ଆଜିର ରାଶିଫଳ, 21 ମେ 2022, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୧ ମେ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ଧାର୍ମିକ କାର୍ଯ୍ୟ ରେ ରୁଚି ରହିବ । କାମ କାର୍ଯ୍ୟ ରେ ଆପଣଙ୍କୁ ଭଲ ପରିଣାମ ଦେଖିବାକୁ ମିଳିବ । କୌଣସି କାମ ଆରମ୍ଭ କରିବା ପାଇଁ ଆଜି ଦିନ ଟି ଭଲ ରହିବ । ଯଦି ଆପଣ ବେପାର କରୁଛନ୍ତୁ ଓ ଟଙ୍କା ସହ ଜଡିତ କୌଣସି ସମସ୍ଯା ରହିଛି ତେବେ ଆପଣଙ୍କର ଏହି ସମସ୍ଯା ଦୂର ହେବ । ପରିବାରରେ କୌଣସି ସଦସ୍ୟଙ୍କର ସ୍ୱାସ୍ଥ୍ୟ ଖରାପ ହେବା ନେଇ ଆପଣ ଚିନ୍ତା ରେ ରହିବେ । ମିତ୍ର ମାନଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ ।

ବୃଷ ରାଶି : ଆଜି ଆପଣଙ୍କର ସବୁ ଇଚ୍ଛା ପୂରଣ ହେବେ । ଆଜି ରୋଜଗାର କରିବାର ନୂଆ ଉପାୟ ବିଷୟରେ କୌଣସି ବ୍ୟକ୍ତି ପରାମର୍ଶ ଦେବେ । ବ୍ଯବସାୟିକ ସ୍ତର ରେ ଆଜି ଦିନ ଟି ଭଲ ରହିବ । ଆପଣଙ୍କର କୌଣସି କାମରେ ବଡ ବାଧା ଆସିପାରେ ଯାହା ଦ୍ଵାରା ଆପଣଙ୍କୁ କ୍ଷତି ହୋଇପାରେ । ମିଡିଆ ଓ ଆଇଟି କ୍ଷେତ୍ର ରେ ଥିଲେ ସଫଳତା ଲାଭ କରିବେ । ଅଧ୍ୟୟନ ରେ ବାଧା ଆସିପାରେ । ସ୍ୱାସ୍ଥ୍ୟ କମଜୋର ହୋଇପାରେ ।

ମିଥୁନ ରାଶି : ଆଜି ଆପଣଙ୍କ ଘରେ ସୁଖ ଶାନ୍ତି ଓ ସମୃଦ୍ଧି ଆସିବାର ଯୋଗ ରହିଛି । ଏହି ସମୟ ପ୍ରତିଯୋଗୀ ପରୀକ୍ଷା ରେ ଭାଗ ନେବା ପାଇଁ ଉତ୍ତମ ଅଟେ । ଆପଣଙ୍କୁ ସଫଳତା ନିଶ୍ଚିନ୍ତ ବେବ ମିଳିବ । ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଆଶା ନିରାଶର ମିଶ୍ରିତ ଭାବ ମନରେ ରହିବ । କାର୍ଯ୍ୟ କ୍ଷେତ୍ର ରେ ବିସ୍ତାର ହେବ । କିନ୍ତୁ ଭାଇ ମାନଙ୍କ ସହ ମତଭେଦ ହୋଇପାରେ । ପରିଯୋଜନା ଆପଣଙ୍କର ବେହତର ରହିବ । ଆପଣ କୌଣସି ନୂଆ କୋର୍ସ କରିବାର ଯୋଜନା କରାଇବେ ।

କର୍କଟ ରାଶି : ଶିକ୍ଷା ପ୍ରତିଯୋଗିତାରେ ସଫଳତାର ଯୋଗ ଓ ସନ୍ତାନ ମାନଙ୍କର ଦାୟିତ୍ଵ ପୂର୍ତ୍ତି ହେବ । ଆଜି ଆପଣଙ୍କ  ପାଇଁ ବଡ ସ୍ଵପ୍ନ ଦେଖିବାର ଦିନ ରହିଛି । ଆଜି ଆପଣ ନିଜ ଜୀବନରେ କଣ କରିବାକୁ ଇଚ୍ଛା କରୁଛନ୍ତି ତାହାର ଏକ ଲିଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ଦିଗରେ କରା ଯାଇଥିବା ଚେଷ୍ଟା ବହୁତ ଲାଭଦାୟକ ରହିବ । ଧାର୍ମିକ ଓ ମାଙ୍ଗଳିକ କାର୍ଯ୍ୟ ର ଶୁଭ ଅବସର ମିଳିବ । ଅଟକି ରହିଥିବା କାମ ପୂରଣ ହେବ । ବିଚାର ଆପଣଙ୍କର ବେହତର ସାବ୍ୟସ୍ତ ହେବ ।

ସିଂହ ରାଶି : ଆଜି ଆପଣଙ୍କୁ ଆର୍ଥିକ ମାମଲା ରେ ମନ ମୁତାବକ ସଫଳତା ହାସଲ ହେବ । ମନୋରଞ୍ଜନ ରେ ଟଙ୍କା ଖର୍ଚ୍ଚ ହୋଇପାରେ । କିଛି ଲୋକ ଆପଣଙ୍କର ବିଛା ର ବିରୋଧ କରିବେ । ଆଜି ନୂଆ କାମରେ ଆପଣଙ୍କର ରୁଚି ବଢିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହିବାକୁ ହେବ । ଆଜି ଠାରୁ ଜୀବନର ଲକ୍ଷ୍ୟ ପାଇବା ଦିଗରେ କାମ ଆରମ୍ଭ କରନ୍ତୁ । ସମୟ ସମୟରେ ହେଉଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ଭଲ ରହିବ । ଆପଣ ଲଗାତାର ଜୀବନରେ ପ୍ରଗତି କରିବେ ।

କନ୍ୟା ରାଶି : ଆଜି ଆପଣଙ୍କ ମନରେ ନୂଆ କାମ ଆରମ୍ଭ କରିବା ଇଚ୍ଛା ଜାଗୃତ ହେବ । ଆପଣଙ୍କୁ ନୂଆ ସ୍ରୋତରେ ଧନ ଲାଭ ହେବ । ପ୍ରେମ ଯୁଗଳଙ୍କ ପାଇଁ ଆଜି ସମ୍ପର୍କରେ ମଧୁରତା ଆସିବ । ଆଜି କୌଣୟସ ମିତ୍ରଙ୍କ ସହଯୋଗ ଦ୍ଵାରା ଆପଣଙ୍କର ଜରୁରୀ କାମ ପୂରଣ ହେବ । ଅଟକି ରହିଥିବା କାମ ପୂରଣ ହେବ । ଆଜି ସନ୍ଧ୍ୟା ଠାରୁ ଖୁସି ହିଁ ଖୁସି ଆସିବ । ଆପଣଙ୍କର ମହତ ଆକାଂକ୍ଷା ଚରମରେ ରହିବ । ଜୀବନ ସାଥିଙ୍କ ଠାରୁ ବେହତର ପରାମର୍ଶ ପାଇବେ ।

ତୁଳା ରାଶି : ପରିବାରରେ ମାତା ପିତାଙ୍କ ସହଯୋଗ ପ୍ରାପ୍ତ ହେବ । ଆର୍ଥିକ ଲାଭରେ ବୃଦ୍ଧି ହେବ । ବଡ ବେପାରୀ ମାନେ ଲେନଦେନରେ ପାରଦର୍ଶିତା ଲାଭ କରିବେ । ଯୁବ ବର୍ଗ ତରବର ହୋଇ ନିସ୍ପତି ନିଅନ୍ତୁ ନାହି । ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇପାରେ । ପାରିବାରିକ ଜୀବନ ଆନନ୍ଦମୟ ରହିବ । ଆପଣ ମିତ୍ର ଓ ପରିବାର ସହ ଆନନ୍ଦପୂର୍ଣ୍ଣ ସମୟ ବ୍ଯତୀତ କରିବେ । ଅଫିସରେ କାମ ବା ଅନ୍ୟ ସାମାଜିକ କାମ ରେ ଆପଣଙ୍କର ପ୍ରଭାବ ଅଧିକ ରହିବ ।

ବିଛା ରାଶି : ଅନେକ ଦିନରୁ ପେଣ୍ଡିଂ ରହିଥିବା ଅଫିସରେ କାମ ଆଜି ପୁରା ହେବ । ପୂଜା ପାଠ ରେ ମନ ଲାଗିବ । ଭୁଲ ବ୍ୟବହାର ପାଇଁ ଆପଣ ନିଜକୁ ଓ ପରିଜନକୁ ସମସ୍ୟାରେ ପକାଇବେ । ଆପଣଙ୍କ ବାଣୀ କଟୁ ହୋଇ ଥିବାରୁ କେହି ଆପଣଙ୍କର ସାଥ ଦେବେ ନାହି । ଲେନଦେନ ରେ ତରବର ହୁଅନ୍ତୁ ନାହି । ବିଦ୍ୟାର୍ଥୀ ମାନଙ୍କୁ ପଢିବା ପାଇଁ ବିଦେଶକୁ ଯିବାର ଅବସର ମିଳିବ । ଭବନରେ ପଡି କୌଣସି ନିର୍ଣ୍ଣୟ ନିଅନ୍ତୁ ନାହି । ଚାକିରି କ୍ଷେତ୍ରରେ ମାନ ସମାନ ବୃଦ୍ଧି ହେବ ।

ଧନୁ ରାଶି : ଆଜି ଆପଣଙ୍କୁ ମିତ୍ର ମାନଙ୍କ ସହ ମଜାମସ୍ତି କରିବାର ଅବସର ମିଳିବ । ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ଆପଣ ପ୍ରତେକ ମାମଲାରେ ଅବହେଳା କରିବେ ଯେଉଁ କାରଣରୁ ସମାଜିକ ସ୍ତର ତଳକୁ ଖସିପାରେ । ଆୟ ରେ ନୂଆ ସ୍ରୋତ ମିଳିବା କାରଣରୁ ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଆପଣ ନିଜର ଶତ୍ରୁ ମାନଙ୍କ ଉପରେ ବିଜୟ ପ୍ରାପ୍ତ କରି ନିଜର ଲକ୍ଷ୍ୟ ପ୍ରାପ୍ତ କରିବାରେ ସକ୍ଷମ ହେବେ । ଘରେ ବିବାଦ ହେବାର ସମ୍ଭବା ରହିଛି ।

ମକର ରାଶି : ମାତା ପିତାଙ୍କ ସହଯୋଗରେ କୌଣସି ବଡ ସମସ୍ୟାର ସମାଧାନ ହେବ । ଆଜି ଆପଣଙ୍କୁ କୌଣସି କାମରେ ଅଧିକ ମେହନତ କରିବାକୁ ପଡିବ । ଯଦି ଆପଣ ଅଳସ ହେବେ ତେବେ ଆପଣଙ୍କର କାମ ବିଗିଡି ଯାଇପାରେ । ଆପଣଙ୍କ ଦାଂପତ୍ଯ ଜୀବନ ବିଷୟରେ କହିବାକୁ ଗଲେ ଜୀବନ ସାଥି ଙ୍କ ସହ ମତଭେଦ ହୋଇପାରେ । ସମ୍ପର୍କୀୟ ମାନଙ୍କୁ ପୁରୁଣା ମିତ୍ର ଙ୍କ ଓ ଆପଣଙ୍କୁ କାରୋବରେ ସଫାୟତା ମିଳିବ । ସମାଜରେ ମାନ ସମାନ ବୃଦ୍ଧି ହେବ ।

କୁମ୍ଭ ରାଶି : ପୂର୍ବର ରୁ କରିଥିବା ପରିଶ୍ରମର ଫଳ ଆଜି ପାଇବେ । ଭାଇଙ୍କ ସହଯୋଗ ପରପ୍ତ ହେବ । ଆଜି କୌଣସି ମହିଳା ମିତ୍ର ଙ୍କ ଠାରୁ ଧନ ଲାଭ ହୋଇପାରେ । ଆଜି ଆପଣଙ୍କର ଲମ୍ବା ସମସ୍ଯାର ଅଟକି ରହିଥିବା ଧନ ପ୍ରାପ୍ତ କରିବାର ପ୍ରୟାସରେ ସଫଳ ହେବେ । ଯାହା ଆପଣଙ୍କୁ ସହଜରେ ମିଳିଯିବ । ଜୀବନ ସାଥି ଙ୍କ ଠାରୁ ସୁଖ ମିଳିପାରେ । ଅନ୍ୟ ଉପରେ ଦୋଷ ଲଦିବାକୁ ଚେଷ୍ଟା କରନ୍ତୁ ନାହି । ନୂଆ କାମକୁ ନେଇ ବ୍ୟସ୍ତ ରେ ରହିବେ । ଚାକିରି କ୍ଷେତ୍ରରେ ବେତନରେ ବୃଦ୍ଧି ହୋଇପାରେ ।

ମୀନ ରାଶି : ଆଜି ଆପଣ ନିଜର ଲୋକକୁ ମନର କଥା କହିବାକୁ ଇଚ୍ଛା କରୁଥିଲେ କହି ଦିଅନ୍ତୁ । କାର୍ଯ୍ୟ ସ୍ଥଳରେ ସହଯୋଗି ର କମ ମିଳିପାରେ । କାମ କାର୍ଯ୍ୟ ର ଭାର ବଢିପାରେ । ବେପାରୀ ମାନଙ୍କର ଆର୍ଥିକ ଖ୍ଯାତି ହୋଇପାରେ । ଯଦି ଆପଣଙ୍କର ଆର୍ଥିକ ସମସ୍ଯା ରହିଥାଏ ତେବେ ତାହା ଦୂର ହେବ । କୌଣସି ଜରୁରୀ ଯାତ୍ରା ଆପଣଙ୍କୁ ଅଚାନକ କରିବାକୁ ପଡିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।