ଆଜିର ରାଶିଫଳ, 20 ସେପ୍ଟେମ୍ବର 2021, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୦ ସେପ୍ଟେମ୍ବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କର ଦାଂପତ୍ଯ ଜୀବନରେ ଭଲ ସମୟ ରହିବ । ଆପଣ ପରିବାର ଲୋକଙ୍କ ସହ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ଆପଣଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟାର ଅନ୍ତ ଘଟିବ । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବେ । ସମାଜ ରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣ ନୂଆ ନିବେଶ କରିବେ ।

ବୃଷ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ବ୍ୟବସାୟରେ ଭଲ ଲାଭ ହେବା ସହ ଆପଣ ନୂଆ ଯୋଜନା ଆରମ୍ଭ କରି ପାରିବେ । କୌଣସି କ୍ଷେତ୍ର ରୁ ଆକସ୍ମିକ ଭାବେ ଧନ ଲାଭର ଆଶଙ୍କା ରହିଛି । ଆପଣ କୌଣସି ନିଷ୍ପତି ନେବା ପୂର୍ବରୁ ଭାବି ଚିନ୍ତି ନିଅନ୍ତୁ । ଚାକିରି କରିଥିବା ବ୍ୟକ୍ତି ବଡ ଅଧିକାରୀ ଓ ସହ କର୍ମୀ ମାନଙ୍କର ସହ ଯୋଗ ପାଇବେ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧାୟନ ରଖନ୍ତୁ ।

ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କ ସମୟ ଅନୁକୂଳ ରହିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ପାରିବାରିକ ମାହୋଲ ଭଲ ରହିବ । ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ର ରେ ରୁଚି ରଖିବେ । ଚାକିରି କରିଥିବା ବ୍ୟକ୍ତି ଙ୍କୁ ନୂଆ ପଦ ମିଳିବାର ଆଶଙ୍କା ରହିଛି । ସମାଜ ରେ ଆପଣଙ୍କ ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଆପଣ ପ୍ରଶଂସା ର ପାତ୍ର ହେବେ । କୌଣସି ଅନୁଭବି ବ୍ୟକ୍ତି ଙ୍କ ସହ ଆପଣଙ୍କର ସାକ୍ଷାତ ହୋଇପାରେ । ଯାହା ଦ୍ଵାରା ଆପଣ ଆଗାମୀ ଭବିଷ୍ୟତରେ ସଫଳତ୍ର ଶୀର୍ଷ ରେ ପହଞ୍ଚି ପାରିବେ ।

କର୍କଟ ରାଶି : ଏହି ରାଶିର ଲୋକ ମାନେ ଆଜି କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ଆପଣଙ୍କ ଯାତ୍ରା ସଫଳ ହେବେ । ଆପଣଙ୍କ ମନରେ ସାକାରାତ୍ମକ ଚିନ୍ତାଧାରା ଆସିବ ଯାହା ପାଇଁ ଆପଣ ଜୀବନର କର କ୍ଷେତ୍ର ରେ ସଫଳ ହେବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମ୍ବଧ ରହିବ । ଆପଣକ ସ୍ଵଥ୍ୟ ରେ ସୁଧାର ଆସିବ । କୌଣସି କ୍ଷେତ୍ର ରୁ ଧନ ଲାଭର ଯୋଗ ରହିଛି । ଆପଣ ସବୁ ପରିସ୍ଥିତି କୁ ଭଲ ଭାବେ ନିୟନ୍ତ୍ରଣ କରିବେ ।

ସିଂହ ରାଶି : ଏହି ରାଶିର ଲୋକ ମାନେ ନିଜ ମିତ୍ର ମାନଙ୍କ ସହ ଅଧିକ ସମୟ ବିତାଇବେ । ଆପଣ ନିଜ ଦୃଢ ମନୋବଳ ଦ୍ଵାରା ଯେ କୌଣସି ନୂଆ କାମର ଶୁଭାରମ୍ଭ କରି ପାରିବେ । ମହିଳା ମାନେ ନିଜ ପାଇଁ ନୂଆ ଉପହାର କ୍ରୟ କରିବେ । କୌଣସି କ୍ଷେତ୍ର ରୁ ଧନ ପ୍ରାପ୍ତ ହେବାର ଯୋଗ ରହିଛି । ବ୍ୟବସାୟରେ ଭଲ ଲାଭ ହେବ ସହ କୌଣସି ନୂଆ ନିବେଶ କରି ପାରିବେ । ଆପଣଙ୍କର ଅଟକି ଥିବା ସବୁ କାମ ପୁରା ହେବାର ଶୁଭ ସମୟ ଆସି ଯାଇଛି ।

କନ୍ୟା ରାଶି : ଏହି ରାଶିର ଲୋକ ମାନେ ସନ୍ତାନ ମାନଙ୍କ ତରଫରୁ କୌଣସି ଖୁସି ଖବର ଶୁଣିବାକୁ ପାଇବେ । ଆପଣଙ୍କର ଅଟକି ଥିବା ଟଙ୍କା ଆପଣ ଫେରସ୍ତ ପାଇବେ । ସାମାଜ ରେ ଆପଣଙ୍କର ଯଶ ଓ ଖ୍ଯାତି ବୃଦ୍ଧି ପାଇବ । ଚାକିରି କ୍ଷେତ୍ର ରେ ଥିବା ବ୍ୟକ୍ତି ନୂଆ ପଦ ପାଇବାର ଆଶଙ୍କା ରହିଛି । ଆପଣ ପରିବାର ଲୋକଙ୍କ ସହ କୌଣସି ଧାର୍ମିକ କାର୍ଯ୍ୟ ରେ ଯୋଗ ଦେଇ ନିଜକୁ ଆନନ୍ଦ ଅନୁଭବ କରିବେ ।

ତୁଳା ରାଶି : ଏହି ରାଶିର ଲୋକ ମାନଙ୍କୁ ପରିବାରର କୌଣସି ସଦସ୍ୟ ଙ୍କ ଠାରୁ ଶୁଭ ସମାଚାର ଶୁଣିବାକୁ ମିଳିବ । ପ୍ରେମ ଜୀବନରେ ଭଲ ସମୟ ରହିବ । ଆପଣ ନିଜ ମନ କଥା ନିଜ ପାର୍ଟନର ଙ୍କୁ କହି ପାରିବେ । ଆପଣଙ୍କ ଜୀବନରେ ଅନେକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଯାହା ଅପେକ୍ଷାରେ ଆପଣ ଅନେକ ଦିନ ହେବ ରହିଛନ୍ତି । କୌଣସି କ୍ଷେତ୍ର ରୁ ଧନ ପ୍ରାପ୍ତ ହେବ । ସମାଜ ରେ ଆପଣଙ୍କର ମାନ ଓ ପ୍ରତିଷ୍ଠା ହେବ । ମହିଳା ମାନେ ଘର କାମରେ ନିଜକୁ ବ୍ୟସ୍ତ ରଖିବେ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

ବିଛା ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ର ରେ ଅଗ୍ରସର ହେବେ । ଆପଣଙ୍କର ତାକି ଥିବା ସବୁ କାମ ପୁରା ହେବ । ମହିଳା ମାନେ ନିଜ ପାଇଁ ସମୟ ବାହାର କରି ବୁଲିବାକୁ ଯିବେ । କୌଣସି ବିଶିଷ୍ଟ ବ୍ୟକ୍ତି ଙ୍କ ସହ ଆପଣଙ୍କର ଦେଖା ହୋଇପାରେ । ଯାହା ଦ୍ଵାରା ଆପଣଙ୍କର ଆଗାମୀ ଭବିଷ୍ୟତ ବହୁତ ଖୁସିରେ ରହିବ ।

ଧନୁ ରାଶି : ଏହି ରାଶିର ଲୋକ ମାନେ ଟିକେ ସତର୍କ ହୋଇ ରୁହନ୍ତୁ । ପ୍ରେମ ଜୀବନରେ ଆପଣଙ୍କ ସମୟ ଭଲ ରହିବ । ସାଙ୍ଗ ସାଥି ଙ୍କ ସହ ଆପଣ ଅଧିକ ସମୟ ବିତାଇବା ସହ ନିଜକୁ ଆନନ୍ଦ ଅନୁଭବ କରିବେ । ଆପଣଙ୍କର ପୁରୁଣା କାମର ଶୁଭାରମ୍ଭ ହେବ । ଅପାନ ଯଦି ନୂଆ ଭୂମି ବା ବାହନ କିଣିବାକୁ ଚାହୁଁଛନ୍ତି ତେବେ କରି ପାରିବେ । ଆପଣ କର୍ମ କ୍ଷେତ୍ର ରେ ନିଜକୁ ସଠିକ ଭାବେ ପ୍ରମାଣ କରି ସଫଳ ହେବେ । ଆପଣଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ମକର ରାଶି : ଏହି ରାଶିର ଲୋକ ମାନଙ୍କର କାମକୁ ନେଇ ସମସ୍ତେ ପ୍ରଶଂସା କରିବେ । ଆପଣ ନିଜର ବ୍ୟକ୍ତିଗତ ଜୀବନୀ ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କୁ ମାତା ପିତା ଙ୍କ ସହଯୋଗ ପ୍ରାପ୍ତ ହେବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । କୌଣସି କ୍ଷେତ୍ର ରୁ ଧନ ଲାଭର ଆଶଙ୍କା ରହିଛି । ବ୍ୟବସାୟରେ ଭଲ ଲାଭ ହେବା ସହ ନୂଆ ଯୋଜନାର ଆରମ୍ଭ କରି ପାରିବେ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଯତ୍ନ ନିଅନ୍ତୁ । ପ୍ରିୟଜନ ମାନଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ବହୁତ ବଡ ଖୁସି ଖବର ଆସିବାକୁ ଯାଉଛି । ଆପଣ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କର ଅଟକି ଥିବା କାମ ପୁଣି ଥରେ ଆରମ୍ବ ହେବାରେ ଲାଗିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବା ସହ ଜୀବନ ସାଥି ଙ୍କ ସହଯୋଗ ଆପଣ ପ୍ରତେକ ଟି କାମରେ ପାଇବେ । ସାମାଜ ରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କର ଭାଗ୍ୟ ପୁରା ସାଥ ଦେବ । ଆଜି ଆପଣ କିଛି ନୂଆ କାମ କରିବେ । କୌଣସି କ୍ଷେତ୍ର ରୁ ଧନ ଲାଭର ଆଶଙ୍କା ରହିଛି । ଆପଣଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟାର ସାମାଧାନ ହେବେ । ପାରିବାରିକ ବାତାବରଣ ଭଲ ରହିବ । ଯେଉଁ ମାନେ ଅବିବାହିତ ଅଛନ୍ତି ସେମାନଙ୍କର ବିବାହ କରିବାର ସମୟ ଆସି ଯାଇଛି । ବ୍ୟବସାୟୀ ମାନେ ବେପାର କ୍ଷେତ୍ର ରେ ଲାଭବାନ ହେବେ । କୌଣସି ବିଶିଷ୍ଟ ବ୍ୟକ୍ତି ଙ୍କ ସହ ଆପଣଙ୍କର ସାକ୍ଷାତ ହୋଇପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।