Health Tips- ଆଣ୍ଠୁଗଣ୍ଠି ବିନ୍ଧା, ଡାଇବେଟିସ୍, କୋଲେଷ୍ତ୍ରଲ୍, Varicose veins ଭଳି ସମସ୍ୟା ଭଲ ହୋଇଯିବ, କରନ୍ତୁ ଏହି ଉପାୟ

କ୍ଷୀରରେ ଏହି ଗୋଟିଏ ଜିନିଷ ମିଶାଇ ପିଅନ୍ତୁ ଦେଖିବେ ଶିର ବ୍ଲକେଜ, ଆଣ୍ଠୁଗଣ୍ଠି ବିନ୍ଧା, ବଢି ଯାଇଥିବା କୋଲେଷ୍ଟ୍ରୋଲ ଓ ଡାଇବେଟିସ ଭଳି ସମସ୍ଯା କଣ୍ଟ୍ରୋଲ ହେବ ସହିତ ଯଦି ଆପଣଙ୍କ ରକ୍ତ ଗାଢ ଅଛି, ଗଣ୍ଠି ଶିର ଫୁଲିକି ରହୁଛି ଓ ବସିବା ଉଠିବାରେ ସମସ୍ଯା ହେଉଛି ତେବେ ଏହି ସମସ୍ତ ସମସ୍ଯା ସବୁଦିନ ପାଇଁ ଶେଷ ହୋଇଯିବ । ଆଜି ଆମେ ଆପଣଙ୍କ ସହ ଏମିତି ଏକ ରିମେଡି ଶେୟାର କରିବୁ ଯାହା ଆପଣଙ୍କ ବୟସ ବଢିବ ସହ ହେଉଥିବା ସମସ୍ତ ସମସ୍ଯାକୁ ଦୂର କରିବାରେ ସହାୟକ ହେବ ।

ଯଦି ଆପଣଙ୍କ ବୟସ କମ୍ ଏବଂ ତଥାପି ଆପଣ ଏହିସବୁ ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ମଧ୍ୟ ଆପଣ ରାତିରେ ଶୋଇବା ପୂର୍ବରୁ କ୍ଷୀର ସହ ଏହି ରିମେଡିକୁ ମିଶାଇ ସେବନ କରିପାରିବେ । ଏଥିପାଇଁ ପ୍ରଥମେ ଆପଣଙ୍କୁ ଆବଶ୍ୟକ ହେବ ଫେଶୀ ବା ଅଳସୀ (Flax Seeds) । ଏଥିରେ ପ୍ରଚୁର ପରିମାଣରେ ଯାଇଲୋରିକ ଏସିଡ, କ୍ୟାଲସିୟମ ଓ ଭିଟାମିନ-ଡି ରହିଥାଏ ।

ଏହା ଆପଣଙ୍କ ଶରୀରରୁ କ୍ୟାଲସିୟମ ଓ ଭିଟାମିନ-ଡି ର ଅଭାବକୁ ପୂରଣ କରିବାରେ ସାହାଯ୍ୟ କରିବା ସହ ବାତରୋଗ ଓ ଥାଇରଏଡ ଭଳି ସମସ୍ଯାକୁ ମଧ୍ୟ ଠିକ କରିବାରେ ସାହାଯ୍ୟ କରିଥାଏ । ଆପଣ ପ୍ୟାନରେ ତିନିରୁ ଚାରି ଚାମୁଚ ଅଳସୀ ନେଇ ଏହା ଫୁଟିବା ପର୍ଯ୍ୟନ୍ତ ଏହାକୁ ଭାଜି ଦିଅନ୍ତୁ ଓ ହାଲୁକା ଗରମ ଥିବା ବେଳେ ଏହାକୁ ଗ୍ରାଇଣ୍ଡିଂ କରି ଗୁଣ୍ଡ ପ୍ରସ୍ତୁତ କରି ଦିଅନ୍ତୁ ।

ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଏକ ଚାମୁଚ ଶୁଣ୍ଠି ପାଉଡର ଅର୍ଥାତ ଶୁଖିଲା ଅଦାର ଗୁଣ୍ଡ । ଏହା ଆପଣଙ୍କ ରକ୍ତ ସଞ୍ଚାଳନକୁ ବୃଦ୍ଧି କରିଥାଏ, ଯାହାଫଳରେ ଶିର ବ୍ଲକେଜ, ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ । କୋଲେଷ୍ଟ୍ରୋଲ ବଢି ଯାଇଥିଲେ ତାହା ମଧ୍ୟ ନିୟନ୍ତ୍ରଣକୁ ଆସିଯିବ ଓ ଏହାସହ ଆପଣଙ୍କ ଡାଇବେଟିସକୁ ଠିକ କରିବା ପାଇଁ ମଧ୍ୟ ଏହା ବହୁତ ଉପାଦେୟ ଅଟେ । ତୃତୀୟ ସାମଗ୍ରୀ ଯାହା ଆପଣଙ୍କୁ ଆବଶ୍ୟକ ହେବ ତାହା ହେଉଛି ଅଧା ଚାମୁଚରୁ ବି କମ୍ ଡାଲଚିନି ଗୁଣ୍ଡ ।

ଡାଲଚିନି ମଧ୍ୟ ଉପରୋକ୍ତ ସମସ୍ତ ସମସ୍ଯାକୁ ଭଲ କରିବାରେ ଉତ୍ତମ କାର୍ଯ୍ୟ କରିଥାଏ ଓ ଏସିଡିଟି ଭଳି ସମସ୍ଯାକୁ ମଧ୍ୟ ଦୂର କରିଥାଏ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଅଧାଚାମୁଚ ହଳଦୀ ଗୁଣ୍ଡ । ଯାହା ଆପଣଙ୍କ ଜଏଣ୍ଟ ପେନ୍ ସମସ୍ଯାକୁ ଦୂର କରିବା ସହ ଲିଭର ପାଇଁ ଅତି ଉପାଦେୟ ଅଟେ ।

ଶୁଖିଲା ହଳଦୀ ଖଣ୍ଡ ମାର୍କେଟରୁ ଆଣି ଏହାକୁ ପେଶୀ ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏହି ସମସ୍ଯା ସାମଗ୍ରୀକୁ ଅପ୍ନା ଭଲଭାବେ ମିଶାଇ ଦିଅନ୍ତୁ । ଏଥିରୁ ଆପଣ ଏକ ଚାମୁଚ କ୍ଷୀର ସହ ମିଶାଇ ସେବନ କରିପାରିବେ । ଯଦି ଆପଣ କ୍ଷୀର ଭଲପାଆନ୍ତି ନାହିଁ ତେବେ ଆଲମନ୍ଦ ମିଲ୍କ କିମ୍ବା କୋକନେଟ ମିଲ୍କରେ ମଧ୍ୟ ଏହାକୁ ମିଶାଇ ସେବନ କରିପାରିବେ ।

ରାତିରେ ଶୋଇବା ପୂର୍ବରୁ ଏହାକୁ ପ୍ରତିଦିନ ସେବନ କରିବା ଦ୍ଵାରା ଦେଖିବେ ସୁଫଳ ପାଇବେ । ୨୦-୨୫ ଦିନ ଏହିପରି ସେବନ କରନ୍ତୁ ଆପଣ ବି ଫାଇଦା ଦେଖିବାକୁ ପାଇବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।