସାବଧାନ ରୁହନ୍ତୁ । ସମ୍ପତ୍ତିର କୌଣସି ବଡ ଅଫର ମିଳିପାରେ । ପ୍ରୟାସ ଭରପୁର କରନ୍ତୁ । ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ରାଜକୀୟ କାର୍ଯ୍ୟରେ ସଫଳତା ମିଳିବ । ଅଧିକ କାମ କାରଣରୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଗାଡି କ୍ରୟ କରିବା ସମୟରେ ସାବଧାନ ହୋଇ କ୍ରୟ କରନ୍ତୁ । ପରିବାରରେ ଖୁସିର ବାତାବରଣ ରହିବ । ନିବେଶ ପାଇଁ ଭଲ ଦିନ ଅଟେ । କିନ୍ତୁ ଉଚିତ ଉପଦେଶ ଦ୍ଵାରା ହିଁ ନିବେଶ କରନ୍ତୁ ।

ତୁଳା

କୌଣସି ରଚନାତ୍ମକ କାର୍ଯରେ ସଫଲତା ପ୍ରାପ୍ତ ହେବ । ମନରେ ନୂତନ ବିଚାର ଆସିବ । ସ୍ଵାଦିଷ୍ଟ ଭୋଜନର ଆନନ୍ଦ ପ୍ରାପ୍ତ ହେବ । ଯାତ୍ରା ମନୋରଜନ ଭରା ହୋଇପାରେ । ସ୍ୱାସ୍ଥ୍ୟ କମଜୋର ରହିପାରେ । ପରିଜନଙ୍କ ଭାବନାକୁ ବୁଝିଚେଷ୍ଟା କରନ୍ତୁ । ପୈତୃକ ସମ୍ପତ୍ତି ପ୍ରାପ୍ତ ହେବାର ଯୋଗ ଅଛି । ଆପଣଙ୍କ ଯୋଗ୍ୟତାକୁ ଲୋକମାନେ ପ୍ରଶଂସା କରିବେ । କିଛି ରଚନାତ୍ମକ କାର୍ଯ୍ୟ କରିବା ପାଇଁ ଆପଣ ଅଫିସରୁ ଜଲ୍ଦି ଘରକୁ ଯାଇ ପାରନ୍ତି । ଖର୍ଚରେ ଉନ୍ନତି ହେବ ।

ବିଚ୍ଛା

କଠିନ ପରିଶ୍ରମ କରିବା ଦ୍ଵାରା ପରିଣାମ ବି ଆଶ୍ଚର୍ଯ୍ୟଜନକ ମିଳିବ । ବିରୋଧୀ ଆପଣଙ୍କ କାର୍ଯ୍ୟରେ ବାଧା ଉତ୍ପନ୍ନ କରି ପାରିବେ । ବ୍ୟାପାର ବୟବସାୟ ଠିକ ଚାଲିବ । ଯଦି କେଉଁଠି ବାହାର ଯିବାକୁ ଯୋଜନା ଅଛି ତେବେ ତାହା ଶେଷ ସମୟରେ ବନ୍ଦ ହୋଇଯିବ । ପଡୋଶୀଙ୍କ ସହ ଭଲ ବ୍ୟବହାର କରନ୍ତୁ । ନିଜର କଥା ଉପରେ କାବୁ ରଖନ୍ତୁ । କାରଣ ଏହି କାରଣରୁ ଆପଣଙ୍କୁ ଲଜ୍ଜିତ ବି ହେବାକୁ ପଡିପାରେ । ବେକାର କଥାରେ ସମୟ ବର୍ବାଦ କରନ୍ତୁ ନାହିଁ ।

ଧନୁ

ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଘରେ ଅତିଥିଙ୍କ ଆଗମନ ହୋଇପାରେ । ପଡୋଶୀ ଆପଣଙ୍କ ବିବାହିତ ଜୀବନରେ ଦଖଲ ଦେଇ ପାରନ୍ତି । ନିଜର ଖର୍ଚ ଉପରେ କାବୁ ରଖନ୍ତୁ । ଆଜି ହାତ ଖୋଲି ବ୍ୟୟ କରିବା ଠାରୁ ବଞ୍ଚନ୍ତୁ । ସନ୍ଧ୍ୟା ସମୟରେ କିଛି ଗୀତବିଧି କରି ପାରନ୍ତି । ବ୍ୟାପାର, ବ୍ୟବସାୟ, ନିବେଶ, ଚାକିରିରେ ଅନୁକୁଳ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ଟିମ ସବୁଥିରେ ଆଗରେ ରହିବ । କୌଣସି ପ୍ରକାରର ଧନହାନୀର ଯୋଗ ନାହିଁ । ସାବଧାନ ରୁହନ୍ତୁ ।

ମକର

ଆପଣଙ୍କ ବ୍ୟବହାର ଘରେ କିଛି ଲୋକମାନଙ୍କୁ ଆଘାତ କରି ପାରେ । ବେକାର ଖର୍ଚ ଠାରୁ ବଞ୍ଚନ୍ତୁ । ସମାଜ କାର୍ଯ୍ୟରେ ଆଗାକୁ ଆସି ଅଂସ ଗ୍ରହଣ କରନ୍ତୁ । ଅଧ୍ୟୟନ କାର୍ଯ୍ୟରେ ରୁଚି ବଢିବ । ଆଜି ପ୍ରେମ ସମ୍ବନ୍ଧରେ ନୂତନ କିଛି ଦେଖିବାକାକୁ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ଭଲ କାମ କରିବା ପାଇଁ ଆପଣ ନିଜର କ୍ଷମତାକୁ ବୁଦ୍ଧି କରିବାକୁ ଚେଷ୍ଟା କରନ୍ତୁ । ଯେତେବବେଳେ ଆପଣ ନିଜର ଜୀବନସାଥିଙ୍କ ସହ ନିଜର ସମସ୍ୟାକୁ ଶେୟାର କରି ନାହାନ୍ତି ସେତେ ଦିନ ପର୍ଯ୍ୟନ୍ତ ଆପଣଙ୍କ ସମସ୍ୟାର ସମାଧାନ ହୋଇ ପାରିବ ନାହିଁ ।

କୁମ୍ଭ

ବୈବାହିକ ବନ୍ଧନରେ ବାନ୍ଧି ହୋଇ ପାରନ୍ତି । ଧନ ପ୍ରାପ୍ତି ପଥ ସୁଗମ ହେବ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ପାରିବାରିକ ଚିନ୍ତା ବଢିବ । ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଆପଣ ନିଜର ଜୀବନସାଥିଙ୍କ କାରଣରୁ ଜାଣି ପାରିବେ କି ସ୍ଵର୍ଗ ପୃଥିବୀରେ ହିଁ ଅଛି । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢିବ । କୌଣସି ପ୍ରଭାବଶାଳି ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ । ଆତ୍ମବିଶ୍ଵାସ ବି ବଢିବ । ଜୋଖିମ ଭରା କାର୍ଯ୍ୟ କରନ୍ତୁ ନାହିଁ । ଘର ଓ ବାହାରେ ଆନନ୍ଦର ବାତାରରଣ ରହିବ ।

ମୀନ

ଦୁଷ୍ଟଜନଙ୍କ ଠାରୁ ଦୂରେଇ ରୁହନ୍ତୁ । ପରିବାରର କୌଣସି ବ୍ୟକ୍ତିଙ୍କ ସ୍ଵାସ୍ଥ୍ୟର ଚିନ୍ତା ରହିବ । ପାର୍ଟନରଶୀପ ଦ୍ଵାରା ଲାଭ ମିଳିପାରେ । ଯାତ୍ରା ଶୁଭ ରହିବ । ଖାଦ୍ୟପାନ ପ୍ରତି ଧ୍ୟାନ ଦିଅନ୍ତୁ । ଜୀବନସାଥିଙ୍କ ଉପରେ ନଜର ରଖିବା ଦ୍ଵାରା ଏହା ଆପଣଙ୍କ ସମ୍ପର୍କ ଉପରେ ଖରାପ ପ୍ରଭାବ ପକାଇ ପାରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।