ଭୟଙ୍କର ଶସ୍ତା ହେଲା ସୁନା, ଦେଖନ୍ତୁ କେତେ ଅଛି ଆଜି 16 ଜାନୁଆରୀର Gold Rate

ବର୍ତ୍ତମାନ ସମୟରେ ପ୍ରାୟତଃ ସମସ୍ତେ ସୁନା ଓ ଚାନ୍ଦି କିଣିବାକୁ ଇଚ୍ଛା ରଖିଥାନ୍ତି । କିନ୍ତୁ ସୁନା ଓ ଚାନ୍ଦିର ଦାମ ବଢିଯିବା କାରଣରୁ ପ୍ରାୟତଃ ଲୋକମାନେ ସୁନା କିମ୍ବା ଚାନ୍ଦି କିଣି ପାରୁ ନାହାନ୍ତି । କିନ୍ତୁ ବର୍ତ୍ତମାନର ସ୍ଥିତି ଦେଖି ଲାଗୁଛି କି ସୁନା ଓ ଚାନ୍ଦିର ମୂଲ୍ୟ ଆଗ ଅପେକ୍ଷା ବହୁତ କମ ହୋଇ ଯାଇଛି । ଏମିତିରେ ଜଣେ ସାଧାରଣ ବ୍ୟକ୍ତି ସୁନା କିମ୍ବା ଚାନ୍ଦି କିଣି ପାରିବ । ତେବେ ଚାଳନ୍ତୁ ଜାଣି ନେବା କି ଆଜି ସୁନା ଓ ଚାନ୍ଦିର ମୂଲ୍ୟ କେତେ ଅଛି । କହିଦେଉଛୁ କି ଏଆଜି ସୁନାର ମୂଲ୍ୟ ହ୍ରାସ ପାଇଛି ।

ଆଜି ୧୬ ଜାନୁଆରୀ ୨୦୨୧ ଶନିବାର ଦିନ ସୁନାର ମୂଲ୍ୟ କିଛି ଏହିଭଳି ଅଟେ, ଆଜି ୧୮ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୩,୮୫୫ ଟଙ୍କା, ୮ ଗ୍ରାମକୁ ୩୦,୮୪୨ ଟଙ୍କା, ୧୦ ଗ୍ରାମକୁ ୩୮,୫୫୩ ଟଙ୍କା, ୧୦୦ ଗ୍ରାମକୁ ୩,୮୫,୫୩୦ ଟଙ୍କା ଅଛି । ଆଜି ୧୮ କ୍ୟାରେଟ ସୁନା ଗତକାଲି ଅପେକ୍ଷା ପ୍ରତି ୧୦ ଗ୍ରାମକୁ ୩୯୨ ଟଙ୍କା କମ ହୋଇଛି ।

ସେହିଭଳି ୨୨ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୪,୫୫୦ ଟଙ୍କା, ୮ ଗ୍ରାମକୁ ୩୬,୪୦୦ ଟଙ୍କା, ୧୦ ଗ୍ରାମକୁ ୪୫,୫୦୦ ଟଙ୍କା, ୧୦୦ ଗ୍ରାମକୁ ୪,୫୫,୦୦୦ ଟଙ୍କା ଅଛି । ଆଜି ୨୨ କ୍ୟାରେଟ ସୁନାର ମୂଲ୍ୟ ଗତକାଲି ଅପେକ୍ଷା ପ୍ରତି ୧୦ ଗ୍ରାମକୁ ୫୦୦ ଟଙ୍କା କମିଛି ।

୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୪,୯୬୪ ଟଙ୍କା, ୮ ଗ୍ରାମକୁ ୩୯,୭୧୨ ଟଙ୍କା, ୧୦ ଗ୍ରାମକୁ ୪୯,୬୪୦ ଟଙ୍କା, ୧୦୦ ଗ୍ରାମକୁ ୪,୯୬,୪୦୦ ଟଙ୍କା ଅଛି । ଏମିତିରେ କହିବାକୁ ଗଲେ ଆଜି ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ଗତ କାଲି ଅପେକ୍ଷା ୫୪୦ ଟଙ୍କା କମିଛି ।

ଯଦି ଚାନ୍ଦି ବିଷୟରେ କହିବା ତେବେ ଚାନ୍ଦିର ଦାମ ବି କମିଛି । ଆଜି ଚାନ୍ଦି ୧ ଗ୍ରାମକୁ ୬୯.୭୦ ଟଙ୍କା, ୮ ଗ୍ରାମକୁ ୫୫୭.୬୦ ଟଙ୍କା, ୧୦ ଗ୍ରାମକୁ ୬୯୭ ଟଙ୍କା, ୧୦୦ ଗ୍ରାମକୁ ୬,୯୭୦ ଟଙ୍କା ଓ ୧ କିଲୋକୁ ୬୯,୭୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ଚାନ୍ଦି ଗତ କାଲି ଅପେକ୍ଷା ୯୦୦ ଟଙ୍କା କମିଛି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।