ଆଜିର ରାଶିଫଳ, 18 ମେ 2020, ସୋମବାର, ଆଜିର ଦିନ ଏହି ୪ଟି ରାଶି ପାଇଁ ରହିବ ଅତ୍ୟନ୍ତ ଶୁଭ, ମହାଦେବଙ୍କ କୃପାରୁ ବଦଳିବ ଭାଗ୍ୟ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଯଦି ଆପଣ ଅଧିକ ସମୟ ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଭଲ ଲାଭ ମିଳିପାରେ । ନୂତନ ପାରିବାରିକ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ଆବେଶରେ ଆସି କୌଣସି ବି ନିଷ୍ପତି ନିଅନ୍ତୁ ନାହିଁ । ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ଭୌତିକ ସୁଖ ସୁବିଧାରେ ଉନ୍ନତି ଆସିବ । ଲାଭର ଅବସର ହାତରେ ଆସିବ । କୌଣସି ଦ୍ରୁଷ୍ଟି ଶକ୍ତି ଦ୍ଵାରା ହାନି ପହଞ୍ଚି ପାରେ । ନିଜର କାର୍ଯ୍ୟକୁଶଳତାକୁ ବଢାଇବା ପାଇଁ ନୂତନ ଟେକନିକର ସାହାରା ନିଅନ୍ତୁ । ପରିବାର ସହଯୋଗ ପ୍ରାପ୍ତ ହେବ । ବିବାଦ ଠାରୁ ଦୂରେଇ ରୁହନ୍ତୁ । ବିବେକର ସହ କାର୍ଯ୍ୟ କରନ୍ତୁ ।

ବୃଷ

ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତି ହେବ । ଶତ୍ରୁକୁ ହାନି ପହଞ୍ଚାଇ ପାରନ୍ତି । ଶାରୀରିକ କଷ୍ଟର ସାମ୍ନା କରିବେ । କୌଣସି ବ୍ୟକ୍ତି ସହ ବିବାଦ ହୋଇପାରେ । ସମ୍ପତ୍ତି ମାମଲାରେ ବିବାଦ ସମାଧାନ ହେବ । ସାମାଜିକ ମହତ୍ଵରେ କାର୍ଯ୍ୟ ବ୍ୟବସ୍ଥା ରହିବ । ଆଜି ଆପଣଙ୍କ ଦିନ ଲାଭଦାୟକ ପ୍ରମାଣିତ ହେବ । କୌଣସି ପୁରୁଣା ବସ୍ତୁ ଠାରୁ ଲାଭ ମିଳିବ । ବ୍ୟବସାୟିକ ସମ୍ବନ୍ଧ ଲାଭ ଦେବ ।

ମିଥୁନ

ପରିଶ୍ରମର ପୁରା ଲାଭ ମିଳିବ । ଅନ୍ୟର ବ୍ୟକ୍ତିଙ୍କ ଝ୍ଗାଦାର ପଡନ୍ତୁ ନାହିଁ । କୌଣସି ଘନିଷ୍ଠ ବ୍ୟକ୍ତି ସହ ବିବାଦ ହୋଇପାରେ । ପ୍ରେମ ପ୍ରସଙ୍ଗରେ ଅନୁକୂଳତା ରହିବ । ଲାଭର ଅବସର ମିଳପାରେ । ସତେଜ ରହିବା ପାଇଁ ବ୍ୟାୟମ କରନ୍ତୁ । କାରୋବାରରେ ବୁଦ୍ଧି ହୋଇପାରେ । ଆମୋଦ ପ୍ରମୋଦ କରିବେ ।

କର୍କଟ

ଦିନ ବିତିବା ସହ ଆର୍ଥିକ ସମସ୍ୟା ଦୂର ହୋଇଯିବ । ଆପଣଙ୍କୁ ଖୁସି କରିବା ପାଇଁ ମାତା ପିତା ଓ ବନ୍ଧୁମାନେ ପୁରା ଚେଷ୍ଟା କରିବେ । କୌଣସି ସମ୍ପର୍କୀୟ ବ୍ୟକ୍ତିଙ୍କ ସହ ସମ୍ବନ୍ଧ ଖରାପ ହୋଇପାରେ । ଖାଦ୍ୟପାନରେ ନିୟନ୍ତ୍ରଣ ରଖନ୍ତୁ । ସନ୍ତାନର ଶିକ୍ଷା ଓ ବିବାହକୁ ନେଇ ଚିନ୍ତା ରହିବ । ଶତ୍ରୁ ଠାରୁ ସାବଧାନ ରୁହନ୍ତୁ । ବେରୋଜଗାରି ଦୂର କରିବା ପ୍ରୟାସରେ ସଫଳ ହେବେ ନାହିଁ । ଆପଣଙ୍କ ପାଇଁ ଆଜି ସୁନ୍ଦରତା ପୂର୍ଣ ଦିନ ରହିବେ । ଉତ୍ସାହରେ ପରିପୂର୍ଣ ରହିବେ ।

ସିଂହ

କେଉଁଠି ଅଟକିଥିବା ଧନ ମିଳିପାରେ । କୌଣସି ବସ୍ତୁ କ୍ରୟ କରି ପାରନ୍ତି । ଖାଦ୍ୟପାନରେ ରୁଚି ରଖିବେ । ବିଦ୍ୟାର୍ଥୀମାନଙ୍କ ପାଇଁ କିଛି ଖାସ ଦିନ ରହିବ ନହିଁ । କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପ୍ରାପ୍ତ ହୋଇପାରେ । ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ଆସିପାରେ । ମନ ପ୍ରସନ୍ନ ରହିବ । ବୁଦ୍ଧିର ପ୍ରୟୋଗ କରନ୍ତୁ ।

କନ୍ୟା

ପୁରୁଣା ନିବେଶ କ୍ଷତି ଦେଇପାରେ । କାର୍ଯ୍ୟରେ ଦାୟିତ୍ଵ ବଢିପାରେ । ଘରୁ ଦୂରରେ ରହିପାରେ । ପରିବାରରେ ପ୍ରେମ ବଢିବ । ନିଜର ନିବେଶ ଓ ଭବିଷ୍ୟତ ଯୋଜନାକୁ ଗୁପ୍ତ ରଖନ୍ତୁ । କିଛି ଖବର ପୁରା ପରିବାରରେ ଖୁସି ଭରି ଦେବ । ଦୁଷ୍ଟ ପ୍ରବୃତିର ବ୍ୟକ୍ତିମାନଙ୍କୁ ଚିହ୍ନିବାକୁ ଚେଷ୍ଟା କରନ୍ତୁ । ତାଙ୍କ ଠାରୁ ସାବଧାନ ରୁହନ୍ତୁ । କୌଣସି ଦୁଖଦ ସମାଚାର ମିଳିପାରେ । ଆୟ ସହିତ ଖର୍ଚ ବି ବଢିବ । କୌଣସି ବି ପ୍ରକାରର ବିବାଦର ଅଂସ ହୁଅନ୍ତୁ ନାହିଁ । ବିଦ୍ୟାର୍ଥୀମାନେ ବହୁତ ପରିଶ୍ରମ କରନ୍ତୁ ।

ତୁଳା

ଆଜି ସ୍ୱାସ୍ଥ୍ୟ ନିମ୍ନ ରହିବ । ଖର୍ଚ ଅଧିକ ହେବ । କିନ୍ତୁ ଏହା ସହିତ ଆମଦାନୀ ବି ବଢିବ । ପ୍ରୟାସରେ ସଫଳ ରହିବେ । କୌଣସି ବ୍ୟକ୍ତିର ସହଯୋଗ କରିବାର ଅବସର ପ୍ରାପ୍ତ ହେବ । ସାମାଜିକ ପ୍ରତିଷ୍ଠା ବୁଦ୍ଧି ହେବ । ଜୋଖିମ ଭରା କାର୍ଯ୍ୟ କରନ୍ତୁ ନାହିଁ । ଦୁର୍ଘଟଣାର ଭୟ ରହିବ । ଧନ ପ୍ରାପ୍ତି ରାସ୍ତା ସୁଗମ ହେବ । କ୍ଳାନ୍ତ ରହିବେ । ବ୍ୟାପରରେ ନୂଆ ଯୋଜନା ଉପରେ କାର୍ଯ୍ୟ କରନ୍ତୁ ।

ବିଚ୍ଛା

କୌଣସି କଥା ପ୍ରତି ଭୟ ରହିବ । ଟଙ୍କା ନେବା ଦେବାରେ ଶୀଘ୍ରତା କରନ୍ତୁ ନାହିଁ । କାହା ସହିତ ବି ବିବାଦ ହୋଇପାରେ । ଘରେ ଅତିଥିଙ୍କ ଆଗମନ ହୋଇପାରେ । ପୁରୁଣା ମିତ୍ରମାନଙ୍କ ସହ ଝଗଡା କରି ପାରନ୍ତି । ବ୍ୟପାରରେ ଲାଭଦାୟକ ଅନୁବନ୍ଧ ଆସିପାରେ । ଆର୍ଥିକ ସମସ୍ୟା ସାମ୍ନାକୁ ଆସିପାରେ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ନୂତନତା ଆସିବ । ଶୁଭ ସମାଚାର ମିଳିପାରେ ପୁରା ସମ୍ଭାବନା ଅଛି ।

ଧନୁ

ଆର୍ଥିକ ମାମଲାରୁ ମୁକ୍ତି ମିଳିବ । ବିବାଦକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ସନ୍ତାନ ତରଫରୁ ସୁଖ ପ୍ରାପ୍ତ ହେବ । ଆଜି ଆପଣଙ୍କ ଚେହେରାରେ ସୁଖ ରହିବ । ସନ୍ଧ୍ୟା ସମୟରେ ନିଜର ସମସ୍ୟା ବିଷୟରେ ନିଜ ପରିବାର ବ୍ୟକ୍ତିଙ୍କ କଥାବାର୍ତ୍ତା କରି ପାରନ୍ତି । କୌଣସି କଥାର ଭୟ ରହିବ । ସ୍ୱାସ୍ଥ୍ୟ କମଜୋର ରହିବ । ରୋଜଗାର ପ୍ରାପ୍ତି ହେବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟିକ ଯାତ୍ରା କ୍ୟାନସେଲ ହୋଇଯିବ । ନିଜର ବନ୍ଧୁ ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ ।

ମକର

କୌଣସି ଦୂର ସମ୍ପର୍କୀୟଙ୍କ ଠାରୁ ମିଳିଥିବା ଆକସ୍ମିକ ଖୁସି ଖବର ଆପଣଙ୍କ ପୁରା ପରିବାରକୁ ସୁଖମୟ କରିଦେବ । ରୋମାଣ୍ଟିକ ମୋନଭାବରେ ଅଚାନକ ଆସିଥିବା ଚେଞ୍ଜେସ କାରଣରୁ ଆପଣ କିଛି ବଦଳାଇ ପାରନ୍ତି । ମିତ୍ରଙ୍କ ସହିତ ଝଗଡା କର ପାରନ୍ତି । ଭୂମି ଭବନ ସମ୍ବନ୍ଧିତ କାର୍ଯ୍ୟ ଅଟକି ପାରେ । ବ୍ୟବସାୟିକ କ୍ଷେତ୍ରରେ ବିସ୍ତାର କରିବେ । ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଶଂସା କରିବେ । କୌଣସି ବଡ ଦୁଖର ଖବର ମିଳିପାରେ । ସ୍ୱାସ୍ଥ୍ୟ ମାମଲାରେ ଆଜିର ଦିନ କିଛି ଖାସ ରହିବ ନାହିଁ । କୌଣସି ପରିଚିତ ବ୍ୟକ୍ତି ଉପରେ ବିଶ୍ଵାସ କରନ୍ତୁ ନାହିଁ । ଆଜିର ଦିନ ଭଲ ରହିବ ।

କୁମ୍ଭ

କୌଣସି ସମ୍ପର୍କୀୟଙ୍କ ସହ ସାକ୍ଷାତ କରି ପାରନ୍ତି । ଶାରୀରିକ ରୂପରେ ଆପଣ ବଳଶାଳୀ ରହିବେ । ନିଜର ଯୋଜନାକୁ ସାର୍ବଜନିନ କରନ୍ତୁ ନାହିଁ । ସନ୍ତାନ ତରଫରୁ କିଛି ବିଷୟରେ ଉପଦେଶ ମିଳିପାରେ । କ୍ଳାନ୍ତ ହୋଇ ପାରନ୍ତି । ସଠିକ ଜାଗାରେ ବୁଦ୍ଧିର ସଠିକ ଉପଯୋଗ କରନ୍ତୁ । ଟଙ୍କା ଫେରସ୍ତ ପାଇବେ । ବ୍ୟବସାୟିକ ଯାତ୍ରା ସଫଳ ରହିବ ନାହିଁ । ନୂଆ କାମ ମିଳିବାର ଆଶଙ୍କା ବହୁତ କମ ଅଛି । ପରିଜନଙ୍କ ସହିତତ ମହତ୍ଵପୂର୍ଣ ସମୟ ବ୍ୟତୀତ କରିବେ ।

ମୀନ

ଆଜି ଆପଣ ସବୁ କାର୍ଯ୍ୟ ଗୁଡ଼ିକ ସମାଜର କଲ୍ୟାଣ ଏବଂ ପରିବାରର କଲ୍ୟାଣ ନିମନ୍ତେ କରିବେ । ଆଜି ଆପଣ କିଛି ଦାନ କରିବେ, ଅଥବା ନିଜ ପ୍ରିୟଜନ ପାଇଁ ଉପହାର କିଣିବେ । ଦିନ ଆନନ୍ଦଦାୟକ ରହିବ, ଉପହାର ଏବଂ ଲାଭରେ ଖୁସି ମିଳିବ । ମହିଳା ମିତ୍ର ଲାଭଦାୟକ ପ୍ରମାଣିତ ହେବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।