ଆଜିର ରାଶିଫଳ, 21 ମାର୍ଚ୍ଚ 2022, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୧ ମାର୍ଚ୍ଚ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କର ମାଲିକ ଆପଣଙ୍କ ଉପରେ ଖୁସି ହେବେ । ଆଜି ଅଯଥା ଖର୍ଚ୍ଚ ଓ ବିବାଦରୁ ଦୂରେଇ ରୁହନ୍ତୁ । ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ପ୍ରେମ ଜୀବନରେ ପାର୍ଟନର ଙ୍କ ସହ ଆପଣଙ୍କର ସମୟ ସାନଦାର ରହିବ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଆପଣ ପ୍ରଶଂସାର ପାତ୍ର ହେବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ ରାଶି : ଆଜି କରା ଯାଇଥିବା କାମରେ ଆପଣଙ୍କୁ ପରିଣାମ ନ ମିଳିବାରୁ ଆପଣ ମାନସିକ ଚିନ୍ତା ରେ ରହିବେ । ତେଣୁ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଅଯଥା ଖର୍ଚ୍ଚ ହୋଇପାରେ । ପୈତୃକ ସମ୍ପତି କୁ ନେଇ ଆପଣଙ୍କର କୌଣସି ମାମଲା ଦୀର୍ଘ ଦିନରୁ ଲାଗି ରହିଥିଲେ ତାହାର ସମାଧାନ ହେବେ । ସ୍ୱାସ୍ଥ୍ୟ ଆଗ ଅପେକ୍ଷା ବେହତର ରହିବ । ପ୍ରେମ ସମ୍ପର୍କରେ ଆପଣ ଭାଗ୍ୟଶାଳୀ ରହିବେ । ଶୁଭ ବ୍ୟୟ କାରଣରୁ ଆପଣଙ୍କର କୀର୍ତ୍ତି ରେ ବୃଦ୍ଧି ହେବ ।

ମିଥୁନ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥାନ କୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଗମ ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ସନ୍ତାନ ମାନଙ୍କ ତରଫରୁ ଆପଣ ସୁଖ ଖବର ଶୁଣିବାକୁ ପାଇବେ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଆଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।

କର୍କଟ ରାଶି : ଏହି ରାଶିର ଲୋକ ମାନଙ୍କର ଆଜି ଦିନ ଟି ସାନଦାର ରହିବ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କୁ ବଡ ଦାୟିତ୍ଵ ଭାର ମିଳିପାରେ । ଘର ପରିବାରରେ ଆପଣଙ୍କର ମାହୋଲ ସୁଖଦ ରହିବ । ଆୟ ରେ ବୃଦ୍ଧି ହୋଇପାରେ । ଆପଣ କୌଣସି କ୍ଷେତ୍ର ରେ ବଡ ନିବେଶ କରି ଫାଇଦା ରେ ରହିବେ ।

ସିଂହ ରାଶି : ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ । କୌଣସି କାମରେ ଆପଣ ବ୍ୟସ୍ତରେ ରହିବେ । ପରିବାର ଲୋକଙ୍କର ଭରପୁର ସହଯୋଗ ଓ ସ୍ନେହ ପାଇବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ବିଗିଡି ଯାଇଥିବା କାମ ଆପଣଙ୍କର ପୁରା ହେବ । ଯୁବପିଢି ମାନେ କ୍ଯାରିୟର ଦିଗରେ ଅଗ୍ରସର ହେବେ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଦୁଇ ଗୁଣା ଧନ ଲାଭ କରିବେ ।

କନ୍ୟା ରାଶି : ଆଜି ଆପଣଙ୍କର ଦିନ ଟି ଆନନ୍ଦ ଓ ଉଲ୍ଲାସ ରେ ଭାରି ରହିବ । ଇମାନଦାରି ସହକାରେ ଆପଣ ନିଜର ସବୁ କାମ ପୁରା କରିବେ । ଆପଣଙ୍କୁ ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ । ଆପଣଙ୍କର ଦାଂପତ୍ଯ ଜୀବନ ରେ ସମୟ ଭଲ ରହିବ । କାର୍ଯ୍ୟ ସ୍ଥଳ ରେ ଆପଣ ନିଜର ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାରରେ ଧାର୍ମିକ କାର୍ଯ୍ୟ ଆରମ୍ଭ ହୋଇପାରେ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । କାର୍ଯ୍ୟ କ୍ଷେତ୍ରରେ ବିସ୍ତାର ହେବ ।

ତୁଳା ରାଶି : ଆଜି ଆପଣଙ୍କୁ କୌଣସି ବେହତରିନ ଉପଲବ୍ଧି ମିଳିପାରେ । ପ୍ରେମ ଜୀବନରେ ସମୟ ଅନୁକୂଳ ରହିବ । ଆପଣଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ଆସିପାରେ । ବେପାର ବାଣିଜ୍ୟ କ୍ଷେତ୍ର ରେ ସ୍ଥିରତା ଆସିବ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ । ବିଦ୍ୟାର୍ଥୀ ମାନେ ପାଠ ପଢା ରେ ଆଗରେ ରହିବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ବେତନରେ ବୃଦ୍ଧି ହୋଇପାରେ ।

ବିଛା ରାଶି : ଚାକିରି କ୍ଷେତ୍ର ରେ ଆପଣଙ୍କର ଉନ୍ନତି ହେବାର ଯୋଗ ରହିଛି । ଆପଣ ନିଜର ବୁଦ୍ଧି ବଳରେ ସବୁ ସମସ୍ୟାର ସମାଧାନ କରିବେ । ଅଟକି ରହିଥିବା କାମ ଆରମ୍ଭ ହେବେ । ଛାତ୍ର ଙ୍କ ପାଇଁ ସମୟ ଅନୁକୂଳ ରହିବ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ଯେଉଁ ମାନେ ଅବିବାହିତ ଅଛନ୍ତି ସେମାନଙ୍କ ପାଇଁ ବିଭିନ୍ନ ଦିଗରୁ ବିବାହ ପ୍ରସ୍ତାବ ଆସିପାରେ ।

ଧନୁ ରାଶି : ଟଙ୍କା ପଇସା ଲେନଦେଣ କରିବା ସମୟରେ ସାବଧାନ ରୁହନ୍ତୁ । ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ । କର୍ମ କ୍ଷେତ୍ର ରେ ଆପଣଙ୍କର ସମୟ ଭଲ ରହିବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଚାକିରି କ୍ଷେତ୍ର ରେ ଉନ୍ନତି ହେବ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ଖାସ ବ୍ୟକ୍ତି ଙ୍କ ସହ ଆପଣ ମିତ୍ରତା ସ୍ଥାପନ କରିବେ । ଯାହା ଦ୍ଵାରା ଆପଣ ଫାଇଦା ରେ ରହିବେ ।

ମକର ରାଶି : ଏହି ରାଶିର ଲୋକ ମାନେ କାର୍ଯ୍ୟ କ୍ଷେତ୍ର ରେ ବ୍ୟସ୍ତରେ ରହିବେ । ଅଟକି ରହିଥିବା କାମ ପୁରା ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭର ଯୋଗ ରହିଛି । ପ୍ରେମ ଜୀବନରେ ଆପଣ ମନ କଥା ସାଥି ଙ୍କୁ କହିବାର ଅବସର ପାଇବେ । ଆୟ ରେ ବୃଦ୍ଧି ହୋଇପାରେ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କଉ ରୋଜଗାର କରିବାର ନୂଆ ଅଫର ମିଳିପାରେ । ଚାକିରି କ୍ଷେତ୍ର ରେ ମାନ ସମାନ ପ୍ରାପ୍ତ ହେବ ।

କୁମ୍ଭ ରାଶି : ଆଜି ଆପଣ ସାମାଜିକ କାର୍ଯ୍ୟ ରେ ସକ୍ରିୟ ହେବେ । ଘର ଅପରିବାର ରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ଛାତ୍ର ଛାତ୍ରୀ ମାନେ ପାଠ ପଢା ରେ ଉନ୍ନତି କରିବେ । କ୍ଯାରିୟର ଦିଗରେ ଆପଣ ବଡ ପଦକ୍ଷେପ ଗ୍ରହଣ କରିବେ । ବେପାର କ୍ଷେତ୍ର ରେ ଆପଣଙ୍କର ଦୁଇ ଗୁଣା ଧନ ଲାଭ କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ଏ ସୁଧାର ଆସିବ । ଧନ ଜନିତ ସମସ୍ଯା ଦୂର ହେବ । କାରୋବାର ରେ ଆପଣଙ୍କର ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ମୀନ ରାଶି : ଆଜି ଆପଣ ମିତ୍ର ମାନଙ୍କ ସହ ସମୟ ଅତିବାହିତ କରିବେ । ମହିଳା ମିତ୍ର ଙ୍କ ଠାରୁ ଆପଣ ଆର୍ଥିକ ସାହାଜ୍ୟ ପାଇବେ । ମାତା ପିତା ଙ୍କ ସହଯୋଗ ପାଇବେ । ଘର ପରିବାରରେ ବାତାବରଣ ହସ ଖୁଶିର ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ଅନୁସରଣ କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।