ଆଜିର ରାଶିଫଳ, 17 ଜାନୁଆରୀ 2021, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ କ୍ଷେତ୍ରରେ ହେବ ଉନ୍ନତ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ଜାନୁଆରୀ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ବିରୋଧୀ ମାନେ ପରାସ୍ତ ହେବେ । ଯାତ୍ରା ଆପଣଙ୍କର ଶୁଭମୟ ହେବ । କୌଣସି ଏକ ନୂଆ ଜାଗାକୁ ଯାଇ ସେଠାରୁ କିଛି ନୂଆ ଜିନିଷ ପାଇପାରନ୍ତି ଯାହାକି ଦେଖି ବହୁତ ଖୁସି ହେବେ । ଦାମ୍ପଦ୍ୟ ଜୀବନରେ ଖୁସି ଭାରି ରହିବା । ଯଦି ଆପଣ କୌଣସି ନୂଆ ଘରକୁ ପ୍ରବେଶ କରିବା ପାଇଁ ଚହୁଁଛନ୍ତି ତେବେ ଏହିଦିନ ନିଜ ପାଇଁ ବହୁତ ଭଲ ଦିନ ଅଟେ । ବିଦେଶ ଭ୍ରମଣ କରିବାକୁ ଯାଇ ପାରନ୍ତି । ଆଜି ଯେକୌଣସି କାମ କରିବେ ସେଥିରେ ଆପଣ ସଫଳତା ହାସଲ କରିବେ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ବୃଷ

ଖର୍ଚ୍ଚ ବଢିପାରେ ସେଥିରୁ ବଞ୍ଚିତ ରୁହନ୍ତୁ ଯାହାକି ପରବର୍ତୀ ଅବସ୍ଥାରେ ବହୁତ ସୁବିଧା ହେବ । କୌଣସି ଏକ ଶୁଭ ଖବର ଆଜି ମିଳିପାରେ । ଆଜି ସତର୍କ ରହିବା ପାଇଁ ଚେଷ୍ଟା କରନ୍ତୁ କେହି ଜଣେ ଆପଣଙ୍କୁ ଖାଲରେ ପକାଇବା ପାଇଁ ଚାହୁଁଛି ଓ ସେ ଆପଣଙ୍କୁ ବହୁତ ବଡ ବିପଦକୁ ଠେଲିଦେଇ ପାରେ । ସେ ଶତ୍ରୁ ହେଉ ବା ମିତ୍ର ଆଜି ତା ଉପରେ ଆଖିବୁଜି ବିଶ୍ଵାସ କରନ୍ତୁ ନାହିଁ । ଆଜି ଆପଣଙ୍କ ଦିନ ମଧ୍ୟମ ଧାରଣର ରହିବ । କୌଣସି ଏକ ବିପଦରୁ ନିଜର କେହି ଜଣେ ଉଧାର କରିପାରେ ।

ମିଥୁନ

ନିଜେ କରିଥିବା ପରିଶ୍ରମ ଓ ଯେକୌଣସି କାମ କରିବେ ସେହି କାମ ଆଜି ସମୟ ପୂର୍ବରୁ ହିଁ ସରିଯିବ । ବନ୍ଧୁ ବାଧବ ଘରକୁ ଯାଇପାରନ୍ତି । ଯାନ ବାହାନ ଧୀରେ ଚଳାଇବା ପାଇଁ ଚେଷ୍ଟା କରନ୍ତୁ ଯାହାକୁ ବଡ ବିପଦକୁ ଏଡାଇ ଦେଇପାରେ । ଆଜି ଘରର କୌଣସି ବ୍ୟକ୍ତିଙ୍କର ସହଯୋଗ ମିଳିବା ଫଳରେ ନିଜର କାମ ବହୁତ ସହଜ ହୋଇଯିବ । ଆଜି ଯଦି ଆପଣଙ୍କୁ କିଛି ଜିନିଷ ଜାଚେ ତେବେ ସେହି ଜିନିଷ କେବେ ହେଲେ ଗ୍ରହଣ କରନ୍ତୁ ନାହିଁ ନଚେତ ସେଇ ଲୋକ ଆପଣଙ୍କୁ ବଡ ଅସୁବିଧାରେ ପକାଇ ପାରେ । ଆଜି କାହାରି କଥା ଶୁଣନ୍ତୁ ନାହିଁ ନିଜ ମନ କଥା ଶୁଣି ସେହି ଅନୁଯାଇ କାମ କରନ୍ତୁ । ଭାଇ ମାନଙ୍କ ମଧ୍ୟରେ ସମସ୍ଯା ଦୂର ରହିବେ । ଆପଣଙ୍କର ପଦ ଊର୍ଣ୍ଣତି ହେବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ । ଯେ କୌଣସି କାର୍ଯ୍ୟ ସଫଳ ନହେବା ପର୍ଯ୍ୟନ୍ତ ସେହି କର୍ମ ବିଷୟରେ କାହାକୁ ଜଣାନ୍ତୁ ନାହିଁ ।

କର୍କଟ

ପାଠ ପଢୁଥିବା ପିଲା ମାନେ ମନ ଲଗାଇ ପଢନ୍ତୁ । ଆଜି ଆପଣଙ୍କ ମନ ଭଲ ରହିବ ନାହିଁ । କାର୍ଯ୍ୟ କ୍ଷେତ୍ରରେ ଆଜି କିଛି ଭଲ ଫଳ ମିଳିପାରେ ଯାହାକି ନିଜକୁ ବହୁତ ଆଶ୍ବସ୍ଥି ଅନୁଭବ କରିବେ । ସାଙ୍ଗ ସହ ମିଶି କିଛି ମହତ୍ଯା ପୂର୍ଣ ଚର୍ଚା କରିପାରନ୍ତି । ବହୁ ଦିନ ପୂର୍ବରୁ ଯେଉଁ ଅସୁବିଧାର ସମୁଖୀନ ହେଉଥିଲେ ଏହାର ବାଟ ବା ସମାଧାନ କେହି ବଡ ଲୋକ ଆପଣଙ୍କୁ ଦେଇପାରେ ଯାହା ଦ୍ଵାରା ଆପଣଙ୍କ ମନ ବହୁତ ଖୁସି ରହିବ । ଆଜି କିଛି କାମ କାଲେ ମଧ୍ୟ ଯେଉଁ ଅନୁସାରେ ପରିଶ୍ରମ କରିଥିବେ ସେହି ଅନୁଯାଇ ଫଳ ପ୍ରାପ୍ତ ହେବ ।

ସିଂହ

ଆଜି ଆପଣଙ୍କର ବୃଦ୍ଧି ଓ ବଳ ସବୁ କାମରେ  ଜିତିପାରିବେ ଶତ୍ରୁ ସବୁ ହାରିଯିବେ । ବନ୍ଧୁଙ୍କ ସହ ମିଶି ଆଜି ଯେଉଁ କାର୍ଯ୍ୟ ବା ଉପାୟ ପାଚିବେ ଓ ସେହି ଅନୁଯାଇ କାର୍ଯ୍ୟ କରନ୍ତି ସେଥିରେ ନିଶ୍ଚିତ ଲାଭ ପାଇବେ ।  ଆଜି ଆପଣଙ୍କୁ କେହି ହରାଇ ପାରିବେ ନାହିଁ । ପୁରା ଦିନ ଭଲରେ କାଟିବା ସହିତ ଆପଣଙ୍କର ଭଲ କର୍ମ କରିବା ହେତୁ ଘରେ ଆପଣଙ୍କର ମାତା ନିଜକୁ ଗୌରବ ନିତ ଅନୁଭବ କରିବେ । ଘରର ସମସ୍ତଙ୍କର ଆଶ୍ରିବାଦ ମିଳିବ । କିନ୍ତୁ ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ଟିକେ ବିଗାଡି ଯାଇ ପାରେ । ଜୀବନ ସାଥି ସହ ମିଶି କରିଥିବା ବ୍ୟବସାୟରେ ବହୁତ ଲାଭ ବାନ ହେବେ । ଆଜି ବାହାରକୁ ବୁଲିବାକୁ ଯାଇପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଊର୍ଣ୍ଣତି ହେବ । ପାରିବାରିକ ମାମଲାରେ ବହୁତ ଶାନ୍ତି ଅନୁଭବ କରିବେ । ପ୍ରେମ ସମ୍ବନ୍ଧିତ ପାଇଁ ଆଜି ବହୁତ ଭଲ ଦିନ ଅଟେ ।

କନ୍ୟା

ଶାରୀରିକ ସୁସ୍ଥ ଅନୁଭବ କରିବେ । ନିଜର ଖୁସି ପାଇଁ ଆଜି କାହାକୁ ହଇରାଣ କରିପାରନ୍ତି କିନ୍ତୁ କେବେ ହେଲେ କରନ୍ତୁ ନାହିଁ କାରଣ ଶାସ୍ତ୍ରରେ ଲେଖା ଅଛି ଯେ ପାଞ୍ଚେ ପରର ମନ୍ଦ ତାମନ୍ଦେ ପାଞ୍ଚନ୍ତି ଗୋବିନ୍ଦ । ତେଣୁ କରି କାହାକୁ ହଇରାଣ କରନ୍ତୁ ନାହିଁ । ବିଦ୍ୟା କ୍ଷେତ୍ରରେ ଊର୍ଣ୍ଣତି ହେବ । ସନ୍ତାନ ନିଜ କାର୍ଯ୍ୟ କ୍ଷେତ୍ରରେ ଭଲ କରିବେ ଓ ସଫଳ ମଧ୍ୟ ହେବେ । ପରିବାରକୁ କୌଣସି ଏକ ନୂଆ ସଦସ୍ୟ ଆସିବାର ସମ୍ଭାବନା ଅଛି । କୌଣସି ଦିଗରୁ ଏକ ଖୁସି ଖବର ପାଇପାରନ୍ତି

ତୁଳା

ଆର୍ଥିକ ସମସ୍ଯା ଦୂର ହେବ କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ହେତୁ ଆପଣଙ୍କର ଆର୍ଥିକ ସ୍ଥିତି ଉପରେ ପରଭାବ ପଡିପାରେ । ତେଣୁ କରି ଅନାବଶ୍ୟକ ଖର୍ଚ୍ଚ ରୁ ବଞ୍ଚିତ ରୁହନ୍ତୁ । ବ୍ୟବସାୟିକ ମାମଲାରେ ଲାଭ ବାନ ହେବେ । ଆଜି କୌଣସି ଜିନିଷକୁ ନେଇ ବହୁତ ଚିନ୍ତାରେ ରହିବେ । ପରିବାରରେ ଖର୍ଚ୍ଚ ବହିବା ହେତୁ ଜୀବନ ସାଥିଙ୍କ ସହ ମତାନ୍ତର ରହିପାରେ । ଆୟ କ୍ଷେତ୍ରରେ କିଛି କମ ଦେଖା ଦେବା ହେତୁ ଆଜି ମାନସିକ ଚାପରେ ରହିପାରନ୍ତି ।

ବିଚ୍ଛା

ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ନିଜ ପିତା ଓ ମାତା ଙ୍କର ସାହାର୍ଯ୍ୟ କରନ୍ତୁ । ଆର୍ଥିକ ସମସ୍ୟା ଦୂରେଇଯିବ । ଦିନ ପୁରା ଭଲରେ କଟିବ । ଭବିଷ୍ୟତ ବିଷୟରେ ଯେଉଁ ଜିନିଷ କରିବାକୁ ଚାହୁଁଛନ୍ତି କାହାକୁ ନକହିବା ଉଚିତ । ସଠିକ ସମୟରେ କହିବା ଦରକାର ସମୟ ପୂର୍ବରୁ କିଛି କଥା ପ୍ରକାଶ କରନ୍ତୁ ନାହିଁ । ସାଙ୍ଗ ମାନଙ୍କର ସହଯୋଗ ଫଳରେ ଆପଣ ବହୁତ ଉପରକୁ ଯାଇପାରନ୍ତି । ଆପଣଙ୍କ ଦ୍ଵାରା  କରାଯାଇଥିବା କାର୍ଯ୍ୟ ଖୁବ ଶୀଘ୍ର ପୂର୍ଣ୍ଣ ହୋଇଯିବ । ଉଚ ଥିବା ଅଧିକାରୀଙ୍କ ଠାରୁ ପ୍ରଶଂସା ମିଳିବ ଓ ସହୋଯୋଗ ମଧ୍ୟ ମିଳିପାରେ । ଆଜି କୌଣସି ଅସୁବିଧା ହେବ ନାହିଁ । କିଛି ଜିନିଷ ମିଳିଯିବା ହେତୁ ବହୁତ ଖୁସିରେ ଦିନ କଟିବ । ଆତ୍ମ ବିଶ୍ଵାସ ବଢିବ । ପରିବାରର ସୁଖ ପାଇଁ କିଛି ଖର୍ଚ୍ଚ ବଢିବାରେ ଲାଗିବ ।

ଧନୁ

ଉଚ ଥିବା ଅଧିକାରୀଙ୍କ ଠାରୁ ପ୍ରଶଂସା ମିଳିବ ଓ ସହୋଯୋଗ ମଧ୍ୟ ମିଳିପାରେ । ଆଜି କୌଣସି ଅସୁବିଧା ହେବ ନାହିଁ । କିଛି ଜିନିଷ ମିଳିଯିବା ହେତୁ ବହୁତ ଖୁସିରେ ଦିନ କଟିବ । ଆତ୍ମ ବିଶ୍ଵାସ ବଢିବ । ପରିବାରର ସୁଖ ପାଇଁ କିଛି ଖର୍ଚ୍ଚ ବଢିବାରେ ଲାଗିବ । ବଡ ଭାଇ ବା ଭଉଣୀଙ୍କର ସଠିକ ବିଚାର ଦ୍ଵାରା ଆପଣ ଚାଲିବା ଫଳରେ ସମାଧାନର ବାଟ ଆପଣଙ୍କୁ ଖୁବ ସହଜରେ ମିଳିଯିବ । ନିଜ ପିତା ଓ ମାତା ଙ୍କର ସାହାର୍ଯ୍ୟ କରନ୍ତୁ । ଆର୍ଥିକ ସମସ୍ୟା ଦୂରେଇଯିବ । ଦିନ ପୁରା ଭଲରେ କଟିବ ।

ମକର

ବ୍ୟବସାୟରେ ଯଦି ଆପଣ ବଢାଇବା ପାଇଁ ଚାହୁଞ୍ଚନ୍ତି ତେବେ ଆଜି ହେଉଛି ବହୁତ ଭଲ ଦିନ ଅଟେ ଓ ପ୍ରଚୁର ଲାଭବାନ ହେବେ । ସ୍ୱାସ୍ଥ୍ୟ ଠିକ ରହିବା ସହିତ ଦିନ ଆଜି ଭଲରେ କଟିବ । ଆଜି ଆପଣଙ୍କର ମନ ବଳ ବଢିବା ସହିତ ଆତ୍ମ ବିଶ୍ଵାସ ମଧ୍ୟ ବଢିବ ଯାହା ଫଳରେ ଆଜି ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସେହି କାର୍ଯ୍ୟ ଖୁବ କମ ସମୟରେ ହୋଇଯିବ । କିଛି ବାଧା ଦେଖାଦେଇ ପାରେ କିନ୍ତୁ ଦରିବାର କିଛି ନାହିଁ କୌଣସି ବ୍ୟକ୍ତି ଆପଣଙ୍କୁ ସାହାର୍ଯ୍ୟ କରିବେ ଯାହା ଆପଣଙ୍କୁ ବଡ ଅସୁବିଧାରୁ ବାହାରକୁ ଆଣିପାରେ ।

କୁମ୍ଭ

ଜୀବନ ସାଥି ଆପଣଙ୍କର ବ୍ୟକ୍ତିତ୍ୟ ଓ କାମ ଉପରେ ଖୁସି ହୋଇ ବହୁତ ପ୍ରଶଂସା କରିବେ । ପ୍ରେମ କରୁଥିବା ବ୍ୟକ୍ତି ଭଲରେ କାଟିବା ଆଜି ଯାହା କହିବାକୁ ଚାହୁଥିଲେ କହିପାରିବେ । ସମ୍ପର୍କରେ ଦୃଢତା ଆସିବ ଓ କିଛି ନୂଆ ମୋଡ ମଧ୍ୟ ଆସିପାରେ । ପୂର୍ବରୁ ଦେଇଥିବା ଧନ ପାଇ ପାରିବେ ସେଥିପାଇଁ ଆପଣ ଆଜି ବହୁତ ଖୁସି ରହିବେ । ପରିବାରର ସୁଖ ପାଇଁ କିଛି ଖର୍ଚ୍ଚ ବଢିବାରେ ଲାଗିବ । ବଡ ଭାଇ ବା ଭଉଣୀଙ୍କର ସଠିକ ବିଚାର ଦ୍ଵାରା ଆପଣ ଚାଲିବା ଫଳରେ ସମାଧାନର ବାଟ ଆପଣଙ୍କୁ ଖୁବ ସହଜରେ ମିଳିଯିବ । ନିଜ ପିତା ଓ ମାତା ଙ୍କର ସାହାର୍ଯ୍ୟ କରନ୍ତୁ । ଆର୍ଥିକ ସମସ୍ୟା ଦୂରେଇଯିବ ।

ମୀନ

ସାଙ୍ଗ ମାନଙ୍କର ସହଯୋଗ ଫଳରେ ଆପଣ ବହୁତ ଉପରକୁ ଯାଇପାରନ୍ତି । ଆପଣଙ୍କ ଦ୍ଵାରା  କରାଯାଇଥିବା କାର୍ଯ୍ୟ ଖୁବ ଶୀଘ୍ର ପୂର୍ଣ୍ଣ ହୋଇଯିବ । ଉଚ ଥିବା ଅଧିକାରୀଙ୍କ ଠାରୁ ପ୍ରଶଂସା ମିଳିବ ଓ ସହୋଯୋଗ ମଧ୍ୟ ମିଳିପାରେ । ବିଦେଶ ଭ୍ରମଣ କରିବାକୁ ଯାଇ ପାରନ୍ତି । ଆଜି ଯେକୌଣସି କାମ କରିବେ ସେଥିରେ ଆପଣ ସଫଳତା ହାସଲ କରିବେ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆଜି ଦିନ ପୁରା ଭଲରେ କଟିବ । ପରିବାରରେ ଭଲରେ ରହିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।