ଆଜିର ରାଶିଫଳ, 21 ଅକ୍ଟୋବର 2021, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ବଡ ପରିବର୍ତ୍ତନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ  ୨୧ ଅକ୍ଟୋବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ବିଦେଶକୁ ଯାତ୍ରା କରି ପାରନ୍ତି । ଆପଣଙ୍କର ଯାତ୍ରା ସଫଳ ହେବେ । ପରିବାର ଲୋକଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବା ସହ ଆପଣ ଧିକ ସମୟ ଅତିବାହିତ କରିବେ । କୌଣସି ବି କାମ ଆପଣ ପୁରା ମନରେ କରିବେ । ଆପଣ ନିଜ ଭିତରେ ଥିବା ଖାସ ଗୁଣର ପରି ପ୍ରକାଶ ଅକରିବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ବ୍ୟବସାୟରେ ଭଲ ଲାଭ ହେବା ସହ ଆପଣ ନୂଆ ଯୋଜନାର ଆରମ୍ଭ କରି ପାରିବେ ।

ବୃଷ ରାଶି : ଏହି ରାଶିର ଲୋକ ମାନଙ୍କର ପରିବାରରେ କୌଣସି କାରଣରୁ ଖୁଶିର ଆଗମନ ହେବ । ଧାନ ପ୍ରାପ୍ତି ମଧ୍ୟ ହୋଇପାରେ । ଆପଣ ନିଜ ଉପରେ ଭରସା ରଖି ଜୀବନରେ ଆଗକୁ ବଢନ୍ତୁ । ଛାତ୍ର ଏମାନେ ଶିକ୍ଷା କ୍ଷେତ୍ର ରେ ଆଗ୍ରହ ହେବେ । ଚାକିରି କ୍ଷେତ୍ର ରେ ଥିବା ବ୍ୟକ୍ତିଙ୍କର ପ୍ରମୋଶନ ହେବ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠାର ମନ ବୃଦ୍ଧି ପାଇବ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ଦାଂପତ୍ଯ ଜୀବନରେ ଆପଣ ଜୀବନ ସାଥି ଙ୍କ ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

ମିଥୁନ ରାଶି : ଏହି ରାଶିର ଲୋକ ମାନେ ଆଜି ନୂଆ ଦାୟିତ୍ଵ ପରିବହନ କରିବେ । ଆପଣଙ୍କର ଆୟରେ ବୃଦ୍ଧି ହେବେ । ଆପଣ ନୂଆ ମିତ୍ରଙ୍କ ସହ ଭେଟ ହୋଇ ପାରନ୍ତି । ରୋଜଗାର କରିବା ପାଇଁ ଆପଣଙ୍କୁ ନୂଆ ଅବସର ମିଳିବ । ଆଜି ଆପଣ ଯେଉଁ କାମ କରିବେ ସେଥିରେ ଆପଣଙ୍କର ପ୍ରଶଂସା ମିଳିବ । ଦାଂପତ୍ଯ ଜୀବନରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ବ୍ୟବସାୟରେ ଆପଣ ଅଧିକ ଲାଭବାନ ହେବେ ।

କର୍କଟ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ କାର୍ଯ୍ୟ ରେ ଯୋଗ ଦେବେ । ଛାତ୍ର ମାନେ ପାଠ ପଢା ରେ ଆଗରେ ରହିବେ । ସନ୍ତାନ ମାନଙ୍କ ତରଫରୁ ଆପଣଙ୍କୁ ଖୁସି ଖବର ଶୁଣିବାକୁ ମିଳିବ । ଆପଣଙ୍କର ଅଟକି ଥିବ କାମ ପୁରା ହେବାରେ ଲାଗିବ । କ୍ଯାରିୟର କୁ ନେଇ ଆପଣ ଅଧିକ ଚିନ୍ତା ରେ ରହିବେ । କୌଣସି କ୍ଷେତ୍ର ରୁ ଧନ ଲାଭ ମିଳିବ । କୌଣସି ନୂଆ କାମ ପାଇଁ ଆପଣ ନିବେଶ କରିବେ । ଆପଣଙ୍କ ଉପରେ ଯେଉଁ ମାନେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ପ୍ରିୟଜନ ମାନଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ ।

ସିଂହ ରାଶି : ଏହୋଇ ରାଶି ର ଲୋକ ମାନେ ନିଜ ଜୀବନରେ ଆଗକୁ ବଢିବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ଆପଣ ବିଦେଶକୁ ଯାତ୍ରା କରି ପାରନ୍ତି । ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ର ରେ ଅଗ୍ରସର ହେବେ । ବ୍ୟବସାୟରେ ଭଲ ଲାଭ ହେବା ସହ ଆପଣ ନୂଆ ଯୋଜାନା ଆରମ୍ଭ କରି ପାରିବେ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ପାଇବେ । ଭାଇ ଭଉଣୀ ଙ୍କ ସହଯୋଗ ଆପଣ ପାଇବେ । ଆପଣ ଶାରୀରିକ କଷ୍ଟ ଅନୁଭବ କରି ପାରନ୍ତି । ତେଣୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

କନ୍ୟା ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଆପଣ କମ ପରିଶ୍ରମ କରି ସଫଳତା ଅପାଇବେ । ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟାର ନିବାରଣ ହେବ । କୌଣସି କ୍ଷେତ୍ର ରୁ ଆପଣଙ୍କର ଆକସ୍ମିକ ଭାବେ ଧନ ଲାଭ ହେବେ । ଅଫିସରେ ବଡ ଅଧିକାରୀ ଓ ସହ କର୍ମୀ ମାନଙ୍କର ସହ ଯୋଗ ଆପଣ ପାଇବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ସମାଜ ରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବେ ।

ତୁଳା ରାଶି : ଏହି ରାଶିର ଲୋକ ମାନେ କିଛି ନୂଆ କରିବାକୁ ଚିନ୍ତା କରିବେ । କ୍ଯାରିୟର କୁ ନେଇ ଆପଣ ସଫଳତା ପାଇବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ମହିଳା ମାନେ ନିଜ ପାଇଁ ନୂଆ ଉପହାର କିଣିବାରେ ବ୍ୟସ୍ତ ରହିବେ । କୌଣସି କ୍ଷେତ୍ର ରୁ ଧନ ପ୍ରାପ୍ତ ହୋଇପାରେ । ବ୍ୟବସାୟରେ ଆପଣ ଲାଭବାନ ହେବେ । ଧନ ଅର୍ଜନ କରିବାର ନୂଆ ସୁଯୋଗ ଆପଣ ପାଇବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ଛାତ୍ର ମାନେ ପାଠ ପଢା ରେ ମନ ଦେବେ । ପ୍ରିୟଜନ ଓ ପଡୋଶୀ ମାନଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ ।

ବିଛା ରାଶି : ଏହି ରାଶିର ଲୋକ ମାନଙ୍କ ମନରେ ସକାରାତ୍ମକ ଚିନ୍ତାଧାରା ଆସିବ । ଯାହା ଦ୍ଵାରା ଆପଣ କିଛି ନୂଆ କାମ ଆରମ୍ଭ କରିବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ବ୍ୟବସାୟରେ ଆପଣ ଟଙ୍କା ନିବେଶ କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । କୌଣସି ପୁରୁଣା ମିତ୍ରଙ୍କ ସହ ଆପଣଙ୍କର ଭେଟ ହୋଇଅପରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ହେବେ । ଭାଇ ମାନଙ୍କ ସାଥ ଆପଣଙ୍କୁ ମିଳିବ । ଚାକିରି କ୍ଷେତ୍ର ରେ ଆପଣଙ୍କର ନୂଆ ପଦ ମିଳିବାର ଯୋଗ ରହିଛି ।

ଧନୁ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିବାକୁ ଯାଉଛି । କୌଣସି ପୁରୁଣା ମିତ୍ରା ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠାର ମନ ବଢିବ । ଆପଣ ବିଦେଶକୁ ଯାତ୍ରା କରି ପାରନ୍ତି । ଧନ ସହ ଜଡିତ ସବୁ ସମସ୍ୟାର ସମାଧାନ ଆପଣଙ୍କର ହେବ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଜୀବନରେ କିଛି କରିବାକୁ ହେଲେ କଠିନ ମେହନତ କରନ୍ତୁ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ ।

ମକର ରାଶି: ଏହି ରାଶିର ଲୋକ ମାନେ ବାଦ ବିବାଦ ରୁ ନିଜକୁ ଦୂରେଇ ରଖନ୍ତୁ । ଦାମ୍ପତ୍ୟ ଜୀବନରେ ଜୀବନ ସାଥି ଙ୍କ ସହ ଆପଣ ଅଧିକ ସମୟ ବିତାଇବାର ସୁଯୋଗ ଅପାଇବେ । ସନ୍ତାନ ମାନଙ୍କୁ ନେଇ ଆପଣ ମାନସିକ ଚିନ୍ତା ରେ ରହିବେ । ତେଣୁ ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ସାଙ୍ଗ ସାଥି ଙ୍କ ସହ ଆପଣ ମନୋରଞ୍ଜନ ପାଇଁ ଯାତ୍ରା କରି ଅପାରନ୍ତି । ପାରିବାରିକ ମାହୋଲ ହସ ଖୁସିର ରହିବ । ବେପାରୀ ମାନଙ୍କ ପାଇଁ ସମୟ ସାନଦାର ରହିବ । ବେପାର ରେ କିଛି ଲାଭ ଦେଖିବାକୁ ମିଳିବ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନେ ଚାକିରି ଖୋଜୁଥିଲେ ନୂଆ ଚାକିରି ପାଇବେ । କୌଣସି କ୍ଷେତ୍ର ରୁ ଧନ ଲାଭ ହେବେ । ମାତା ପିତା ଙ୍କ ସହଯୋଗ ଆପଣ ଅପାଇବେ । ଯାହା ଦ୍ଵାରା ଆପଣ ଜୀବନର କର୍ମ କ୍ଷେତ୍ର ରେ ସଫଳତାର ଶୀର୍ଷ ରେ ପହଞ୍ଚି ଅପରିବେ । ଆପଙ୍କର ଆର୍ଥିକ ସ୍ଥିତି ଠିକ ରହିବ । ସରକାରୀ କାର୍ଯ୍ୟ ରେ ଆପଣ ସଫଳ ହେବେ । ଗହଣା ଦୋକାନ କରିଥିବା ବ୍ୟକ୍ତି ଲାଭରେ ରହିବେ । ନୂଆ ଚାକିରି ପାଇଁ ଆପଣଙ୍କ ସମୟ ଅନୁକୂଳ ରହିବ । ଆପଣ କୌଣସି ନିସ୍ପତି ନେବା ପୂର୍ବ ରୁ ବିଚାର ବିମର୍ଶ କରନ୍ତୁ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କର ଜୀବନ ସାଥି ଙ୍କ ସହ ସମ୍ପର୍କ ଭଲ ରହିବ । ବ୍ୟବସାୟରେ ଅଧିକ ଲାଭବାନ ହେବେ । ବେପାର ଓ ବାଣିଜ୍ୟ କୁ ନେଇ  ଆପଣ ଯାତ୍ରା କରି ପାରନ୍ତି । ଆପଣଙ୍କର ଯାତ୍ରା ସୁଗମ ହେବେ । ଧନ କମାଇବା ପାଇଁ ଆପଣଙ୍କୁ ନୂଆ ଅବସର ମିଳିବ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠାର ମାନ ବୃଦ୍ଧି ହେବ । ସାଙ୍ଗ ସାଥି ଙ୍କ ସହ ଆପଣ ମଜାମସ୍ତି କରିବାର ମୌକା ପାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।