ଆଜିର ରାଶିଫଳ, 18 ଡିସେମ୍ବର 2020, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତି ହେବ ସୁଦୃଢ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ଡିସେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି କିଛି କାର୍ଯ୍ୟରେ ବାଧା ଆସିପାରେ । ଆପଣଙ୍କର ମନ କୌଣସି ମହିଳା ଉପରେ କେନ୍ଦ୍ରିତ ହୋଇପାରେ । ଯେଉଁ ଯୋଜନା କରିବେ ସେଥିରେ ଆପଣ ନିଶ୍ଚିତ ରୂପରେ ସଫଳ ହେବେ । ଏହା ସହିତ ଆପଣଙ୍କର ମନ ପ୍ରସନ୍ନ ରହିବ । ଛାତ୍ରମାନଙ୍କ ପାଇଁ ଦିନଟି ଅନୁକୂଳ ତଥା ଲାଭପ୍ରଦ ରହିବ । ଜମି ମାମଲାରେ କିଛି ନୂଆ କଥା ସାମ୍ନାକୁ ଆସିପାରେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଏହା ସହିତ ଖୁସି ଓ ଉଶ୍ଚାହ ପୂର୍ଣ ରହିବ । ସାମାଜିକ ସମାରୋହରେ ଭାଗ ନେଇପାରନ୍ତି । ରୋଜଗାର କରିବା ପାଇଁ ଆପଣ ନୂଆ ନୂଆ ମାର୍ଗ ଦେଖିବେ ।

ବୃଷ

ବିଦ୍ୟାର୍ଥୀ, କଳାକାର ଓ ଖେଳାଳିମାନଙ୍କ ପାଇଁ ଦିନଟି ବହୁତ ଭଲ ଅଛି । ସରକାରଙ୍କ ଠାରୁ ବାପାଙ୍କର କିଛି ଲାଭ ମିଳିପାରେ । ମନୋବଳ ଆପଣଙ୍କର ଦୃଢ ରହିବ । ଯାହା ଦ୍ଵାରା ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ । ସେଥିପାଇଁ ବାହାର ଖାଇବା ପିଇବା ପ୍ରତି ଧ୍ୟାନ ରଖନ୍ତୁ । ଚାକିରି କ୍ଷେତ୍ରରେ ପରିଶ୍ରମ କରିବା ଦ୍ଵାରା ପ୍ରମୋସନ ମିଳିବାର ଯୋଗ ଅଛି । ଉଚ୍ଚ ଅଧିକାରୀ ଆପଣଙ୍କୁ ସାହାର୍ଯ୍ୟ କରିପାରନ୍ତି । ଜୀବନସାଥିଙ୍କୁ କିଛି ସମୟ ଦିଅନ୍ତୁ ତାଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ । କିଛି ମାମଲାକୁ ନିଜ ଭିତରେ ରଖିବା ପାଇଁ ଚେଷ୍ଟା କରନ୍ତୁ ।

ମିଥୁନ

ଆଜି ରଚନାତ୍ମକ ଓ କଳାତ୍ମକ ଶକ୍ତିରେ ବୃଦ୍ଧି ହେବ । ମାନସିକ ରୂପରେ ଆଜି ସ୍ଥିରତା ଅନୁଭବ କରିବେ । ଯାହା ଦ୍ଵାରା ମନ ଧ୍ୟାନ ଦେଇ ଆପଣ କାମ କରିବେ । ଆର୍ଥିକ ସୃଧଢ ବନେଇବା ପାଇଁ କିଛି ଯୋଜନା କରିପାରନ୍ତି ଆଉ ପରିବାରର ଅବଶ୍ୟକତାକୁ ପୁରା ମଧ୍ୟ କରିବେ । କିଛି ସମ୍ପର୍କୀୟ କିମ୍ବା ମିତ୍ରଙ୍କ ସହିତ ଆଜିର ଦିନ ଭଲରେ ବିତିବ । ପ୍ରେମ ସମ୍ବନ୍ଧୀୟ କଥା ଭାଗ୍ୟ ଆପଣଙ୍କ ସାଥ ଦେଇପାରେ । ସ୍ୱାସ୍ଥ୍ୟ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ । କୌଣସି ଧାର୍ମିକ କାର୍ଯ୍ୟରେ ମିଶିବା ଦ୍ଵାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ ।

କର୍କଟ

ଆଜି ଆପଣଙ୍କ ଦିନଟି ବହୁତ ଭଲରେ କଟିବ । ପରିଶ୍ରମ ଦ୍ଵାରା ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ଅଗ୍ରସର ହେବେ । ଓକିଲ ପାଖକୁ ଯାଇ ଆଇନ କାନୁନ ବିଷୟରେ କିଛି ରାୟ ନେବେ । ଆଜି ଆପଣଙ୍କର ଦିନ ବହୁତ ଭଲ ରହିବ । କୌଣସି ସାମାଜିକ କାର୍ଯ୍ୟରେ ଆପଣଙ୍କର ଟଙ୍କା ଖର୍ଚ ହୋଇପାରେ । ବିବାହିତ ଜୀବନ କିମ୍ବା ଦାମ୍ପତ୍ୟ ଜୀବନ ଖୁସିରେ କଟିବ ଓ ଆପଣଙ୍କ ପ୍ରେମ ଭାବନା ଅତ୍ୟନ୍ତ ଭଲ ରହିବ । ଶାରୀରିକ ଓ ମାନସିକ ସ୍ଥିତି ମଜବୁତ ରହିବ । ନୂଆ ଯୋଜନାକୁ ବିଚାର କରିବା ପୂର୍ବରୁ ଭଲ ଭାବରେ ବୁଝି ସୁଝି ନିଷ୍ପତି ନିଅନ୍ତୁ ।

ସିଂହ

ଆଜି ବୁଝି ବିଚାରୀ କାର୍ଯ୍ୟ କରନ୍ତୁ । ଆଜି ପରିଶ୍ରମ ଅଧିକ କରିବେ । ଯାତ୍ରା କରିବା ଦ୍ଵାରା ମନ ବହୁତ ଆନନ୍ଦଦାୟକ ରହିବ । ଆପଣଙ୍କ କଥାବାର୍ତ୍ତା ଉପରେ କଠୋରତା ଆସିପାରେ । ଚାକିରି କ୍ଷେତ୍ରରେ ଅଫିସରମାନଙ୍କ ସହ ଯଦି ବିଚାର ବିମର୍ଶ କରୁଛନ୍ତି ତେବେ ସେଥିରେ କିଛି ମତଭେଦ ଆସିପାରେ । କାର୍ଯ୍ୟ କ୍ଷେତ୍ରରେ ପରିବର୍ତନ ହୋଇପାରେ । ଯଦି ଆପଣ ଯାତ୍ରା କରୁଛନ୍ତି ତେବେ ନିଜ ଜିନିଷ ପ୍ରତି ଧ୍ୟାନ ରଖନ୍ତୁ । ଅଚାନକ ଆପଣଙ୍କୁ ଧନ ଲାଭ ହୋଇପାରେ । ଯାହା ଆପଣ କଳ୍ପନା କରି ନ ଥିବେ । ଜୀବନସାଥିଙ୍କ ସହିତ କିଛି ସମୟ ବିତନ୍ତୁ ଯାହା ଦ୍ଵାରା ସମ୍ପର୍କରେ ମଧୁରତା ଆସିପାରେ ।

କନ୍ୟା

ଆଜି ଆପଣଙ୍କ ଦିନଟି ବହୁତ ଭଲ ରହିବ । ସାହାର୍ଯ୍ୟ ପାଇଁ ଅନ୍ୟ ଉପରେ ଅଧିକ ନିର୍ଭର କରିପାରନ୍ତି ଯାହା ଦ୍ଵାରା ଆପଣଙ୍କର ମନରେ ଦୁଖ ଆସିପାରେ । କୌଣସି ପ୍ରକାରର ବିଳମ୍ବ କିମ୍ବା କନଫୁଜନ ସ୍ଥିତରେ ଅଳ୍ପ ଧର୍ଯ୍ୟ ରଖନ୍ତୁ । ସ୍ୱାସ୍ଥ୍ୟ ଅଳ୍ପ କମଜୋର ଅଛି । ସେଥିପାଇଁ ସାବଧାନ ରୁହନ୍ତୁ । ସାଙ୍ଗମାନଙ୍କ ସହ ଭଲ ସମ୍ପର୍କ ନ ଥିବାରୁ କିଛି ନୂଆ ଯୋଜନା କରିବାରେ ଚିନ୍ତା ବଢିପାରେ । ଆପଣ ପରିବାରର ଭଲ ପାଇଁ କିଛି ପରିଶ୍ରମ କରନ୍ତୁ । ଆପଣଙ୍କର କାମ ପଛରେ ପ୍ରେମ ଓ ଦୁରଦୃଷ୍ଟି ଭାବନା ହେବା ଉଚିତ ।

ତୁଳା

ଆଜି ଆପଣ ନିଜ ନିଷ୍ପତି ପ୍ରତି ଦୃଢ ରୁହନ୍ତୁ ଓ ଅନ୍ୟ ବିଚାର ପ୍ରତି ପ୍ରଭାବିତ ହୁଅନ୍ତୁ ନାହିଁ । ଭଲ ହେବ ନିଜ ପ୍ରତି ଧ୍ୟାନ ରଖନ୍ତୁ । ଆପଣଙ୍କର ବ୍ୟବହାରରେ ମଧୁରତା ଆସିବ । କୃଷି କାର୍ଯ୍ୟରେ ନିବେଶ କରୁଛନ୍ତି ତେବେ ଆପଣଙ୍କୁ ଲାଭ ମିଳିବ । ଆୟ କ୍ଷେତ୍ରରେ ସାମାନ୍ୟ ଲାଭ ମିଳିପାରେ । ଆପଣ ଅଳ୍ପ ପରିଶ୍ରମ କରିବେ ଯାହା ଦ୍ଵାରା ଲାଭ ହିଁ ଲାଭ ହେବ । ଆପଣ ଛୋଟମାନଙ୍କୁ କ୍ଷମା କରିବେ ଯାହା ଦ୍ଵାରା ମନରେ ଶାନ୍ତି ମିଳିବ । ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଲିପାରେ ।

ବିଚ୍ଛା

କାର୍ଯ୍ୟ କ୍ଷେତ୍ରରେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ନିଜର ଦୈନଦିନ ଖାଦ୍ୟପେୟ ତଥା ଜୀବନ ଶୈଳୀକୁ କିଛି ବଦଳାନ୍ତୁ  । ମହିଳାମାନଙ୍କୁ ମାନସିକ ଚିନ୍ତାର ଶିକାର ହେବାକୁ ପଡିପାରେ । ତେଣୁ ସାବଧାନ ହୋଇ ରୁହନ୍ତୁ ସ୍ୱାସ୍ଥ୍ୟରେ ସମସ୍ୟା ଦେଖା ଯାଇପାରେ । ବିଚାରରେ ଅସ୍ଥିରତା ସହିତ ଆପଣ କିଛି ସମସ୍ୟାରେ ପଡ଼ିପାରନ୍ତି । ଆଜିର ଦିନଟି ପ୍ରେମ ଦୃଷ୍ଟିକୋଣରୁ ଉତ୍ତମ ରହିବ । ଯଦି ଆପଣଙ୍କର ସାଥି ଆପଣଙ୍କର ସାଥ ନ ଦିଅନ୍ତି । ତେବେ ବହୁତ ଖରାପ ଭାବିପାରନ୍ତି । ଆପଣ କଥାବାର୍ତ୍ତା ଦ୍ଵାରା ମାମଲାକୁ ସମାଧାନ କରନ୍ତୁ ।

ଧନୁ

ଆପଣ କୌଣସି ଯୋଜନା କରିବେ ତାହା ନିଶ୍ଚିତ ରୂପରେ ପୁରା ହୋଇଯିବ । କାର୍ଯ୍ୟରେ ସଫଳତା, ଆର୍ଥିକ ଲାଭ ଓ ଭାଗ୍ୟର ଉଦୟ ପାଇଁ ଦିନଟି ବହୁତ ଭଲ ଅଛି । ଆଜି ଆପଣ ନୂଆ ଯାହା ବି ଶିଖିବେ ତାହା ଆପଣଙ୍କୁ ଭବିଷ୍ୟତରରେ ଲାଭ ଦେବ । କୌଣସି ଏକ ନୂଆ ସାଙ୍ଗ ଠାରୁ ଉପହାର ମିଳିପାରେ ଓ ଆପଣଙ୍କର ଆଜି ବହୁତ ଖର୍ଚ ମଧ୍ୟ ହୋଇପାରେ । ଆପଣଙ୍କର ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ଆସିପାରେ । ଆପଣଙ୍କର ସାମାଜିକ, ଆଧ୍ୟାତ୍ମିକ ସମାରୋହରେ ଭାଗ ନେଇପାରନ୍ତି ।

ମକର

ଯେଉଁ କାମ ବୁଝୁଛନ୍ତି ତାଙ୍କୁ ହିଁ କରନ୍ତୁ ଅଲଗା କାମକୁ କରିବା ପାଇଁ ଇଚ୍ଛା କରନ୍ତୁ ନାହିଁ । ସମସ୍ତ ସମସ୍ୟାକୁ ଶାନ୍ତି ମନରେ ସମାଧାନ କରନ୍ତୁ । କୌଣସି ଭଲ ଖବର ଆପଣଙ୍କୁ ମିଳିପାରେ । ଋଣରୁ ଆପଣ ମୁକ୍ତ ହୋଇଯିବେ । ଆର୍ଥିକ ସ୍ଥିତି ସୃଧୃଢ ରହିବ । ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ଆୟ ବଢିପାରେ । ଉଚ୍ଚ ଅଧିକାରୀ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ । କ୍ୟରିୟରରେ ବୃଦ୍ଧି ପାଇବା ପାଇଁ ହେଲେ ନିଜର ବୃଦ୍ଧିର ବିକସିତ କରିବାକୁ ପଡିବ । ମିତ୍ରମାନଙ୍କର ପୁରା ସହଯୋଗ ମିଳିପାରେ । ବୁଝି ବିଚାରୀ କାର୍ଯ୍ୟରେ ନିବେଶ କରନ୍ତୁ ।

କୁମ୍ଭ

ଯଦି ଆପଣ ଏକାଗ୍ରତା ତଥା ଶାନ୍ତି ମନରେ ରହିବେ ତେବେ ଦୁଖ ଦୁର୍ଦଶା ଦୂର ହୋଇଯିବ । ଆଜି ଆପଣ ବହୁତ ଭାଗ୍ୟଶାଳି ରହିବେ ଓ ଅଧିକାରୀଙ୍କ ଠାରୁ ବିଶେଷ ତଥ୍ୟ ପ୍ରାପ୍ତି କରିବେ । ଆଜି ଆପଣ ଯାହା ବି କାର୍ଯ୍ୟ କରିବାକୁ ଚେଷ୍ଟା କରିବେ ସେଥିରେ ଶକ୍ତିଶାଳୀ ଓ ଆକର୍ଷକ ସ୍ଥିତି ବୃଦ୍ଧି କରିବେ । ଆପଣ ଆଜି ଅଳ୍ପ ବ୍ୟସ୍ତ ରହିପାରନ୍ତି । ବଡ ବଡ ଉଦ୍ୟୋଗପତି ସହ ବ୍ୟବସାୟ କଲେ ଆପଣଙ୍କର ଲାଭ ଅଧିକ ରହିବ । ଆପଣଙ୍କର ପ୍ରିୟଜନ କିଛି ସମସ୍ୟାରେ ପକାଇ ପାରନ୍ତି ।

ମୀନ

ଆଜି ଧାର୍ମିକ ପ୍ରତି ଆସ୍ଥା ବଢିପାରେ । ରାଜନୀତିଜ୍ଞ କ୍ଷେତ୍ରରେ ରାଜିନିତରେ ଜଡିତ ଲୋକମାନଙ୍କୁ ପଦ ମିଳିପାରେ । କୌଣସି ପୁରୁଣା ସାଙ୍ଗ ସହ ଦେଖା ହୋଇପାରେ । ଆପଣ ଆଜି ଅଳ୍ପ ସୁସ୍ଥ ଅନୁଭବ କରିବେ । ଯାହା ବି କରୁଛନ୍ତି ଆପଣ ନିଜେ ହିଁ କରନ୍ତୁ । କୌଣସି ଭଲ ଖବର ଆପଣଙ୍କୁ ମିଳିପାରେ । ଋଣରୁ ଆପଣ ମୁକ୍ତ ହୋଇଯିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ଆୟ ବଢିପାରେ । ଉଚ୍ଚ ଅଧିକାରୀ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ । ମିତ୍ରମାନଙ୍କର ପୁରା ସହଯୋଗ ମିଳିପାରେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।