ଆଜିର ରାଶିଫଳ, 16 ଅଗଷ୍ଟ 2020, ରବିବାର, ସୂର୍ଯ୍ୟଦେବଙ୍କ କୃପାରୁ ଏହି ୫ଟି ରାଶି ପାଇଁ ବନୁଛି ଧନପ୍ରାପ୍ତିର ସୁଗମ ଯୋଗ, ଆପଣଙ୍କ ଆୟରେ ହେବ ବୃଦ୍ଧି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣ ପରିବାର ପାଇଁ ସମୟ ବାହାର କରି ପାରନ୍ତି, ବାହାରକୁ ଯିବା ପାଇଁ ଯୋଜନା କରିବା ମଧ୍ୟ ଭଲ ରହିବ । ଆପଣଙ୍କ ଆୟରେ ବୃଦ୍ଧି ହେବ । ନିଜ ଜୀବନସାଥୀଙ୍କୁ ପାଇବା ପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ପଡିବ । ବହୁତ ସମସ୍ୟାର ସମାଧାନ କରିବାରେ ସଫଳ ହେବେ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବାର ଯୋଗ ମଧ୍ୟ ରହିଛି । ଭୁଲ ବୁଝାବଣା ଦୂର ହେବ । କାର୍ଯ୍ୟ କ୍ଷେତ୍ରରେ କାରଣରୁ ହଠାତ ଯାତ୍ରା କରିବାକୁ ପଡିପାରେ । ଆପଣଙ୍କୁ ଲଭ ପାର୍ଟନରଙ୍କ ଠାରୁ ପ୍ରକୃତ ଭଲପାଇବା ମିଳିବ ।

ବୃଷ

ଏହି ରାଶିର ଲୋକ ଆଜି ନିଜର କଥା ଏବନଗ ବ୍ୟବହାର ଉପରେ ସଂଯମ ରଖିବାକୁ ପଡିବ ଏବଂ ଦୁର୍ଘଟଣା ପାଇଁ ମଧ୍ୟ ସାବଧାନ ରହିବାକୁ ପଡିବ । ଅଧିକ ଧନ ବ୍ୟୟ ହେବ । ଆପଣଙ୍କର ଆତ୍ମବିଶ୍ଵାସ ବଢିବ । ଜୀବନରେ ଭାଗ ନେବା ଦ୍ଵାରା ମାନସିକ ଚାପ ଦୂର ହେବ । ପରିବାରରେ କାହାର ସ୍ଵାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି । ଆଜିର ଦିନ ପ୍ରତିକୂଳତାରେ ଭରି ରହିବ । ମନରେ ଚିନ୍ତା ରହିବ । ଆପଣ କୌଣସି ବି ବିପଦ ଜନକ କାମ ନିଜ ହାତକୁ ନେବା ପାଇଁ ସାହାସ କରିବେ ।

ମିଥୁନ

ଆଜି ପାରିବାରିକ ଜୀବନରେ କିଛି ଅଶାନ୍ତି ହୋଇ ପାରେ । ନୂଆ କାମ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଛି । ଯଦି ଆପଣ କୌଣସି କାମକୁ ଅଧିକ ସମୟ ଏବଂ ଶକ୍ତିର ସହିତ ପୁରା କରିଛନ୍ତି ତାହେଲେ ତାହାର ପୁରସ୍କାର ଆପଣଙ୍କୁ ମିଳିବ । ଅଯୋଥା କାମରେ ଶାନ୍ତି ନଷ୍ଟ ହୋଇ ପାରେ । ବେପାର କରୁଥିବା ଲୋକଙ୍କୁ ବେପାରରେ କୌଣସି ବଡ ଲାଭ ହୋଇ ପାରେ । ଆପଣଙ୍କର କୌଣସି ଅଧୁରା ଇଛା ପୁରା ହେବ ଯାହାଦ୍ୱାରା ଆପଣଙ୍କ ମନ ଖୁସି ରହିବ । ଛୋଟ ଛୋଟ କଥାକୁ ନେଇ କାହା ସହିତ ଝଗଡା କରନ୍ତୁ ନାହିଁ ।

କର୍କଟ

ଆଜି ଧନ ସମ୍ପତ୍ତି ସହିତ ଯୋଡି ହୋଇଥିବା କାମ ଆପଣଙ୍କୁ ସଫଳତା ପ୍ରଦାନ କରିବ । ସାମାଜିକ କ୍ଷେତ୍ରରେ ଆପଣ ସକ୍ରିୟ ରହିବେ । ସାଙ୍ଗ ଏବଂ ପରିଚିତ ଲୋକଙ୍କ ସହିତ ସମୟ ଅତିବାହିତ କରିବେ । ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହେବାର ମଧ୍ୟ ଯୋଗ ଅଛି । ଛାତ୍ର ମାନଙ୍କ ସାମନାକୁ ଚ୍ୟାଲେଞ୍ଜର ସମୟ ଆସୁଛି । ବିଦ୍ୟାର୍ଥୀ ମାନଙ୍କ ପାଇଁ ବହୁତ ଭଲ ସମୟ କୁହାଯାଇ ପାରେ । ମାଆଙ୍କ ସହିତ ସମ୍ପର୍କ ଖରାପ ହୋଇ ପାରେ । ସଫଳତା ଆଡକୁ ବଢିବେ ଏବଂ ସଫଳତାର ନୂଆ କୀର୍ତ୍ତିମାନ ସ୍ଥାପନ କରିବେ । ଆପଣଙ୍କ ଘରେ ସୁଖ ସମୃଦ୍ଧି ରହିବ ।

ସିଂହ

ଆଜି ପାରିବାରିକ କାମ ପାଇଁ ବାହାରକୁ ଯିବାକୁ ପଡିବ । ଅତୀତରେ କରିଥିବା ନିବେଶ ବର୍ତ୍ତମାନ ସମୟରେ ଆପଣଙ୍କୁ ଲାଭ ଦେବ ଏବଂ ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ମଧ୍ୟ ହେବ । ଧାର୍ମିକ କାମ ପାଇଁ ଖର୍ଚ ହେବ । ଆପଣଙ୍କ ମନ ଖୁସି ରହିବ । ଆପଣ ଆପଣଙ୍କର ସବୁ ପୁରୁଣା କର୍ଜରୁ ମୁକ୍ତ ହେବେ । ଆପଣଙ୍କୁ ଧର୍ଯ୍ୟ ରଖିବାକୁ ପଡିବ । ହଠାତ ଯାତ୍ରା ଏବଂ ଲାଭ ମଧ୍ୟ ହୋଇ ପାରେ ।

କନ୍ୟା

ଭୌତିକ ସାଧନା ଏବଂ ବସ୍ତ୍ର କିଣିବେ । ପ୍ରେମ ସମ୍ପର୍କରେ ସଫଳତା ମିଳିପାରେ । ଏହି ପରିସ୍ଥିତି ଦେଖିବା ପାଇଁ ବହୁତ କଷ୍ଟ ଲାଗିବ କିନ୍ତୁ ଆପଣ ଏହାକୁ ସହଜରେ ସମ୍ଭାଳି ପାରିବେ । ଆପଣଙ୍କୁ ସାବଧାନ ରହିବାର ଆବଶ୍ୟକତା ଅଛି । ଆପଣ କିଛି କାମ ବିଷୟରେ ଅଧିକ ଆତ୍ମବିଶ୍ଵାସ ଦ୍ଵାରା ପ୍ରଭାବିତ ହେବେ ଯାହାର ନକରାତ୍ମକ ପ୍ରଭାବ ପଡିବ । ଆପଣ ଥଣ୍ଡା ମୁଣ୍ଡରେ ହିଁ ପରିସ୍ଥିତିକୁ ସମ୍ଭାଳି ପାରିବେ । ଜୀବନସାଥିଙ୍କ ତରଫରୁ କୌଣସି ବଡ ଖୁସି ଖବର ମିଳିବ ଯାହାଦ୍ୱାରା ଆପଣଙ୍କ ମନ ଖୁସି ରହିବ ।

ତୁଳା

ଆଜି ଟଙ୍କା କାରବାରରେ ସତର୍କ ରୁହନ୍ତୁ, କେଉଁଠି ବି ଟଙ୍କା ନିବେଶ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ସରକାରୀ ଚାକିରି ମିଳିପାରେ । ଅବିବାହିତ ଲୋକଙ୍କର ବିବାହ ସ୍ଥିର ହୋଇ ପାରେ । ପୁରୁଣା ସମସ୍ୟାରୁ ମୁକ୍ତି ମିଳିବ । ଆୟ ବୃଦ୍ଧି ହେବାର ଯୋଗ ଅଛି । ଆର୍ଥିକ ଯୋଜନାରେ କରାଯାଇ ଥିବା ନିବେଶ ଲାଭପ୍ରଦ ହେବ । ବ୍ୟବସାୟରେ ଧ୍ୟାନ ଦେବେ । ବରିଷ୍ଠ ଅଧିକାରୀଙ୍କ ବ୍ୟବହାର ନକରାତ୍ମକ ରହିବ । ଆପଣଙ୍କର ହଜିଯାଇ ଥିବା ସତ ପ୍ରେମ ଆପଣଙ୍କୁ ପୁଣିଥରେ ମିଳିପାରେ ।

ବିଛା

ପାଖ ଜାଗାକୁ ଯାତ୍ରା କରି ପାରନ୍ତି । କୌଣସି ଅଜ୍ଞାନ୍ତ ସ୍ରୋତରୁ ଆୟ ଆସିବ ଆଜା ଆପଣଙ୍କ ମନକୁ ବଢାଇବ । ଆପଣଙ୍କ ଜୀବନସାଥୀ ଆପଣଙ୍କ ସମ୍ପର୍କର ପ୍ରଶଂସା କରିବେ ଏବଂ ଚିନ୍ତା ମଧ୍ୟ କରିବେ । ଆପଣ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ଆପଣଙ୍କ ପାଇଁ ଭଲ ହେବ । ରୋଜଗାର କ୍ଷେତ୍ରରେ ଲଗାତାର ବୃଦ୍ଧି ହେବ । ରୋଜଗାରର ନୂଆ ରାସ୍ତା ମଧ୍ୟ ଖୋଲିବ । ଆପଣଙ୍କ ଜୀବନରେ କିଛି ଏମିତି ପରିସ୍ଥିତି ଆସିବାକୁ ଯାଉଛି ଯେତବେଳେ କି ଆପଣଙ୍କୁ ଶୀଘ୍ର ଏବଂ ସକ୍ରିୟ ରହି ନିଷ୍ପତ୍ତି ନେବାକୁ ହେବ ।

ଧନୁ

ଆପଣଙ୍କୁ ଶୈକ୍ଷିକ କାମରେ ସଫଳତା ମିଳିବ । ଧର୍ମ କର୍ମରେ ରୁଚି ବଢିବ । ଛୋଟ ଛୋଟ କଥାକୁ ନେଇ ରାଗନ୍ତୁ ନାହିଁ ଅଯୋଥା କରି ଥିବା ଯୋଜନା ଖରାପ ହେବାର ସମ୍ଭାବନା ଅଛି । ବ୍ୟକ୍ତିଗତ ସ୍ତରରେ ହଠାତ ଧିକ ଖର୍ଚ ହେବ ଯାହା ଚିନ୍ତାର ବିଷୟ ହେବ । ପରିବାରର ସାଥ ଦେବା ପାଇଁ ଆପଣଙ୍କ ଜୀବନସାଥୀ ଅଧିକ ପରିଶ୍ରମ କରିବେ । ପଢା ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ଚାକିରିରେ ପ୍ରଗତିର ମାର୍ଗ ପ୍ରଶସ୍ତ ହେବ ।

ମକର

ଆଜିର ଦିନ ବହୁତ ଖୁସିରେ କଟିବ । ଚାକିରିରେ ଉତ୍ସାହ ବଢିବ । ବେପାରରେ ଲଭ ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ଦେଖିବାକୁ ମିଳିବ । ଅଧିକ କାର୍ଯ୍ୟ ଭାର ରହିବ । ଭାଗୀଦାରୀରେ ଲାଭ ହେବ । ଧନ ଲାଭ ମିଳିବ । ମାନସିକ ଅସ୍ଥିରତା ହୋଇ ପାରେ । ଆପଣ ଆତ୍ମବିଶ୍ଵାସରେ ଭରା ରହିବେ ଏବଂ ପାଠ ପଢାରେ ଆଗ୍ରହ ବଢିବ । କିନ୍ତୁ ମନରେ ନକରାତ୍ମକ ବିଚାରର ପ୍ରଭାବ ହୋଇ ପାରେ ।

କୁମ୍ଭ

ଆଜି ଶାରୀରିକ କ୍ଳାନ୍ତ ଅନୁଭବ କରିବେ । ଅନାବଶ୍ୟକ ଖର୍ଚ ଉପରେ ନିୟତ୍ରଣ ରଖିବାର ଆବଶ୍ୟକତା ଅଛି । ଆପଣଙ୍କ ପରିବାର ସଦସ୍ୟ ଆପଣଙ୍କ ଠାରୁ ଦୂରେଇ ରହିବେ କାରଣ ଆପଣଙ୍କ ମନୋଭାବ ସେମାନଙ୍କୁ ଆଘାତ ଦେବ । ଆପଣଙ୍କ ବାପା ମାଆ ଆପଣଙ୍କୁ ଜୀବନରେ ଏକ ଗୁରୁତ୍ଵପୂର୍ଣ ନିଷ୍ପତ୍ତି ବିଷୟରେ ପରାମର୍ଶ ଦେବେ । ଆପଣ ଯେଉଁ କଥାକୁ ବହୁତ ଦିନ ଧରି କହିବା ପାଇଁ ଚାହୁଁଥିବେ, ଆପଣ ତାହାକୁ କହିବା ପାଇଁ ଆଗକୁ ବଢିବେ । କୋର୍ଟ କଚେରୀ ପ୍ରଶ୍ନ ଗୁଡିକରେ ସାନଧାନ ହୋଇ ପାଦକ୍ଷପ ଉଠାନ୍ତୁ । ଯୋଜନାବଦ୍ଧ ଖର୍ଚରେ ବୃଦ୍ଧି ହେବ ।

ମୀନ

ଆଜି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିନନ୍ତୁ, ଏଥିପାଇଁ ଡକ୍ଟରଙ୍କ ପରାମର୍ଶ ମଧ୍ୟ ଆପଣଙ୍କ ପାଇଁ ଲାଭ ହୋଇ ପାରେ । ମାନସିକ ସ୍ଥିତି ସନ୍ତୁଳନରେ ରହିବ । ନୂଆ କାମର ଆରମ୍ଭ ପାଇଁ ଏହି ସମୟ ଅନୁକୂଳ ଅଟେ । ବ୍ୟକ୍ତିଗତ ଏବଂ ବ୍ୟବସାୟୀକ ସ୍ତରରେ ମଧ୍ୟ ଏହି ଦିନ ଉତ୍ତମ ଅଟେ । ସରକାରୀ ଚାକିରି ମିଳିବାର ସମ୍ଭାବନା ଅଛି ଏଥିପାଇଁ ପରିଶ୍ରମ କରିବା ଜାରି ରଖନ୍ତୁ । ଯାତ୍ରା କରିବା ସମୟରେ ସାବଧାନର ଶାୟତ ଗାଡି ଚଲାନ୍ତୁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।