ଆଜିର ରାଶିଫଳ, 20 ଜୁନ 2022, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୦ ଜୁନ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଚାକିରି ସହ ଜଡିତ କୌଣସି ଖୁସି ଖବର ଶୁଣିବାକୁ ମିଳିପାରେ । ଅଟକି ରହିଥିବା କାମରେ ଗତି କରିବାର ସମ୍ଭାବନା ରହିଛି । ନିଜ ସାଥୀଙ୍କୁ ଭାବନାତ୍ମକ ରୂପରେ ଭାବୁକ କରନ୍ତୁ ନାହି । କାମ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଶାନ୍ତ ରହିବା ପାଇଁ ହୁଏ ତ ପର୍ଯ୍ୟାପ୍ତ ସମୟ ନ ମିଳିପାରେ । ଆଜି ଆପଣଙ୍କର ଋତୱା ହୁଏ ତ ଅଧିକ ରହିପାରେ । ଯାହା ପାଇଁ ଲୋକେ ଆପଣଙ୍କ ଠାରୁ ଦୂରେଇ ଯିବେ ତେଣୁ ସାବଧାନ ରୁହନ୍ତୁ । ଆଜି ଆପଣଙ୍କୁ ମାତା ପିତାଙ୍କ କଥା ଶୁଣିବା ଉଚିତ ।

ବୃଷ ରାଶି : ଆଜି ଆପଣଙ୍କ ମନରେ ସାକାରାତ୍ମକ ବିଚାର ଆସିବ । ଆପଣଙ୍କର ଉଚ୍ଚ ବୌଧିକ କ୍ଷମତା ଆପଣଙ୍କ କମଜୋର ସହ ଲଢିବା ପାଇଁ ସହାୟକ ହେବ । କେବଳ ସାକାରାତ୍ମକ ବିଚାର ଦ୍ଵାରା ଏହି ସବୁ ସମସ୍ୟାର ନିବାରଣ ହୋଇ ପାରିବ । ଯେଉଁ ମାନେ ପ୍ରେମୀ ଯୁଗଳ ସେମାନେ ଆଜି ବିବାହର ଯୋଜନା କରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି କିଛି ନୂଆ ସଂଶୋଧନ ପ୍ରାପ୍ତି ହୋଇପାରେ । ସମାଜରେ କୀର୍ତ୍ତି ଓ ପଦ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକେ ଆପଣଙ୍କର ପ୍ରଶଂସା କରିବେ ।

ମିଥୁନ ରାଶି : କ୍ରୋଧ କାରଣରୁ କହିଥିବା କଥା ଆପଣଙ୍କୁ ଭାରି ପଡିପାରେ । ଆଜି ଆପଣ ନିଜର ବ୍ୟବହାର ପାଇଁ ଲୋକଙ୍କର ମନ ଜିଣିବେ । ଲାଭର ଅବସର ଆପଣଙ୍କ ହାତକୁ ଆସିବ । ସାମାଜିକ କାର୍ଯ୍ୟ ସଫଳ ହେବ । ସ୍ଵଜନ ମାନଙ୍କ ସହ ପାର୍ଟି ବା ପିକନିକ ଯିବାର ଆନନ୍ଦ ନେବେ । ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ ଯାହା ଦ୍ଵାରା ଆପଣଙ୍କର ବ୍ୟକ୍ତିତ୍ବ ରେ ଚାର ଚାନ୍ଦ ଲାଗିଯିବ । ପାରିବାରିକ ଖୁସି ଆପଣଙ୍କୁ ହାସଲ ହୋଇପାରେ । କାର୍ଯ୍ୟ କ୍ଷେତ୍ର ରେ ନୂଆ ଅନୁବନ୍ଧ ପରାପର ହୋଇପାରେ ।

କର୍କଟ ରାଶି : ଜୀବନ ବଞ୍ଚିବାର ସଠିକ ତରିକା ଆପଣ ବୁଝିବାକୁ ଲାଗିବେ । ଚାକିରି କ୍ଷେତ୍ରରେ କିଛି ବେହତର କରିବେ । ଆଜି ଧନ ଲାଭ ହେବ । ବ୍ଯବସାୟିକ ପ୍ରତିଦ୍ଵନ୍ଦୀ ଶାନ୍ତ ରହିବେ । ମନ ପ୍ରସନ୍ନ ରହିବ । ଆଳସ୍ୟ କାରଣରୁ କାମରେ ବିଳମ୍ବ ହୋଇପାରେ । ସନ୍ତାନଙ୍କର ବିବାହ ପାଇଁ ପ୍ରୟାସ କରୁଥିଲେ ସଫଳ ହେବେ । ଘର ପରିବାରରେ ଖୁଶିର ମାହୋଲ ରହିବ । ଆପଣ ଲୋକଙ୍କ ଦାଂପତ୍ଯ ଜୀବନ ସହ ଜଡିତ ଯୋଜନାରେ ସହୟତା କରିବାର ଜରୁରତ ରହିଛି । କୌଣସି ଆଧାତ୍ମିକ ଅନୁଷ୍ଠାନରେ ଭାଗ ନେବେ ।

ସିଂହ ରାଶି : ଆଜି ଆପଣଙ୍କ ଠାରେ କିଛି ନୂଆ ଶିଖିବାର ଆଗ୍ରହ ଚରମ ସୀମାରେ ରହିବ । ଭାଇ ବନ୍ଧୁ ଆଜି କିଛି ଅସହଯୋଗ ଭାବ ରଖିବେ । ସମୟ ଅନୁଯାୟୀ କାମ ପୁରା ନ ହେବାରୁ ଆପଣଙ୍କର ସ୍ଵଭାବରେ ଚିଡିଚିଡାପଣ ଆସିପାରେ । କାହା କଥାରେ ପଡି କୌଣସି କାମ କରନ୍ତୁ ନାହି । ଏମିତିକି ଶତ୍ରୁ ଭାବ ନ ରଖିବା ଆପଣଙ୍କ ପାଇଁ ଭଲ ହେବ । ଅନ୍ୟଥା ଆପଣ କାମରେ ଅସଫଳ ହେବେ । ଶିକ୍ଷା କ୍ଷେତ୍ର ରେ ଥିବା ଜାତକ ସଫଳତା ହାସଲ କରିବେ । ବ୍ୟାପାରରେ କୌଣସି ନୂଆ ମୋଡ ଆସିପାରେ ।

କନ୍ୟା ରାଶି : ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ଅନେକ ଲୋକ ଆପଣଙ୍କ ଉପରେ ଆଶା ରଖିବେ । ନୂଆ କାମ ମିଳିପାରେ । ଭାଗ୍ୟର ସହଯୋଗ ପାଇବେ । ବ୍ୟାପାରି ମାନଙ୍କୁ ଲମ୍ବା ସମୟରୁ ରହିଥିବା ଧନ ମିଳିବ । କୌଣସି କାମ ବଜେଟ ପାଇଁ ଯଦି ଅଟକି ରହିଛି ତେବେ ସମୟ ବଦଳିବାକୁ ଯାଉଛି । ରାଜନୀତିରେ କୌଣସି ଉଚ୍ଚ ନେତାଙ୍କର ଆଶୀର୍ବାଦ ପ୍ରାପ୍ତ ହେବ । ପ୍ରେମ ସମ୍ପର୍କ ପାଇଁ ଏହି ସମୟ ଭଲ ରହିବ । ମିତ୍ରଙ୍କ ଠାରୁ ଆର୍ଥିକ ସାହାଜ୍ଯ ପାଇବେ ।

ତୁଳା ରାଶି : ସମାଜରେ ମାନ ସମାନ ବୃଦ୍ଧି ହେବ । ବେପାର କ୍ଷେତ୍ରରେ ସଫଳ ହେବେ । ଛାତ୍ର ପଢାରେ ରୁଚି ରଖିବେ । ଭାରି ଜିନିଷ ଉଠାଇବା ସମୟରେ ସାବଧାନ ରୁହନ୍ତୁ । ପୁରୁଣା ମିତ୍ର ଓ ପରିଜନ ମାନଙ୍କ ସହ ସାକ୍ଷାତ ହେବାର ସୁଯୋଗ ମିଳିପାରେ । କୌଣସି ସ୍ଥାନକୁ ବୁଲିବା ପାଇଁ ପ୍ଳାନ କରିବେ । ନିବେଶ ଦ୍ରୁଷ୍ଟି ରୁ ଆଜି ଦିନ ଟି ଶୁଭ ରହିବ । ପରିବାରରେ ସନ୍ତାନ ସୁଖ ପ୍ରାପ୍ତ ହେବ । ଯାହା ଦ୍ଵାରା ଧନ ଲାଭ ହେବ । ନିବେଶ କରିବା ପାଇଁ ସମୟ ବହୁତ ଅନୁକୂଳ ରହିବ । ଶାସନ ସତ୍ତା ର ସହଯୋଗ ରହିବ ।

ବିଛା ରାଶି : ଅଫିସରେ କୌଣସି ବଡ ଅଧିକାରୀ ବା ସହକର୍ମୀଙ୍କ ସହଯୋଗ ପ୍ରାପ୍ତ ହେବ । ବ୍ଯାଙ୍କ କାମ ଶେଷ କରିବା ପାଇଁ ଦିନ ଭଲ ରହିବ । ଚାକିରି ବା ପରିବାରରେ ସମ୍ପର୍କ ମଜବୁତ ରହିବ । ଏହି ପୁଞ୍ଜି ସଫଳତାର ମାର୍ଗ ଖୋଲିବ । କ୍ଯାରିୟରେ ଟେକେନିକ ର ବ୍ଯବହର କରିବାର ଜରୁରତ ରହିଛି । ନୂଆ ଚ୍ୟାଲେଞ୍ଜ ଦେଖି ଚିନ୍ତାରେ ରୁହନ୍ତୁ ନାହି ବରଂ ନୂଆ ଶିଖିବା ପାଇଁ ଚେଷ୍ଟା କରନ୍ତୁ । ରଚନାତ୍ମକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଅନ୍ୟର ନଜରିୟା ବୁଝିବାକୁ ଚେଷ୍ଟା କରନ୍ତୁ ।

ଧନୁ ରାଶି : ଆଜି ଆପଣଙ୍କର ଅଧୁରା କାମ ପୁରା ହୋଇପାରେ । ଯଦି ଆପଣ ବିଦେଶ ଯାତ୍ରା କରିବାକୁ ଚିନ୍ତା କରୁଛନ୍ତି ତେବେ ବହୁତ ଜଲ୍ଦି ଏହା ଉପରେ ପଦକ୍ଷେପ ଉଠାଇବେ । ଘରୋଇ ଜୀବନରେ କିଛି ସମସ୍ଯା ଆସିପାରେ । ଆପଣ ଛୋଟ ମୋଟ ଝଗଡାରେ ପଡି ପାରନ୍ତି । କିନ୍ତୁ ନିଜର ବୁଦ୍ଧି ବଳରେ ଏହାର ସମାଧାନ ବହୁତ ଜଲ୍ଦି କରିବେ । ଚାକିରି କ୍ଷେତ୍ର ରେ ମନ ପସନ୍ଦର ସ୍ଥିତି ରହିବ । ବହଡୁଥିବା ଖର୍ଚ୍ଚ ଉପରେ ଲଗାମ ଲଗାନ୍ତୁ । ଅଧିକ ମେନତ କରିବେ ଓ ନିଜର ବ୍ୟବହାରରେ ସୁଧାର ଆଣିଲେ ଫାଇଦାରେ ରହିଏ ।

ମକର ରାଶି : ଆଜି ଆପଣଙ୍କୁ କିଛି ଖାସ ଦାୟିତ୍ଵ ମିଳିପାରେ ଯାହା ଆପଣ ଖୁବ ଭଲ ଭାବେ ନିଭାଇବେ । ଆଜି ପରିବାରରେ ବାତାବରଣ ହସ ଖୁଶିର ରହିବ । ଅଧିକ କାମ କରିବାରୁ ବଞ୍ଚିତ ହୁଅନ୍ତୁ ନଚେତ ଆପଣ ଥକାପଣ ଅନୁଭବ କରିବେ । ବାଣୀ ଉପରେ ସଂଯମ ରଖନ୍ତୁ । ଆପଣଙ୍କୁ ଅଳ୍ପ ଚିଡିଚିଡାପଣ ଅନୁଭବ ହୋଇପାରେ । କୌଣସି କଥାକୁ ନେଇ ବିବାଦ ହୋଇପାରେ । ଆପଣଙ୍କର ଆୟ ବା ବ୍ୟୟ ଉଭୟ ସମାନ ରୂପରେ ରହିବେ ।

କୁମ୍ଭ ରାଶି : ଆପଣଙ୍କର ବର୍ଷରୁ ଅଟକି ରହିଥିବା କାମ ଆଜି ପୂରଣ ହେବ । ଆଜି ଯେଉଁ କାମ ଇମାନନ୍ଦାରୀ ଓ ମେହନତ କରି କରିବେ ସେଥିରେ ଶୁଭ ପରିଣାମ ପାଇବେ । ଘର ପରିବାରର ଲୋକଙ୍କ ସହ ଅଚାନକ କୌଣସି ଜାଗାକୁ ବୁଲିବାକୁ ଗଲେ ଫାଇଦାରେ ରହିବେ । ଆପଣଙ୍କ ଆଜି ଦିନ ଟି ପରିବାର, ଟଙ୍କା ବା ବ୍ୟକ୍ତିଗତ ଜୀବନରେ ବ୍ଯତୀତ ହେବ । ଯଦି ଆପଣ ନୂଆ ବାହନ କ୍ରୟ କରିବାକୁ ଚହୁଁଛନ୍ତି ତେବେ ଆହି ଦିନ ଟି ଅନୁକୂଳ ରହିବ । ନିଜ ପାର୍ଟନର ଙ୍କ ସହ ସ୍ପେଶାଲ ପ୍ରୋଗ୍ରାମ କରିବେ ।

ମୀନ ରାଶି : ଆଜି ଆପଣ କୌଣସି ବା ଯୋଜନା ବା ଘଟଣାର  ଭାଗୀଦାର ହେବେ । ଯାହା ପାଇଁ ଆପଣଙ୍କୁ ପୁରସ୍କାର ମିଳିପାରେ । ଦିନ ସାରା ଉଶ୍ଚାହ ଭରି ରହିବ । ବ୍ୟବସାୟରେ କିଛି ସମସ୍ଯା ହୋଇପାରେ । ତେଣୁ ଅନୁଭବି ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେଇ କାମ କରିଲେ ସଫଳ ହେବେ । ଆଜି ଆପଣଙ୍କୁ ନିଜର ଆତ୍ମସମ୍ମାନକୁ ନେଇ ଚିନ୍ତା କରିବାର ଆବଶ୍ୟକ ନାହି । ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଆପଣ ମାନସିକ ଚିନ୍ତାରେ ରହିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।