ଆଜିର ରାଶିଫଳ, 16 ଜୁନ 2023, ଶୁକ୍ରବାର, ଲକ୍ଷ୍ମୀଙ୍କ କୃପା ରହିବ ଏହି 5ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 16 ଜୁନ 2023 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଚାକିରି ରେ ସଫଳତା ମିଳିବ । ଆପଣଙ୍କ ପାଖକୁ ନୂଆ ଦାୟିତ୍ଵ ଆସିବ । ଯାହା ଆପଣ ସଫଳତା ପୂର୍ବକ ନିଭାଇବେ । ଆପଣଙ୍କ ସ୍ୱାସ୍ଥ୍ୟ ବେହତର ରହିବ । ମାର୍କେଟିଙ୍ଗ ସହ ଜଡିତ ଲୋକଙ୍କ ପାଇଁ ଦିନ ଭଲ ରହିବ । ଅଟକିଥିବା ତାଙ୍କ ଆଜି ଫେରି ପାଇବେ । ଭୂମି ଭବନ କ୍ରୟ କରିବାକୁ ମନ ବଳାଇବେ । କାରୋବାର ଓ ଚାକିରି ରେ ବରିଷ୍ଠ ଙ୍କ ରାୟ ନେବା ଭଲ ହେବ । ମାତା ପିତା ଙ୍କ ସହ ସପିଙ୍ଗ କୁ ଯାଇ ପାରନ୍ତି ।

ବୃଷ ରାଶି : ଆଜି ଆପଣ ବ୍ୟର୍ଥ ସମସ୍ୟାରେ ପଡନ୍ତୁ ନାହିଁ । ହିତକାରୀ ଯୋଜନା ଗୁଡିକ ବ୍ୟବସାୟ ବଢାଇପାରେ । କାର୍ଯ୍ୟ କ୍ଷେତ୍ରରେ ଆଜି ଆପଣଙ୍କୁ ସଫଳତା ମିଳିବ । ଆର୍ଥିକ ସ୍ଥିତି ସାମାନ୍ଯ ରହିବ । ଖର୍ଚ୍ଚ ଅଧିକ ହେବା କାରଣରୁ ବଜେଟ ଉପରେ ପ୍ରଭାବ ପଡିପାରେ । ଖର୍ଚ୍ଚ ଉପରେ କଣ୍ଟ୍ରୋଲ କରନ୍ତୁ । ପରିବାରରେ ମାହୋଲ ଭଲ ରହିବ । ବ୍ୟାପାରରେ ଆପଣଙ୍କୁ ଲାଭ ହୋଇପାରେ । ପଇସା ଲେନଦେନ ସମୟରେ ସତର୍କ ରୁହନ୍ତୁ । ଆଜି ଆପଣ ମାନସିକ ରୂପରେ ନିଜକୁ ହାଲକା ଅନୁଭବ କରିବେ ।

ମିଥୁନ ରାଶି : ସରକାରୀ ଚାକିରି ସହ ଜଡିତ ଲୋକଙ୍କୁ ପ୍ରମୋଶନ ମିଳିପାରେ । ପାରିବାରିକ ଜୀବନ ଭଲ ରହିବ । କୌଣସି ମାଙ୍ଗଳିକ ଆୟୋଜନ ଆରେ ସାମିଲ ହେବେ । ଆଜି ଦିନରେ ଗରିବ ଲୋକଙ୍କୁ ଚାଉଳ ଦାନ କରିଲେ ଉତ୍ତମ ଫଳ ମିଳିବ । ଦିନ ବହୁତ ଲାଭଦାୟକ ରହିବାର ଅଛି । ଜରୁରତ ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । ଦାମ୍ପତ୍ୟ ଜୀବନରେ ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ । ଆଜି ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ ।

କର୍କଟ ରାଶି : ଜୀବନରେ ପ୍ରେମ ଆନନ୍ଦ ଓ ଶାନ୍ତି ରହିବ । ଅଫିସରେ ନୂଆ ବରିଷ୍ଠ ଅଧିକାରୀ ଙ୍କ ସହ କାମ କରିବାର ମଉକା ମିଳିବ । କାରୋବାର ମାମଲାରେ ମିଟିଂ ହୋଇପାରେ । ଆପଣ ନିଜର ବାଣୀ ରେ ମଧୁରତା ବଜାୟ ରଖନ୍ତୁ । ମଧୁର ବାଣୀ ଦ୍ଵାରା ସମସ୍ତଙ୍କ ହୃଦୟ ଜିଣି ପାରିବେ । ବିଜନେସ ସମ୍ବଧିତ ପ୍ରତେକ କାମ ସତର୍କତା ସହ କରନ୍ତୁ । ସମ୍ପତି ମାମଲାରେ କିଛି ଲାଭ ମିଳିପାରେ । ଆଜି ଆପଣଙ୍କର କେହି ବିରୋଧୀ ରହିବେ ନାହିଁ । ନିଜ ବିୟରେ ଅଧିକ ଚିନ୍ତା କରନ୍ତୁ ନାହିଁ ।

ସିଂହ ରାଶି : ଯୁବକ ଙ୍କ ପାଇଁ କ୍ଯାରିୟରରେ ବୃଦ୍ଧି ହେବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ଆଜି ଠିକ ଠାକ ରହିବ । କାର୍ଯ୍ୟ କ୍ଷେତ୍ରରେ ସହ କର୍ମୀ ଙ୍କ ସହଯୋଗ ମିଳିଲେ କାମ ହୋଇପାରେ । କଳା ଓ ସଂଗୀତା କ୍ଷେତ୍ରରେ ଜଡିତ ଲୋକଙ୍କ ପାଇଁ ଆଜି ଦିନ ଟି ଶୁଭ ଅଛି । ବ୍ୟାପାରରେ ପାର୍ଟରାସିପ ଙ୍କ ସହଯୋଗ ମିଳିପାରେ । ଛୋଟ ମୋଟ ସମସ୍ଯା ଆସିପାରେ । ଆଜି ଆପଣଙ୍କ ପ୍ରିୟଜନ ଙ୍କ ସହ ବା ଆଖ ପାଖର ଲୋକଙ୍କ ସହ ସମ୍ପର୍କ ରେ ସୁଧାର ଆସିବ । ଆପଣ କାର୍ଯ୍ୟ କ୍ଷେତ୍ରରେ କିଛି ଅଟକିଥିବା ଯୋଜନା କୁ ଚାଲୁ କରିବେ ।

କନ୍ୟା ରାଶି : ବନ୍ଧୁ ଙ୍କ ସହ ଯାହା ବି ମନାନ୍ତର ଚାଲିଥିଲା ତାହା ଦୂର ହେବ । ଆପଣଙ୍କୁ କରଜ ନେବାକୁ ପଡିପାରେ । ପିଲା ଦିନର ବନ୍ଧୁଙ୍କ ସହ ଭେଟ ହୋଇପାରେ । ଯାହା ପାଇଁ ଆପଣଙ୍କ ପୁରୁଣା ସ୍ମୃତି ମନେ ପଡିବ । ଆର୍ଥିକ ସ୍ଥିତି ସାମାନ୍ଯ ରହିବ । ନିବେଶ ପାଇଁ ଦିନ ଭଲ ଅଛି । ଆଜି ଯୁବକ ଙ୍କ ପାଖରେ ଉଚ୍ଚ ଶିକ୍ଷା କୁ ବେହତର ଅବସର ମିଳିବ । ଜରୁରତ ଲୋକଙ୍କୁ ଭୋଜନ କରାନ୍ତୁ, ଆପଣଙ୍କ ପାଇଁ ଭଲ ହେବ । ଆପଣ ସନ୍ତାନ ଙ୍କୁ ନେଇ ଚିନ୍ତିତ ରହିବେ ।

ବିଛା ରାଶି : ନିଜର ପୁରୁଣା ବନ୍ଧୁ ଙ୍କ ସହ କଥା ହୋଇ ପାରନ୍ତି । ଆପଣଙ୍କୁ ଟଙ୍କା କମାଇବାର ନୂଆ ରାସ୍ତା ନଜର ଆସିବ । ବନ୍ଧୁ ଙ୍କ ସାହାର୍ଯ୍ୟ ମିଳିବ । ଆଧ୍ୟାତ୍ମିକ କାର୍ଯ୍ୟ ରେ ରୁଚି ବଢିବ । ଛାତ୍ର ଙ୍କୁ ପ୍ରତିଯୋଗୀ ପରୀକ୍ଷା ରେ ସଫଳରତା ମିଳିବାର ଯୋଗ ଅଛି । ଆଜି କିଛି ବହୁତ ରୋମାଞ୍ଚକ ଖବର ମିଳିପାରେ । ଭାଇ ଭଉଣୀ ଓ ବନ୍ଧୁ ଙ୍କ ସହଯୋଗ ମିଳିବ । ଆପଣଙ୍କୁ ବଢୁଥିବା କରଜ ଠାରୁ ମୁକ୍ତି ମିଳିବ ।

ଧନୁ ରାଶି : ଯଦି ଆପଣ ପାର୍ଟ ଟାଇମ ଚାକିରି ପାଇଁ ଯୋଜନା କରୁଛନ୍ତି ତେବେ ସେଥିପାଇଁ ଆପଣଙ୍କୁ ସମୟ ବାହାର କରିବାକୁ ହେବ । ପାଇର୍ବାରର କୌଣସି ବ୍ୟକ୍ତି ଙ୍କ ଆର୍ଥିକ ସ୍ଥିତି କୁ ନେଇ ମନ ପ୍ରସନ୍ନ ରହିବ । ସ୍ୱାସ୍ଥ୍ୟ ଠିକ ରହିବ । ଆଜି ଆପଣଙ୍କ ନୂଆ ଲୋକଙ୍କ ସହ ବନ୍ଧୁତା ହେବ । ପାରିବାରିକ ବ୍ୟସ୍ତତା କାରଣରୁ କାର୍ଯ୍ୟ ସ୍ଥଳରେ ଅଧିକ ସମୟ ଦେଇ ପାରିବେ ନାହିଁ । କିଛି ଅଧିକାଂଶ କାମ ଘରର କାମ ଫୋନ ଦ୍ଵାରା ହୋଇଯିବ ।

ମକର ରାଶି : ଅନ୍ୟ ର ମାମଲାରେ ଦାଖଲ ଅନ୍ଦାଜ କରନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ମାନ ସମାନ ଉପରେ ପ୍ରଭାବ ପଡିପାରେ । ଆସୁଥିଆବ ଚ୍ୟାଲେଞ୍ଜ ର ସାମ୍ନା କରିବାକୁ ପଡିପାରେ । ପୁରା ଜୋସ ଓ ହୋସ ସହକାରେ କରିବେ । ଆପଣ ଚ୍ୟାଲେଞ୍ଜ କୁ ପୁରା କରି ସଫଳ ରହିବେ । ଆଜି ପରିବାରର ବଡ ଲୋକଙ୍କ ସହଯୋଗ ମିଳିବ । ଚାକିରି କରୁଥିବା ଜାତକ ଙ୍କ ଆର୍ଥିକ ସ୍ୱରୂପ କୁ ସକ୍ଷମ ବନାଇବାରେ ଆବଶ୍ୟକତା ରହିଛି । ଖେଳ, ବିଦ୍ୟା ଓ କୃଷିକ୍ଷେତ୍ରରେ ଆଦୃତ ହେବେ ।

କୁମ୍ଭ ରାଶି : ମନ କଥା କାହା ଆଗରେ ପ୍ରକାଶ କରନ୍ତୁ । କିଛି କଥାକୁ ନେଇ ଚିନ୍ତାରେ ରହିବେ । କାମ କାର୍ଯ୍ୟ ମାମଲାରେ ଯାତ୍ରା କରିବାକୁ ପଡିପାରେ । ଲେନଦେନ ସମୟରେ ସତର୍କ ରୁହନ୍ତୁ । ନଚେତ କ୍ଷତି ଉଠାଇବାକୁ ପଡିପାରେ । ଆପଣ ନୂଆ ଲୋକଙ୍କ ସହ ଦେଖା କରିବେ । ଯାହା ଭବିଷ୍ୟତ ରେ ଲାଭ କମାଇବାରେ ଆପଣଙ୍କର ସହାୟକ ହେବ । ଆପଣ ବ୍ୟାପାର ମାଧ୍ୟମରେ ଭଲ ଲାଭ କମାଇବେ । କର୍ମ କ୍ଷେତ୍ରରେ ସମ୍ମାନୀତ ହେବେ । ରାଜନୀତି କ୍ଷେତ୍ରରେ ଜନ ସେବାରେ ପ୍ରଶଂସା ମିଳିବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହ ହେବେ ।

ମୀନ ରାଶି : ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ପାରିବାରିକ ଜୀବନ ଆନନ୍ଦମୟ ହେବ । ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ । ଶତୃନାଶ, ଋଣନାଶ ଓ ପୁରାତନ ରୋଗପୀଡ଼ାର ଉପଶମ ହେବ । ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ । ଶୁଭ ସମାଚାର ପାଇ ମନ ଖୁସି ହେବ । ଦୂର ଯାତ୍ରା କରି ଲାଭ ପାଇବେ ଓ ଅଭିଷ୍ଟ ପ୍ରାପ୍ତି ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।