ଦେଖନ୍ତୁ viral video: Salary ନ ମିଳିବାରୁ କର୍ମଚାରୀଙ୍କ ଏମିତି କାଣ୍ଡ କେବେ ବି ଦେଖି ନଥିବେ, ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ !

ଅନେକ ସମୟରେ ଚାକିରି କ୍ଷେତ୍ରରେ ଠିକ ସମୟରେ ବେତନ ମିଳିପାରେ ନାହିଁ । ଅନେକ ସ୍ଥାନରେ ମାସ ମାସ ଧରି ବେତନ ନ ମିଳିବା କଥା ଆପଣ ଶୁଣିଥିବେ । ତେବେ ବେତନ ପାଇ ନଥିବା କର୍ମଚାରୀ ନିଜ ଭିତରେ ରା-ଗ ଚାପି ରଖି ବେତନ ଆଶାରେ କାମ କରି ଚାଲନ୍ତି । ଆଉ କେଉଁ କେଉଁ ସ୍ଥାନରେ ସାମାନ୍ଯ ପା-ଟି-ତୁ-ଣ୍ଡ ହେବାର ଆପଣ ଦେଖିଥିବେ । କିନ୍ତୁ ବେତନ ନ ମିଳିବା ଯୋଗୁଁ ଏତେ ବଡ କା-ଣ୍ଡ କରିବା କଥା ଆପଣ କେବେ ହେଲେ ଶୁଣି ନଥିବେ ।

ସୋ-ସି-ଆ-ଲ ମି-ଡି-ଆ-ରେ ଏହିପରି ଏକ ଘଟଣାର ଭିଡିଓ ଖୁବ ଭା-ଇ-ରା-ଲ ହେଉଛି । ଯେଉଁଥିରେ ଜଣେ ବ୍ୟକ୍ତି JCB ସାହାଯ୍ୟରେ ଉ-ତ୍ପା-ତ ମଚାଉଥିବାର ଦେଖିବାକୁ ମିଳୁଛି । ସେ ଜେସିବି ସାହାଯ୍ୟରେ ଗୋଟିଏ ଗୋଟିଏ ପରେ ଅନେକ ଗାଡି ନଷ୍ଟ କରି ଦେଉଛନ୍ତି । ତେବେ ଧ୍ଵ-ସ୍ତ-ବି-ଧ୍ଵ-ସ୍ତ କରୁଥିବା ଏହି ବ୍ୟକ୍ତି ଆଉ କେହି ନୁହନ୍ତି ବରଂ କୋଇଲା ଖଣିର ଜଣେ କର୍ମଚାରୀ ଅଟନ୍ତି । ବଶ୍ ବେତନ ଦେବାକୁ ମନା କରିବାରୁ ସେ ଭଡକି ଯାଇଥିଲେ ଓ ଉ-ତ୍ପା-ତ କରିବା ଆରମ୍ଭ କରି ଦେଇଥିଲେ ।

ରିପୋର୍ଟ ଅନୁସାରେ କୋଇଲା ଖଣିର ଏହି କର୍ମଚାରୀ ସେତେବେଳେ କ୍ରୋ-ଧି-ତ ହୋଇଗଲେ ଯେତେବେଳେ ତାଙ୍କ ବଶ୍ ତାଙ୍କୁ ଗୋଟିଏ ମାସର ବେତନ ଦେବାକୁ ମନା କରି ଦେଇଥିଲେ । ତେବେ ଏହି ବଶ୍ ମଧ୍ୟ ଆଉ କେହି ନୁହନ୍ତି ବରଂ ଉକ୍ତ କର୍ମଚାରୀଙ୍କ ନିଜ ଦାଦା/କକା ଅଟନ୍ତି । ଏହି କଥାରେ କ୍ରୋ-ଧି-ତ ହୋଇ ବ୍ୟକ୍ତି ଜଣକ ଜେସିବି ସାହାଯ୍ୟରେ ୫ଟି ଟ୍ରକକୁ ଭା-ଙ୍ଗି ପକାଇଥିଲେ । ଏହି ଘଟଣାଟି ହେଉଛି ତୁର୍କୀର ଶିରନାତ ପ୍ରାନ୍ତର ।

ହାକନ ନାମକ ଏହି ବ୍ୟକ୍ତି ଜେସିବି ସାହାଯ୍ୟରେ କୋଇଲା ଖଣିର ଟ୍ରକ ଗୁଡିକୁ ନଷ୍ଟ କରି ଦେଇଥିଲେ । ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀ ନିଜ ସାଥିଙ୍କ ଏହି ହରକତ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ । ହାକନର ସହକର୍ମୀ ମାନେ ଶୀଘ୍ର ଦଖଲ ଦେଇ ତାଙ୍କୁ ଜେସିବିରୁ ବାହାର କରିଥିଲେ । ପରେ ବୁଝାଇବା ପରେ ହାକନ ମାନି ଯାଇଥିଲା, କିନ୍ତୁ ସେତେବେଳକୁ ସେ କେତେକେ ଟ୍ରକକୁ ଧ୍ଵ-ସ୍ତ-ବି-ଧ୍ଵ-ସ୍ତ କରି ପକାଇଥିଲା ।

ତେବେ ଏହି କର୍ମଚାରୀଙ୍କ ଏପରି ହରକତର ଭି-ଡି-ଓ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍କୁ ଲାଇକ କରନ୍ତୁ ।