ଆଜିର ରାଶିଫଳ, 17 ଜୁନ 2023, ଶନିବାର, ଶନିଦେବଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 17 ଜୁନ 2023 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କ ଆର୍ଥିକ ସ୍ଥିତି ସୁଧାରିପାରେ । ବିଆଦ ଠାରୁ ଦୂରେଇ ରୁହନ୍ତୁ । କପଡା ବ୍ୟାପାର କରୁଥିବା ବ୍ୟାପରି ଙ୍କୁ ଗ୍ରାହକ ଙ୍କ ଠାରୁ ଅଧିକ ଲାଭ ହେବାର ଅଛି । ଆଜି ଦିନ ଟି ଆପଣଙ୍କ ପାଇଁ ନୂଆ ରୋମାନ୍ସ ନେଇକି ଆସିବ । ଯାହା ଆପଣଙ୍କୁ ଖୁସି ମୟ କରି ଦେବ । ବ୍ୟାପାର ରେ ଫାଇଦା ହେବ । ରାଜନୀତି ସହ ଜଡିତ ଲୋକ ଙ୍କ ଚିହ୍ନା ପରିଚ ଅଧିକାରୀ ଙ୍କ ସହ ହେବ । କୌଣସି ପୁରୁଣା ବନ୍ଧୁ ଙ୍କ ସହ ଫୋନ ରେ ବାର୍ତ୍ତାଳାପ ହୋଇପାରେ ।

ବୃଷ ରାଶି : ଆଜି କିଛି ନୂଆ କାମ ଆରମ୍ଭ କରିବାର ବିଚାର କରିବେ । ଅଧିକାରୀ ଙ୍କ ବ୍ୟବହାର ରେ ମନ ବ୍ୟଥିତ ହେବ । ଭବନ ସମ୍ବଧିତ କିଛି ନିସ୍ପତି ନେଉଥିଲେ ପରିବାର ଲୋକଙ୍କ ରାୟ ନିଶ୍ଚୟ ନିଅନ୍ତୁ । ପୁରୁଣା ବନ୍ଧୁ ଙ୍କ ସହ ଭେଟ ବା ଫୋନରେ ଆଲୋଚନା ହୋଇପାରେ । କାମ କାର୍ଯ୍ୟ ରେ ଆପଣ ସଫଳ ହେବେ । ଶିକ୍ଷକ ଙ୍କ ପାଇଁ ଆଜି ଦିନ ଟି ବେହତର ରହିବାର ଅଛି । ଖର୍ଚ୍ଚ ବଢିପାରେ । ତେଣୁ ନିଜର ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ । ଅଯଥା ଖର୍ଚ୍ଚ ଉପରେ ଲଗାନ୍ତୁ ।

ମିଥୁନ ରାଶି : ଆଜି ଆପଣଙ୍କୁ ନିଜର କ୍ରୋଧ ଓ ସ୍ଵଭାବଗତ ଉଗ୍ରତା ଉପରେ ନିୟନ୍ତ୍ରଣ ରଖିବାର ଅଛି । ସ୍ୱାସ୍ଥ୍ୟ କୁ ନେଇ ଅଧିକ ଚିନ୍ତା କରିବାର ଦରକାର ନାହିଁ । ଅନ୍ୟ ପ୍ରତି ସହନାଭୂତି ଦେଖାଇବାକୁ ଯାଇ ଗରିବ ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ । ଆଜି ପ୍ରତିଯୋଗୀତା ରେ ସ୍ଟେପ ନେବେ । ଆପଣଙ୍କ ସ୍ଵଭାବ କାରଣରୁ ଆପଣ ବିଜୟୀ ହେବେ । ମାନସିକ ରୂପରେ ଆପଣ ଶାନ୍ତ ରହିବେ ।

କର୍କଟ ରାଶି : ନୂଆ ବିଚାର ମନରେ ଆସିବ । ଆଜି ଆପଣଙ୍କ ଆମଦାନି ବଢିବ । ଖର୍ଚ୍ଚ ମଧ୍ୟ ସେହି ହିସାବ ରେ ବଢିବ । ଖର୍ଚ୍ଚ ରେ ତାଳମେଳ ରଖନ୍ତୁ । ବିଦ୍ୟାର୍ଥୀ ବର୍ଗ ନିଜର ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ କଠିନ ପରିଶ୍ରମ କରିବେ । ବିଦ୍ୟାର୍ଥୀ ଙ୍କୁ କ୍ୟାରିୟର ସହ ଜଡିତ ଚ୍ୟାଲେଞ୍ଜ ର ସାମାନ କରିବାକୁ ହେବ । ଆଜି ଲଭର୍ସ ଆପଣଙ୍କୁ କିଛି ଗିଫ୍ଟ ଦେବେ । ପିତା ଙ୍କ ସାନିଧ୍ୟ ପ୍ରାପ୍ତ ହେବ । ଭୂଲର ଅନୁତାପ କରିବେ ।

ସିଂହ ରାଶି : ଆଜି ପାରିବାରିକ ସଦସ୍ୟ ବା ଜୀବନ ସାଥିଙ୍କ ସହଯୋଗ ପାଇବେ । ଆପଣ ନିଜ ସାଥିଙ୍କ ସହ ବାହାରକୁ ବୁଲି ଯିବାର ପ୍ଳାନ କରିବେ । ଘରେ ବଡ ମାନଙ୍କର ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ଶତ୍ରୁ ଆପଣଙ୍କର କିଛି କ୍ଷତି କରିପାରିବେ ନହିଁ । ରୋଜଗାର ପ୍ରାପ୍ତି ର ପ୍ରୟାସରେ ସଫଳ ହେବେ । ଶତ୍ରୁ ଆପଣଙ୍କ ଲାଭ ଉଠାଇବାକୁ ଚେଷ୍ଟା କରିବେ । କିନ୍ତୁ ଆପଣ ସେହି ସମସ୍ୟାରୁ ବାହରି ଆସିବେ । ଆଜି ଆପଣଙ୍କ ସାମାଜିକ ପ୍ରତିଷ୍ଠା ରେ ବୃଦ୍ଧି ହେବ ।

କନ୍ୟା ରାଶି : ପରିବାର ଲୋକଙ୍କ ରୋଜଗାର ରେ ବୃଦ୍ଧି ହେବ । ଅନ୍ୟ ର ନଜରିୟା କୁ ବୁଝିବାକୁ ଚେଷ୍ଟା କରନ୍ତୁ । ଆପଣ ଦିନରେ କିଛି ସମୟ ପୂଜା ପାଠ ରେ ଲଗାଇବେ । ଯଦି କାମ କରିବାରେ କିଛି ସମସ୍ଯା ହେଉଛି ତେବେ କିଛି ସମୟ ପାଇଁ ରହି ଜାଣନ୍ତୁ । ଆପଣଙ୍କର ବିଜନେସ ଡିଲ ହୋଇପାରେ । ଆଜି ଆପଣଙ୍କର ଅଟକିଥିବା ଧନ ମିଳିବ । ଆର୍ଥିକ ସ୍ଥିତି ରେ ସୁଧାର ଆସିବ । କିଛି ଖାସ କାମ କୁ ନେଇ କନଫିୟୁଜ ହେବେ ।

ତୁଳା ରାଶି : ନିସ୍ପତି ନେବାର କ୍ଷମତା ରେ ବୃଦ୍ଧି ହେବ । ଆପଣଙ୍କୁ ପ୍ରଭାବଶାଳି ଲୋକଙ୍କ ସହ ଦେଖା କରିବାର ଅବସର ମିଳିବ । ଗୃହସ୍ଥ ଜୀବନ ବ୍ଯତୀତ କରୁଥିବା ଲୋକେ ନିଜ ସାଥିଙ୍କ ସହ କିଛି ସମୟ ବିତାଇବେ । ସନ୍ତାନ ସହ ଜଡିତ ସମସ୍ୟାର ସମାଧାନ ହେବ । ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହେବ ।  ବେତନଭୋଗୀ ଲୋକ ଙ୍କୁ ଅତିରିକ୍ତ କାମ କରିବାକୁ ପଡିବ ଓ ବହୁତ ଦୌଡ ଧପଦ କରିବାକୁ ହେବ ।

ବିଛା ରାଶି : ବିତ୍ତୀୟ ମାମଲା ର ସମାଧାନ ବାହାର କରିବେ । ବଡ ମାନଙ୍କୁ ଦେଇଥିବା ଆଜି ଆପଣଙ୍କ କାମରେ ଆସିବ । ଘର ପରିବାରର କାମ ସହଜରେ ପୁରା କରିବେ । ଭବନ, ବାହନ ଇତ୍ୟାଦି ସୁବିଧା ରେ ସମୟ ଅନୁସାରେ ପ୍ରାପ୍ତ ହେବ । ଘରେ ମାଙ୍ଗଳିକ କାର୍ଯ୍ୟ ର ଆୟୋଜନ ହୋଇପାରେ । ଆଖା ପାଖର ଜରୁରୀ ଜିନିଷ ପ୍ରତି ଆପଣ କମଜୋର ରହିବେ । ଆଜି ଛାତ୍ର ନିଜ ପଢା ରେ ଧ୍ୟାନ ଦେବେ । ଘରେ ସୁଖ ଶାନ୍ତି ରେ ବୃଦ୍ଧି ହେବ ।

ଧନୁ ରାଶି : ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ । ଆପଣଙ୍କର କିଛି ଟଙ୍କା ବ୍ୟୟ ହୋଇପାରେ । ସାମାଜିକ ସ୍ତର ରେ ଅଧିକ ବ୍ୟସ୍ତ ରହିବେ । ତେଣୁ ନିଜ ପାଇଁ ସମୟ ବାହାର କରି ପାରିବେ ନାହିଁ । କାରୋବାର ଯାତ୍ରା ର ଯୋଗ ଅଛି । ନୂଆ ବ୍ୟାପାରିକ ଅନୁବଦ୍ଧ ହେବ । କାର୍ଯ୍ୟ ସ୍ଥଳରେ ଆପଣଙ୍କ ସିନିୟର୍ସ ଆପଣଙ୍କ ସହଯୋଗ କରିବେ । ଆପଣଙ୍କ ଇନକମ ଭଲ ରହିବ । ଅନେକ ପ୍ରକାରର ରୋଚକ ବିଚାର ଓ ଯୋଜନା ଆଜି କରି ପାରନ୍ତି ।

ମକର ରାଶି : ବ୍ୟକ୍ତିଗତ ସମସ୍ଯା ସହ ଜଡିତ କିଛି ଜରୁରୀ ତଥ୍ୟ ମିଳିପାରେ । ଆପଣଙ୍କୁ ଅନେକ ସଂଘର୍ଷ ପରେ ପରିଣାମ ମିଳିବ । ଏହି ସମୟରେ କିଛି ନୂଆ ଲୋକଙ୍କ ସହ ଦେଖା ହେବ । ଯେଉଁ ମାନେ ଜୀବନରେ ନୂଆ ଦିଶା ବଦଳାଇ ଦେବେ । ଆଜି ଆପଣଙ୍କ ଆମଦାନି ରେ ବୃଦ୍ଧି ହେବାର ସମ୍ଭାବନା ଅଛି । ମନ ପ୍ରସନ୍ନ ରହିବ । ବେରୋଜଗାର ଙ୍କୁ ବଡ କମ୍ପାନୀ ରେ ଚାକିରି ର ଅବସର ପ୍ରାପ୍ତ ହେବ । ଆପଣ କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ । ନଚେତ ଟଙ୍କା ଫେରି ପାଇବାରେ ଆପଣଙ୍କୁ ସମସ୍ଯା ହୋଇପାରେ ।

କୁମ୍ଭ ରାଶି : ବାହନ କ୍ରୟ କରିବାର ଯୋଗ ଅଛି । ସ୍ୱାସ୍ଥ୍ୟ ଉତ୍ତମ ରହିବ । କିଛି ବଡ କାମ କରିବାରେ ଆଗ୍ରହୀ ହେବେ । ପାରିବାରିକ ଜୀବନ ସୁଖଦ ରହିବ । ପିତା ଙ୍କ ସହ ସମ୍ପର୍କ ଭଲ ରହିବ ଓ ତାଙ୍କ ଠାରୁ ଲାଭ ପାଇବେ ,। ଆପଣଙ୍କର କିଛି କାମ ସହଜରେ ପୁରା ହେବ । ଆଜି ଆପଣଙ୍କୁ ସୀତାରା ଆପଣଙ୍କୁ ଯଶ ପ୍ରାପ୍ତ କରାଇବ । ବ୍ୟାପାର ସମ୍ବଧିତ ଲୋକଙ୍କୁ ବିଶ୍ଵସ୍ତ ସହକାରେ କାର୍ଯ୍ୟ କରିବାର ଅଛି । ଅଟକିଥିବା ଯୋଜନା ପୁଣି ଥରେ ଆରମ୍ଭ ହେବାର ସଠିକ ସମୟ ଆସି ଯାଇଛି ।

ମୀନ ରାଶି : କୋର୍ଟ କଚେରୀ ମାମଲାରୁ ମୁକ୍ତି ପାଇବେ । ଆଜି ସମୟ ଅନୁଯାୟୀ ଆପଣ ନିଜର ଦାୟିତ୍ଵ ନିଭାଇବେ । ଆପଣ ଯାତ୍ରା କରି ପାରନ୍ତି । ସାମାଜିକ କାର୍ଯ୍ୟ ରେ ଭାଗ ନେବେ । ନୂଆ ବ୍ୟାପାର ଆରମ୍ଭ କରିବାକୁ ଚାହୁଁ ଥିଲେ ସମୟ ଭଲ ଅଛି । ଛୋଟ ସ୍ତର ରୁ କରା ଯାଇଥିବା ଯୋଜନା ଆଜି ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ୍କ ଗୋଟିଏ ଲାଇକ କରନ୍ତୁ ।