ଆଜିର ରାଶିଫଳ, 23 ମେ 2020, ଶନିବାର, ଆଜି ଶନିଦେବ ଆସିବେ ଏହି ୩ଟି ରାଶିଙ୍କ ଘରକୁ, ବଦଳିଯିବ ଭାଗ୍ୟ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୩ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ବନ୍ଧୁମାନେ ଓ ଜୀବନସାଥି ଖୁସି ଦେବେ । ସତେଜ ଫୁଲ ଭଳି ଆପଣଙ୍କ ପ୍ରେମରେ ସତେଜତା ଆସିବ । ପୁରା ଦିନ ଅସ୍ତ ବ୍ୟସ୍ତ ରହିବେ । ସ୍ଵାମୀଙ୍କ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ବନ୍ଧ ରହିବ । ସନ୍ତାନଙ୍କ ଗତିବିଧି ଚିନ୍ତାରେ ପକାଇ ପାରେ । ବାକିଥିବା ଟଙ୍କାକୁ ଫେରି ପାଇବେ । ଭାଗ୍ୟ ସାଥ ଦେବ । କାରୋବାରକୁ ବୁଦ୍ଧି କରିବାକୁ ଚେଷ୍ଟା କରନ୍ତୁ । ଚାକିରିର ପ୍ରଭାବ ବଢିବ । ଧନ ପ୍ରାପ୍ତି ସୁଗମ ହେବ । ବ୍ୟବସାୟିକ ଯାତ୍ରା ସଫଳ ହେବ ।

ବୃଷ

ଅଧିକ ପରିଶ୍ରମ କରିବା ଦ୍ଵାରା ନିଶ୍ଚିତ ଫଳ ମିଳିବ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ଦାୟିତ୍ଵ କମ ହେବ । ପ୍ରେମ ପ୍ରସଙ୍ଗରେ ସମୟ ଅନୁକୂଳ ଅଟେ । ଉପାହାର ମିଳିପାରେ । ରୋଗରୁ ମୁକ୍ତ ହେବେ । ଜୀବନସାଥିଙ୍କ ବିଷୟରେ ଚିନ୍ତା କରନ୍ତୁ ନାହିଁ । ସେମାନେ ସୁରକ୍ଷିତ ଅଛନ୍ତି । ଶତ୍ରୁ ଆପଣଙ୍କୁ ଭୟ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ରୋମାନ୍ସ କରିବେ । ଆଜିର ଦିନ ବହୁତ ରୋମାଞ୍ଚକ ପୂର୍ଣ ରହିବ । ସର୍ବଦା ବୁଝି ସୁଝି ନିଷ୍ପତି ନିଅନ୍ତୁ ।

ମିଥୁନ

ନିଜର ବୁଦ୍ଧିର ବ୍ୟବହାର ସଠିକ ଜାଗାରେ କରନ୍ତୁ । ବିଦ୍ୟାରଥିମାନଙ୍କ ମନ ପଢାରେ ଲାଗି ରହିବ । ସମ୍ପର୍କୀୟମାନଙ୍କ ସହ ଦେଖା ସାକ୍ଷାତ ହେବ । ପୂଜା ପାଠରେ ମନ ଲାଗିବ । ବିବାହିତ ଜୀବନରେ କିଛି ଚେଞ୍ଜେସ ଆସିପାରେ । ଲାଭର ଅବସର ପ୍ରାପ୍ତ ହେବ । ଚାକିରିରେ ସହକର୍ମୀଙ୍କ ସହଯୋଗ ପ୍ରାପ୍ତ ହେବ । ପାରିବାରିକ ସୁଖ ଶାନ୍ତି ରହିବ । ଆଘାତ ଇତ୍ୟାଦିରୁ ବଞ୍ଚି ପାରିବେ ।

କର୍କଟ

ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଶତ୍ରୁ ସକ୍ରିୟ ରହିବେ । ଗାଡିର ପ୍ରୟୋଗ ସାବଧାନ ହୋଇ କରନ୍ତୁ । କୌଣସି ବି ପ୍ରକାରର ଝଗଡା କରନ୍ତୁ ନାହିଁ । କାମ କରିବାର ଉପାୟରେ ଅଳ୍ପ ଚେଞ୍ଜେସ କରନ୍ତୁ । ନିବେଶ କରନ୍ତୁ ନାହିଁ । ମିତ୍ରଙ୍କ ସହିତ ସୁଖ ଦୁଖ କଥା ହୁଅନ୍ତୁ । ଭଲ ବନ୍ଧୁ କରିବାକୁ ଚେଷ୍ଟା କରନ୍ତୁ । କୌଣସି ବଡ କାର୍ଯ୍ୟର ଲାଭ ମିଳିପାରେ । ଧର୍ଯ୍ୟ ରଖନ୍ତୁ । ମାତା ପିତାଙ୍କ ସେବା କରନ୍ତୁ । ନୂଆ ସମ୍ପର୍କ ସ୍ଥାପିତ ହେବ ।

ସିଂହ

ଜୀବନସାଥିଙ୍କ ସହଯୋଗ ମିଳିବ । ଲାଭର ଅବସର ହାତରେ ଆସିବ । ଶାରୀରିକ କଷ୍ଟ ମିଳିବାର ଆଶଙ୍କା ଅଛି । କୌଣସି କାର୍ଯ୍ୟ ବିଷୟରେ ଅଧିକ ଚିନ୍ତା କରନ୍ତୁ ନାହିଁ । ଆଇନ ଗତ ସମସ୍ୟା ଦୂର ହୋଇଯିବ । ବିଦ୍ୟାର୍ଥୀମାନେ ଅଧିକ ପରିଶ୍ରମ କରିବା ଆବଶ୍ୟକତା ଅଟେ । ପରିବାରରେ ସୁଖମୟ ପରିବେଶ ରହିବ । ବ୍ୟାପାରରେ ଲାଭ ଓ ଚାକିରିରେ ଉନ୍ନତିର ଯୋଗ ଅଛି । କୌଣସି ଦୂର ସମ୍ପର୍କୀୟ ଆପଣଙ୍କ ସହ ସମ୍ପର୍କ କରିପାରନ୍ତି ।

କନ୍ୟା

କିଛି ବ୍ୟକ୍ତିଙ୍କ ଠାରୁ ସାବଧାନ ରୁହନ୍ତୁ । କ୍ଳାନ୍ତ ଓ କମଜୋରି ରହିପାରେ । ଭୂମି ଭବନ ଇତ୍ୟାଦି ସମ୍ବନ୍ଧରେ ଲାଭବାନ ହେବେ । ସନ୍ତାନ ଖୁସି ପ୍ରାପ୍ତ ହେବେ । ପ୍ରେମ ସମ୍ବନ୍ଧରେ କିଛି ପରିବର୍ତ୍ତନ ଆସିବ । ସକାରାତ୍ମକ ଚିନ୍ତା କରନ୍ତୁ । ଆଜି ଯଦି ଆପଣ ଅନ୍ୟ ବ୍ୟକ୍ତିଙ୍କ କଥାରେ ନିବେଶ କରିବେ ତେବେ ଆର୍ଥିକ କ୍ଷତିର ସାମ୍ନା କରି ପାରନ୍ତି । ପରିବାର ସହିତ ସାମାଜିକ ଗତିବିଧିରେ ସାମିଲ ହେବେ । କାରୋବାରକୁ ବୁଦ୍ଧି କରି ପାରନ୍ତି ।

ତୁଳା

ନିଜକୁ ଅଧିକ ଆଶାବାଦୀ କରିବା ପାଇଁ ଚେଷ୍ଟା କରନ୍ତୁ । ଏହା ଦ୍ଵାରା ନା ହିଁ କେବଳ ଆପଣଙ୍କ ଆତ୍ମବିଶ୍ଵାସ ବଢିବ ଏହା ସହିତ ଆପଣଙ୍କ ବ୍ୟବହାର ବି ଭଲ ହେବ । ଏହା ସହିତ ଭୟ, ଈର୍ଷା ଓ ଘୃଣା ଭଳି ନକାରାତ୍ମକ ମନୋଭାବ ବି କମି ଯିବ । କୌଣସି ବି ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ଵାସ କରନ୍ତୁ ନାହିଁ । ଗାଡି ଖରାପ ହୋଇପାରେ । ସ୍ୱାସ୍ଥ୍ୟକୁ ନଜର ଅନ୍ଦାଜ କରନ୍ତୁ ନାହିଁ । ଶତ୍ରୁ ସକ୍ରିୟ ରହିବେ । ବନ୍ଧୁମାନଙ୍କ ସହିତ ମିଶି ହସ ଖୁସିରେ ଦିନ କଟିଯିବ ।

ବିଚ୍ଛା

ପରିବାରରେ ପ୍ରେମ ଭାବ ବଢିବ । ଚାକିରି ସହ ଜଡିତ ଲୋକମାନଙ୍କ ଠାରୁ କିଛି ଟଙ୍କା ମିଳିବ । ଧନ ସମ୍ବନ୍ଧିତ ଚିନ୍ତା ଦୂର ହେବ । ପୁରୁଣା ରୋଗରୁ ମୁକ୍ତି ପାଇ ପାରନ୍ତି । ଦୁଖଦ ସମାଚାର ମିଳିବ । କିଛି କାର୍ଯ୍ୟରେ ବାଧା ଆସିବ । କୌଣସି ଭଲ ଜିନିଷ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଥାନ୍ତୁ । ଆପଣଙ୍କ ସମସ୍ତ ମନୋକାମନା ପୁରା ହୋଇପାରେ । ସୋଭାଗ୍ୟ ପ୍ରାପ୍ତି ହେବ । ଆଜି ଆପଣଙ୍କ ପରିଶ୍ରମ ଫଳ ଦେବ । ନିବେଶ କରନ୍ତୁ ।

ଧନୁ

ଶାରୀରିକ କଷ୍ଟ ତଥା ମାନସିକ ଚିନ୍ତାରୁ ମୁକ୍ତି ପାଇବେ । ପ୍ରୟାସରେ ସଫଳ ହେବେ । ମିତ୍ରମାନଙ୍କ ସହଯୋଗ ମିଳିବ । ଘର ଓ ବାହାରେ ଉତ୍ସାହ ଏବଂ ପ୍ରସନ୍ନତା ରହିବ । ବ୍ୟବସାୟିକ ମାମଲାରେ ସମ୍ଭାଳି ଆଗକୁ ବଢନ୍ତୁ । କାହା ଠାରୁ ଉପହାର ମିଳିପାରେ । ପଡୋଶୀଙ୍କ ସହ ବିବାଦ ହୋଇପାରେ । ଆର୍ଥିକ ମାମଲାରେ କିଛି ଭଲ ସ୍ରୋତ ହାତରେ ଲାଗିବ । ଘରେଲୁ ମାମଲାରେ ଅଧିକ ସମୟ ଦେବେ । କାମ କାର୍ଯ୍ୟ ହିସାବରେ ଆଜି ଭଲ ଦିନ ଅଛି ।

ମକର

ଆପଣଙ୍କ ବନ୍ଧୁ ଏହିଭଳି ସମୟରେ ଆପଣଙ୍କୁ ନିରାଶ କରିବେ ଯେତେବେଳେ ଆପଣଙ୍କୁ ତାଙ୍କର ସବୁଠୁ ଅଧିକ ଦରକାର ଥିବ । ଧର୍ମ କର୍ମ କାର୍ଯ୍ୟ ପ୍ରତି ରୁଚି ବଢିବ । ନିଜର ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ । ମିତ୍ରଙ୍କ ଠାରୁ ସାହାର୍ଯ୍ୟ ମିଳିବ । ମାତା ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି । ଚାକିରିର କାର୍ଯ୍ୟଭାର ବଢିବ । ବ୍ୟାପାର ବ୍ୟବସାୟରେ ଭଲ ଲାଭ ମିଳିବ । ଜୀବନ ସୁଖମୟ ବ୍ୟତୀତ ହେବ ।

କୁମ୍ଭ

ଜୀବନରେ ଆପଣଙ୍କୁ ପଶ୍ଚାତାପ କରିବାକୁ ନ ପଡେ ସେହିଭଳି ନିଷ୍ପତି ନିଅନ୍ତୁ । ଆଜିର ଦିନ ଆପଣଙ୍କ ସାମାନ୍ୟ ବୈବାହିକ ଜୀବନ ଠାରୁ କିଛି ଅଲଗା ହେବାର ଅଛି । ପରିବାର ସହିତ ଭଲ ସମ୍ବନ୍ଧ ରଖିବେ । ନୂଆ ଯୋଜନା ଉପରେ କାମ କରିବେ । ପ୍ରତିଷ୍ଠା ବଢିବ । ସାବଧାନ ରୁହନ୍ତୁ । କୌଣସି ବି ସମସ୍ୟା ଆସିପାରେ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । କୌଣସି ଖୁସି ଖବର ବି ମିଳିବାର ସମ୍ଭାବନା ଅଛି । ଧନ ଅର୍ଜନ ହେବ ।

ମୀନ

ସ୍ଵାଦିଷ୍ଟ ଭୋଜନ ସେବନ କରିବେ । ଧନ ପ୍ରାପ୍ତି ରାସ୍ତା ସୁଗମ ହେବ । ଦ୍ଵିତୀୟ ବ୍ୟକ୍ତିଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ କରନ୍ତୁ ନାହିଁ । ଆପଣଙ୍କ ପରିବାରରେ ସଦସ୍ୟମାନଙ୍କୁ ଅଳ୍ପ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ସ୍ଵାଭିମାନକୁ ଆଘାତ ଲାଗିପାରେ । ବ୍ୟାପାର ଠିକ ଚାଲିବ । ରଚନାତ୍ମକ କାର୍ଯ୍ୟ କରିବେ । ଭୂମି ଇତ୍ୟାଦି କାର୍ଯ୍ୟ ସମ୍ଭାଳି କରନ୍ତୁ । ଜୋଖିମ ନିଅନ୍ତୁ ନାହିଁ । ଯାହା ସହିତ ଆପଣ ରହୁଛନ୍ତି ତାହା ସହିତ ଆପଣ ବିବାଦ କରନ୍ତୁ ନାହିଁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।