ଆଜିର ରାଶିଫଳ, 22 ଡିସେମ୍ବର 2022, ଗୁରୁବାର, ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ହେବ ଧନ ଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୨ ଡିସେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କ କାମରେ ପ୍ରେସର ପଡିପାରେ ତେଣୁ ସାବଧାନ ରୁହନ୍ତୁ । କିଛି ନୂଆ ଯୋଜନା ଆରମ୍ଭ କରି ପାରନ୍ତି । ନିଜର ବ୍ୟକ୍ତିଗତ ଜୀବନରୁ ବାହାରି ଅନ୍ୟ ଲୋକଙ୍କ ବିଚାର କୁ ବୁଝିବାକୁ ଚେଷ୍ଟା କରନ୍ତୁ । ଯେଉଁ କଥାକୁ ନେଇ ଆପଣ ବନ୍ଧନ ଭାବୁଛନ୍ତି ସେହି କଥା ପାଇଁ ଆଜି ଆପଣ ସୁରକ୍ଷିତ ଅଛନ୍ତି । ଆପଣଙ୍କ ଜୀବନରେ ନୂଆ ସମୟର ଆରମ୍ଭ ହେବ । ସନ୍ତାନ ଙ୍କ ଠାରୁ କିଛି ପ୍ରସନ୍ନତା ଦାଯକ ସମାଚାର ମିଳିବ । କ୍ଯାରିୟର ପାଇଁ ଦିନ ଭଲ ରହିବ ।

ବୃଷ ରାଶି : ଆଜି କୌଣସି ବଡ ପଦକ୍ଷେପ ନେଆ ପୂର୍ବରୁ ବିଚାର କରନ୍ତୁ । କୌଣସି ଅନୁଭବି ଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଆଜ୍ୟ ଆପଣ ଅସହାୟକ ଲୋକଙ୍କର ସାହାଜ୍ଯ କରନ୍ତୁ । କାମ ସମ୍ବଧିତ ବାଧା କାରଣରୁ ଆପଣ ନିଜର ଲକ୍ଷ୍ୟ ପ୍ରତି ବିଚଳିତ ହେବେ । ଯେତେ ସମ୍ଭବ ଲୋକଙ୍କ ସହ ସମ୍ପର୍କ କମ ରଖନ୍ତୁ । ପାରିବାରିକ ଜୀବନ ସାମଞ୍ଜସ୍ଯ ପୂର୍ଣ୍ଣ ରହିବ । ପ୍ରାଇଭେଟ ଚାକିରି କରୁଥିଲେ ନୂଆ ପ୍ରୋଜେକ୍ଟ ମିଳିପାରେ ।

ମିଥୁନ ରାଶି : ଆଜି ଆପଣଙ୍କୁ ଅଳ୍ପ ସାବଧାନ ରହିବାର ଜରୁରତ ଅଛି । ହୋଇପାରେ ଆପଣ ଯେମିତି ଭାବିଛନ୍ତି ସେମିତି କାର୍ଯ୍ୟ ହେବ ନାହି । ଯୁବକ ଙ୍କୁ କ୍ଯାରିୟର ସହ ଜଡିତ ସୂଚନା ମିଳିବ । ବ୍ୟର୍ଥ ସମସ୍ୟାରୁ ନିବୃତ୍ତ ରୁହନ୍ତୁ । ପରିବାର ରେ ଖୁସି ରହିବ । ଆପଣଙ୍କର ମାନସିକ ସମାଧାନ ମିଳିପାରେ । କାମ ମନ ମୁତାବକ ହେବାକୁ ଲାଗିବ । ଆପଣଙ୍କ ଭିତରେ ସଫଳତା ର ଶୀର୍ଷ କୁ ଛୁଇଁବା ର ଆଗ୍ରହ ଓ ଏହି ସମୟ ଠିକ ରହିବ ।

କର୍କଟ ରାଶି : ପୁରୁଣା କାମ ଉପରେ ଭଲ ପରିଣାମ ମିଳିବ । ନିଜର ବିତ୍ତୀୟ ପ୍ରୋଫାଇଲ କୁ ମଜବୁତ କରିବାରେ ସକ୍ଷମ ହେବେ । ଆଜି କାହା କଥା ଧରନ୍ତୁ ନାହି । ଚାକିରି କରୁଥିଲେ ଆର୍ଥିକ ରୂପ ରେ ସକ୍ଷମ ବନିବାରେ ଆବଶ୍ୟକତା ଅଛି । ବ୍ୟାପାର ରେ ଜବରଦସ୍ତ ପରିଣାମ ହାସିଲ ହେବ । ଆଜି ମାଙ୍ଗଳିକ କାର୍ଯ୍ୟ ରେ ବ୍ୟସ୍ତ ରହିବେ । କାର୍ଯ୍ୟ ସ୍ଥଳରେ ସ୍ଥିତି ଆପଣଙ୍କ ପାଇଁ ଠିକ ରହିବ । ଆପଣଙ୍କର କିଛି ଇଚ୍ଛା ପୁରା ହୋଇପାରେ ।

ସିଂହ ରାଶି : ଖର୍ଚ୍ଚ ଅଧିକ ହେବାରୁ ଚିନ୍ତାରେ ରହିବେ । ଘରର ଦାୟିତ୍ଵ ନିଭାଇବା ପାଇଁ ଆପଣ କିଛି ନୂଆ ନିସ୍ପତି ନେବେ । ଆଜି ଆର୍ଥିକ ପକ୍ଷ ଆପଣଙ୍କର ମଜବୁତ ହେବ । ବ୍ୟାପାର, ରୋଜଗାର ଭଲ ଚାଲିବ । ପିତା ଙ୍କ କାର୍ଯ୍ୟ ରେ ଆପଙ୍କ ସହଯୋଗ ଭଲ ରହିବ । ଆପଣ ନିଜ ଜୀବନରେ ବଡ ପରିବର୍ତ୍ତନ କରିବାକୁ ପ୍ରେରିତ ହେବେ । ଲେଖନ ଆଦି ବୌଧିକ କାର୍ଯ୍ୟ ରେ ମାନ ସମାନ ରେ ବୃଦ୍ଧି ହେବ । ଆପଣଙ୍କ ମନ ସାମାଜିକ କାର୍ଯ୍ୟ ପ୍ରତି ରହିବ । ପଡୋଶୀ ଙ୍କ ସହ ପୁରୁଣା କାର୍ଯ୍ୟ କୁ ନେଇ ପ୍ରଶଂସା ହେବ ।

କନ୍ୟା ରାଶି : ଆଜି ଆପଣଙ୍କର ଆର୍ଥିକ ସ୍ଥିତି ରେ କିଛି ବଡ ପରିବର୍ତ୍ତନର ଯୋଗ ଅଛି । ଯାହା ପାଇଁ ଆପଣ ଖୁସି ହେବେ । ଆଜି ଆପଣଙ୍କ ଘରେ ପରିଜନ ଙ୍କ ଅଚାନକ ଆଗମନ ହୋଇପାରେ ଯାହା ପାଇଁ ଆନଙ୍କ ଧନ ଅଧିକ ଖର୍ଚ୍ଚ ହେବ । ଆଜି ଆପଣ ପରିବାର ର ସଦସ୍ୟ ଙ୍କ ସହ ପୁରୁଣା କଥା ର ଚର୍ଚ୍ଚା କରିବେ ଯାହା କାରଣରୁ ଆପଣ ମାନସିକ ଚିନ୍ତା ରୁ ମୁକ୍ତ ହେବେ । ଆପଣଙ୍କ ବ୍ୟବହାର ରେ ଲୋକେ ପ୍ରଭାବିତ ହେବେ ।

ତୁଳା ଅରଶୀ : ବେରୋଜଗାର ଙ୍କୁ ଆଜି ରୋଜଗାର ମିଳିପାରେ । ଆଜି ଆପଣଙ୍କୁ ଚାକିରି କ୍ଷେତ୍ର ରେ ବଡ ପଦ ମିଳିନର ସମ୍ଭାବନା ରହିଛି । ଆଜି ଆପଣଙ୍କୁ ଜୀବନ ସତାହି ଙ୍କ ସହଯୋଗ ବା ଆନିଧ୍ୟ ମଧ୍ୟ ଭରପୁର ମାତ୍ରା ରେ ଦେଖିବାକୁ ମିଳିବ । ସନ୍ଧ୍ୟା ସମୟରେ ଆଜି ଆପଣ କୌଣସି ଧାର୍ମିକ ଆୟୋଜନ ରେ ସାମିଲ ହେବେ । ଆପଣ ନିଜର ପଇସାର ସ୍ଥିତି। ଘରୋଇ ସୁଖ ସୁବିଧା ଆଦି ସୁଧାର କରିବାରେ ଚେଷ୍ଟା କରିବେ । ଯଦି ଆପଣ ଧାର୍ମିକ ସଂସ୍ଥାରେ ଅଛନ୍ତି ଲାଭ ହେବ ।

ବିଛା ରାଶି : ବ୍ଯବସାୟ ରେ ଲାଭ ପାଇଁ ନିଜକୁ ଅନୁକୂଳ ପରିସ୍ଥିତି ରେ ପାଇବେ । ଅଫିସରେ କଥା କହିବାକ ପୁରା ଅବସର ମିଳିବ । ଆଜି ଆପଣଙ୍କୁ କାହା ଥର ଧନ ଲେନଦେନ କରିବା ଅଗର ସତର୍କ ରହିବାର ଅଛି । ନଚେତ ପରେ ଅନୁତାପ କରିବାକୁ ପଡିପାରେ । ସନ୍ଧ୍ୟା ସମୟରେ ଆଜି ଆପଣ ନିଜର ସନ୍ତାନ ଙ୍କ ସମସ୍ଯା ର ସମଧନ କରିବାରେ ବ୍ଯତୀତ କରିବେ । ମାତା ଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ସନ୍ତାନ ଙ୍କ ଦାୟିତ୍ଵ ର ପୂର୍ତ୍ତି ହେବ । ପାରିବାରିକ କାର୍ଯ୍ୟ କୁ ପୁରା କରିବାରେ ଘରର ସଦସ୍ୟ ଙ୍କ ସହଯୋଗ ପାଇବେ ।

ଧନୁ ରାଶି : ଆଜି ଆପଣ ପିଲା ଙ୍କ ସହ ଲାମ୍ବା ଯାତ୍ରା କରି ପାରନ୍ତି । ଆପଣଙ୍କର ଆଜି ଦିନ ଟି ପ୍ରସନ୍ନତା, ସୁଖ ଓ ସନ୍ତୋଷ ରେ ଯତିତ ହେବ । ରୋଗ ସହ ଲଢିବାକୁ ଚେଷ୍ଟା କରନ୍ତୁ ଓ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ଆପଣ ନୂଆ କ୍ଷେତ୍ରରେ ବିକାଶ ପାଇଁ ପ୍ରୟାସ କରିବେ । ଆର୍ଥିକ ରୂପରେ ସନ୍ତୋଷ ଜଣକ ଦିନ ବ୍ଯତୀତ ହେବ । ଦାଂପତ୍ଯ ଜୀବନ ମଧୁରତା ରେ ଭରପୁର ରହିବ । କୌଣସି କାମକୁ ନେଇ ଚିନ୍ତା ରେ ରହିବେ । ଦାଂପତ୍ଯ ଜୀବନରେ ଖୁସି ରହିବ ।

ଧନୁ ରାଶି : ଆଜି ଆପଣ କିଛି କଥାରେ ପଡି କୌଣସି କାର୍ଯ୍ୟ କରନ୍ତୁ ନାହି ନଚେତ କ୍ଷତି ହୋଇପାରେ । ବ୍ୟାପାରୀ ବର୍ଗ କରଜ ନେବାରୁ ବଞ୍ଚିତ ରୁହନ୍ତୁ । ଅନ୍ୟଥା ହାନି ହୋଇପାରେ । ବାହନ ସାବଧାନ ପୂର୍ବକ ଚଲାନ୍ତୁ । ଅଧିକାରୀ ବର୍ଗ ଆପଣଙ୍କ କାମରେ ଖୁସି ହେବେ । ଛାତ୍ର ଙ୍କ ପାଇଁ ଦିନ ଭଲ ରହିବ । ପଢା ରେ ମନ ଲାଗିବ । ଆପଣଙ୍କୁ ନିଜର ଭଲ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖିବା ଉଚିତ । ପ୍ରେମ କରୁଥିଲେ କାହାକୁ ପ୍ରପୋଜ କରିବା ପାଇଁ ଉତ୍ତମ ସମୟ ଅଟେ ।

କୁମ୍ଭ ରାଶି : କୌଣସି ନୂଆ କାମର ଆରମ୍ଭ କରିବା ଦ୍ଵାରା ପରିବାର ରେ ଆପଣଙ୍କୁ ଖୁସି ମିଳିବ । ବୁଝି ବିଚାରୀ କାର୍ଯ୍ୟ ରେ ପରିବର୍ତ୍ତନ କରନ୍ତୁ । ଆଜି ଦିନରେ କରିଥିବା ପ୍ଳାନିଙ୍ଗ କାମକୁ ଭଲ ଗତି ଦେଇପାରେ । ଅଫିସ ରେ କାମକୁ ନେଇ ସତର୍କ ରୁହନ୍ତୁ । ସାମାଜିକ ସ୍ତର ରେ ଆପଣ ଭଲ ଲୋକଙ୍କ ସହ ମିଶି ଖୁବ ଆନନ୍ଦ ଅନୁଭବ କରିବେ । ମାଙ୍ଗଳିକ କାର୍ଯ୍ୟ ରେ ଭାଗ ନେବେ । ପରିବାର ସହ ଆପଣଙ୍କ ସମ୍ପର୍କ ମଜବୁତ ହେବ ।

ମୀନ ରାଶି : ଆଜି ଅକହକୁ ପଇସା ଉଧାର ଦିଅନ୍ତୁ ନାହି । କାଗଜ ପତ୍ର ମାମଲାରେ ସତର୍କ ରୁହନ୍ତୁ । ବରିଷ୍ଠ ର ମାର୍ଗ ଦର୍ଶନ ମିଳିବ । ଯାହା ପାଇଁ କାମ କରିବାର ଗତିରେ ତୀବ୍ରତା ଆସିବ । ମେହନତ କରିବାରୁ ପଛକୁ ହଟନ୍ତୁ ନାହି । ଯେଉଁ କାମ ମିଳିବ ତାହାକୁ ଖୁସି ମନରେ କରନ୍ତୁ । ବ୍ୟବସାୟିକ ଓ ଆର୍ଥିକ ରୂପରେ ଯାତ୍ରା କରିବାକୁ ପଡିପାରେ । ଜୀବନ ସାଥିଙ୍କ ସହଯୋଗ ପାଇବେ । ନୂଆ ଆୟର ସ୍ରୋତ ରୁ ଧନ ଲାଭ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।