କେଉଁ ଜୀବ ଉଭୟ ଆଖି ଓ ନାକ ବାଟେ ନିଶ୍ଵାସ ନେଇପାରେ ? ଏହା ସହ ଆହୁରି 20 Interesting GK ପ୍ରଶ୍ନୋତ୍ତର

ଆଜିକାଲି ଅନେକ ପ୍ରତିଯୋଗୀତା ମୂଳକ ପରୀକ୍ଷା ତଥା ଇଣ୍ଟରଭ୍ୟୁ ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ସବୁ ପଚରା ଯାଉଛି । ତେଣୁ ଅନ୍ୟ ସବୁ ବିଷୟର ଜ୍ଞାନ ସହିତ ସାଧାରଣ ଜ୍ଞାନ ମଧ୍ୟ ଭଲ ରହିବା ଉଚିତ । କାରଣ ଅନେକ ସମୟରେ ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନପାରି ଆବେଦକଙ୍କ ଅଳ୍ପକେ ଚାକିରି ହାତଛଡା ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆଜକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଅଧିକ ପଚରା ଯାଉଛି ।

୧- କେଉଁ ଜୀବ ଜିଭ ଦ୍ଵାଏଆ ଶୁଙ୍ଘିପାରେ ?

ଉ: ସାପ ଜିଭ ଦ୍ଵାରା ଶୁଙ୍ଘିପାରେ ।

୨- ଓଡିଶାର କେଉଁ ମନ୍ଦିର ଦେଖିବାକୁ ଠିକ ହାତୀ ଭଳି ହୋଇଥାଏ ?

ଉ: ଲୋକନାଥ ମନ୍ଦିର ଦେଖିବାକୁ ହାତୀ ଭଳି ।

୩- କେଉଁ ପ୍ରାଣୀର ହୃତପିଣ୍ଡ ତା’ର ବେକରେ ଥାଏ ?

ଉ: ଜିରାଫର ତା’ର ହୃତପିଣ୍ଡ ବେକରେ ଥାଏ ।

୪- କେଉଁ ସମୟରେ ଆମର ଘ୍ରାଣ ଶକ୍ତି ନଥାଏ ?

ଉ: ଶୋଇବା ସମୟରେ ଘ୍ରାଣ ଶକ୍ତି ନଥାଏ ।

୫- କେଉଁ ଗଛକୁ ସର୍ପଗନ୍ଧା କୁହାଯାଏ ?

ଉ: ପାତାଳଗରୁଡ ଗଛକୁ ସର୍ପଗନ୍ଧା କୁହାଯାଏ ।

୬- ଫଳ, ମସଲା, ମହୁ ଓ ପରିବା ମଧ୍ୟରୁ କେଉଁ ଖାଦ୍ୟଦ୍ରବ୍ୟ ଶୀଘ୍ର ନଷ୍ଟ ହୁଏ ନାହିଁ ?

ଉ: ମହୁ ଶୀଘ୍ର ନଷ୍ଟ ହୁଏ ନାହିଁ ।

୭- ଡଲଫିନ ମାଛ ଅଣ୍ଡା ଦେଇଥାଏ ନା ଛୁଆ ଜନ୍ମ କରିଥାଏ ?

ଉ: ଡଲଫିନ ଛୁଆ ଜନ୍ମ କରିଥାଏ ।

୮- ଶରୀରର ସବୁଠାରୁ ଦୃଢ ମାଂସପେଶୀ କିଏ ?

ଉ: ଜିଭ ସବୁଠୁ ଦୃଢ ମାଂସପେଶୀ

୯- କାହା ଦେହରେ ଶୀତଲ ରକ୍ତ ପ୍ରବାହିତ ହୁଏ ?

ଉ: ମାଛ ଦେହରେ ।

୧୦- ଆମ ହାଡର ପ୍ରଧାନ ଉପାଦାନ କଣ ?

ଉ: କ୍ୟାଲସିୟମ

୧୧- କେଉଁ ପ୍ରାଣୀ ଆଖି ମେଲା କରି ଶୁଏ ?

ଉ: ମାଛ

୧୨- ହିନ୍ଦୀ ଭାଷାରେ ପ୍ରଥମ ସମ୍ବାଦ ପତ୍ରର ନାମ କଣ ?

ଉ: ଉଦାତ୍ତ ମାତ୍ତଣ୍ଡ

୧୩- ଭାଗବତ ଗୀତାକୁ ଇଂରାଜୀ ଭାଷାରେ ପ୍ରଥମେ କିଏ ଅନୁବାଦ କରିଥିଲେ ?

ଉ: ଚାର୍ଲ୍ସ ବିଲଙ୍କସ୍ ପ୍ରଥମେ ଅନୁବାଦ କରିଥିଲେ ।

୧୪- ଭାରତର ଏକମାତ୍ର ନୌସେନା ସଂଗ୍ରହାଳୟ କେଉଁଠାରେ ଅବସ୍ଥିତ ?

ଉ: ଗୋଆ ଠାରେ ଅବସ୍ଥିତ ।

୧୫- ପଦ୍ମଶ୍ରୀ ସମ୍ମାନ ପାଇଥିବା ଏକମାତ୍ର ଭାରତୀୟ କ୍ରିକେଟ ଅମ୍ପାୟାରଙ୍କ ନାମ କଣ ?

ଉ: ସ୍ୱରୂପ କିଶନ ଏକ ମାତ୍ର କ୍ରିକେଟ ଅମ୍ପାୟାର ଯିଏକି ପଦ୍ମଶ୍ରୀ ସମ୍ମାନ ପାଇଛନ୍ତି ।

୧୬- ଇଂଲଣ୍ଡର କେଉଁ ରାଜା ଆଦୌ ଇଂରାଜୀ କହିପାରୁ ନଥିଲେ ?

ଉ: କିଙ୍ଗ ଜର୍ଜ

୧୭- ସ୍ଵାମୀ ବିବେକାନନ୍ଦଙ୍କ ପ୍ରକୃତ ନାମ କଣ ଅଟେ ?

ଉ: ନରେନ୍ଦ୍ରନାଥ ଦତ୍ତ

୧୮- କେଉଁ ଜୀବ ଉଭୟ ଆଖି ଓ ନାକ ବାଟେ ନିଶ୍ଵାସ ନେଇପାରେ ?

ଉ: ହରିଣ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।