ଆଜିର ରାଶିଫଳ, 19 ନଭେମ୍ବର 2020, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ସୁଧାର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୯ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଏହି ମେଷ ରାଶିର ଲୋକମାନଙ୍କ ଶତୃମାନଙ୍କର ପ୍ରଭାବ ରହିବା ଦ୍ଵାରା କିଛି କଷ୍ଟ ଆସିପାରେ । କୌଣସି ବିବାଦ ଆସିପାରେ । ବୁଝିବିଚାରୀ କମ କରନ୍ତୁ ନ ହେଲେ ଅପମାନର ଭୟ ରହିପାରେ । କାର୍ଯ୍ୟକ୍ଷେତ୍ରରେ କୌଣସି କାର୍ଯ୍ୟକୁ ନେଇ ବିଳମ୍ବ ହୋଇପାରେ ସହିତ ଯାହା ଦ୍ଵାରା ମନରେ ଅଶାନ୍ତି ବଢିବ । ସ୍ୱାସ୍ଥ୍ୟ ପ୍ରତି ଆପଣ ଧ୍ୟାନ ଦିଅନ୍ତୁ । କାରବାର ବୃଦ୍ଧି କରିବାରେ ସପହଲ ହେବେ । ଚାକରି କ୍ଷେତ୍ରରେ କାର୍ଯ୍ୟ ଭାର ଅଧିକ ରହିବ । ସରକାରୀ ଚାକିରି କରୁଥିବା ବ୍ୟକ୍ତିମାନଙ୍କ ପାଇଁ କିଛି ସରକାରଙ୍କ ତରଫରୁ ଖୁସି ଖବର ମିଳିପାରେ ।

ବୃଷ

ଏହି ରାଶିର ବ୍ୟକ୍ତିମାନେ ଏହି ମାସରେ ବ୍ୟସ୍ତ ରହିବେ । ସୁଖ ଶାନ୍ତିର ଅଭାବ ରହିବ । ଜୀବନ ସାଥିଙ୍କ ସହ ମନାନ୍ତର ହୋଇପାରେ । ବିବାଦଠାରୁ ଦୂରେଇ ରୁହନ୍ତୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । କାର୍ଯ୍ୟରେ ସଫଳତା ପାଇବା ପାଇଁ ବହୁତ ସଙ୍ଗର୍ଷ କରିବାକୁ ପଡିବ । ନିଜ ସବୁପ୍ରକାର ଯାତ୍ରାକୁ ସ୍ଥଗିତ ରଖନ୍ତୁ । କୌଣସି ସୂଚନା ପାଇଁ ମନ ଦୁଖ ହୋଇପାରେ । ଏହି ସମୟରେ ଆପଣଙ୍କର ବେତନ ବୃଦ୍ଧି ହେବାର ସମ୍ଭାବନା ଅଛି । ଆର୍ଥିକ ଉନ୍ନତି କରିବେ । ଖର୍ଚ ବୃଦ୍ଧି ହୋଇପାରେ ।

ମିଥୁନ

ଏହି ମାସ ଆପଣଙ୍କ ପାଇଁ ମିଳାମିଶା ରହିପାରେ । ସବୁ କାର୍ଯ୍ୟରେ ସଫଳତା ପାଇବେ । ଏହି ସମୟରେ ଆପଣ ମହତ୍ବପୂର୍ଣ କାର୍ଯ୍ୟ ଗୁଡିକୁ କରିଦିଅନ୍ତୁ । ମାନ ସନ୍ନମାନ ବୃଦ୍ଧି ହେବାର ସମଭାବନ ଅଛି । ଶତ୍ରୁ ହାନି ହେବ । ଶେୟର ବଜାରେ ନିବେଶ କରନ୍ତୁ ଆଶାତୀତ ଭାବେ ଧାନ ଲାଭ ପାଇବେ । ଧନ ସଞ୍ଚୟ କରିବାକୁ ଚେଷ୍ଟା କରନ୍ତୁ ଯାହା ଫଳରେ ଆପଣଙ୍କୁ ଭବିଷ୍ୟତରେ ଏହାର ଭଲ ଫଳ ମିଳିବ । ଛାତ୍ରମାନଙ୍କୁ ଶିକ୍ଷା ପ୍ରତିଯୋଗୀତା  କ୍ଷେତ୍ରରେ ସଫଳତା ମିଳିବ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଦାମ୍ପତ୍ୟ ଜୀବନରେ ମାନମାଳିନ୍ୟ ହୋଇପାରେ । ସଂଯମ ବୁଦ୍ଧି ଦ୍ଵାରା ଏହାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

କର୍କଟ

ଏହି ରାଶିର ବ୍ୟକ୍ତିମାନଙ୍କର ଜୀବନରେ କିଛିଟା ସମଶ୍ୟା ଆସିପାରେ । କାହା ସହିତ ମନ ମାଳିନ୍ୟ ହୋଇପାରେ । ସ୍ବାସ୍ଥ୍ୟ ସମସ୍ୟା ଉତ୍ତପନ୍ନ ହୋଇପାରେ । ପରିବାରରେ ସଦଷ୍ୟଙ୍କ ତାଳମେଳ ରହିବାରୁ ତାଳମେଳ ଭଲ ରହିବ । ଏହି ମାସରେ ଆପଣାକୁ ମାନସିକ ଚିନ୍ତା କଠିନ ପରିସ୍ଥିଥିରୁ ମୁକ୍ତି ମିଳିବ । ଏହି ମାସରେ ଧର୍ଯ୍ୟ ସହ କାର୍ଯ୍ୟ କରନ୍ତୁ । କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ସମଶ୍ୟା ଆସିପାରେ । ଆପଣଙ୍କର ଆର୍ଥିକ ସ୍ଥିତି ଉନ୍ନତି ଆସିବ । ଆପଣଙ୍କୁ କୌଣସି କ୍ଷେତ୍ରରୁ ଉପହାର ମିଳିପାରେ । ବନ୍ଧୁବାନ୍ଧବଙ୍କ ସହ ଭଲ ସମ୍ପର୍କ ରହିବ । ରୋଗୀମାନଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବ । ଖରଚ ପ୍ରତି ନିୟନ୍ତ୍ରଣ ରଖନ୍ତୁ । କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।

ସିଂହ

ଏହି ମାସରେ ଆପଣଙ୍କର ବିପରୀତ ପରିସ୍ଥିତି ସୃଷ୍ଟି ହୋଇପାରେ । କାର୍ଯ୍ୟ ଭାର ଅଧିକ ରହିବ । ଜମି ବାଡିକୁ ନେଇ କୌଣସି ସମାଶ୍ୟା ଆସିପାରେ । ଏହି ମାସ ଆପଣ ଅନୁଅମାନଙ୍କୁ ସୁଖ ଦେବା ପାଇଁ ଚେଷ୍ଟା କରନ୍ତୁ । ମାସ ଆରମ୍ଭରୁ କୌଣସି ଶୁଭ ସମାଚାର ମିଳିପାରେ । ଆର୍ଥିକ ଜୀବନ ବହୁତ ଭଲ ରହିବ କିନ୍ତୁ ଖରଚ ବୃଦ୍ଧି ହୋଇପାରେ । ଆପଣ କୌଣସି ବ୍ୟକ୍ତିଙ୍କ ଠାରୁ ଉଧାର ଆଣିପାରନ୍ତି । ଅଫିସରେ ଉଚଧିକାରୀଙ୍କ ପ୍ରଶଂସା ମିଳିବ । କାରବାରରେ ଭଲ ଲାଭ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ସନ୍ତାନଙ୍କ ଚିନ୍ତା ବଢି ପରେ ।

କନ୍ୟା

ଏହି ରାଶି ମାନଙ୍କୁ ମାସ ଆରମ୍ଭ ରୁ କୌଣସି ଶୁଭ ଖବର ମିଳିବ । କୌଣସି ମହିଳାଙ୍କ ଠାରୁ ଲାଭ ମିଳିବ । ଶୁଖ ସାନ୍ତି ମିଳିବ । ଶତୃଙ୍କ ଉପରେ ବିଜୟ ପାଇବେ । ପୁରୁଣା ବର୍ଷକୁ ଆନଦ ଉଲ୍ଲାସରେ ବିଦାୟ ଦେବେ । ଛାତ୍ରମାନଙ୍କୁ ପରିଶ୍ରମ ଅନୁସାରେ ଫଳ ନ ମିଳିପାରେ । ଆର୍ଥିକ ପରିସ୍ଥିତି ସାମାନ୍ୟ ରହିବ । ଶଶୁର ଘର ତରଫରୁ କୌଣସି ଉପହାର ମିଳିପାରେ । ଛାତ୍ରମାନଙ୍କୁ ଶିକ୍ଷା ଓ ପ୍ରତି ଯୋଗୀତା ମୂଳକ କ୍ଷେତ୍ର ରେ ସଫଳତା ମିଳିବ । ଆପଣ କୌଣସି ଘରୋଇ ବିବାଦ ଠାରୁ ଦୂରେଇ ରୁହନ୍ତୁ ନଚେତ ଘରେ ସମଶ୍ୟା ଆସିପାରେ । ନିଜ ଖାଦ୍ୟ ପେୟ ପ୍ରତି ଧ୍ୟାନ ଦିଅନ୍ତୁ ।

ତୁଳା

ଏହି ରାଶି ମାନଙ୍କୁ ଧନ ସମ୍ପତି କୁ ନେଇ କୌଣସି ଶୁଭ ଖବର ମିଳିବ । ଚାକିରି କ୍ଷେତ୍ରରେ କୌଣସି ଭଲ ଅଫର ମିଳିପାରେ । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ବ୍ୟବସାୟରେ ଭଲ ଲାଭ ମିଳିବ । ଆପଣଙ୍କୁ ପରିବାରରୁ କୌଣସି ଖୁସି ଖବର ମିଳିବ । କାର୍ଯ୍ୟ କ୍ଷେତ୍ର ରେ ସଫଳତା ମିଳିବ । ଆପଣ ନିଜ କାମ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ଆପଣ ଅସୁବିଧାରେ ପଡ଼ିପାରନ୍ତି । ଭବନ , ଭୂମି ଆଦି ମିଳିବାର ସମ୍ଭାବନା ଅଛି । ଆପଣଙ୍କୁ ସବୁ ପ୍ରକାରର ସୁଖ ସୁବିଧା ମିଳବାରୁ ଆପଣ ବହୁତ ଖୁସି ରହିବେ ।

ବିଚ୍ଛା

ଏହି ରାଶି ମାନଙ୍କୁ ପୁରୁଣା ସମସ୍ୟାରୁ ମୁକ୍ତି ମିଳିବ କିନ୍ତୁ ସମ୍ପୂର୍ଣ ରୂପେ ନୁହେଁ । ଏହି ମାସ ଆପଣଙ୍କୁ ସାବଧାନ ରହିବା କୁ ପଡିବ । ଆପଣ ଶେୟର ବଜାରରେ ନିବେଶ କରିବା ପୂର୍ବରୁ ଅନୁଭବ ଲୋକ ମାନଙ୍କ ଠାରୁ ପରାମର୍ଶ ନେଇ ନିବେଶ କରନ୍ତୁ । ଆପଣ କୌଣସି ବ୍ୟକ୍ତିଙ୍କ ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ  ନଚେତ ଅସୁବିଧାରେ ପଡ଼ିପାରନ୍ତି । ଏହି ମାସରେ ସ୍ଥାନ ପରିବର୍ତନ ର ଯୋଗ ଅଛି । ସବୁ ପରିସ୍ଥିତି ରୁ ଉଧାର ପାଇବା ପାଇଁ ଆପଣ ଦୂର୍ଗାମାତାଙ୍କୁ ପୂଜା କରନ୍ତୁ କିମ୍ବା ନାରୀ ମାନଙ୍କୁ କିଛି ଦାନ ଦିଅନ୍ତୁ ।

ଧନୁ

ଏହି ରାଶିମାନଙ୍କୁ ମାସ ଆରମ୍ଭରୁ ଅତ୍ୟଧିକ ଖରଚ କରିବାକୁ ପଡିପାରେ । ଅନାବଶ୍ୟକ ଚିନ୍ତା କରିବା ଦ୍ଵାରା କୌଣସି କାମରେ ବାଧା ଆସିପାରେ । ଏହି ସମୟରେ ଆର୍ଥିକ ପରିସ୍ଥିତିରେ ସାମାନ୍ୟ ସମସ୍ଯା ଆସିପାରେ । ଆପଣ ସାବଧାନ ହୋଇ ରହନ୍ତୁ । କୋଣସି କାର୍ଯ୍ୟ କରିବା ପୂର୍ବରୁ ଭାବି ଚିନ୍ତି କରନ୍ତୁ ନଚେତ ସମସ୍ୟାରେ ପଡିବେ । କାର୍ଯ୍ୟ କ୍ଷେତ୍ର ରେ ସକାରାତ୍ମକ ଭାବ ରହିବାରୁ ସବୁ କାର୍ଯ୍ୟ ରେ ସଫଳତା ପାଇବେ । ଅଯଥା ଚିନ୍ତା କରନ୍ତୁ ନାହିଁ । କୌଣସି କାର୍ଯ୍ୟ କରୁଛନ୍ତି ତ ସେହି କମ କୁ ଶେଷ କରନ୍ତୁ ନଚେତ ଭବିଷ୍ୟତ ପାଇଁ ସମଶ୍ୟା ଉତ୍ପର୍ଣ ହୋଇପାରେ । ଛାତ୍ରମାନେ ଶିକ୍ଷା କ୍ଷେତ୍ର ଉନ୍ନତି କରିବେ ।

ମକର

ଏହି ରାଶିମାନଙ୍କର ମାସ ଆରମ୍ଭ ରୁ ଆତ୍ମବିଶ୍ଵାସ ରେ ପରିପୂର୍ଣ ରହିବେ । ସବୁ କାର୍ଯ୍ୟ ରେ ସଫଳତା ମିଳିବ । ସମାଯରେ ମାନ ସମ୍ମାନ ବୃଦ୍ଧି ହେବ ।  କ୍ୟରିୟରରେ ଉନ୍ନତି ମିଳିବ । ଆପଣଙ୍କୁ କୌଣସି ପରୀକ୍ଷା ମୂଳକ କ୍ଷେତ୍ରରେ ସଫଳତା ମିଳିବ । ପରିବାର ସହ ବୁଲିବାକୁ ଯାଇ ପାରନ୍ତି । ଆପଣ ସବୁ କ୍ଷେତ୍ରରେ ଭଲ ଭାବରେ ଭାବି ଚିନ୍ତି ନିଷ୍ପତି ନିଅନ୍ତୁ ନଚେତ ଅସୁବିଧାରେ ପଡ଼ିପାରନ୍ତି । ପରିବାରରେ ସବୁ ସଦସ୍ୟଙ୍କ ସହ ମିଳି ମିଶି ରହନ୍ତୁ ଯାହା ଫଳରେ ଆପଣଙ୍କୁ ସବୁ କାର୍ଯ୍ୟରେ ପରିବାରର ସହଯୋଗ ମିଳିବ ।

କୁମ୍ଭ

ଏହି ରାଶି ମାନଙ୍କର ଏହି ମାସରେ ଭାଗ୍ୟ ଉଦୟ ହେବ । ସବୁ କାର୍ଯ୍ୟ ରେ ସଫଳତା ମିଳିବ । ଏହି ମାସରେ କୌଣସି କ୍ଷେତ୍ରରେ କରିଥିବା ନିବେଶରେ ଭଲ ଲାଭ ମିଳିବ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ ଯାହାଦ୍ୱାରା ଘରେ ଅତିଥିଙ୍କ ଯିବା ଆସିବା ରହିବ ଏଥିପାଇଁ ଆପଣ ବହୁତ ଖୁସି ରେ ରହିବେ । ଧାର୍ମିକ କାର୍ଯ୍ୟରେ ମନ ନିବେଶ କରିବେ । ବ୍ୟବସାୟରେ ବୃଦ୍ଧି ହେବ । ସବୁ ନିସ୍ପତି ଠିକ କରିଥିବାରୁ ସବୁ କାର୍ଯ୍ୟରେ ସଫଳତା ମିଳିବ । କୌଣସି ଖୁସି ଖବର ମିଳିବାରୁ ଜୀବନରେ ଆଗକୁ ବଢିବା ପାଇଁ ପ୍ରେରଣା ମିଳିବ ।

ମୀନ

ଏହି ରାଶି ମାନଙ୍କୁ ସବୁ କାର୍ଯ୍ୟରେ ସଙ୍ଗର୍ଷ କରି ସଫଳତା ମିଳିବ । ଅନ୍ୟର ସମସ୍ୟାରେ ମୁଣ୍ଡ ଖେଳାନ୍ତୁ ନାହିଁ ନଚେତ ଅପଦସ୍ତ ହୋଇପାରନ୍ତି । ଆକସ୍ମିକ ଦୁର୍ଘଟଣା ରୁ ରକ୍ଷା ପାଇବା ପାଇଁ ସାବଧାନ ରହନ୍ତୁ । ଆପଣଙ୍କ ସହିତ କେହି ବିଶ୍ବାସ ଘାତକତା କରି ପାରନ୍ତି । ଏଥି ପ୍ରତି ସତର୍କ ରୁହନ୍ତୁ । କୌଣସି ବ୍ୟକ୍ତିଙ୍କ ଉପରେ ଅତ୍ୟଧିକ ବିଶ୍ଵାସ କରନ୍ତୁ ନାହିଁ । ଶତ୍ରୁ ମାନଙ୍କୁ ଠାରୁ ସତର୍କ ରୁହନ୍ତୁ । ମିତ୍ରା ମାନଙ୍କଠାରୁ ସାହାଜ୍ୟ ମିଳିବ । ମାନ ସମ୍ମାନ ମିଳିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।